Daily Archives

August 1, 2022

ସଞ୍ଜୟ ରାଉତଙ୍କୁ ବ୍ୟବହାର କରି ଫିଙ୍ଗିଦେଲେ ଶରଦ ପାୱାର, ଗିରଫ ପରେ ବି ଚୁପ୍: ବିଧାୟକ ସଞ୍ଜୟ ଶିରସାଟ

ମୁମ୍ବାଇ: ସଞ୍ଜୟ ରାଉତଙ୍କ ଗିରଫଦାରୀକୁ ନେଇ ଏନସିପି ନେତା ଶରଦ ପାୱାରଙ୍କ କୌଣସି ବିବୃତି ଏପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ। ଏହାକୁ ନେଇ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ବିଧାୟକ ସଞ୍ଜୟ ଶିରସାଟ ରାଉତଙ୍କୁ ବ୍ୟବହାର କରାଯାଇଥିବା କହିଛନ୍ତି। ସେ କହିଛନ୍ତି ଯେ ଶରଦ ପାୱାର ସଞ୍ଜୟ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ଅଭିଯୋଗ ଶୁଣାଣି

ଖୋର୍ଦ୍ଧା: ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ଆଜି ଖୋର୍ଦ୍ଧା ବ୍ଲକ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ମୋଟ ୭୪ଟି ଆପତ୍ତି, ଅଭିଯୋଗ ଓ ଆବେଦନ ଦାଖଲ ହୋଇଥିଲା । ଏହା ମଧ୍ୟରୁ ୬୯ଟି…
ଅଧିକ ଖବର ଦେଖନ୍ତୁ...

୩ ଦିନ ପୂର୍ବରୁ ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ୱର: ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ। ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭାକୁ ମୁଲତବୀ କରାଯାଇଛି। ୩ ଦିନ ପୂର୍ବରୁ ଅଧିବେଶନ ଶେଷ ହୋଇଛି । ଜୁଲାଇ ୨ରୁ ଅଧିବେଶନ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ବଜେଟ ଉପସ୍ଥାପନ ହୋଇଥିଲା। ୨୧ଟି କାର୍ଯ୍ୟ ଦିବସ ବସିଥିଲା। ଏହି ସମୟ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲ ଜମି ବଦଳରେ ଫୁଟପାଥରେ ଗଛ ଲଗାଇ ବନୀକରଣ କରୁଛି ବନବିଭାଗ : ସିଏଜି

ଭୁବନେଶ୍ବର : ଆଜି ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି) ରିପୋର୍ଟ ଉପସ୍ଥାପନ ହୋଇଛି । ରିପୋର୍ଟରେ ରାଜ୍ୟ ସରକାରଙ୍କ କେତେକ ବିଭାଗ ଓ ଉଦ୍ୟୋଗର କେତେକ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଯାଇଛି । ରିପୋର୍ଟରେ କୁହାଯାଇଛି ଯେ,…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକତାକୁ ଚାକିରି ନୁହେଁ, ସଂକଳ୍ପ ଭାବେ ଗ୍ରହଣ କରି କାମ କରନ୍ତୁ: ନବୀନ

ଭୁବନେଶ୍ୱର: ଆପଣମାନେ ସମସ୍ତେ ଯୁବକ ଓ ବହୁତ ଉତ୍ସାହୀ । ତେଣୁ ଶିକ୍ଷକତାକୁ ଏକ ଚାକିରି ଭାବରେ ଗ୍ରହଣ ନ କରି ଏହାକୁ ଏକ ସଂକଳ୍ପ ଭାବେ ନେଇ କାମ କରନ୍ତୁ । ମୋର ବିଶ୍ବାସ, ମୋ ଓଡିଶାର ପିଲାମାନଙ୍କ ଭବିଷ୍ୟତକୁ ଉଜ୍ଜଳ କରିବାରେ ଆପଣମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ଆଜି…
ଅଧିକ ଖବର ଦେଖନ୍ତୁ...

ଗୋଆରେ ସ୍ମୃତି ଇରାନୀ କିମ୍ବା ତାଙ୍କ ଝିଅଙ୍କ ନାଁରେ କୌଣସି ବାର୍ ଲାଇସେନ୍ସ ନାହିଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଗୋଆରେ ବାର୍ ଚଳାଉଥିବା ନେଇ ଅଭିଯୋଗ ଆଣିଥିଲେ କଂଗ୍ରେସ ନେତା। ଏହାକୁ ବିରୋଧ କରି ସ୍ମୃତି ଇରାନୀ ଦୁଇ କୋଟି ଟଙ୍କାର ମାନହାନୀ ମକଦ୍ଦମା କରିଥିବା ବେଳେ ଆଜି ଏନେଇ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ଅଦାଲତ…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣା ରୋକିବାକୁ ସରକାରଙ୍କ ଅଭିନବ ଉପାୟ, ଲଗାଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ଜରିମାନା !

ନୂଆଦିଲ୍ଲୀ: ଭାରତ ହେଉ କିମ୍ବା ଅନ୍ୟ କୌଣସି ଦେଶ, ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଦେଶର ସରକାର ସମସ୍ତ ପ୍ରୟାସ କରିଥାନ୍ତି। ଏଥପାଇଁ ମଦପିଇ ଗାଡ଼ି ଚଳାଇବା ନେଇ ଜରିମାନା ଲାଗୁ କରିବାର ବ୍ୟବସ୍ଥା କରିଛନ୍ତି ସରକାର। ଏହି ନିୟମ ସତ୍ତ୍ବେ ମଧ୍ୟ ଲୋକେ ଟ୍ରାଫିକ ନିୟମ…
ଅଧିକ ଖବର ଦେଖନ୍ତୁ...

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ବାଚସ୍ପତି ଗଠନ କଲେ କମିଟି

ଭୁବନେଶ୍ୱର: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ବାଚସ୍ପତି କମିଟି ଗଠନ କରିଛନ୍ତି। ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଥିବାବେଳେ ଏଥିରେ କଂଗ୍ରେସ ଓ ବିଜେପିର ସଦସ୍ୟ ଅଛନ୍ତି। ଦରମା ଓ ଭତ୍ତା ବୃଦ୍ଧି ନେଇ କମିଟି ଅନୁଧ୍ୟାନ କରି ରିପୋର୍ଟ ଦେବ।…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା କଲେ ଏନଟିଆରଙ୍କ ଝିଅ ଉମା ମାହେଶ୍ବରୀ

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମାରାଓଙ୍କ ସାନ ଝିଅ କେ. ଉମା ମାହେଶ୍ବରୀଙ୍କ ମୃତ ଦେହ ତାଙ୍କ ହାଇଦ୍ରାବାଦ ଜୁବୁଲି ହିଲସ୍ଥିତ ବାସଭବନରୁ ମିଳିଛି । ସେ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି । ନିଜର ଖରାପ ସ୍ବାସ୍ଥ୍ୟାବସ୍ଥା ଯୋଗୁଁ ସେ ବିଗତ କିଛି…
ଅଧିକ ଖବର ଦେଖନ୍ତୁ...

ସ୍ତନ୍ୟପାନ କରିବା ସମୟରେ କାହିଁକି ଦେଖାଦିଏ ଥକ୍କାପଣ ଭଳି ସମସ୍ୟା ?

ମହିଳାମାନଙ୍କ ଜୀବନଶୈଳୀ ଏତେ ସହଜସାଧ୍ୟ ନୁହେଁ । କେତେବେଳେ ଗର୍ଭଧାରଣ ପାଇଁ ସମସ୍ୟା ଉପୁଜିଥାଏ ତ କେତେବେଳେ ଗର୍ଭଧାରଣ ପରେ । ସେହିପରି ଶିଶୁଟିକୁ ଜନ୍ମ କରିବା ପରେ ମଧ୍ୟ ଆହୁରି ଅନେକ ସମସ୍ୟା ଭୋଗିବାକୁ ପଡେ, ଯେମିତିକି ସ୍ତନ୍ୟପାନ କରିବା ସମୟରେ । ନୂଆ କରି ମା’ ହୋଇଥିବା ମହିଳାଙ୍କୁ…
ଅଧିକ ଖବର ଦେଖନ୍ତୁ...