Daily Archives

July 3, 2022

ଚିତ୍ରକୋଣ୍ଡା ଥାନା ଉପରେ ଆକ୍ରମଣ ଘଟଣାରେ ମୁକୁଳିଲେ ୧୮ ଗିରଫ କଂଗ୍ରେସ କର୍ମୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ଥାନା ଆକ୍ରମଣ ଘଟଣାରେ ଗତ ୭ ତାରିଖ ଦିନ କଂଗ୍ରେସର ୧୮ ଜଣ କର୍ମୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଗିରଫକୁ କଂଗ୍ରେସ ପ୍ରତିବାଦ କରି ଆସୁଥିଲା। ଚିତ୍ରକୋଣ୍ଡା ଥାନା ଆକ୍ରମଣ ଘଟଣାରେ କଂଗ୍ରେସର କୌଣସି ହାତ…
ଅଧିକ ଖବର ଦେଖନ୍ତୁ...

କୋପନହେଗନର ସପିଂ ମଲରେ ଗୁଳିକାଣ୍ଡ

ନୂଆଦିଲ୍ଲୀ: ଡେନମାର୍କର ରାଜଧାନୀ କୋପନହେଗନର ଫିଲ୍ଡସ ସପିଂ ମଲରେ ରବିବାର ଗୁଳିକାଣ୍ଡ ଘଟିଛି। ତେବେ ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ଡାନିସ ପୁଲିସ କହିଛି। କୋପନହେଗନ ପୁଲିସ ଟୁଇଟ୍‌ କରି ଜଣାଇଛି ଯେ, ଖବରପାଇବା ପରେ ଘଟଣାସ୍ଥଳକୁ ପୁଲିସକୁ ପଠାଯାଇଛି। ଲୋକଙ୍କୁ ଭୟଭୀତ ନ ହେବା…
ଅଧିକ ଖବର ଦେଖନ୍ତୁ...

ବିଜେପି କାର୍ଯ୍ୟକାରିଣୀ ବୈଠକରେ ପରସା ଗଲା ଆମ୍ବ ଡାଲି, ପୁଦିନା ଭାତ ସହ ୫୦ ରକମର ଖାଦ୍ୟ

ହାଇଦ୍ରାବାଦ: ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆଜି ଉଦଯାପିତ ହୋଇଯାଇଛି | ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ସିଥିବା ବିଜେପି ନେତାମାନେ ଏକାଠି ହୋଇ ଆଗାମୀ ରଣନୀତି କିଭଳି ହେବ ସେନେଇ ଆଲୋଚନା କରିଥିଲେ | ତେବେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଜେପି ନେତା/ନେତ୍ରୀମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ମା କ୍ଷୀର ବିକ୍ରି କରୁଥିବା ଏହି କମ୍ପାନିର ଲାଇସେନ୍ସ ରଦ୍ଦ କଲା ଏଫଏସଏସଆଇ

ବାଙ୍ଗାଲୋର: ମା କ୍ଷୀରକୁ ବ୍ୟବସାୟିକ ଢଙ୍ଗରେ ବିକୁଥିବା କମ୍ପାନିକୁ ଶକ୍ତ ଝଟକା ଦେଇଛି ଏଫଏସଏସଆଇ | ବାଙ୍ଗାଲୋର ସ୍ଥିତ କମ୍ପାନି ନିଓଲାକ୍ଟା ଲାଇଫ ସାଇନ୍ସେସ୍ ପ୍ରାଇଭେଟ ଲିମିଟେଡର ଲାଇସେନ୍ସକୁ ରଦ୍ଦ କରାଯାଇଛି | ମିଳିଥିବା ସୂଚନା ମୁତାବକ ବାଙ୍ଗାଲୋରର ଏହି କମ୍ପାନି ମା କ୍ଷୀର ବିକ୍ରି…
ଅଧିକ ଖବର ଦେଖନ୍ତୁ...

ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ; ୪ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ଭଦ୍ରକ: ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ଭଦ୍ରକରେ ଶନିବାର ଠାରୁ ବିବାଦ ଦେଖିବାକୁ ମିଳିଛି। ଉଭୟ ଗୋଷ୍ଠୀର କିନ୍ନର ମୁଖିଆମାନେ ଏନେଇ ଭଦ୍ରକ ଟାଉନ୍ ଥାନାରେ ଅଭିଯୋଗ ଆଣିଛନ୍ତି। ଏହି ବିବାଦ ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କିନ୍ନରମାନେ ଆସି ଭଦ୍ରକରେ ପହଞ୍ଚି ଥିଲେ। କିଛି କିନ୍ନର…
ଅଧିକ ଖବର ଦେଖନ୍ତୁ...

ଡବଲ ଇଞ୍ଜିନର ସରକାର ଚାଁହୁଛନ୍ତି ତେଲେଙ୍ଗାନା ଲୋକ: ମୋଦୀ

ହାଇଦ୍ରାବାଦ: ଆଜି କେସିଆରଙ୍କ ଗଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ କରିଛନ୍ତି | ସେ କହିଛନ୍ତି ଯେ ତେଲେଙ୍ଗାନାର ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି। ଏଥି ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ତେଲେଙ୍ଗାନା ଲୋକ ଡବଲ ଇଞ୍ଜିନ ସରକାର…
ଅଧିକ ଖବର ଦେଖନ୍ତୁ...

ପାନପୋଷ ରେଳଲାଇନ୍‌ ପାସ୍‌ୱେ ପାଇଁ ୮.୩୧ କୋଟି ମଞ୍ଜୁରି

ରାଉରକେଲା: ପାନପୋଷ ରେଳଲାଇନର ଉଭୟ ପାର୍ଶ୍ବକୁ ଯାତାୟତ ପାଇଁ ଥିବା ଗଳାବାଟକୁ ପରିବର୍ତ୍ତନ କରି ଏକ ଉଚ୍ଚ ଓ ଚଉଡା ଭୂତଳ ରାସ୍ତା ନିର୍ମାଣ କରିବାକୁ ବହୁ ବର୍ଷ ଧରି ଦାବି ହୋଇ ଆସୁଥିଲା। ରେଳବାଇ ପକ୍ଷରୁ ଏ ଦିଗରେ ‌ଆଦୌ ଧ୍ୟାନ ଦିଆଯାଉ ନଥିଲା। ଫଳରେ ଉଭୟ ପାର୍ଶ୍ବରୁ ଭାରି ଯାନବାହନ…
ଅଧିକ ଖବର ଦେଖନ୍ତୁ...

ଗଛରେ ପିଟି ହେଲା ବାଇକ୍‌, ୨ ମୃତ

ରାଉରକେଲା: ଏକ ମୋଟରବାଇକ୍‌ ଗଛରେ ପିଟି ହେବାରୁ ଦୁଇ ଯୁବକଙ୍କର ମୃତ୍ୟୁ ହୋଇଛି। ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ‌ହେଲେ କୁସୁମଡିହିର ରମେଶ କିସାନ ଓ ରଣଜିତ କିସାନ। ଦୁହେଁ ସୋଲ୍‌ରୁ ରଥଯାତ୍ରା ଦେଖି ମୋଟରବାଇକ୍‌ରେ ଘରକୁ ଫେରୁଥିଲେ। ସୋଲ୍‌ ସ୍କୁଲ ନିକଟରେ…
ଅଧିକ ଖବର ଦେଖନ୍ତୁ...

ବିଜେପି ସହ ଜଡ଼ିତ ଥିଲା ଜମ୍ମୁ ଓ କଶ୍ମୀରରୁ ଗିରଫ ହୋଇଥିବା ଲଶ୍କର୍‌ ଆତଙ୍କବାଦୀ

ଶ୍ରୀନଗର: ପାଖରେ ବିପୁଳ ଅସ୍ତ୍ରଶସ୍ତ୍ର ରଖିଥିବା ଦୁଇଜଣ ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀଙ୍କୁ ଗ୍ରାମବାସୀମାନେ କାବୁ କରି ଆଜି ଜମ୍ମୁ ଓ କଶ୍ମୀର ରେଆସି ଜିଲ୍ଲାର ପୁଲିସକୁ ହସ୍ତାନ୍ତର କରିଥିବା କଥା ସାମ୍ନାକୁ ଆସିଥିଲା। ଦୁହିଁଙ୍କୁ ପୁଲିସ ଗିରଫ କରିଥିବା ବେଳେ ୨ଜଣଙ୍କ ମଧ୍ୟରୁ ଜଣକର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବୁଲିବାରେ ଅଧିକ ସମୟ ବ୍ୟୟ କରିବେ। ବାଲ୍ୟ ବନ୍ଧୁ ସହିତ ଦେଖା ହୋଇପାରେ। ନୂଆ କାର୍ଯ୍ୟରେ ଆଗ୍ରହ ବଢ଼ିବ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ବୃଷ: କୌଣସି ବ୍ୟକ୍ତିଙ୍କ ମାଧ୍ୟମରେ ଆପଣଙ୍କୁ ଆଶାଠୁଁ ଅଧିକ ଲାଭ ହେବ। କର୍ମଜୀବୀ…
ଅଧିକ ଖବର ଦେଖନ୍ତୁ...