Daily Archives

March 23, 2023

ସୁରତରେ ଦାଦନ ଶ୍ରମିକଙ୍କ ହୃଦଘାତରେ ମୃତ୍ୟୁ

ପାଟପୁର: ଗଞ୍ଜାମ ଜିଲ୍ଲାକୁ ଦାଦନ ଯନ୍ତ୍ରଣା ପିଛା ଛାଡ଼ୁନି। ଏଭଳି ପରିସ୍ଥିତିରେ ପରିବାର ପ୍ରତିପୋଷଣ ପାଇଁ ସୁରତକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଯୁବକଙ୍କ ହୃଦ୍‌ଘାତରେ ଅକାଳ ବିୟୋଗ ଘଟିଛି। ମୃତକଜଣକ ହେଲେ, ସାନଖେମୁଣ୍ଡି ବ୍ଲକ୍ କଉଡ଼ିଆ ଗ୍ରାମର ଜିତେନ୍ଦ୍ର ଦଳେଇ। ଗତ ୧୯ ତାରିଖରେ…
ଅଧିକ ଖବର ଦେଖନ୍ତୁ...

ଗଣଦୁଷ୍କର୍ମ ଘଟଣାରେ ୬ ଜଣଙ୍କୁ ୨୦ ବର୍ଷ ଜେଲ୍

ଆସିକା: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବୁଢ଼ାକେନ୍ଦୁ ପୀଠ ଜଙ୍ଗଲରେ ୨୦୧୭ ମସିହା ଅକ୍ଟୋବର ୧୬ ତାରିଖରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ସହ ତାଙ୍କ ଭାବିସ୍ବାମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ସାଢ଼େ ୫ ବର୍ଷ ପରେ ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ ଅଦାଲତ‌‌ରେ ଏହି ମାମଲାର…
ଅଧିକ ଖବର ଦେଖନ୍ତୁ...

ଶିଶୁର ହସ ଓ କାନ୍ଦ ଦେଖି ଆପଣ ବି ହସିହସି ଗଡ଼ିଯିବେ

ନୂଆଦିଲ୍ଲୀ: ଶିଶୁମାନଙ୍କ ପ୍ରତ୍ୟେକଟି କାର୍ଯ୍ୟକଳାପ ଦେଖିବାକୁ ସୁନ୍ଦର ଲାଗିଥାଏ। ସମୟସମୟରେ ଶିଶୁମାନେ ବି ଅଦ୍ଭୁତ କାର୍ଯ୍ୟକଳାପ ଦେଖାଇ ଥାଆନ୍ତି। ଯାହାକୁ ଦେଖିଲେ ଆପଣାଛାଏଁ ମୁଖରେ ହସ ଖେଳି ଯାଇଥାଏ। ନିକଟରେ ଏମିତି ଜଣେ ଶିଶୁ ଚର୍ଚ୍ଚାରେ ରହିଛି। ଏହି ଶିଶୁର ହସିବା ଓ କାନ୍ଦିବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭବିଷ୍ୟତ ସମ୍ବନ୍ଧରେ ବିଚାର ବିମର୍ଶ କରିବେ। ପରିବାର ଲୋକଙ୍କ ସହ ସମ୍ବନ୍ଧ ବହୁତ ଭଲ ହେବ। ଘରକୁ କୌଣସି ବନ୍ଧୁ ଆସିବେ। ବ୍ୟବସାୟରେ ମନ ମୁତାବକ ଫଳ ପାଇବେ। ବୃଷ: ଆପଣଙ୍କ ଧୀଶକ୍ତିରେ ସବୁ କାମ ସମ୍ଭାଳି ନେବେ। ସାଥିରେ କାମ କରୁଥିବା ଲୋକ ସହଯୋଗ କରିବେ।…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଦଙ୍ଗା : ତାହିର ହୁସେନ ଓ ଅନ୍ୟ ୧୦ ଜଣଙ୍କ ବିରୋଧରେ ଅଭିଯୋଗ ସାବ୍ୟସ୍ତ

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ସମୟରେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ଅଫିସର ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ଅଦାଲତରୁ ଏକ ବଡ଼ ଅପଡେଟ୍ ଆସିଛି । କରକରଡୁମା କୋର୍ଟ ପୂର୍ବତନ ଆପ୍ ନେତା ତାହିର ହୁସେନ ଏବଂ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ ନିର୍ଦ୍ଧାରଣ କରିଛନ୍ତି । କରକରଡୁମା କୋର୍ଟ ତାହିର…
ଅଧିକ ଖବର ଦେଖନ୍ତୁ...

ହାତ ଭାଙ୍ଗିବା ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଶାଦି ଡଟ୍ କମର ମାଲିକ ଅନୁପମ ମିତ୍ତଲ !

ମୁମ୍ବାଇ: ଡାକ୍ତରଖାନାରେ ଭର୍ତ୍ତି ହେଲେ ଶାଦି ଡଟ୍ କମର ମାଲିକ ଅନୁପମ ମିତ୍ତଲ। ଅନୁପମ ସୋସିଆଲ ମିଡିଆରେ ନିଜର ଦୁଇଟି ଫଟୋ ଛାଡି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବିଷୟରେ ଜଣାଇଛନ୍ତି। ଗୋଟିଏ ଫଟୋ‌ରେ ସେ ଡାକ୍ତରଖାନା ଶଯ୍ୟାରେ ଶୋଇଥିବା ବେଳେ ଅନ୍ୟଟିରେ ଠିଆ ହୋଇଛନ୍ତି। ତାଙ୍କ…
ଅଧିକ ଖବର ଦେଖନ୍ତୁ...

ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ରାହୁଲ ଗାନ୍ଧୀଙ୍କୁ ସାଂସଦ ପଦ ଲାଗି ଅଯୋଗ୍ୟ ଘୋଷଣା କରାଯାଇପାରିବ କି ? କ’ଣ କହୁଛି…

ନୂଆଦିଲ୍ଲୀ: ଗୁଜରାଟ ସୁରତ ସହରର ଏକ ଅଦାଲତ ଗୁରୁବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ‘ମୋଦୀ’ ସାଙ୍ଗିଆ ଉପରେ କଟୁ ମନ୍ତବ୍ୟ ଦେବା ପାଇଁ ତାଙ୍କ ବିରୋଧରେ ଦାୟର ହୋଇଥିବା ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅବଶ୍ୟ…
ଅଧିକ ଖବର ଦେଖନ୍ତୁ...

‘ଓକେ’ ଶବ୍ଦକୁ ନେଇ ଅମିତାଭ କଲେ ଏଭଳି ଟୁଇଟ

ନୂଆଦିଲ୍ଲୀ: ହାଇଦ୍ରାବାଦରେ ‘ପ୍ରୋଜେକ୍ଟ-କେ’ର ସୁଟିଂ ବେଳେ ବିଗ ବି ଅମିତାଭ ବଚ୍ଚନ ଆହତ ହୋଇଥିଲେ। ସୁଟିଂ ବେଳେ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିବା ହେତୁ ସେ ସୁଟିଂ ବନ୍ଦ କରି ହାଇଦ୍ରାବାଦରୁ ମୁମ୍ବାଇ ଫେରି ଆସିଥିଲେ। ଏବେ ବି ତାଙ୍କ ଗୋଡ଼ର ଚିକିତ୍ସା ଚାଲିଥିବା ବେଳେ ସେ ପାଦରେ କିଛି…
ଅଧିକ ଖବର ଦେଖନ୍ତୁ...

ଦେଢ଼ ଲକ୍ଷ ଟଙ୍କା ଦେଇ ଆଶ୍ରମରେ ପୂଜା କରିବା ପରେ ନିଖୋଜ୍ ହେଲେ ବାପ-ପୁଅ

କାନପୁର: ବିବାଦରେ କାନପୁରର କରୌଲି ବାବା ସନ୍ତୋଷ ସିଂହ ଭଦୋରିଆ। ଜଣେ ଡାକ୍ତରଙ୍କୁ ମାଡ ମାରିବାର ଆରୋପ ଲାଗିବା ପରେ ଏବେ ଆଉ ଏକ ପରିବାର ଗମ୍ଭୀର ଆରୋପ ଲଗାଇଛନ୍ତି। କରୌଲି ବାବାଙ୍କ ଆଶ୍ରମରେ ପୂଜା କରିବା ପରଦିନ ବାପ-ପୁଅ ନିଖୋଜ ହୋଇଯାଇଥିଲେ ବୋଲି ଅଭିଯୋଗ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଏକାଠି ଦେଖାଗଲେ ଉଦ୍ଧବ ଠାକରେ-ଦେବେନ୍ଦ୍ର ଫଡନାଭିସ୍ : ନୂଆ ସମୀକରଣର ସଂକେତ କି ?

ମୁମ୍ବାଇ : ମହାରାଷ୍ଟ୍ରରେ ଦିନେ ବିଜେପି ଓ ଶିବସେନା ଥିଲେ ପରସ୍ପରର ଘନିଷ୍ଠ ସହଯୋଗୀ । କିନ୍ତୁ ଏବେ ପରସ୍ପରର ଚରମ ଶତ୍ରୁ ପାଲଟି ଯାଇଛନ୍ତି । ଉଦ୍ଧବ ଠାକରେ ଏପରିଭାବେ ବିଜେପିର ଚକ୍ରବ୍ୟୁହରେ ଫସିଯାଇଛନ୍ତି ଯେ ତାଙ୍କ ହାତରୁ କେବଳ ସରକାର ନୁହେଁ, ନିଜ ଦଳ ବି ଚାଲିଯାଇଛି । ରାଜନୈତିକ…
ଅଧିକ ଖବର ଦେଖନ୍ତୁ...