Daily Archives

June 10, 2022

ଭାରତ-ଦ.ଆଫ୍ରିକା ବାରବାଟୀ ମ୍ୟାଚ୍‌ରେ ମୁତୟନ ହେବେ ୬୨ ପ୍ଲାଟୁନ୍‌ ପୁଲିସ: କମିସନରେଟ ପୁଲିସ

କଟକ/ଭୁବନେଶ୍ବର: ବହୁ ପ୍ରତିକ୍ଷୀତ ବାରବାଟୀ ଟି-୨୦ ମ୍ୟାଚ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ମ୍ୟାଚ ପାଇଁ ୬୨ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ବାରବାଟୀ ଷ୍ଟାଡିୟମରେ ସୁରକ୍ଷା ଯାଞ୍ଚ ପରେ ପୁଲିସ କମିସନର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମ୍ୟାଚର ସୁରକ୍ଷା ପାଇଁ…
ଅଧିକ ଖବର ଦେଖନ୍ତୁ...

‘ଗୁରୁଜୀ ପ୍ରଣାମ, ଆପଣଙ୍କ ଆଶୀର୍ବାଦ ଥାଉ’ କହି ଶିକ୍ଷକଙ୍କୁ ମୁଣ୍ଡିଆ ମାରିଲେ ମୋଦୀ

ଅହମ୍ମଦାବାଦ: କୁହାଯାଏ ଜଣେ ଶିକ୍ଷକ ସେତେବେଳେ ସବୁଠାରୁ ଅଧିକ ଖୁସି ହୋଇଥାନ୍ତି, ଯେତେବେଳେ ତାଙ୍କ ଛାତ୍ର ସଫଳତା ପାଏ | ତେବେ ସେହି ଶିକ୍ଷକଙ୍କ ବିଷୟରେ ଚିନ୍ତା କରନ୍ତୁ, ଯେତେବେଳେ ତାଙ୍କ ଛାତ୍ର ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତି ଓ ଆଶୀର୍ବାଦ ନେବାକୁ ତାଙ୍କ ପାଖକୁ ଆସନ୍ତି | ଆଜି ମୋଦୀ…
ଅଧିକ ଖବର ଦେଖନ୍ତୁ...

ରୋଷେଇ କଲା ବେଳେ ନିଆଁରେ ପୋଡିହୋଇ ଯୁବତୀ ମୃତ

କାମାକ୍ଷାନଗର: ରୋଷେଇ କଲା ବେଳେ ନିଆଁ ଲାଗିଯିବାରୁ ଜଣେ ଯୁବତୀ ଜୀବନ୍ତ ଜଳି ଯାଇଛନ୍ତି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାମ ଗ୍ରାମରେ ନିଆଁରେ ପୋଡି ହୋଇ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ ଯୁବତୀ ହେଲେ ଲିପ୍ତିରେଖା ମହନ୍ତ (୧୯)। ସୂଚନା ଅନୁସାରେ କାମାକ୍ଷାନଗର ଉପଖଣ୍ଡ…
ଅଧିକ ଖବର ଦେଖନ୍ତୁ...

କେଉଁ ଭାରତୀୟ ଆଇଟି କମ୍ପାନିର ସିଇଓ ସବୁଠାରୁ ଅଧିକ ଦରମା ନିଅନ୍ତି ?

ବେଙ୍ଗାଲୁରୁ : ଭାରତର ଆଇଟି ଉଦ୍ୟୋଗରେ ସବୁଠାରୁ ଅଧିକ ଦରମା ପାଉଥିବା ମୁଖ୍ୟ କାର୍ଯ୍ୟନିର୍ବାହୀ ବା ସିଇଓ କିଏ ? ଏହାର ଉତ୍ତର ହେବ ସଫ୍ଟଓ୍ବାର କମ୍ପାନି ଓ୍ବିପ୍ରୋର ସିଇଓ ତଥା ଏମଡି ଥଏରି ଡେଲାପୋର୍ଟ । ୨୦୨୧-୨୨ରେ  ବାର୍ଷିକ ଦରମା, ଭତ୍ତା ଓ କମିଶନ ବାବଦରେ ସେ ପ୍ରାୟ ୧୦.୫ ନିୟୁତ ଡଲାର…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ମିଡ଼ିଆ ରାଇଟ୍ସରୁ ଓହରିପାରେ ଆମାଜନ, ମୁକେଶ ଅମ୍ବାନୀଙ୍କୁ ମିଳିପାରେ ଫାଇଦା!

ନୂଆଦିଲ୍ଲୀ: ବିଶ୍ୱର ଦ୍ୱିତୀୟ ଧନୀ ଜେଫ୍ ବେଜୋସଙ୍କ କମ୍ପାନି ଆମାଜନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) କ୍ରିକେଟ୍ ମ୍ୟାଚ୍ ଷ୍ଟ୍ରିମ୍ କରିବା ପାଇଁ ମିଡିଆ ରାଇଟ୍ସ ବାଦ ପଡିପାରେ। ଯଦି ଏହା ହୁଏ, ତେବେ ମିଡ଼ିଆ ରାଇଟ୍ସ ପାଇବା ତାଲିକାରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଏକ ଦୃଢ ଦାବିଦାର…
ଅଧିକ ଖବର ଦେଖନ୍ତୁ...

ଜଳ କଷ୍ଟ; ଆଗ ପାଣି ନେବା ପାଇଁ ମହିଳାଙ୍କ ମଧ୍ୟରେ ପ୍ରତିଯୋଗିତା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏବେ ଗ୍ରୀଷ୍ଣ ପ୍ରବାହ ଲାଗି ରହିଥିବା ବେଳେ ଆଜି ଜିଲ୍ଲାରେ ୪୩ ଡିଗ୍ରି ତାପମାତ୍ର ରହିଥିଲା। ଗତ କିଛି ଦିନ ହେଲା ଗରମ ଅତ୍ୟଧିକ ହେଉଥିବାରୁ ଲୋକେ ଗରମରେ ଆଉଟୁପାଉଟୁ ହେଉଛନ୍ତି। ଏହାଠୁ ବଳିଯାଇଛି ପାଣି ସଂକଟ। ଜିଲ୍ଲାର ଦୁର୍ଗମ ଅଂଚଳରେ ଏବେ ନଦୀନାଳ…
ଅଧିକ ଖବର ଦେଖନ୍ତୁ...

ପଶୁମାନେ ବି ନେବେ କୋଭିଡ୍ ଟିକା

ନୂଆଦିଲ୍ଲୀ : ମଣିଷମାନଙ୍କ କୋଭିଡ ଟିକା ପରେ ଏବେ ପଶୁମାନଙ୍କ କୋଭିଡ୍ ଟିକା ଉପଲବ୍ଧ ହେଉଛି । ଗତ ଗୁରୁବାରଦିନ ପଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଦେଶର ପ୍ରଥମ କୋଭିଡ୍ ଟିକା ଆନକୋଭାକ୍ସକୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଲଞ୍ଚ୍ କରିଛନ୍ତି । ଏହି ଟିକାକୁ ହରିୟାଣାସ୍ଥିତ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

କଡ଼ରେ ବସିଥିବା ଲୋକ ଆଉ ପଢ଼ି ପାରିବେନି ଆପଣଙ୍କ ହ୍ବାଟ୍‌ସଆପ୍‌ ଚାଟ୍‌, ଆପଣାନ୍ତୁ ଏହି ଉପାୟ

ମୁମ୍ବାଇ: ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ମେସେଜିଂ ଆପ୍‌ ମଧ୍ୟରେ ହ୍ବାଟ୍‌ସଆପ୍‌ ଅନ୍ୟତମ। ହ୍ବାଟ୍‌ସଆପ୍‌ରେ ଆମେ ଅଧିକାଂଶ ସମୟ‌ରେ ଅନେକ ବ୍ୟକ୍ତିଗତ କଥା ମଧ୍ୟ ହୋଇଥାନ୍ତି। ବେଳେ ବେଳେ ଆମେ ସର୍ବସାଧାରଣ ସ୍ଥାନରେ ଚାଟିଂ କରିବା ବେଳେ ଟିକେ ସଂକୋଚ ବି କରିଥାନ୍ତି। ଏମିତି…
ଅଧିକ ଖବର ଦେଖନ୍ତୁ...

ଜୁଲାଇ ୨ରୁ ବିଧାନସଭାର ମୌସୁମୀ ଅଧିବେଶନ, ପ୍ରଥମ ଦିନରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ୍‌

ଭୁ‌ବନେଶ୍ବର: ଆସନ୍ତା  ଜୁଲାଇ ୨ ତାରିଖ ଠାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ଅଗଷ୍ଟ ୪ ତାରିଖ ଯାଏ ଚାଲିବ।  ମୌସୁମୀ ଅଧିବେଶନରେ ମୋଟ ୨୪ କାର୍ଯ୍ୟଦିବସ ରହିଛି । ଅଧିବେଶନର ଆରମ୍ଭ ଅର୍ଥାତ ପ୍ରଥମ ଦିନ ଜୁଲାଇ ୨ରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ…
ଅଧିକ ଖବର ଦେଖନ୍ତୁ...

ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୨ ଜିଲ୍ଲାରେ କାଳବୈଶାଖୀ, ୨ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ: ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ୧୧ ତାରିଖ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ଓଡ଼ିଶାର ୧୨ଟି ଜିଲ୍ଳାରେ କାଳବୈଶାଖୀର ସମ୍ଭାବନା ରହିଥିବା ବେଳେ ପଶ୍ଚିମ ଓଡ଼ିଶାର ୨ ଜିଲ୍ଲାରେ ପ୍ରବଳ ଗୀଷ୍ମ ପ୍ରବାହ ଜାରି ରହିବ ବୋଲି ସତର୍କ କରାଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ…
ଅଧିକ ଖବର ଦେଖନ୍ତୁ...