Daily Archives

February 9, 2023

କିଆରା ଓ ସିଦ୍ଧାର୍ଥଙ୍କ ବିବାହ କରିବା ପରେ କେତେ ଦକ୍ଷିଣା ପାଇଛନ୍ତି ବୋଲି ପଚରା ଯାଇଥିବା ପ୍ରଶ୍ନର ଏଭଳି ଉତ୍ତର…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାଣୀ ଓ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କଙ୍କ ବିବାହ ସୂର୍ଯ୍ୟଗଡ଼ ପ୍ୟାଲେସରେ ସମ୍ପର୍ଣ୍ଣ ହୋଇ ଯାଇଛି। ସାତ୍ ଫେରେ ନେଇ ସାତ ଜନ୍ମ ପାଇଁ ଜୀବନସାଥୀ ହେବା ପରେ କିଆରା ବୋହୂ ହୋଇ ସିଦ୍ଧାର୍ଥଙ୍କ ଏରୁଣ୍ଡିବନ୍ଧ ଡେଇଁଛନ୍ତି। କିଆରା ଓ…
ଅଧିକ ଖବର ଦେଖନ୍ତୁ...

ଅବିବାହିତା ଝିଅ ନିକଟରୁ ପ୍ରେଗ୍ନେନ୍ସି କିଟ୍‌ ପାଇବାରୁ ବାପା ହତ୍ୟା କରି ଗାଁ ବାହାରେ ଫିଙ୍ଗିଥିବା ଅଭିଯୋଗ

ଲ‌କ୍ଷ୍ନୌ: ଉତ୍ତରପ୍ରଦେଶର କୌଶାମ୍ବୀରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ତାଙ୍କ ବାପାମାଆ ଗଳା ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଅବିବାହିତା ଥିବା ସତ୍ତ୍ବେ  ତାଙ୍କ ନିକଟରୁ ପ୍ରେଗ୍ନେନ୍ସି କିଟ୍‌ ( ଗର୍ଭ ପରୀକ୍ଷା କିଟ୍)…
ଅଧିକ ଖବର ଦେଖନ୍ତୁ...

କଲମ ଧରିବେ ଦିବ୍ୟାଙ୍ଗ ମୁନା, ସହାୟତାର ହାତ ବଢ଼ାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର: ପିଲା ଦିନୁ ଦୁଇ ହାତ ହରାଇ ଦିବ୍ୟାଙ୍ଗ ହୋଇପଡିଥିଲେ ମୁନା । ମନରେ ପାଠ ପଢିବାକୁ ଅନାବିଳ ଆଗ୍ରହ ଥିଲେ ସୁଦ୍ଧା ତାଙ୍କର ଶାରୀରିକ ଅକ୍ଷମତା ପ୍ରତିବନ୍ଧକ ସାଜିଥିଲା । ଛୋଟ ପିଲାଟିର କରୁଣ କାହାଣୀ ସମ୍ପର୍କରେ ଜାଣିବା ପରେ, ଓଡ଼ିଶା-ମୋ ପରିବାର କୃତ୍ରିମ ହାତ ଯୋଗାଇ ଦେଇଛି ।…
ଅଧିକ ଖବର ଦେଖନ୍ତୁ...

ଯେତେ କାଦୁଅ ଫିଙ୍ଗିବ ପଦ୍ମ ସେତେ ଫୁଟିବ : ବିରୋଧୀ ଦଳଙ୍କୁ କହିଲେ ମୋଦୀ

ନୂଆଦିଲ୍ଲୀ : ବିରୋଧୀଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆକ୍ରମଣ ଜାରି ରହିଛି । ଗୁରୁବାରଦିନ ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଅନ୍ୟବାଦ ପ୍ରସ୍ତାବ ବେଳେ ମୋଦୀ କହିଛନ୍ତି ଯେ ଗୃହରେ କିଛି ସଦସ୍ୟଙ୍କ ଆଚରଣ ଓ ସ୍ୱର ସମଗ୍ର ଦେଶ ପାଇଁ ନିରାଶାଜନକ। ମୁଁ ଏଭଳି ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍-ଅଟୋ ମୁହାଁମୁହିଁ ଧକ୍କା: ୫ଜଣ ସ୍କୁଲ ପିଲା ମୃତ, ୭ଆହତ

ଭାନୁପ୍ରତାପପୁର(ଛତିଶଗଡ଼): ମୁହାଁମୁହିଁ ଧକ୍କା ହେଲେ ଟ୍ରକ୍-ଅଟୋ। ଚାଲିଗଲା ୫ଜଣ ସ୍କୁଲ ପିଲାଙ୍କ ଜୀବନ। ଏହି ଦୁର୍ଘଟଣା ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଥିବା ଭାନୁପ୍ରତାପପୁରରେ ଘଟିଛି। ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ଜଣଙ୍କ ଜୀବନ ଯିବା ସହ ୭ଜଣ ଆହତ ହୋଇଥିବା କୁହାଯାଉଛି। ଏହି…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ମୁନରେ ଉଠାଇ ନେଇ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ହାତରେ ୧୦୦୦ଟଙ୍କା ଧରାଇ ଦୁଷ୍କର୍ମକାରୀ କହିଲେ, ‘ଏମିତି…

ପାକିସ୍ତାନ: ପାକିସ୍ତାନର ରାଜଧାନୀ ଇସଲାମାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ତାଙ୍କ ସାଙ୍ଗଙ୍କ ସହିତ ପାର୍କକୁ ବୁଲିବାକୁ ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ବନ୍ଧୁକ ମୁନରେ ଦୁଷ୍କର୍ମକାରୀ ଯୁବତୀଙ୍କ ସହିତ ଦୁଷ୍କର୍ମ କରିଥିବା…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟରେ ଗୋପାଳର ଚାଲିଛି ପଲିଗ୍ରାଫ୍ ଟେଷ୍ଟ୍, ଓଗାଳିବ ସତ

ଅହମ୍ମଦାବାଦ: ଗୁଜୁରାଟର ଗାନ୍ଧିନଗରରେ ଥିବା ଫୋରେନସିକ ଲ୍ୟାବରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସର ପଲିଗ୍ରାଫ ଟେଷ୍ଟ ଚାଲିଛି | ପଲିଗ୍ରାଫ ଟେଷ୍ଟ ପରେ ନାର୍କୋ ଟେଷ୍ଟ କରାଯିବ | ଉଲ୍ଲେଖ ଥାଉ କି ଗତକାଲି ଗୋପାଳ ଦାସକୁ କ୍ରାଇମବ୍ରାଞ୍ଚ ଆଉ…
ଅଧିକ ଖବର ଦେଖନ୍ତୁ...

‌‌ନେହରୁଙ୍କ ପାଇଁ ଯଦି ଏତେ ଦରଦ; ତେବେ ‘ନେହରୁ’ ସାଂଗିଆ ବ୍ୟବହାର ପାଇଁ ଏତେ କୁଣ୍ଠା କାହିଁକି?……

ନୂଆଦିଲ୍ଲୀ: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ପରେ କାହିଁକି କେହି ‘ନେହରୁ’ ସାଂଗିଆ ବ୍ୟବହାର କଲେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶ୍ନ କରିଛନ୍ତି। ଯଦି ଆମେ କୌଣସି ସ୍ଥାନରେ ନେହରୁଙ୍କ ସଂପର୍କରେ ଉଲ୍ଲେଖ କରିବାରୁ ବଞ୍ଚିତ ହୋଇଥାଉ, ତେବେ ସେମାନେ…
ଅଧିକ ଖବର ଦେଖନ୍ତୁ...

ହସି ହସି ଗପ ମାରୁଥିବା ବେଳେ ଭାଇରାଲ୍‌ ହେଲେ ସାରା-କାର୍ତ୍ତିକ; ହେଇଗଲା କି ପ୍ୟାଚ୍‌-ଅପ୍‌?

ମୁମ୍ବାଇ: ପ୍ରେମ ଓ ପରେ ବିଚ୍ଛେଦ ଖବର ଚର୍ଚ୍ଚାରେ ରହିଥିବା ବେଳେ ଦୀର୍ଘ ୩ ବର୍ଷ ପରେ ପୁଣି ଥରେ କାର୍ତ୍ତିକ ଆର୍ଯ୍ୟନ ଓ ସାରା ଅଲ୍ଲୀ ଖାନ୍‌ଙ୍କୁ ପରସ୍ପରଙ୍କ ସହ କଥା ହେଉଥିବାର ଦେଖି ଖୁସି ହୋଇଛନ୍ତି ପ୍ରଶଂସକ। ନିକଟରେ ପୁଣି ଥରେ ଏକତ୍ର ନଜର ଆସିଛନ୍ତି ସାରା-କାର୍ତ୍ତିକ। ସେମାନଙ୍କର…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଟେଷ୍ଟ୍, ପ୍ରଥମ ଦିନ : ଅଷ୍ଟ୍ରେଲିଆ ୧୭୭ରେ ଅଲଆଉଟ, ଭାରତ ୭୭/୧, ରୋହିତଙ୍କ ଅର୍ଦ୍ଧଶତକ

ନାଗପୁର : ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍ ଆରମ୍ଭ ହୋଇଛି । ପ୍ରଥମ ଦିନର ଖେଳ ଶେଷସୁଦ୍ଧା ଭାରତ ୧ ଓ୍ବିକେଟ ହରାଇ ୭୭ ରନ କରିବା ସହ ଅଷ୍ଟ୍ରେଲିଆଠାରୁ ୧୦୦ ରନ ପଛରେ ରହିଛି ।…
ଅଧିକ ଖବର ଦେଖନ୍ତୁ...