Daily Archives

June 24, 2022

ତାରିଣୀରୁ ମଧୁବାସନ୍ତୀ: ଅଭିନୟର ଯାଦୁରେ ଯାତ୍ରା ଦର୍ଶକଙ୍କ ମନ ଜିଣିଥିଲେ ରାଇମୋହନ

ଭୁବନେଶ୍ବର (ନାରାୟଣ ରାଉତରାୟ) : ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକରେ ରାଇମୋହନ ପରିଡ଼ା ଯେମିତି ନିଖୁଣ ଅଭିନୟ କରୁଥିଲେ, ଯାତ୍ରା ମଞ୍ଚରେ ମଧ୍ୟ ସେ ଦର୍ଶକଙ୍କୁ ଅନୁରୂପ ଭାବେ ମତୁଆଲା କରୁଥିଲେ। ରାଇମୋହନ ପରିଡ଼ା ଯେତେବେଳେ ମଞ୍ଚ ଉପରକୁ ଆସୁଥିଲେ, ପ୍ରଶଂସକଙ୍କ ଉତ୍ସାହ କହିଲେ ନ ସରେ । ଆଉ…
ଅଧିକ ଖବର ଦେଖନ୍ତୁ...

ବରଯାତ୍ରୀରେ ନ ନେବାରୁ ସାଙ୍ଗ ନାଁରେ ଠୁଙ୍କିଲେ ୫୦ ଲକ୍ଷ ଟଙ୍କାର କେସ

ହରିଦ୍ୱାର: ଆପଣ ବିବାହ କରିବାକୁ ଯାଉଛନ୍ତି କି? ଯଦି ହଁ, ତେବେ ବରଯାତ୍ରୀରେ ସାଙ୍ଗକୁ ନ ନେବା ମହଙ୍ଗା ସାବ୍ୟସ୍ତ ହୋଇପାରେ | ବିବାହ ପାଇଁ ନିମନ୍ତ୍ରଣ କାର୍ଡ ଦେଲେ, ହେଲେ ବରଯାତ୍ରୀରେ ନେଲେ ନାହିଁ | ଆଉ ଏଥିରେ ରାଗିଯାଇ ସାଙ୍ଗ ନାମରେ ୫୦ ଲକ୍ଷ ଟଙ୍କାର ମାନହାନି ନୋଟିସ ପଠାଇଛନ୍ତି ଆଉ…
ଅଧିକ ଖବର ଦେଖନ୍ତୁ...

ଠେଙ୍ଗାରେ ପିଟିପିଟି ଜେଜେମା’ଙ୍କୁ ମାରିଦେଲେ ୨ ନାତି, ଅଭିଯୁକ୍ତ ଅଟକ

ନାକଟିଦେଉଳ: କୁହାଯାଇଥାଏ ଯେ ଘରେ ବୟସ୍କ ଲୋକ ଅର୍ଥାତ ଜେଜେ ବାପା-ଜେଜେମା’ଥିଲେ ନାତି-ନାତୁଣୀମାନେ ସଂସ୍କାରୀ ହୁଅନ୍ତି। କିନ୍ତୁ ନାତିମାନେ ଏତେ ଭୟଙ୍କର ହୁଅନ୍ତି ତାହା ଆଜି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ କିସିଣ୍ଡା ଥାନା ଅଧୀନ ବଳମ ଗ୍ରାମର ପିତାବଳୀଖମଣପଡାରେ…
ଅଧିକ ଖବର ଦେଖନ୍ତୁ...

ଲଦାଖରେ ଏହି ଅତ୍ୟାଧୁନିକ ଯୁଦ୍ଧ ଯାନ ମୁତୟନ କଲା ଭାରତୀୟ ସେନା

ନୂଆଦିଲ୍ଲୀ : ଲଦାଖରେ ଏକ ସ୍ବତନ୍ତ୍ର ପ୍ରକାରର ଯୁଦ୍ଧ ଯାନ ମୁତୟନ କରିଛି ଭାରତୀୟ ସେନା । ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଯୁଦ୍ଧଯାନର ନାଁ ହେଉଛି ଇନଫ୍ରାଣ୍ଟ୍ରି ପ୍ରୋଟେକ୍ଟେଡ୍ ମୋବିଲିଟି ଭେହିକ୍ଲ (ଆଇପିଏମଭି) । ଏହାକୁ ଭାରତୀୟ ପ୍ରତିରକ୍ଷା ଗବେଷଣା ସଂଗଠନ (ଡିଆରଡିଓ) ଓ…
ଅଧିକ ଖବର ଦେଖନ୍ତୁ...

ଧୋକେବାଜ ଚା: ପ୍ରେମିକା ଧୋକା ଦେବା ପରେ ଚା ଦୋକାନ ଖୋଲିଛନ୍ତି ଯୁବକ

ରୋହତାସ୍: ହୃଦୟ ଦେଇ ଭଲ ପାଉଥିଲେ | ହେଲେ ଯେବେ ପ୍ରେମିକା ଧୋକା ଦେଲା, ସେବେ ନା ପ୍ରତିଶୋଧ ନେଲେ, ନା ପ୍ରେମିକାଙ୍କୁ ବଦନାମ କଲେ | ପ୍ରେମିକାଙ୍କ ସହ ବିତାଇଥିବା ସବୁ ମିଠା ମୁହୂର୍ତ୍ତକୁ ନିଜ ଛାତି ତଳେ ଚାପି ରଖି ଖୋଲିଲେ ଚା ଦୋକାନ | ତେବେ ଏହି ଚା ଦୋକାନ ଏମିତି ସେମିତି ନୁହେଁ | ବରଂ…
ଅଧିକ ଖବର ଦେଖନ୍ତୁ...

୬ ନକଲି ନକ୍ସଲ ଗିରଫ, ରାତି ଅଧରେ ଲୋକଙ୍କ ଘରେ ପଶି ଲୁଟପାଟ କରୁଥିଲେ

ମାଲକାନଗିରି: ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ୬ ଜଣ ନକଲି ନକ୍ସଲକୁ ଗିରଫ କରିଛି ପୁଲିସ। ଜିଲ୍ଲାର ବିଭିନ୍ନ ନକ୍ସଲ ପ୍ରବଣ ଗ୍ରାମଗୁଡିକରେ କିଛି ସଶସ୍ତ୍ର ନକ୍ସଲ ଘରେ ଘରେ ପଶି ଲୁଟପାଟ କରୁଥିବା ନେଇ ଥାନାରେ ଏତଲା ଦାୟର କରାଯାଇଥିଲା। ଏତଲାକୁ ଭିତ୍ତି କରି ପୁଲିସ ଖୋଳତାଡ ଆରମ୍ଭ କରିଥିଲା।…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧ ଜାହାଜରୁ ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଭାରତ

ଭୁବନେଶ୍ବର : ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଭାରତ ଆଉ ଏକ ସଫଳତା ହାସଲ କରିଛି । ଶୁକ୍ରବାରଦିନ ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ଘାଟୀ (ଆଇଟିଆର) ଠାରେ ଭୂପୃଷ୍ଠରୁ ଆକାଶକୁ ମାଡ଼ କରାଯାଇପାରୁଥିବା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (ଭିଏଲ-ଏସଆର ସାମ୍‌)ର ସଫଳ ପରୀକ୍ଷଣ…
ଅଧିକ ଖବର ଦେଖନ୍ତୁ...

ୱାୟନାଡ଼ରେ ରାହୁଲଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ, ଭଙ୍ଗାରୁଜା

ନୂଆଦିଲ୍ଲୀ: କେରଳର ୱାୟନାଡରେ ଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟ ଉପରେ ଶୁକ୍ରବାର ଦିନ ଆକ୍ରମଣ ହେବା ସହ ବ୍ୟାପକ ଭଙ୍ଗାରୁଜା ହୋଇଛି। ଶାସକ ସିପିଆଇ(ଏମ)ର ଛାତ୍ର ଶାଖା ଏସଏଫଆଇର ଏକ ପ୍ରତିବାଦ ଶୋଭାଯାତ୍ରା ହିଂସାତ୍ମକ ରୂପ ନେବାପରେ ବିକ୍ଷୋଭକାରୀଙ୍କ ଏକ ଗୋଷ୍ଠୀ…
ଅଧିକ ଖବର ଦେଖନ୍ତୁ...

ଶିବସେନା-କଂଗ୍ରେସ-ଏନସିପି ଗଠବନ୍ଧନ ଅପଵିତ୍ର ଥିଲା, ଭାଙ୍ଗିବା ନିଶ୍ଚିତ: ପୀୟୁଷ ଗୋୟଲ

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ପୀୟୁଷ ଗୋୟଲଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ମହାରାଷ୍ଟ୍ରରେ ଶିବସେନା, ଏନସିପି ଏବଂ କଂଗ୍ରେସର ମେଣ୍ଟକୁ ଅପବିତ୍ର ବୋଲି କହି ପୀୟୁଷ ଗୋୟଲ କହିଛନ୍ତି ଯେ ଏହା ଭାଙ୍ଗିବା ନିଶ୍ଚିତ।…
ଅଧିକ ଖବର ଦେଖନ୍ତୁ...

ପୁରୀ ସ୍ବର୍ଗଦ୍ବାରରେ ସଂପନ୍ନ ହେବ ରାଇମୋହନ ପରିଡ଼ାଙ୍କ ଶେଷକୃତ୍ୟ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ଓ ଯାତ୍ରା ଅଭିନେତା ରାଇମୋହନ ପରିଡ଼ାଙ୍କ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ସଂପନ୍ନ ହେବ। ପରିବାର ଲୋକଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତାଙ୍କ ମରଶରୀରକୁ ପୋଷ୍ଟମର୍ଟମ ପରେ ରାଇମୋହନ ପରିଡ଼ାଙ୍କ ପାର୍ଥିବ ଶରୀର କ୍ୟାପିଟାଲ ହସ୍ପିଟାଲରୁ…
ଅଧିକ ଖବର ଦେଖନ୍ତୁ...