Daily Archives

May 12, 2022

ତାଳଚେର ମେଡିକାଲ କଲେଜ: ପରିଚାଳନା କରିବେ ରାଜ୍ୟ ସରକାର, ଖର୍ଚ୍ଚ ଦେବ ଏମସିଏଲ

ଭୁବନେଶ୍ବର/ଅନୁଗୁଳ: ଶେଷରେ ତାଳଚେର ମେଡ଼ିକାଲ କଲେଜ ଚାଲିବା ନେଇ ଆଶା ସଂଚାର ହୋଇଛି। ଏହି ମେଡ଼ିକାଲ କଲେଜ ପରିଚାଳନା ଭାର ରାଜ୍ୟ ସରକାର ନେବେ ବୋଲି ଲିଖିତ ଭାବେ ଏମସିଏଲକୁ ଜଣାଇଛନ୍ତି। ତେବେ ଏଥିପାଇଁ ହେବାକୁ ଥିବା ଖର୍ଚ୍ଚ ଏମସିଏଲ ପ୍ରଦାନ କରିବ। ଫଳରେ ମେଡ଼ିକାଲ କଲେଜ ପରିଚାଳନା ନେଇ…
ଅଧିକ ଖବର ଦେଖନ୍ତୁ...

‘ତୁ ମୋ ବୋହୂ ପଛରେ କାହିଁକି ପଡିଛୁ?’: ବିବ୍ରତ ହୋଇ ଏପରି ପ୍ରଶ୍ନ ପଚାରିଲେ ନିତୁ

ମୁମ୍ବାଇ: ଶାଶୁ-ବୋହୂ ଭିତରର ଭଲପାଇବା ଏକଦମ ନିତୁ କପୁର ଓ ଆଲିଆ ଭଟ୍ଟଙ୍କ ପରି ହେବା ଉଚିତ। ନିତୁ କପୁର ତାଙ୍କ ବୋହୂ ଆଲିଆଙ୍କୁ ଖୁବ୍ ଭଲପାଆନ୍ତି ବୋଲି ଅନେକ ଥର ସୋସିଆଲ୍‌ ମିଡିଆ ଜରିଆରେ ପ୍ରମାଣିତ ହୋଇସାରିଛି। ନିକଟରେ ନିତୁଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଛି, ଯେଉଁଥିରେ ସେ ଜଣେ…
ଅଧିକ ଖବର ଦେଖନ୍ତୁ...

ରେଳ ମନ୍ତ୍ରାଳୟର ଇତିହାସରେ ପ୍ରଥମ: ଏକାସାଙ୍ଗରେ ୧୯ ଜଣ ବରିଷ୍ଠ ଅଧିକାରୀଙ୍କୁ ବିଦା କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଆକ୍ସନ ମୁଡରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ | କାର୍ଯ୍ୟରେ ଅବହେଳା ପାଇଁ ଆଜି ରେଳ ମନ୍ତ୍ରାଳୟ ଏକକାଳୀନ ୧୯ଜଣ ଅଧିକାରୀଙ୍କ ବିରୁଦ୍ଧରେ ସବୁଠୁ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଦା କରିଛି | ଖରାପ ପ୍ରଦର୍ଶନ କରୁଥିବା ଅଧିକାରୀଙ୍କୁ ଆଜି ବାଧ୍ୟତାମୂଳକ ଅବସର…
ଅଧିକ ଖବର ଦେଖନ୍ତୁ...

ପ୍ରେସର କୁକର ବୋମାକୁ ଉଦ୍ଧାର କଲେ ଯବାନ, ଘଟଣାସ୍ଥଳରେ ହିଁ ବୋମା ହେଲା ନିଷ୍କ୍ରିୟ 

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁରର ଜିଲ୍ଲାରେ ନକ୍ସଲଙ୍କ ପ୍ଲାନ ଫସର ଫାଟିଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବୋମା ଖଞ୍ଜିଥିବା ବେଳେ ଯବାନ କିନ୍ତୁ ଏହି ପ୍ରେସର କୁକର ବୋମାକୁ ଠାବ କରି ନିଷ୍କ୍ରିୟ କରିଛନ୍ତି। ଘଟଣା ଅନୁଯାୟୀ ବିଜାପୁର ଜିଲ୍ଲାର ପାମମଲା ଥାନା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ଅର୍ଥ ହେରଫେର ମାମଲାରେ ଖଣି ସଚିବ ଥିବା ପୂଜା ସିଙ୍ଘଲଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ରାଞ୍ଚି: ଝାଡ଼ଖଣ୍ଡ ସରକାରରେ ଖଣି ସଚିବ ଥିବା ଆଇଏଏସ୍ ଅଧିକାରୀ ପୂଜା ସିଙ୍ଘଲ, ଅର୍ଥ ହେରଫେର ମାମଲାରେ ଗିରଫ ହେବା ପରେ ଆଜି ରାଜ୍ୟ ସରକାର ତାଙ୍କୁ ନିଲମ୍ବନ କରିଛନ୍ତି। ଏହାପୂର୍ବରୁ, ପୂଜା ସିଙ୍ଘଲଙ୍କୁ ଲଗାତାର ଦୁଇ ଦିନ ପଚରାଉଚରା ପରେ ବୁଧବାର ଦିନ ଖୁଣ୍ଟିରେ ପ୍ରବର୍ତ୍ତନ…
ଅଧିକ ଖବର ଦେଖନ୍ତୁ...

ପୁଣି ଜଣେ କଶ୍ମୀର ପଣ୍ଡିତଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର : କଶ୍ମୀର ଘାଟିରେ ପୁଣି ଜଣେ ପଣ୍ଡିତଙ୍କ ହତ୍ୟା ହୋଇଛି । ଜମ୍ମୁ ଓ କଶ୍ମୀର ସରକାରଙ୍କ ରାଜସ୍ବ ବିଭାଗରେ କାମ କରୁଥିବା ରାହୁଲ ଭଟ୍ଟଙ୍କୁ ସଂଦିଗ୍ଧ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରୀୟ କଶ୍ମୀରର ଛାଦୁରାଠାରେ…
ଅଧିକ ଖବର ଦେଖନ୍ତୁ...

ମଙ୍ଗଳକୁ ମିଳିଗଲା କି ରାସ୍ତା? ଟ୍ବିଟ୍‌ କରି ଫଟୋ ପୋଷ୍ଟ୍‌ କଲା ନାସା

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ବେଳେ ବେଳେ ଅଜବ ଜିନିଷ ସବୁ ଦେଖିବାକୁ ମିଳିଥାଏ। ମଙ୍ଗଳଗ୍ରହରୁ ମିଳୁଥିବା ଫଟୋରୁ ଅଧିକାଂଶ ସମୟ ଜୀବଯନ୍ତୁଙ୍କ ଅବସ୍ଥିତିକୁ ନେଇ ଅନୁମାନ ଲଗାଯାଏ। ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସାର କ୍ୟୁରୋସିଟି ‌ରୋବର୍‌ ମଙ୍ଗଳ ଗ୍ରହରୁ ସଂଗ୍ରହ କରିଥିବା ଏକ…
ଅଧିକ ଖବର ଦେଖନ୍ତୁ...

ତାଜମହଲର ୨୨ଟି ବନ୍ଦ ଦ୍ୱାର ଖୋଲିବାକୁ ଆଗତ ଆବେଦନକୁ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ: ତାଜମହଲର ୨୨ଟି ବନ୍ଦ ଦ୍ୱାର ଖୋଲିବାକୁ ନିର୍ଦ୍ଦେଶ ଦେବାକୁ ଆଗତ ଆବେଦନକୁ ଗୁରୁବାର ଖାରଜ କରି ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ। ହିନ୍ଦୁ ଦେବତାଙ୍କ ପ୍ରତିମାର ଉପସ୍ଥିତି ଜାଣିବା ପାଇଁ ତାଜମହଲରେ ବନ୍ଦ ଥିବା ୨୨ଟି ଦ୍ୱାର ଖୋଲି ଭାରତୀୟ ପ୍ରତ୍ନତାତ୍ତ୍ୱିକ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଝଟକାରେ କୋହଲି, କ୍ରିସ ଗେଲ ଏବଂ ଶିଖର ଧାୱନଙ୍କୁ ପଛରେ ପକାଇଲେ ଡେଭିଡ୍ ୱାର୍ଣ୍ଣର

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୨ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା ଡେଭିଡ୍ ୱାର୍ଣ୍ଣର ପ୍ରମାଣିତ କରିଛନ୍ତି ଯେ ସେ ହିଁ ଏହି ଟୁର୍ନାମେଣ୍ଟର ସବୁଠାରୁ ଦମଦାର ବ୍ୟାଟ୍ସମ୍ୟାନ୍ | କାରଣ ଡେଭିଡ୍ ୱାର୍ଣ୍ଣର ଗୋଟିଏ ଝଟକାରେ ବିରାଟ କୋହଲି, ଏବି ଡି ଭିଲିୟର୍ସ,…
ଅଧିକ ଖବର ଦେଖନ୍ତୁ...

୫ମ ଦିନ ପାଇଁ ଷ୍ଟକ ବଜାରରେ ହ୍ରାସ ଜାରି : ସେନସେକ୍ସ ୧୧୫୮ ପଏଣ୍ଟ କମିଲା

ମୁମ୍ବାଇ : ଭାରତୀୟ ଷ୍ଟକ ବଜାରରେ ଆଜି ବଡ଼ ଧରଣର ହ୍ରାସ ଦେଖାଦେଇଛି । ଆଜି ବିଏସଇ ସେନସେକ୍ସ ୧୧୫୮ ପଏଣ୍ଟ କିମ୍ବା ୨.୧୪ ପ୍ରତିଶତ ହ୍ରାସ ପାଇ ୫୨୯୩୦.୩୧ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟି ୩୫୯.୧୦ ପଏଣ୍ଟ କିମ୍ବା ୨.୨୨ ପ୍ରତିଶତ ହ୍ରାସ ପାଇ ୧୫,୮୦୮…
ଅଧିକ ଖବର ଦେଖନ୍ତୁ...