Daily Archives

June 24, 2022

ଶିକ୍ଷକଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଲୁଟ ଘଟଣାରେ ଅଭିଯୁକ୍ତ ଗିରଫ, ୯ ଲକ୍ଷ ଜବତ

ଭଦ୍ରକ: ସ୍ଥାନୀୟ ଅପର୍ତ୍ତିବିନ୍ଧା ଛକସ୍ଥିତ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖା ଆଗରୁ ଦିନ ଦ୍ୱିପ୍ରହରରେ ଜଣେ ଶିକ୍ଷକଙ୍କ ନିକଟରୁ ୧୨ ଲକ୍ଷ ଟଙ୍କା ଲୁଟ ଘଟଣା ଚର୍ଚ୍ଚାର ବିଷୟ ଥିଲା। ଏହି ଲୁଟ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ ସହ ୯ ଲକ୍ଷ ଟଙ୍କା ଜବତ କରିଛି ଭଦ୍ରକ ପୁଲିସ । ଏ ସମ୍ପର୍କରେ…
ଅଧିକ ଖବର ଦେଖନ୍ତୁ...

ଯାହା କହିଲେ ସେୟା ଦେଲି, ସିଏ ଚାହିଁଲେ ମୁଁ କିଭଳି ସୁସ୍ଥ ନ ହୁଏ : ଉଦ୍ଧବ

ମୁମ୍ବାଇ: ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରେ ଶିବସେନାରେ ଚାଲିଥିବା ସଙ୍କଟକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଣି ଥରେ ‘ଇମୋସନାଲ କାର୍ଡ’ ଖେଳିଛନ୍ତି। ଦଳୀୟ ନେତାଙ୍କ ବୈଠକରେ ସେ କହିଛନ୍ତି ଯେ ଯଦିଓ ମୁଁ ମୁଖ୍ୟମନ୍ତ୍ରୀ ବାସଭବନ ଛାଡିଛି, ତଥାପି ମୁଁ ଯୁଦ୍ଧ ଛାଡି ନାହିଁ।…
ଅଧିକ ଖବର ଦେଖନ୍ତୁ...

ଆଫଗାନିସ୍ତାନରେ ପୁଣି ଭୂମିକମ୍ପ, ୫ ମୃତ

କାବୁଲ : ଦୁର୍ଭାଗ୍ୟ ଆଫଗାନିସ୍ତାନର ପିଛା ଛାଡ଼ୁନାହିଁ ।  ତିନିଦିନ ତଳେ ପ୍ରଳୟଙ୍କରୀ ଭୂମିକମ୍ପର ସମ୍ମୁଖୀନ ହୋଇଥିବା ଏହି ଯୁଦ୍ଧ ବିଧ୍ବସ୍ତ ଦେଶ ଶୁକ୍ରବାରଦିନ ପୁଣି ଥରେ ଭୂମିକମ୍ପର ସମ୍ମୁଖୀନ ହୋଇଛି । ଆଫଗାନିସ୍ତାନ ଟେଲିଭିଜନ ଚ୍ୟାନେଲ ଟୋଲୋ ନ୍ୟୁଜର ସୂଚନା ଅନୁସାରେ  ପୂର୍ବ…
ଅଧିକ ଖବର ଦେଖନ୍ତୁ...

ଗୌହାଟୀ ଛାଡି ମୁମ୍ବାଇ ଅଭିମୁଖେ ବାହାରିଲେ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ; ଏବେ ସମସ୍ତଙ୍କ ନଜର ତାଙ୍କ…

ମୁମ୍ବାଇ: ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟର ସମାଧାନ ପାଇଁ କୌଣସି ରାସ୍ତା ଏଯାବତ୍‌ ବାହାରିପାରି ନାହିଁ। ଏ ପରିସ୍ଥିତରେ ନିଜର ସମର୍ଥକ ବିଧାୟକମାନଙ୍କୁ ସାଙ୍ଗରେ ଧରି ଗୌହାଟୀରେ ଡେରା ପକାଇଥିବା ଶିବସେନାର ବିଦ୍ରୋହୀ ସୈନିକ ଏକନାଥ ସିନ୍ଦେ ଆଜି ଅପରାହ୍ନରେ ମୁମ୍ବାଇ…
ଅଧିକ ଖବର ଦେଖନ୍ତୁ...

ରାଇମୋହନ ପରିଡ଼ାଙ୍କ ମୃତ୍ୟୁ ଘଟଣା: ପତ୍ନୀ-ଝିଅଙ୍କ ମୋବାଇଲ୍‌କୁ ଆସିଥିଲା ମେସେଜ୍‌- ‘ବାଏ’

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ଓ ଯାତ୍ରା ଦୁନିଆର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କ ମୃତଦେହ ଆଜି ତାଙ୍କର ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ରାଇମୋହନ ପରିଡ଼ାଙ୍କ ମୃତଦେହ ପୁଲିସ ଉଦ୍ଧାର କରିବା ପୂର୍ବରୁ ତାଙ୍କ ଝିଅଙ୍କ ମୋବାଇଲ୍‌ ‌‌ଫୋନ୍‌କୁ…
ଅଧିକ ଖବର ଦେଖନ୍ତୁ...

ଦେଶୀ ଯୁବକ ଉପରେ ଫିଦା ହେଲେ ବିଦେଶୀ ମାଡାମ୍‌; କୋଲକାତାର ବୋହୂ ବନିଲେ ପ୍ୟାରିସ୍‌ ଝିଅ

ନୂଆଦିଲ୍ଲୀ: ପ୍ରେମ ମାନେ ନାହିଁ ବନ୍ଧବାଡ଼, ପ୍ରେମ ମାନେ ନାହିଁ ପାଖ କି ଦୂର। ତାହା ପୁଣି ଥରେ ପ୍ରମାଣିତ ହୋଇଯାଇଛି। ଫ୍ରାନ୍ସର ଜଣେ ଯୁବତୀ ଭାରତୀୟ ଯୁବକଙ୍କ ପ୍ରେମରେ ପାଗେଳୀ ହୋଇ ତାହା ପୁଣି ଥରେ ପ୍ରମାଣିତ କରି ଦେଇଛନ୍ତି। କୋଲକାତାର ଜଣେ ଯୁବକଙ୍କୁ ମନ ଦେଇ ବସିଛନ୍ତି ପ୍ୟାରିସ୍‌ର…
ଅଧିକ ଖବର ଦେଖନ୍ତୁ...

୧୦ ମାସ ପରେ କାବୁଲରେ ପୁଣି ଖୋଲିଲା ଭାରତୀୟ ଦୂତାବାସ

କାବୁଲ : ୧୦ ମାସ ବନ୍ଦ ରହିବା ପରେ ଆଫଗାନିସ୍ତାନ ରାଜଧାନୀ କାବୁଲରେ ପୁଣି ଖୋଲିଛି ଭାରତୀୟ ଦୂତାବାସ । ଏହା ସହିତ ଭୂକମ୍ପ ବିଧ୍ବସ୍ତ ଆଫଗାନିସ୍ତାନକୁ ଭାରତ ପଠାଇଥିବା ମାନବୀୟ ସହାୟତାର ତଦାରଖ କରିବାକୁ ଭାରତ ଏକ ଟେକନିକାଲ ଟିମ ସମେତ କେତେକ କୂଟନୀତିଜ୍ଞଙ୍କୁ ପଠାଯାଇଛି । ଭାରତ…
ଅଧିକ ଖବର ଦେଖନ୍ତୁ...

ଅଭିନେତା ରାଇମୋହନ ପରିଡ଼ାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ଓ ମଞ୍ଚର ବିଶିଷ୍ଟ ଅଭିନେତା ରାଇମୋହନ ପରିଡ଼ାଙ୍କ ଅକାଳ ବିୟୋଗରେ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଓଡ଼ିଆ ଚଳଚ୍ଚିତ୍ର, ମେଗା ଧାରାବାହିକ ଓ ଯାତ୍ରାଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କ ଦୁଃଖଦ ବିୟୋଗ ବିଷୟରେ ଅବଗତ ହୋଇ…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲାଇନ୍‌ରେ ଏହି କାମ କରି ‌କୋଟିପତି ବନିଗଲେ ଗରିବ ଘରର ପୁଅ ବିକାଶ

ପାଟ୍‌ନ‌ା: ବିହାରର ଛାପ୍ରା  ଜିଲ୍ଲାର ବନ‌ସୋହି ଗ୍ରାମର ଜଣେ ଯୁବକଙ୍କ କହିବାନୁଯାୟୀ ସେ ଅନ୍‌ଲାଇନ୍‌ ବ୍ଲଗିଂ କରି କୋଟିପତି ବନି ପାରିଛନ୍ତି। ଯୁବକ ଜଣକ ହେଉଛନ୍ତି ବିକାଶ କୁମାର। ନିକଟରେ ଏକ ସାକ୍ଷାତ୍‌କାରରେ ବିକାଶ କହିଛନ୍ତି ଯେ ସେ ଏକ ବ୍ଲଗିଂ ୱେବ୍‌ସାଇଟ୍‌ ତିଆରି କରି ତାହାକୁ…
ଅଧିକ ଖବର ଦେଖନ୍ତୁ...