Daily Archives

June 25, 2022

ବାଣୀବିହାର ପରିସରରେ ଗୁଣ୍ଡାଗର୍ଦିକୁ ନେଇ କୁଳପତିଙ୍କ ବାସଭବନ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା

ଭୁବନେଶ୍ବର: ବାଣୀବିହାର କ୍ୟାମ୍ପସରେ ଶୁକ୍ରବାର ସନ୍ଧ୍ୟାା ସମୟରେ ହୋଇଥିବା ଗୁଣ୍ଡାଗର୍ଦିକୁ ନେଇ ଆଜି ଛାତ୍ରଛାତ୍ରୀମାନେ କୁଳପତିଙ୍କ ବାସ ଭବନ ସମ୍ମୁଖରେ ଧାରଣା ଦେଇଛନ୍ତି। ଗତକାଲି କିଛି ଅଣଛାତ୍ର ଆଉ ବିଶ୍ଵବିଦ୍ୟାଳୟର ଛାତ୍ର ମିଶି କ୍ୟାମ୍ପସରେ ଖଣ୍ଡା ବୁଲେଇବା ସହିତ ଅସାମାଜିକ କାଣ୍ଡ…
ଅଧିକ ଖବର ଦେଖନ୍ତୁ...

ଅବକାରୀ ବିଭାଗର ଚଢ଼ଉ: ୩୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୂଗାର ଜବତ, ଜଣେ ଗିରଫ

ପୂରୀ/ଧଉଳି: ପୁରୀ ଅବକାରୀ ବିଭାଗ ମୋବାଇଲ ଟିମ ଆଜି ସକାଳ ୮ଟା ସମୟରେ ଉତ୍ତରା ଛକ ନିକଟରେ ଅତର୍କିତ ଚଢ଼ଉ କରି ଏକଯାତ୍ରୀବାହୀ ଅଟୋରେ ଯାଉଥିବା ଜଣେ ଚୋରା ବ୍ରାଉନସୁଗାର ବ୍ୟବସାୟୀ ଠାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିବାରେ ସଫଳ ହୋଇଛି। ବ୍ରାଉନସୁଗାର ଚାଲାଣ କରୁଥିବା…
ଅଧିକ ଖବର ଦେଖନ୍ତୁ...

ଉଦ୍ଧବ ଠାକରେଙ୍କୁ ମିଳିଲା ବିଦ୍ରୋହୀ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର

ମୁମ୍ବାଇ: ଆଜି ଶିବସେନା ପକ୍ଷରୁ ସେନା ଭବନରେ ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକ ଡକାଯାଇଥିଲା। ଅପରାହ୍ନ ୧ଟାରେ ବୈଠକ ଆରମ୍ଭ ହୋଇଥିବା ବେଳେ ଏହି ବୈଠକରେ ୧୬ଜଣ ବିଦ୍ରୋହୀ ବିଧାୟକ ଯୋଗ ଦେଇନଥିଲେ। ଯୋଗ ଦେଇନଥିବା ୧୬ଜଣଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

୨ ବାଇକ ମୁହାଁମୁହିଁ ଧକ୍କା; ମାମୁ-ଭଣଜା ମୃତ, ଦୁଇ ଗୁରୁତର

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ କୁଡ଼ା ସିଂହା -ସିନଖମନ ରାସ୍ତାର ସିକାଛିଡ଼ା ଛକ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇ ଭୀମ ଭୋଇ ମେଡ଼ିକାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି।…
ଅଧିକ ଖବର ଦେଖନ୍ତୁ...

ତୁମ ପୁଅ ସାଂସଦ ହେଲା, ଆଉ ମୋ ପୁଅକୁ ଆଗକୁ ଆଣିଲେ ଅସୁବିଧା କଣ: ସିନ୍ଦେଙ୍କୁ କିଛି ଏଭଳି କହିଲେ ଉଦ୍ଧବ

ମୁମ୍ବାଇ: ଦଳରେ ବିଦ୍ରୋହର ସାମ୍ନା କରୁଥିବା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ନିଜ କର୍ମୀମାନଙ୍କୁ କହିଛନ୍ତି ଯେ ଜଣେ ଗଛର ଫୁଲ, ଫଳ ଏବଂ ଡାଳ ଭାଙ୍ଗିଦେଇପାରେ କିନ୍ତୁ ଚେରକୁ ନେଇପାରିବ ନାହିଁ | ଶିବ ସୈନିକମାନେ ଆମର ଆତ୍ମା ​​| ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଦଳର କାର୍ଯ୍ୟକର୍ତ୍ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ୍‌ ଟାୱାର ନାମରେ ସ୍ଥାପନ ନାଁରେ ଠକେଇ ରାକେଟ୍‌ର ପର୍ଦ୍ଦାଫାସ୍‌, ଜଣେ ଗିରଫ

କପ୍ତିପଦା: ମୋବାଇଲ୍‌ ଟାୱାର ବସାଇ ଟଙ୍କା ରୋଜଗାର କରିବାର ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଲୁଟୁଥିବା ଏକ ରୢାକେଟ୍‌ର ପର୍ଦ୍ଦାଫାସ୍‌ କରିଛି କପ୍ତିପଦା ପୁଲିସ। କୋଲକାତାରୁ ଅପରେଟ ହେଉଥିବା ଏହି ଠକ ସଂସ୍ଥା ଉପରେ ଚଢ଼ଉ କରିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ପୁଲିସ ଚଢ଼ଉ କରିବା ପରେ ପୂରା…
ଅଧିକ ଖବର ଦେଖନ୍ତୁ...

କିଏ ବହନ କରୁଛି ଶିବସେନା ବିଦ୍ରୋହୀ ବିଧାୟକଙ୍କ ହୋଟେଲ ଖର୍ଚ୍ଚ ?

ଗୌହାଟୀ : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଂକଟ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏହି ଚର୍ଚ୍ଚା ମଧ୍ୟକୁ ଟାଣି ହୋଇଯାଇଛି ଆସାମ । କାରଣ ଆସାମର ରାଜଧାନୀ ଗୌହାଟୀରେ ଥିବା ଏକ ପଞ୍ଚତାରକା ହୋଟେଲ ରାଡିସନ ବ୍ଲୁରେ ରହୁଛନ୍ତି ମହାରାଷ୍ଟ୍ରର ବିଦ୍ରୋହୀ ବିଧାୟକ ।…
ଅଧିକ ଖବର ଦେଖନ୍ତୁ...

ଶ୍ରୀଗୁଣ୍ଡିଚା ଯାତ୍ରାରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାରକୁ କମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ…

ଭୁବନେଶ୍ୱର: ପବିତ୍ର ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ର ପୁରୀରେ ପ୍ଲାଷ୍ଟିକ ସମସ୍ୟା ଏକ ବଡ ଆହ୍ୱାନ ତିଆରି କରେ । ତେଣୁ ଏହି ପ୍ଲାଷ୍ଟିକ୍ ସମସ୍ୟାର ନିରାକରଣ ପାଇଁ ଚଳିତ ରଥଯାତ୍ରାରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ସହ ରି-ସାଇକେଲିଂ ପାଇଁ ସାମାଜିକ ସଂଗଠନ ଓ…
ଅଧିକ ଖବର ଦେଖନ୍ତୁ...

ବିବାହ ନ ହେବା ଯାଏଁ ଝିଅକୁ ହାତ ଖର୍ଚ୍ଚ ଦେବାକୁ ବାପା ବାଧ୍ୟ: କୋର୍ଟ

ନୂଆଦିଲ୍ଲୀ: ଜଣେ ସାବାଳିକା ଝିଅ ବିବାହ ନ କରିବା ପର୍ଯ୍ୟନ୍ତ ଝିଅ ପାଇଁ ଆବଶ୍ୟକୀୟ ଖର୍ଚ୍ଚ ବାପା ଦେବାକୁ ବାଧ୍ୟ | ଜଣେ ସାବାଳିକା ଆବେଦନ କରିଥିବା ହାତଖର୍ଚ୍ଚ ଆବେଦନକୁ ଅଦାଲତ ମଞ୍ଜୁର କରି ଏହା କହିଛନ୍ତି | କର୍କାର୍ଡୋମା କୋର୍ଟର ପାରିବାରିକ ଅଦାଲତ ତାଙ୍କ ରାୟରେ କହିଛନ୍ତି ଯେ ଆଇନ…
ଅଧିକ ଖବର ଦେଖନ୍ତୁ...

ଭୂତାଣୁ ଥିବା କହି ଗହମ କିଣିବାକୁ ମନା କରିଥିବା ଦେଶ ଏବେ ଭାରତରୁ କିଣିବ ଚା’

ନୂଆଦିଲ୍ଲୀ: ଉତ୍ତର ଭାରତରେ ଚା’ର ମୂଲ୍ୟ ବୃଦ୍ଧି ଏବଂ ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟ ଯୋଗୁଁ ବିଦେଶୀ କ୍ରେତା ଏବେ ଚା’ପତି କିଣିବାକୁ କୋଚି ଆଡକୁ ମୁହାଁଇଛନ୍ତି। ବର୍ତ୍ତମାନ ବିଦେଶୀ କ୍ରେତାମାନେ କୋଚିରୁ ଅଧିକ ମାତ୍ରାରେ ଚା’ପତି କିଣୁଥିବା ଜଣାପଡ଼ିଛି। ଭାରତରୁ ଚା’ପତି…
ଅଧିକ ଖବର ଦେଖନ୍ତୁ...