Daily Archives

March 17, 2023

‘ଲିଭ୍‌ ଇନ୍‌’ ଚୁକ୍ତି ବଳରେ ବିବାହିତା ପ୍ରେମିକାକୁ ନିଜ ପାଖକୁ ଆଣିବା ଦାବି ମହଙ୍ଗା ପଡ଼ିଲା; ଜରିମାନା ଠୁଙ୍କିଦେଲେ…

ଅହମ୍ମଦାବାଦ: ‘ଲିଭ୍‌ ଇନ୍‌’ ଚୁକ୍ତି ବଳରେ ବିବାହିତା ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା କରି ନିଜ ପାଖକୁ  ଆଣିବାକୁ ଚାହୁଁଥିବା ଜଣେ ବ୍ୟକ୍ତିଙ୍କୁ ଗୁଜୁରାଟ ହାଇକୋର୍ଟ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଏହି ଘଟଣାଟି ଘଟିଛି ଗୁଜୁରାଟର ବନାସକଣ୍ଠା ଜିଲ୍ଲାରେ।…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଦିନିକିଆ : ଲୋକେଶ ରାହୁଲଙ୍କ ଲଢୁଆ ଇନିଂସ, ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଭାରତ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ପରାସ୍ତ କରିଛି ଭାରତ । ଏହି ବିଜୟ ସହ ଭାରତ ସିରଜରେ ୧-୦ରେ ଆଗୁଆ ହୋଇଯାଇଛି । ଅଷ୍ଟ୍ରେଲିଆ ପକ୍ଷରୁ ଭାରତ ଆଗରେ ୧୮୯ ରନର ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ଭାରତ ତାହାକୁ…
ଅଧିକ ଖବର ଦେଖନ୍ତୁ...

ଚାକିରିଆଙ୍କୁ ବିଦ୍ୟୁତ ଗାଡ଼ି କିଣିବାକୁ ବିନା ସୁଧରେ ଅଗ୍ରିମ ରାଶି ଦେବେ ରାଜ୍ୟ ସରକାର, ଗାଇଡଲାଇନ୍‌ ଜାରି

ଭୁବନେଶ୍ବର: ରାଜ୍ୟ ସରକାର ନିଜର କର୍ମଚାରୀଙ୍କ ପାଇଁ ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ସରକାରୀ କର୍ମଚାରୀ ଏଣିକି ବିଦ୍ୟୁତ ପରିଚାଳିତ ଗାଡ଼ି କିଣିବା ପାଇଁ ବିନା ସୁଧରେ ଅଗ୍ରିମ ରାଶି ନେଇପାରିବେ ବୋଲି କହିଛନ୍ତି। ଏଥି ପାଇଁ ଅର୍ଥ ବିଭାଗ ପକ୍ଷରୁ ଗାଇଡଲାଇନ୍‌ ଜାରି…
ଅଧିକ ଖବର ଦେଖନ୍ତୁ...

ମଦ ବୋତଲ ପିଛା ୧୦ ଟଙ୍କା ଲେଖାଏଁ ଟିକସ ନେଇ ଗାଈଙ୍କ ପାଇଁ ଖର୍ଚ୍ଚ କରିବେ ସୁଖୁ ସରକାର

ଶିମଲା: ମଦରୁ ନେବେ, ଗାଈଙ୍କ ପାଇଁ ଖର୍ଚ୍ଚ କରିବେ | ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂ ସୁଖୁ ସରକାର ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୫୩୪୧୩ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ଗୋସୁରକ୍ଷା ପାଇଁ ମଦ ଉପରେ ଗାଈ ସେସ୍(CowCess ) ଲାଗୁ କରିବାକୁ…
ଅଧିକ ଖବର ଦେଖନ୍ତୁ...

ବିବାହ ମଣ୍ଡପରେ ବଧୂଙ୍କ ହାତରେ ବରଣମାଳା ଦେଖି ପ୍ରେମିକ କହିଲେ ଏଭଳି କଥା…

ନୂଆଦିଲ୍ଲୀ: ବିବାହ ସମୟରେ ଅନେକ ଘଟଣା ଘଟିଥାଏ। ଏଥିମଧ୍ୟରୁ ଏମିତି କିଛି ଘଟଣା ଘଟିଥାଏ, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ ତ ଆଉ କେତେବେଳେ ହସ। ନିକଟରେ ବିବାହ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଦେଖିବାକୁ ମିଳୁଛି, ବିବାହ ମଣ୍ଡପରେ ବର ଓ ବଧୂ ଛିଡ଼ା…
ଅଧିକ ଖବର ଦେଖନ୍ତୁ...

ସ୍ବାଧୀନତା ପୂର୍ବର ଏହି କୁପ୍ରଥାକୁ ଦୂରେଇବାକୁ ଚାହିଁଥାନ୍ତେ ବୋଲି ୫ମ ଶ୍ରେଣୀ ପିଲାର ଉତ୍ତର ହେଉଛି ଭାଇରାଲ୍‌

ନୂଆଦିଲ୍ଳୀ: ବେଳେ ବେଳେ ଆମେ ଛୋଟ ପିଲା ବୋଲି ଭାବି ଅନେକ ପିଲାଙ୍କ ଭାବନାକୁ ବହୁତ ହାଲୁକା‌ରେ ନେଇଥାନ୍ତି। ମାତ୍ର ସବୁବେଳେ ପିଲାମାନେ ଅଣଦେଖା କରିବା ପରି କଥା କହିନଥାନ୍ତି। ପିଲାମାନେ ବେଳେ ବେଳେ ବଡ଼ ଲୋକଙ୍କୁ ବି ଶିକ୍ଷା ଦେଇଦିଅନ୍ତି। ନିକଟରେ ସୋସିଆଲ୍‌ ମିଡିଆରେ ଜଣେ ୫ମ ଶ୍ରେଣୀ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନରେ ହେବ ୧୯ ନୂଆ ଜିଲ୍ଲା, ନିର୍ବାଚନ ପୂର୍ବରୁ ଗେହଲଟ୍ ସରକାରଙ୍କ ବଡ଼ ଘୋଷଣା

ଜୟପୁର : ଚଳିତ ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଏହି ଘୋଷଣା ରାଜ୍ୟରେ ନିର୍ବାଚନୀ ସମୀକରଣକୁ ବଦଳାଇଦେଇପାରେ । ରାଜ୍ୟରେ ୧୯ଟି ନୂଆ ଜିଲ୍ଲା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...

ସ୍ୱତନ୍ତ୍ର ଏଡିଜେ କୋର୍ଟରେ ହାଜର ହୋଇ ବାହାରିଲେ ଜୟନାରାୟଣ ମିଶ୍ର, ଦେଲେନି ପ୍ରତିକ୍ରିୟା

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ଦିଲେଶ୍ୱର ସାହୁ ହତ୍ୟାକାଣ୍ଡ ଘଟଣା ସହିତ ଅନ୍ୟ ୨ଟି ମାମଲାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶୁକ୍ରବାର ଭୁବନେଶ୍ୱରର ସ୍ୱତନ୍ତ୍ର ଏଡିଜେ କୋର୍ଟରେ ହାଜର ହୋଇଛନ୍ତି। ଶ୍ରୀ ମିଶ୍ର  ଭୁବନେଶ୍ୱର ସ୍ବତନ୍ତ୍ର ତୃତୀୟ ଏଡିଜେ କୋର୍ଟରେ ହାଜର ହୋଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଶୋଇବାବେଳେ କେତେଥର ମାରୁଛନ୍ତି ଘୁଙ୍ଗୁଡ଼ି, ରେକର୍ଡ କରିପାରିବ ଏହି ତକିଆ

ନୂଆଦିଲ୍ଲୀ: ଆପଣ ନିଶ୍ଚିତ ଭାବରେ ସ୍ମାର୍ଟଫୋନ୍, ସ୍ମାର୍ଟ ଟିଭି କିମ୍ବା ସ୍ମାର୍ଟ ସ୍ପିକର ବାବଦରେ ଶୁଣିଥିବେ, କିନ୍ତୁ ଆପଣ କେବେ ସ୍ମାର୍ଟ ତକିଆ ବାବଦରେ ଜାଣିଛନ୍ତି କି? କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ବଜାରରେ ଏମିତି ଏକ ତକିଆ ମିଳୁଛି ଯାହାକି ସ୍ପନ୍ଦନ,…
ଅଧିକ ଖବର ଦେଖନ୍ତୁ...

ମୋଦୀ ନୋବେଲ ପୁରସ୍କାର ପାଇଁ ବଡ଼ ଦାବିଦାର କି ? ମିଛ ଖବର ବୋଲି କହିଲେ ନୋବେଲ କମିଟି ଉପ-ସଭାପତି

ନୂଆଦିଲ୍ଲୀ : ନରଓ୍ବେର ନୋବେଲ ପୁରସ୍କାର କମିଟିର ଉପ-ସଭାପତି ଆସଲେ ଟୋଜେଙ୍କ ବୟାନ ପରେ ଭାରତୀୟ ଗଣମାଧ୍ୟମରେ ଚର୍ଚ୍ଚା ଉଠିଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରୀ ମୋଦୀ ନୋବେଲ ଶାନ୍ତି ପୁରସ୍କାର ପାଇଁ ସବୁଠାରୁ ବଡ଼ ଦାବିଦାର ଅଛନ୍ତି । ଏହାକୁ ନେଇ ମୋଦୀଙ୍କ ସମର୍ଥକମାନେ ବି ଉତ୍ସାହିତ…
ଅଧିକ ଖବର ଦେଖନ୍ତୁ...