Daily Archives

December 3, 2022

ପୁଣି ଶ୍ରୀମନ୍ଦିର ବେଢ଼ା ଭିତରର ଡ୍ରୋନ୍‌ସଟ୍‌ ଭିଡିଓ ଭାଇରାଲ, ଚଢ଼ାଦରରେ ବିକ୍ରି କରୁଛନ୍ତି ୟୁଟ୍ୟୁବର

ପୁରୀ: ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିରର ଡ୍ରୋନ୍‌ସଟ୍‌ ଭିଡିଓକୁ ଜଣେ ୟୁଟ୍ୟୁବର ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରିଛନ୍ତି। କେବଳ ସେତିକି ନୁହେଁ, ବ୍ୟକ୍ତି ଜଣକ ଭିଡିଓ କ୍ଲିପର ପ୍ରତି ଆଙ୍ଗେଲ ପିଛା ୨୦ ହଜାର ଟଙ୍କା ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଜି-୨୦ ପ୍ରତିନିଧି ମଣ୍ଡଳୀକୁ ରାଜସ୍ଥାନର ରାଜକୀୟ ଭୋଜନରେ ଆପ୍ୟାୟିତ କରାଯିବ

ଉଦୟପୁର:  ସ୍ବାଦିଷ୍ଟ ଡାଲ୍‌ ବାଟି ଚୁର୍ମା କିମ୍ବା ଯୋଧପୁରୀ କାବୁଲି ପଲାଓ ସମ୍ବଳିତ ଚମତ୍କାର ଭୋଜନ, ତା’ପରେ ବିକାନେରୀ ଘେଭର କିମ୍ବା ଯୋଧପୁରୀ ମାୱା କଚୌରୀ ଭଳି ସ୍ୱାଦିଷ୍ଟ ମିଠାରେ ଜି-୨୦ ପ୍ରତିନିଧି ମଣ୍ଡଳୀକୁ ଆପ୍ୟାୟିତ କରାଯିବ। ଭାରତ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କଲାପରେ ଉଦୟପୁରରେ…
ଅଧିକ ଖବର ଦେଖନ୍ତୁ...

୧୦ ଲକ୍ଷ ୪୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆଗ୍ରହ ଆସିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ନିବେଶକମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ରରେ ୧୦ ଲକ୍ଷ ୪୮ ହଜାର  ୮୦୭ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆଗ୍ରହ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମେକ୍ ଇନ୍ ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...

‘ରାମ ନାମ ସତ୍ୟ ହେ’ ପାଇଁ ୪ ଜଣ ଆବଶ୍ୟକ, କଂଗ୍ରେସରେ ଅଛନ୍ତି ମାତ୍ର ୨: ଯୋଗୀ

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ୧୯ଟି ଜିଲ୍ଲାର ୮୯ଟି ଆସନରେ ମତଦାନ ଡିସେମ୍ବର ୧ରେ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ନର୍ମଦା ଆସନରେ ସର୍ବାଧିକ ମତଦାନ ୭୮.୨୪% ଥିବାବେଳେ ବୋଟାଡ ଅଞ୍ଚଳରେ ସର୍ବନିମ୍ନ ଭୋଟ ହାର ୫୭.୫୮% ଥିଲା। ତେବେ ବର୍ତ୍ତମାନ ରାଜ୍ୟର…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୨୧ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ଗଲେ ସୁକେଶ-ଜାକଲିନଙ୍କ ବନ୍ଧୁତା କରାଇଥିବା ପିଙ୍କି ଇରାନୀ

ନୂଆଦିଲ୍ଲୀ: ଡିସେମ୍ବର ୨୧ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ଗଲେ ସୁକେଶ-ଜାକଲିନଙ୍କ ବନ୍ଧୁତା କରାଇଥିବା ପିଙ୍କି ଇରାନୀ। ଗିରଫ ପରେ ଅର୍ଥନୈତିକ ଅପରାଧ ଶଖା(ଇଓଡବ୍ଲୁ) ତିନି ଦିନ ଧରି ପୁଲିସ ହେପାଜତରେ ପିଙ୍କି ଇରାନୀଙ୍କୁ ପଚରାଉଚରା କରିଥିଲା। ଏହା ସହ ତାଙ୍କୁ ସିନ୍ ରିକ୍ରିଏସନ ପାଇଁ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ବିଜେପି-ଟିଏମସି କର୍ମୀ ମୁହାଁମୁହିଁ: ଜଳିଲା ଟିଏମସି କାର୍ଯ୍ୟାଳୟ, ପାଉଁଶ ହେଲା ବାଇକ୍

କୋଲକାତା: ପଶ୍ଚିମବଙ୍ଗରେ ବିଜେପି-ତୃଣମୂଳ କଂଗ୍ରେସ (ଟିଏମସି) କର୍ମୀ ମୁହାଁମୁହିଁ। ଜଳିଲା ଟିଏମସି କାର୍ଯ୍ୟାଳୟ। ପାଉଁଶ ହେଲା ବାଇକ୍। ପଶ୍ଚିମବଙ୍ଗର ଦକ୍ଷିଣ ୨୪ପରଗନା ଜିଲ୍ଲାର ହୋଟୁଗଞ୍ଜ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଜିଲ୍ଲାର ଡାଇମଣ୍ଡ ହାର୍ବରରେ…
ଅଧିକ ଖବର ଦେଖନ୍ତୁ...

ନିଆରା ବିବାହ କାର୍ଡ: ଅତିଥିଙ୍କୁ ଏପରି ସମ୍ବୋଧନ, ଉତ୍ସବଗୁଡ଼ିକର ନାମ ବି ରହିଛି ଏପରି…

ନୂଆଦିଲ୍ଲୀ: ଏବେ ବିବାହ ଋତୁ ଚାଲିଛି। ନିଜ ବିବାହକୁ ନିଆରା କରିବାର ସ୍ବପ୍ନ କିଏ ବା ଦେଖି ନଥାଏ?  ନିମନ୍ତ୍ରଣ କାର୍ଡ ଛପାରୁ ଆରମ୍ଭ ହୋଇଥାଏ ବିବାହ କାର୍ଯ୍ୟ। ବିବାହ ନିମନ୍ତ୍ରଣ କାର୍ଡକୁ ଆକର୍ଷଣୀୟ କରିବାକୁ ଲୋକେ ବିଭିନ୍ନ ଉପାୟ ଆପଣେଇଥାନ୍ତି। ନିକଟରେ ଏକ ଯୋଡ଼ି ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଖ୍ରୀଷ୍ଟ୍ରୀୟ ପରମ୍ପରା ଅନୁଯାୟୀ ଅଭିନେତ୍ରୀ ଝରଣା ଦାସଙ୍କ ଶେଷକୃତ୍ୟ ସଂପନ୍ନ

କଟକ: ମାଟିରେ ମିଶିଲେ ମାଟିର କଳାକାର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହୋଇଛି ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ଶେଷକୃତ୍ୟ । ରାଜ୍ୟ ପୁଲିସ ବାହିନୀର ଗାର୍ଡ ଅଫ୍ ଅନର ପ୍ରଦାନ ପରେ ଚର୍ଚ୍ଚ ଅଫ ଗଡ଼ରେ ତାଙ୍କୁ କବର ଦିଆଯାଇଛି । ଖ୍ରୀଷ୍ଟ୍ରୀୟ ପରମ୍ପରା ଅନୁଯାୟୀ ଶେଷକୃତ୍ୟ କରାଯାଇଛି…
ଅଧିକ ଖବର ଦେଖନ୍ତୁ...

ଏମିତି ବଦଳୁଛି ଭାରତ: ୫ ହଜାର ଆତଙ୍କବାଦୀ ଥିବା ହିଜବୂଲରେ ଏବେ ଅଛନ୍ତି ମାତ୍ର ୫ଜଣ

ଶ୍ରୀନଗର: ଶେଷ ନିଶ୍ୱାସ ନେବା ଅପେକ୍ଷାରେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ | କଶ୍ମୀରରେ ସୁରକ୍ଷା ବାହିନୀର ଜୋରଦାର ଅପରେସନ ଓ କଶ୍ମୀରବାସୀଙ୍କ ସମର୍ଥନ ହ୍ରାସ ପାଇବା ଫଳରେ ଆତଙ୍କବାଦୀଙ୍କ ଏକ ପ୍ରମୁଖ ସଂଗଠନ ହିଜବୁଲ ମୁଜାହିଦ୍ଦିନ ଏବେ ଏହାର ଶେଷ ନିଶ୍ୱାସ ଗଣିବା ଆରମ୍ଭ କରିଛି।…
ଅଧିକ ଖବର ଦେଖନ୍ତୁ...

ମା’ଙ୍କ ଦେହାନ୍ତ ହେବ, ମୋତେ ଛୁଟି ଦିଅନ୍ତୁ; ବିହାର ଶିକ୍ଷା ବିଭାଗର ଛୁଟି ନିୟମକୁ ବିରୋଧ କରି ଏଭଳି ଆବେଦନ କଲେ…

ପାଟନା: ମା’ଙ୍କ ଦେହାନ୍ତ ହେବ, ମୋତେ ଛୁଟି ଦିଅନ୍ତୁ। ବିହାର ଶିକ୍ଷା ବିଭାଗର ସାମୟିକ ଛୁଟି ନିୟମକୁ ବିରୋଧ କରି ଏବେ ଏଭଳି ଆବେଦନ କରିଛନ୍ତି ଜଣେ ଶିକ୍ଷକ। ଯଦି ବିହାରର ଶିକ୍ଷକଙ୍କୁ ହଠାତ୍ କାହାର ଶବଦାହକୁ ଯିବା ପାଇଁ ପଡେ, ତେବେ ସେମାନେ ଯାଇପାରିବେ ନାହିଁ। ଶବଦାହ ପାଇଁ ଯିବାକୁ…
ଅଧିକ ଖବର ଦେଖନ୍ତୁ...