Daily Archives

August 1, 2022

ସଂସଦରେ କାହିଁକି କଞ୍ଚା ବାଇଗଣ ଚୋବାଇଲେ ତୃଣମୂଳ କଂଗ୍ରେସର ସାଂସଦ କାକୋଲି ଘୋଷ ?

ନୂଆଦିଲ୍ଲୀ: ଆଜି ଲୋକସଭାରେ ତୃଣମୂଳ କଂଗ୍ରେସର ସାଂସଦ କାକୋଲି ଘୋଷ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ଏକ କାମ କରି ଖୁବ ଚର୍ଚ୍ଚାରେ ରହିଛନ୍ତି । ଦରବୃଦ୍ଧି ପ୍ରସଙ୍ଗରେ ଆଲୋଚନା ବେଳେ ଆଜି ଲୋକସଭାରେ ତୃଣମୂଳ କଂଗ୍ରେସ ସାଂସଦ କାକୋଲି ଘୋଷ ହଠାତ ଛିଡା ହୋଇ ଏକ କଞ୍ଚା ବାଇଗଣ ବାହାର କରିଥିଲେ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ୬୫ବର୍ଷ ପର୍ଯ୍ୟନ୍ତ ଶାସନ କରି ବି କ୍ଷମତାଚ୍ୟୁତ ହେଲା, ଆମ ସମୟ ବି ଆସିବ: ଉଦ୍ଧବ ଠାକରେ

ମୁମ୍ବାଇ: ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଇଡି ଗିରଫ କରିବା ପରେ ସୋମବାର ଦିନ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ସଞ୍ଜୟ ରାଉତଙ୍କ ସମ୍ପର୍କୀୟଙ୍କୁ ଭେଟିବା ପରେ ଉଦ୍ଧବ ଠାକରେ ଗଣମାଧ୍ୟମ ସହ କଥା ହୋଇ ବିଜେପିକୁ ଚେତାବନୀ ଦେଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ସମୟ ବଡ଼ ବଳବାନ, ସମୟ ଆସିଲେ ସବୁ ଜଣାପଡ଼ିବ: ପ୍ରଭାତ ରଞ୍ଜନ ବିଶ୍ୱାଳ

ଭୁବନେଶ୍ବର/କଟକ : ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳଙ୍କର ୨୫ ଲକ୍ଷ ଟଙ୍କାର ବ୍ୟାଙ୍କ୍ ଜମାକୁ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। କଟକ ନୂଆବଜାର ପୋତାପୋଖରୀ ଷ୍ଟେଟ୍ ବ୍ୟାଙ୍କ ଶାଖାରେ ପ୍ରଭାତଙ୍କ ନାମରେ ଜମା ଥିବା ଏହି ଟଙ୍କାକୁ ଇଡି ଜବତ କରିଛି। ତେବେ ୩କୋଟି…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କରୁ ଆଣିନଥାନ୍ତୁ ପଛେ ଆପଣଙ୍କ ଉପରେ ଅଛି ୨୨ ହଜାର ଟଙ୍କାର ଋଣ

ଭୁବନେଶ୍ୱର: ଆପଣ କାହା ପାଖରୁ ହାତ ଉଧାରୀ ବା ବ୍ୟାଙ୍କରୁ ଋଣ ଆଣିନଥାନ୍ତୁ ପଛେ ଆପଣଙ୍କ ମୁଣ୍ଡ ଉପରେ ୨୨ହଜାର ୪୨ ଟଙ୍କାର ଋଣ ଅଛି | କଥାଟି ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ କି? ତେବେ ଏକଥା ଏକଦମ ସତ | କାରଣ ଓଡ଼ିଶା ସରକାର ୨୦ ବର୍ଷରେ (୨୦୦୧-୦୨)ରୁ (୨୦୨୨-୨୩) ଭିତରେ ଦେଢ଼ ଲକ୍ଷ କୋଟି…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚିତା ଆଇଏଏସ୍‌ ଅଧିକାରୀ ଟିନା ଡାବିଙ୍କୁ ସବୁଠାରୁ ଅଧିକ ‌ଖୁସି କେଉଁଥିରେ ମିଳେ ଜାଣନ୍ତି କି?

ନୂଆଦିଲ୍ଳୀ: ଦେଶରେ ଥିବା ଜଣାଶୁଣା କେତେ ଜଣ ଆଇଏଏସ୍‌ ଅଧିକାରୀଙ୍କ ମଧ୍ୟରୁ ଟିନା ଡାବି ଅନ୍ୟତମ। ସୋସିଆଲ୍‌ ମିଡିଆରେ ଟିନାଙ୍କର ୧୦ ଲକ୍ଷରୁ ଅଧିକ ଫଲୋର୍ସ ଅଛନ୍ତି। ନିକଟ ଅତୀତରେ ଟିନା ତାଙ୍କ ଦ୍ବିତୀୟ ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲେ। ମାତ୍ର ଏବେ ଟିନା ତାଙ୍କ ବିବାହ ନୁହେଁ ବରଂ…
ଅଧିକ ଖବର ଦେଖନ୍ତୁ...

ଜବଲପୁର ଡାକ୍ତରଖାନାରେ ନିଆଁ, ୧୦ ମୃତ

ଜବଲପୁର : ମଧ୍ୟପ୍ରଦେଶର ଜବଲପୁରଠାରେ ଥିବା ଏକ ଘରୋଇ ହସପିଟାଲରେ ନିଆଁ ଲାଗିବାରୁ ଅତି କମରେ ୧୦ ଜଣ ଲୋକ ପ୍ରାଣ ହରାଇଛନ୍ତି । ଆହୁରି କିଛି ଲୋକ ଆହତ ଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁସାରେ ସୋମବାର ଅପରାହ୍ଣରେ ଜବଲପୁର ଜିଲ୍ଲାର ଗୋହାଲପୁର ଥାନା ଅଂଚଳରେ ଆସୁଥିବା ନ୍ୟୁଲାଇଫ୍…
ଅଧିକ ଖବର ଦେଖନ୍ତୁ...

ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ସଞ୍ଜୟ ରାଉତ ଇଡି ହେପାଜତକୁ ଗଲେ; ଅଗଷ୍ଟ ୪ ପର୍ଯ୍ୟନ୍ତ ରହିବେ, ଘର ଖାଦ୍ୟ…

ମୁମ୍ବାଇ: ପତ୍ରା ‘ଚଲ୍‌’ ଜମି ଦୁର୍ନୀତି ମାମଲାରେ ଦୀର୍ଘ ସମୟ ଜେରା କରିବା ପରେ ଗତରାତିରେ ‘ଶିବସେନା’ ସାଂସଦ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିବା ବେଳେ ଅଗଷ୍ଟ ୪ ପର୍ଯ୍ୟନ୍ତ ସଞ୍ଜୟ ରାଉତଙ୍କୁ ଇଡିର…
ଅଧିକ ଖବର ଦେଖନ୍ତୁ...

କେଏଫ୍‌ସିର ଏହି ମହିଳା ଡେଲିଭରି ଏଜେଣ୍ଟ୍‌ଙ୍କୁ ଜାଣନ୍ତୁ; ରାତିରେ ବରାଦ ପହଞ୍ଚାଇ ପାଲଟିଲେ ଚର୍ଚ୍ଚିତ

ଇସ୍‌ଲାମ୍‌ବାଦ୍‌: ପୁଅ ଓ ଝିଅ ଭିତରେ ଆଜିକାଲି ଆଉ କିଛି ଫରକ ନାହିଁ ବୋଲି ଯେତେ କହିଲେ ବି କେଉଁଠି ନା କେଉଁଠି ସେ ଫରକ ଦିଶି ଯାଇଥାଏ। ମାତ୍ର ଯୁଗ ବଦଳୁଛି। ଧୀରେ ଧୀରେ ପୁଅ ଓ ଝିଅ ମଧ୍ୟରେ ଥିବା ପାର୍ଥକ୍ୟ ବି କମିବାରେ ଲାଗିଛି। ପାକିସ୍ତାନର ଜଣେ ଝିଅ ବିଳମ୍ବିତ ରାତିରେ କେଏଫ୍‌ସିର…
ଅଧିକ ଖବର ଦେଖନ୍ତୁ...

ବାଚସ୍ପତିଙ୍କ ଘୋଷଣା ପରେ ଆନୁଷ୍ଠାନିକ ଭାବେ ବିରୋଧୀ ଦଳ ନେତା ଦାୟିତ୍ୱ ଗ୍ରହଣ କଲେ ଜୟ ନାରାୟଣ

ଭୁବନେଶ୍ୱର: ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ଆସନରେ ବସିଲେ ଜୟ ନାରାୟଣ ମିଶ୍ର । ଗୃହରେ ବାଚସ୍ପତିଙ୍କ ଘୋଷଣା ପରେ ଆନୁଷ୍ଠାନିକ ଭାବେ ଜୟ ନାରାୟଣ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ବାଚସ୍ପତି ଶୁଭେଚ୍ଛା ଜଣାଇଥିବାବେଳେ କଂଗ୍ରେସ ବିଧାୟକ ଦଳ ନେତା ବି ଶୁଭେଚ୍ଛା ଜଣାଇବା…
ଅଧିକ ଖବର ଦେଖନ୍ତୁ...

ଶେଷ ହେଲା ୫ଜି ସ୍ପେକ୍ଟ୍ରମ୍ ନିଲାମ, ସରକାର ପାଇବେ ୧,୫୦,୧୭୩ କୋଟି

ନୂଆଦିଲ୍ଲୀ : ସାତ ଦିନ ଚାଲିବା ପରେ ଶେଷ ହୋଇଛି ୫ଜି ସ୍ପେକ୍ଟ୍ରମ ନିଲାମ । ଗତ ଶୁକ୍ରବାର ଦିନ ସୁଦ୍ଧା ଗୋଟିଏ ସର୍କଲକୁ ଛାଡ଼ି ଅନ୍ୟ ସମସ୍ତ ସର୍କଲ ପାଇଁ ନିଲାମ ଶେଷ ହୋଇଯାଇଥିଲା । କିନ୍ତୁ କେବଳ ୟୁପି (ପୂର୍ବ) ସର୍କଲ ପାଇଁ ନିଲାମ ତୀବ୍ର ପ୍ରତିଦ୍ବନ୍ଦିତାମୂଳକ ହେବା ସହ ଜାରି ରହିଥିଲା…
ଅଧିକ ଖବର ଦେଖନ୍ତୁ...