Daily Archives

June 10, 2022

‘ଚୁପଚାପ କୋଭିଡ ଟିକା ନେଲେ, କିନ୍ତୁ ଆପଣଙ୍କୁ ମନା କଲେ’ ଅଖିଳେଶଙ୍କୁ ଏଭଳି ଟାର୍ଗେଟ କଲେ ନଡ୍ଡା

ନୂଆଦିଲ୍ଲୀ: କୋଭିଡ ଟିକା ପ୍ରସଙ୍ଗରେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପୁଣି ଥରେ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ବିଜେପିର ଆଞ୍ଚଳିକ କାର୍ଯ୍ୟାଳୟର ଉଦଘାଟନ ପାଇଁ ଗୋରଖପୁରରେ ପହଞ୍ଚିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନାଙ୍କୁ ବହିଷ୍କାର କଲେ ପୁଲିସ ଡିଜି

ଭୁବନେଶ୍ବର: ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଚାକିରିରୁ ବହିଷ୍କାର ହୋଇଛନ୍ତି। ମାନସୀ ଜେନାଙ୍କୁ ପୁଲିସ ଡିଜି ସୁନୀଲ ବଂଶଲ ବହିଷ୍କାର କରିଛନ୍ତି। ମାନସୀ ଜେନା ଲାଞ୍ଚ ନେଇଥିବାରୁ ଡିଜିପି ଶ୍ରୀ ବଂଶଲ ଏହି ପଦକ୍ଷେପ ନେଇଛନ୍ତି। ସୂଚନାଯୋଗ୍ୟ, ଲାଞ୍ଚ ନେବା ମାମଲାରେ ଗିରଫ ହୋଇ…
ଅଧିକ ଖବର ଦେଖନ୍ତୁ...

୧୦ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ଭାରତୀୟ ବାସ୍କେଟ୍ ଅଶୋଧିତ ତେଲ ଦର

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ତେଲ ଦର ପୁଣି ବଢିବା ଆରମ୍ଭ କରିଛି । ଜୁନ ୯ରେ ଭାରତୀୟ ବାସ୍କେଟ୍ କ୍ରୁଡ ଅଏଲ ମୂଲ୍ୟ ବ୍ୟାରେଲ ପିଛା ୧୨୧.୨୮ ଡଲାରରେ ପହଞ୍ଚିଛି, ଯାହାକି ଗତ ୧୦ ବର୍ଷରେ ସର୍ବୋଚ୍ଚ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଅଧିନସ୍ଥ ପେଟ୍ରୋଲିୟମ ପ୍ଲାନିଂ ଏଣ୍ଡ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳି

ଭୁବନେଶ୍ବର: ବାରବାଟୀ ଟି-୨୦ ପାଇଁ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳି ପହଞ୍ଚିଛନ୍ତି।  ବିମାନବନ୍ଦରରେ ଖେଳାଳିମାନଙ୍କୁ ସ୍ବାଗତ କରାଯାଇଥିଲା। ଏହାପରେ ଉଭୟ ଟିମକୁ ସ୍ୱତନ୍ତ୍ର ବସ୍ ଯୋଗେ ହୋଟେଲ ମେ’ ଫେୟାରକୁ…
ଅଧିକ ଖବର ଦେଖନ୍ତୁ...

ଖେଳ ଦେଖିବା ବେଳେ ମାସ୍କ ବ୍ୟବହାର କରିବା ସମ୍ଭବ ନୁହେଁ: ଡାକ୍ତର ନିରୋଜ ମିଶ୍ର

ଭୁବନେଶ୍ବର: ବାରବାଟୀ ଷ୍ଟାଡିୟମ୍‌ରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ କରୋନା ବ୍ୟାପିବାର ସମ୍ଭାବନା ରହିଛି। ଏ ନେଇ ନିଜର ମତ ରଖିଛନ୍ତି ବରିଷ୍ଟ ଚିକିତ୍ସକ ଡାକ୍ତର ନିରୋଜ ମିଶ୍ର। ସେ କହିଛନ୍ତି, ‘ଖେଳ ଦେଖିବା ବେଳେ ମାସ୍କ…
ଅଧିକ ଖବର ଦେଖନ୍ତୁ...

ବିଜେପିକୁ ଝଟକା: ବିଧାୟିକା କଲେ କ୍ରସ ଭୋଟିଂ

ଜୟପୁର: ରାଜସ୍ଥାନରେ ଚାରିଟି ରାଜ୍ୟସଭା ଆସନ ପାଇଁ ଚାଲିଥିବା ଭୋଟଗ୍ରହଣ ମଧ୍ୟରେ ଦୁଇ ବିଜେପି ବିଧାୟକଙ୍କ ଭୋଟ୍ ଖାରଜ ହୋଇଥିବାର ପ୍ରସଙ୍ଗ ସାମ୍ନାକୁ ଆସୁଛି। ସୂଚନାନୁସାରେ, ବିଜେପି ବିଧାୟିକା ଶୋଭା ରାନୀଙ୍କ ଭୋଟ୍ ଖାରଜ ହୋଇଯାଇଛି | ଏଥି ସହ ବିଧାୟକ କୈଳାସ ମୀନାଙ୍କ ଭୋଟକୁ ନେଇ ବିବାଦ…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବୋଲଗଡ଼ ଥାନା ଏଏସଆଇ

ଭୁବନେଶ୍ବର: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ବୋଲଗଡ଼ ଥାନା ଏଏସଆଇ ଧରାପଡ଼ିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଜନୈକ ଲୋକଙ୍କ ଠାରୁ ନିଜ ପୁଅ ଓ ତାର ସହଯୋଗୀଙ୍କ ନାଆଁରେ ଥିବା ଏକ ମାମଲାର ରଫାଦଫା ଲାଗି ୬ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଏହାପରେ ଅଭିଯୋଗକାରୀ…
ଅଧିକ ଖବର ଦେଖନ୍ତୁ...

ରଣଜୀ କ୍ବାର୍ଟର୍‌-ଫାଇନାଲ୍‌ରେ ୨ ଇନିଙ୍ଗ୍‌ସ୍‌ ଖେଳି ୭୩ ଓ ୧୩୬ ରନ୍‌ କଲେ ପଶ୍ଚିମବଙ୍ଗ କ୍ରୀଡ଼ାମନ୍ତ୍ରୀ ମନୋଜ…

ବେଙ୍ଗାଲୁରୁ: ଝାଡ଼ଖଣ୍ଡ ବିପକ୍ଷରେ ରଣଜୀ ଟ୍ରଫି କ୍ବାର୍ଟର୍‌ ଫାଇନାଲ୍‌ ମ୍ୟାଚ୍‌ ଖେଳି ପଶ୍ଚିମବଙ୍ଗ କ୍ରୀଡ଼ାମନ୍ତ୍ରୀ ମନୋଜ ତିୱାରୀ ଦୁଇଟି ଇନିଙ୍ଗ୍‌ସ୍‌ରେ ଯଥାକ୍ରମେ ୭୩ ଓ ୧୩୮ ରନ୍‌ ସଂଗ୍ରହ କରିଛନ୍ତି। ଏହା ହେଉଛି ରଣଜୀ ଟ୍ରଫିରେ ତାଙ୍କର ୨୮ତମ ଶତକ। ଝାଡ଼ଖଣ୍ଡ ବିପକ୍ଷରେ ରଣଜୀ…
ଅଧିକ ଖବର ଦେଖନ୍ତୁ...

ବିଟ୍‌ରେ ରହିଛି ଅନେକ ଉପକାରୀ ଗୁଣ, ଦୈନିକ ବିଟ୍‌ ଜୁସ୍‌ ପିଇଲେ ହେବ ନାହିଁ ଏହି ସାଂଘାତିକ ରୋଗ

ଆପଣ ଜାଣନ୍ତି ଯେ ସୁସ୍ଥ ଶରୀର ପାଇଁ ପରିବା ଓ ଫଳର କୌଣସି ବିକଳ୍ପ ନାହିଁ। ସୁସ୍ଥକର ପରିବା ମଧ୍ୟରୁ ବିଟ୍‌ ଅନ୍ୟତମ୍‌। ନ୍ୟୁଟ୍ରିଏଣ୍ଟ୍‌ସରେ ଭରା ଏହି ପରିବାର ଅନେକ ସୁଗୁଣ ରହିଛି। ନିକଟରେ ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ଯଦି ଆପଣ ଦୈନିକ ଗୋଟାଏ ଗ୍ଲାସ୍‌ ବିଟ୍‌ ଜୁସ୍‌ ପିଇବେ ତ…
ଅଧିକ ଖବର ଦେଖନ୍ତୁ...

ଭଙ୍ଗାଗଲା ପାଇଲ୍‌ ଫୁଟ୍‌ବ୍ରିଜ୍‌, ପାଇଲିଂ ନ ଭାଙ୍ଗି ସ୍ଥାନ ପରିବର୍ତ୍ତନ ମସୁଧା !

କେନ୍ଦ୍ରାପଡା/ ରାଜନଗର: ରାଜନଗର ବ୍ଲକ ଘଡିଆମାଳ ପଂଚାୟତ ଦାରୁଓରା ନିକଟରେ ଡ୍ରେନ ଉପରେ ନିର୍ମାଣାଧୀନ ପାଇଲ୍‌ ଫୁଟ ବ୍ରିଜ୍‌ ଭଙ୍ଗାଯିବା କାମ ଶେଷ ହୋଇଛି। ବେସ୍‌ ଢଳେଇ ଓ ବିମ୍‌କୁ ଭାଙ୍ଗି ଦିଆଯାଇ ରଡ୍‌ ବାହାର କରି ଦିଆଯାଇଛି। ମାତ୍ର ପାଇଲିଂକୁ ଆଜିଯାଏ ଭଙ୍ଗା ଯାଇନାହିଁ। ପାଇଲିଂ…
ଅଧିକ ଖବର ଦେଖନ୍ତୁ...