Daily Archives

February 4, 2023

ମନ୍ତ୍ରୀ ହତ୍ୟାର କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ସନ୍ଦେହ: ଜୟପୁର ବିଧାୟକ ତାରାପ୍ରସାଦ

ଜୟପୁର: ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ସନ୍ଦେହ ପ୍ରକାଶ କଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ୫ଦିନ ପରେ ଶୌଚାଳୟରୁ ଟୁକୁରା କାଗଜ ମିଳିଲା, ତାହା ପୁଣି ନିଜେ ଅଭିଯୁକ୍ତ କହିବା ପରେ ଏଥିରେ କେତେ ସତ ରହିଛି? ୫ଦିନ ଧରି କେହି…
ଅଧିକ ଖବର ଦେଖନ୍ତୁ...

ଶୀତ ଦିନେ ତ୍ବଚା ମଳିନ ଦିଶୁଛି କି? ଏହି ପ୍ୟାକ୍‌ ଲଗାଇଲେ ଚମକିବ ଆପଣଙ୍କ ଚେହେରା

ଆମେ ଜାଣନ୍ତି ‌ଯେ ଉତ୍ତମ ଖାଦ୍ୟ, ପାନୀୟ ଓ ନିଦ୍ରା ଅନେକ ସମସ୍ୟାର ସମାଧାନ। ତେବେ ଏପରି କିଛି ଜିନିଷ ରହିଛି ଯାହାକି ଶରୀର ପାଇଁ ଖୁବ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଆପଣ ଜାଣି ରଖନ୍ତୁ ଯେ ବିଭିନ୍ନ ଖାଦ୍ୟରେ ବ୍ୟବହାର ହେଉଥିବା ଧନିଆ ପତ୍ର ସ୍ୱାସ୍ଥ୍ୟ ପ୍ରତି ଖୁବ୍ ହିତକାରକ। ଏଥିରେ…
ଅଧିକ ଖବର ଦେଖନ୍ତୁ...

ଏଲଇଡି ଲାଇଟ ଯୁଗରେ ଏବେ ବି ରହିଛି ଡିବିରିବତିର ଚାହିଦା

ମାଲକାନଗିରି: ଏକବିଂଶ ଶତାଦ୍ଦିରେ ପୃଥିବୀ ପାଦ ଥାପିଥିବା ବେଳେ ଯୁଗ ଏବେ କାହିଁ କେଉଁ ଆଡେ ପହଞ୍ଚି ସାରିଛି। ଡିଜିଟାଲ ଯୁଗ ସାଙ୍ଗକୁ ମୋବାଇଲ ଲୋକଙ୍କୁ ଆହୁରି ଆଗକୁ ନେଇଛି। ଗରିବ ଠାରୁ ଆରମ୍ଭ କରି ଧନୀ ଘରେ ଏବେ ବିଦ୍ୟୁତ ସେବା ରହିଛି। କେବଳ ଦୁର୍ଗମ କିଛି ଅଞ୍ଚଳକୁ ଛାଡି ଦେଲେ ସବୁ…
ଅଧିକ ଖବର ଦେଖନ୍ତୁ...

ରାତିରେ ୫-ଟି ସଚିବ ଓ ସକାଳୁ ବିଜେଡି ସଂଗଠନ ସମ୍ପାଦକ ବୁଲି ଦେଖିଲେ ଜଗନ୍ନାଥ ଓ ବଲ୍ଲଭ ନାରାୟଣ ମନ୍ଦିର

ଜୟପୁର: ସକାଳୁ ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ୭୫ତମ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇଥିବା ୫ଟି ସଚିବ ଭି. କାର୍ତ୍ତିକେୟାନ୍ ପାଣ୍ଡିୟାନ୍ ଗତକାଲି ସନ୍ଧ୍ୟାରେ ଜୟପୁର ଜଗନ୍ନାଥ ମନ୍ଦିର, ବଲ୍ଲଭ ନାରାୟଣ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ବୁଲି ଦେଖିଥିଲେ। ଉଭୟ ମନ୍ଦିର…
ଅଧିକ ଖବର ଦେଖନ୍ତୁ...

ତାଲିବାନ ବିରୋଧରେ ତାଲିବାନକୁ ସହାୟତା ମାଗିଲା ପାକିସ୍ତାନ !

ଇସ୍ଲାମାବାଦ : ପାକିସ୍ତାନ ଘୋର ଆର୍ଥିକ ସଂକଟରେ ପଡ଼ିଥିବାବେଳେ ନିୟମିତ ବ୍ୟବଧାନରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ପାକିସ୍ତାନ ସରକାରଙ୍କୁ ଅସହାୟ କରିଦେଇଛି । ବିଶେଷକରି ତେହରିକ-ଏ-ତାଲିବାନ ପାକିସ୍ତାନର ଆତଙ୍କବାଦୀ ଆକ୍ରମଣ ଆଗରେ ପାକିସ୍ତାନ ସୁରକ୍ଷା ବାହିନୀ ଅସହାୟ ହୋଇଯାଉଥିବାରୁ…
ଅଧିକ ଖବର ଦେଖନ୍ତୁ...

ଫୁଟବଲ ଖେଳ ଦେଖି ଫେରିଲାବେଳେ ଦୁଇଟି ସ୍ଥାନରେ ଦୁର୍ଘଟଣା: ଜଣେ ମୃତ, ୭ ଆହତ

ହରିଚନ୍ଦନପୁ: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଧୁରୁଡ଼ିଆମ୍ବ ପଞ୍ଚାୟତ ଜାମୁଦା ଗ୍ରାମରୁ ଫୁଟବଲ ଖେଳ ଦେଖି ଆଜି ସନ୍ଧ୍ୟାରେ ନିଜ ଘରକୁ ଫେରିଲାବେଳେ ରତ୍ନାନାଳ ଓ ଆଳୁଘାଟି ନିକଟରେ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭ ଜଣ ଆହତ ହୋଇଛନ୍ତି। ଖବରରୁ ପ୍ରକାଶ, ଗଣ୍ଡଡ଼ିହା…
ଅଧିକ ଖବର ଦେଖନ୍ତୁ...

ଅର୍ଥ ହେରଫେର ମାମଲାରେ ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ପଚରାଉଚୁରା କଲା ଇଡି

ନୂଆଦିଲ୍ଲୀ: ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅର୍ଥ ହେରଫେର ମାମଲାରେ ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ଅଳଙ୍କାର ସାୱାଇଙ୍କୁ ପଚରାଉଚରା କରି ତାଙ୍କ ବିବୃତ୍ତି ରେକର୍ଡ କରିଛି। ଇଡି ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଏହି ମାମଲାରେ ନିକଟରେ ଇଡି ଗୁଜୁରାଟରୁ ତୃଣମୂଳ କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ରାକେଶ ବାପଟଙ୍କ ସହ ବ୍ରେକଅପ ପରେ ଆମୀର ଅଲୀଙ୍କୁ ଡେଟ କରୁଛନ୍ତି ସମିତା !

ମୁମ୍ବାଇ: ଟେଲି ଅଭିନେତା ରାକେଶ ବାପଟଙ୍କ ସହ ସବୁ ସଂପର୍କ ଭାଙ୍ଗିବା ପରେ ଏବେ ଅଭିନେତା ଆମୀର ଅଲୀଙ୍କୁ ଡେଟ କରୁଛନ୍ତି ଅଭିନେତ୍ରୀ ସମିତା ସେଟ୍ଟୀ। ସମିତା ସେଟ୍ଟୀ ଏବଂ ରାକେଶ ବାପଟଙ୍କ ମଧ୍ୟରେ ବିଗ୍ ବସ୍ ଓଟିଟିରୁ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା। ଦୁହିଁଙ୍କ ମଧ୍ୟରେ ପରସ୍ପରପ୍ରତି…
ଅଧିକ ଖବର ଦେଖନ୍ତୁ...

ଜମିବାଡ଼ି କିଣାବିକାରୁ ଜଘନ୍ୟ କାଣ୍ଡ: ଶାବଳରେ ପିଟିପିଟି ଦୁଇ ସାଙ୍ଗଙ୍କୁ ହତ୍ୟା କଲେ ଦମ୍ପତି

ରାଉରକେଲା: ଜମିବାଡ଼ି କିଣାବିକାକୁ କେନ୍ଦ୍ରକରି ଜଘନ୍ୟ କାଣ୍ଡ ଭିଆଇଛନ୍ତି ସାରନଗରୀ କନଷ୍ଟ୍ରକ୍ସନ କଲୋନିର ଜମି ମାଲିକ ଓ ତାଙ୍କ ପତ୍ନୀ। ଶାବଳରେ ପିଟି ଦୁଇ ସାଙ୍ଗଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକମାନେ ହେଲେ ସାରନଗରୀ ଲାଲଟାଙ୍କିର ସଞ୍ଜୟ ଦାସ (୩୦) ଓ ଇନ୍ଦ୍ରଜିତ ସ୍ବାଇଁ…
ଅଧିକ ଖବର ଦେଖନ୍ତୁ...

ଫଟୋ ପରେ ଏବେ ଝିଅ ମାଲତୀ ମ୍ୟାରିଙ୍କ ଭିଡିଓ ସେୟାର୍‌ କଲେ ଦେଶୀଗାର୍ଲ

ମୁମ୍ବାଇ: ନିକଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଝିଅ ମାଲତୀ ମ୍ୟାରି ଚେହେରା ପ୍ରଥମ ଥର ପାଇଁ ସର୍ବସାଧାରଣ କରିଥି‌ଲେ। ପ୍ରିୟଙ୍କାଙ୍କ ଝିଅର ଫଟୋ ସୋସିଆଲ୍‌ ମିଡିଆରେ ଛାଇ ହୋଇ ଯାଇଥିଲା। କେବଳ ସେତିକି ନୁହେଁ, ଫଟୋକୁ ଦେଖି ମାଲତୀ କାହା ଭଳି ଦିଶୁଛନ୍ତି ବୋଲି କହି…
ଅଧିକ ଖବର ଦେଖନ୍ତୁ...