Daily Archives

May 28, 2022

ଓସେପାର ଯୁଗ୍ମ ନିର୍ଦ୍ଦେଶକଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି: ଓସେପା (ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି)ର ଯୁଗ୍ମ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ସେଠୀ ମାଲକାନଗିରି ଗସ୍ତରେ ଆସି ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଶନିବାର ସେ ରାଜ୍ୟ ସରକାରଙ୍କ ଦ୍ବାରା ଘୋଷିତ ଶହେ ଉତ୍ତମ ବିଦ୍ୟାଳୟ ମଧ୍ୟରେ ଥିବା ମାଲାକନଗିରି ସରକାରୀ…
ଅଧିକ ଖବର ଦେଖନ୍ତୁ...

୮ ମାସ ହେଲା ଦରମା ନାହିଁ: ଗୁହାରି କରି ଥକିଲେଣି, ଦୁର୍ଦ୍ଦିନରେ ଜିଆରଏସ୍ ପରିବାର

ରାୟଗଡ଼ା: ମାସେ କି ଦୁଇ ମାସ ନୁହଁ, ୮ ମାସ ହେଲା ମିଳିନି ଦରମା। ପେଟ୍ରୋଲ୍ ବାବଦ ମାସିକ ୫୦୦ ଟଙ୍କା ବି ଅଟକିଛି। ଆବାସ ଯୋଜନା ସମ୍ପୂର୍ଣ୍ଣ ପ୍ରୋତ୍ସାହନ ରାଶି ଆକାଶ କଇଁଆ ଚିଲିକା ମାଛ ଭଳି କେବଳ ବୈଠକରେ ଆଲୋଚନା ହେଉଛି। ଚାକିରି କରିବା ଦିନଠୁ ଜଣଙ୍କୁ ବି ମିଳିନି। ବିନା ଦରମାରେ…
ଅଧିକ ଖବର ଦେଖନ୍ତୁ...

ବିବାହ ନକରିବାରୁ ଇନ୍ସପେକ୍ଟରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ କନଷ୍ଟେବଳଙ୍କ ପତ୍ନୀ

ଝାନସୀ : ଜଣେ ପୁଲିସ ହେଡ୍ କନେଷ୍ଟବଳଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇଛନ୍ତି ଉତ୍ତରପ୍ରଦେଶ ପୁଲିସର ଜଣେ ଇନ୍ସପେକ୍ଟର । ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଝାନସୀର ନଓ୍ବାବାଦ ଥାନାରେ ଅବସ୍ଥାପିତ ଥିଲେ । ନିକଟରେ ଝାନସୀକୁ ବଦଳି ହୋଇଆସିଥିବା ଜଣେ ହେଡ କନେଷ୍ଟବଳଙ୍କ…
ଅଧିକ ଖବର ଦେଖନ୍ତୁ...

ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି: ସନ୍ଧ୍ୟା ୭ ପରେ ମହିଳାଙ୍କୁ କାମ କରିବାକୁ ବାଧ୍ୟ କରାଯାଇପାରିବନି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର କର୍ମଜୀବି ମହିଳାଙ୍କ ବାବଦରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାରୀ ଆଦେଶରେ କୁହାଯାଇଛି ଯେ କୌଣସି ମହିଳା କର୍ମଚାରୀଙ୍କ ଲିଖିତ ସମ୍ମତି ବିନା ସକାଳ ୬ଟା ପୂର୍ବରୁ ଏବଂ ସନ୍ଧ୍ୟା ୭ଟା ପରେ କାମ କରିବାକୁ କେହି ବାଧ୍ୟ କରିପାରିବେ…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ

ରାଉରକେଲା: ମୋଟରବାଇକ୍‌ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ବିଶ୍ରା ଆସିଆନା କଲୋନିର ରାଜନ ସାହା। ବିଶ୍ରା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ମିଳିଥିବା ସୂଚନା ମୁତାବକ ରାଜନ ଗତ କିଛି ମାସ ଧରି ବିଶ୍ରା ଆସିଆନା କଲୋନିରେ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ବିକ୍ରି ହେଉଛି ରଙ୍ଗ ଦିଆ ସପୁରି-ଲିଚୁ  

ସୁନ୍ଦରଗଡ଼: ଲୋକେ ଫଳ ଦୋକାନକୁ ଗଲେ ତଟକା ଫଳ ଖୋଜିଥାନ୍ତି। ଆମ୍ବ ହେଉ କି କଦଳୀ ଅବା ସପୁରୀ, ଲିଚୁ, ଡାଳିମ୍ବ ଉପରକୁ ଚିକ୍କଣ ଓ ସତେଜ ଦିଶୁଥିଲେ ତାକୁ ବିନା ଦ୍ବିଧାରେ କିଣି ନିଅନ୍ତି। କିନ୍ତୁ ଉପରେ ଚିକ୍କଣ ଓ ସତେଜ ଦିଶୁଥିବା ଫଳ ଭିତରେ ଯେ ବିଷ ଭରି ରହିଥାଏ, ସେ କଥା କାହାକୁ ମାଲୁମ…
ଅଧିକ ଖବର ଦେଖନ୍ତୁ...

ଆରୟନଙ୍କ ଓକିଲ କଲେ ଦାବି; ରିୟାଙ୍କୁ ମଧ୍ୟ ନ୍ୟାୟ ମିଳିବା ଦରକାର

ମୁମ୍ବାଇ: ବହୁଚର୍ଚ୍ଚିତ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଏନ୍‌ସିବି (ନା‌ର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ) ଶୁକ୍ରବାର ଦିନ ଚାର୍ଜସିଟ୍‌ ଦାଖଲ କରିଥିଲା ଓ ଏହି ମାମଲାରେ ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆରୟନ ଖାନ୍‌ଙ୍କୁ କ୍ଲିନଚିଟ୍‌ ମିଳିଥିଲା। ଆରୟନଙ୍କୁ କ୍ଲିନଚିଟ ମିଳିବା ପରେ…
ଅଧିକ ଖବର ଦେଖନ୍ତୁ...

ଛୁଆଙ୍କୁ ଟିକା ଦେବା ସମୟ ହେଲେ ବାପା-ମାଙ୍କ ପାଖକୁ ଯିବ ମେସେଜ

ଚଣ୍ଡୀଗଡ଼: ଅନେକ ସମୟରେ ଘରେ ଛୁଆଟିକୁ କେତେବେଳେ ଟିକା ଦିଆଯିବ ସେହି କଥା ଅଧିକାଂଶ ଅଭିଭାବକ ଭୁଲିଯାଇଥାନ୍ତି | କେଉଁ ସମୟରେ କେଉଁ ଟିକା ଓ କେତେ ବ୍ୟବଧାନରେ ଟିକା ଦିଆଯିବ ସେକଥା ଅଧିକାଂଶ ବାପା-ମାଙ୍କର ମନେ ନଥାଏ | କିଛି ଏଭଳି ସମସ୍ୟାକୁ ଦେଖି ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଅନାଥ ଶିଶୁଙ୍କ ମୁହଁରେ ହସ ଫୁଟାଇଲା ସ୍ବେଚ୍ଛାସେବୀ ସଂସ୍ଥା, ପିଲାମାନେ ସିନେମା ଦେଖିବା ସହ ହୋଟେଲରେ ଖାଇଲେ

ମାଲକାନଗିରି: ବାପା ଓ ମାଆ ଥିଲେ ବଜାରର ସମସ୍ତ ଖେଳନା ପିଲା ମାନଙ୍କର। ପିଲାଙ୍କ ସମସ୍ତ ଅଳି ଅଝଟ ସହି ବାପା ମାଆ ପିଲାଙ୍କ ପାଇଁ ଦିନରାତି ଏକ କରି ସେମାନଙ୍କର ସମସ୍ତ ଦାବିକୁ ପୂରଣ କରିଥାନ୍ତି। ତେବେ ଯଦି ବାପା ମାଆ ପିଲାଙ୍କୁ ଅନାଥ କରି ଆରପାରିକୁ ଚାଲିଯାନ୍ତି, ତେବେ ସେହି ପିଲାଙ୍କ…
ଅଧିକ ଖବର ଦେଖନ୍ତୁ...

ହାତୀଙ୍କ ସୁରକ୍ଷିତ ଯାତାୟାତ ପାଇଁ ପୋଲ ନିର୍ମାଣ କରିବ ରେଳ ବିଭାଗ : ବୈଷ୍ଣବ

ଭୁବନେଶ୍ବର :  ଟ୍ରେନ ଦୁର୍ଘଟଣାର ହାତୀ ମୃତ୍ୟୁ ଘଟଣାକୁ ରୋକିବାକୁ ରେଳବାଇ କେତେକ ପଦକ୍ଷେପ ନେଉଛି ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସୂଚନା ଦେଇଛନ୍ତି । ଯେଉଁ ଯେଉଁ ସ୍ଥାନରେ ବନ୍ୟ ପ୍ରାଣୀ ଯାତାୟାତ ରହୁଛି ସେହି ସ୍ଥାନ ମାନଙ୍କରେ ରେଲୱେ ଲାଇନକୁ ଉଚ୍ଚ କରାଯାଇ ତଳେ ପୋଲ…
ଅଧିକ ଖବର ଦେଖନ୍ତୁ...