Daily Archives

March 3, 2023

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟରେ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ, ଲାଭ ପାଇବେ। ଯାନ କିଣିବା ପାଇଁ ଦିନଟି ଶୁଭ। ଅଫିସରେ କାମ ସଂପୂର୍ଣ୍ଣ କରିବାରେ ବାଧାର ସମ୍ମୁଖୀନ ହୋଇପାରନ୍ତି। ‌ ବୃଷ: କୌଣସି ମାମଲାରେ ବ୍ୟସ୍ତ ରହିବେ। ବ୍ୟବସାୟରେ ବିପଜ୍ଜନକ ପଦକ୍ଷେପ ନିଅନ୍ତୁ ନାହିଁ। କଳାକାରଙ୍କ ଲାଗି…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ମୃତ୍ୟୁ ହୋଇଯାଇଥିବା ଜାଣି ବି ରାତିସାରା ପାଠପଢ଼ି ସକାଳେ ପରୀକ୍ଷା ଦେଇଥିଲେ ପୁଅ, ପରେ ଘରକୁ ଯାଇ କରିଥିଲେ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଦେବାସ ନଗରରେ ରହୁଥିବା ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କ ସହିତ ଯାହା ଘଟିଛି ତାହା କାହାରି ସହିତ ନଘଟୁ ବୋଲି ଲୋକେ କହୁଛନ୍ତି। ଦ୍ବାଦଶଶ୍ରେଶୀରେ ପାଠପଢ଼ୁଥିବା ଦେବେନ୍ଦ୍ରଙ୍କ ବାପାଙ୍କ ନାମ ହେଉଛି ଜଗଦିସ୍ ସୋଲଙ୍କି। ଜଗଦିସଙ୍କ ଗତ ୧ତାରିଖ ଦିନ ଦେହ ଖରାପ…
ଅଧିକ ଖବର ଦେଖନ୍ତୁ...

ବାଇନାକୁଲରରେ ବି କଂଗ୍ରେସକୁ ଦେଖି ହେଉନାହିଁ: ଶାହା

ବେଙ୍ଗାଲୁରୁ: ଉତ୍ତରପୂର୍ବ ଭାରତରେ କଂଗ୍ରେସ ଏଭଳି ହାରିଛି ଯେ ଦୂରବୀକ୍ଷଣ ଯନ୍ତ୍ର ନେଇ ଦେଖିଲେ ବି ଦେଖାଯାଉନାହିଁ | କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କର୍ଣ୍ଣାଟକର ବିଦରଠାରେ ଆଜି କିଛି ଏଭଳି କହିଛନ୍ତି | ଏକ ସାଧାରଣ ସଭାକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା…
ଅଧିକ ଖବର ଦେଖନ୍ତୁ...

ପଞ୍ଚଭୂତରେ ଲୀନ ହେଲେ ପିଣ୍ଟୁ ନନ୍ଦ, କାନ୍ଦ ବୋବାଳିରେ ଫାଟି ପଡ଼ିଲା ସ୍ବର୍ଗଦ୍ବାର

ପୁରୀ: ଓଡ଼ିଆ ଚଳଚ୍ଚିତ୍ର ‘ରାଣ୍ଡି ପୁଅ ଅନନ୍ତା’ରେ ନିଜ ଗାଁ’ ପାଇଁ ଜୀବନ ଦେବାର ଜୀବନ୍ତ ଅଭିନୟ କରି ‌ଲୋକପ୍ରିୟ ଅଭିନେତା ପାଲଟିଯାଇଥିବା ପିଣ୍ଟୁ ନନ୍ଦ ଆଜି ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି। ଲିଭର ସିରୋସିସରେ ଆକ୍ରାନ୍ତ ହୋଇ ବଞ୍ଚିବାକୁ ସଂଘର୍ଷ କରି ଶେଷରେ ପ୍ରାଣ ହରାଇବା ପରେ ପୁରୀ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ଲୋକେ ସଂଘର୍ଷ କରୁଥିବାବେଳେ ସେଠାକାର ସରକାର ଭାରତ ବିରୋଧରେ ଅପପ୍ରଚାର ଚଳାଇଛନ୍ତି : ଭାରତ

ଜେନିଭା : ନିଜ ଦେଶର ଲୋକେ ଯେତେବେଳେ ଭୀଷଣ କଷ୍ଟରେ ଅଛନ୍ତି, ସେମାନଙ୍କ ସମସ୍ୟା ଦୂର କରିବା ବଦଳରେ ପାକିସ୍ତାନ ସରକାର ଭାରତ ବିରୋଧରେ ଅପପ୍ରଚାର ଚଳାଇଛନ୍ତି ବୋଲି ଭାରତ ପକ୍ଷରୁ ଜାତିସଂଘରେ କୁହାଯାଇଛି । ପାକିସ୍ତାନର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହିନା ରବ୍ବାନୀ ଖାର ଜାତିସଂଘ…
ଅଧିକ ଖବର ଦେଖନ୍ତୁ...

ବରୁଣେଇ ନିକଟରେ ବେଆଇନ ବର୍ଜ୍ୟ ପ୍ଲାଷ୍ଟିକ୍ ଗୋଦାମରେ ନିଆଁ

ଖୋର୍ଦ୍ଧା: ବରୁଣେଇ ପାହାଡ଼ ନିମ୍ନଦେଶରେ ଥିବା ବର୍ଜ୍ୟ (କବାଡ଼ି) ପ୍ଲାଷ୍ଟିକ ଗୋଦାମରେ ନିଆଁ ଲାଗି ଗୋଦାମରେ ଥିବା ସମସ୍ତ ସଂଗୃହୀତ ପ୍ଲାଷ୍ଟିକ୍ ସାମଗ୍ରୀ ପୋଡ଼ିଯାଇଛି । ଯଦିଓ ନିଆଁ ଭୟଙ୍କର ଥିଲେ ମଧ୍ୟ ନିକଟସ୍ଥ ବରୁଣେଇ ଜଙ୍ଗଲକୁ ବ୍ୟାପିନଥିଲା ତେବେ ବରୁଣେଇ ସଂରକ୍ଷିତ ଜଙ୍ଗଲ ନିକଟରେ ଏଭଳି…
ଅଧିକ ଖବର ଦେଖନ୍ତୁ...

ବର୍ଷକୁ ୩.୫ସେଣ୍ଟିମିଟର ହାରରେ ଚନ୍ଦ୍ର ଆମଠାରୁ ଦୂରେଇ ଦୂରେଇ ଯାଉଛି : ଶୁଭେନ୍ଦୁ ପଟ୍ଟନାୟକ

ଭୁବନେଶ୍ବର: ଆଜିକୁ ପ୍ରାୟ ୪ଶହ ୫୦କୋଟି ବର୍ଷ ତଳେ ‘ଚନ୍ଦ୍ର’ର ସୃଷ୍ଟି ହୋଇଥିଲା। ସେତେବେଳେ ଚନ୍ଦ୍ର ଓ ପୃଥିବୀ ବହୁତ ପାଖରେ ଥିଲେ। କିଛି ଦିନ ବୁଲିବା ପରେ ସେମାନଙ୍କ ମାଧ୍ୟାକର୍ଷଣ ଶକ୍ତି ଧୀରେ ଧୀରେ କମିବାରେ ଲାଗିଲା ଏବଂ ଏହାର ଫଳସ୍ବରୂପ ପରସ୍ପରଠାରୁ ଦୂରେଇ ଯିବା ଆରମ୍ଭ କଲେ।ଏ…
ଅଧିକ ଖବର ଦେଖନ୍ତୁ...

ଆଜୀବନ କାରାଦଣ୍ଡ ଭୋଗୁଥିବା ବୃଦ୍ଧ ଓ ରୋଗାଗ୍ରସ୍ତ କଏଦୀଙ୍କୁ ମୁକ୍ତ କରିବେ ଯୋଗୀ ସରକାର

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବିଭିନ୍ନ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୭୦ ବର୍ଷରୁ ଅଧିକ ବୟସ୍କ ଓ ଗୁରୁତର ରୋଗରେ ପୀଡ଼ିତ କଏଦୀମାନଙ୍କୁ ଯୋଗୀ ସରକାର ବଡ଼ ଆଶ୍ୱସ୍ତି ଦେଇପାରନ୍ତି । ମାନବିକତା ଦୃଷ୍ଟିରୁ ଏଭଳି କଏଦୀମାନଙ୍କୁ ଜେଲରୁ ମୁକ୍ତ କରିବାକୁ ସରକାର ବିଚାର କରୁଛନ୍ତି । ଏଥିପାଇଁ…
ଅଧିକ ଖବର ଦେଖନ୍ତୁ...

ୟୁକ୍ରେନରେ ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା କରୁଛନ୍ତି ପୁଟିନ! ରିପୋର୍ଟର ହେଲା ଖୁଲାସା

ମସ୍କୋ: ଋଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ୧ ବର୍ଷ ହେବ ଯୁଦ୍ଧ ଜାରି ରହିଛି | ତେବେ ଏହି ଏକ ବର୍ଷ ମଧ୍ୟରେ ନା ଋଷ ୟୁକ୍ରେନ ଉପରେ ଆକ୍ରମଣ କମ କରିଛି ନା ୟୁକ୍ରେନ ହାର ମାନିଛି | ଆଉ ଏହାରି ଭିତରେ ଏବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏମିତି ଏକ ଯୋଜନା ବିଷୟରେ ଖୁଲାସା ହୋଇଛି, ଯାହାକି…
ଅଧିକ ଖବର ଦେଖନ୍ତୁ...

୫୮ ବର୍ଷ ପରେ ୟୁପି ବିଧାନସଭାରେ ବସିଲା କୋର୍ଟ; ଦଣ୍ଡିତ ହେଲେ ୬ ପୁଲିସ କର୍ମଚାରୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭାରେ ପ୍ରାୟ ଦୁଇ ଦଶନ୍ଧି ପୁରୁଣା ମାମଲାର ହେଲା ଶୁଣାଣି। ବିଧାୟକଙ୍କ ସ୍ବାଧିକାର ଭଙ୍ଗ ଅଭିଯୋଗକୁ ଭିତ୍ତିକରି ୬ଜଣ ପୁଲିସ କର୍ମଚାରୀଙ୍କୁ ଦିଆଗଲା ଦଣ୍ଡାଦେଶ। ଦିନେ ପାଇଁ ପାଇବେ ଜେଲ୍ ସଜା। ତତ୍କାଳୀନ ବିଜେପି ବିଧାୟକ ସଲିଲ ବିଷ୍ଣୋଇ ଦେଇଥିବା ସ୍ବାଧିକାର…
ଅଧିକ ଖବର ଦେଖନ୍ତୁ...