Daily Archives

March 30, 2023

ଗଣତନ୍ତ୍ର ଉପରକୁ ଆସିଥିବା ବିପଦର ନିଜେ ମୁକାବିଲା କରିବା : ଦିଗବିଜୟଙ୍କ ବିବାଦୀୟ ବୟାନ ପରେ କଂଗ୍ରେସର ସଫେଇ

ନୂଆଦିଲ୍ଲୀ : କଂଗ୍ରେସକୁ ପୁଣି ଥରେ ଅକଳରେ ପକାଇଦେଇଛନ୍ତି ଦିଗବିଜୟ ସିଂ । ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା ରଜ୍ଜ ପ୍ରସଙ୍ଗରେ ଜର୍ମାନୀ ଦୂତାବାସର ବୟାନକୁ ସେ ସମର୍ଥନ କରିବା ପରେ କଂଗ୍ରେସ ବ୍ୟାକଫୁଟକୁ ଚାଲିଆସିଛି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଦେଶର ରାଜନୈତିକ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ଶ୍ରୀରାମ ନବମୀ: ସବୁଠି ଶ୍ରୀରାମ ଧ୍ବନୀ, ୮୧ରୁ ଊର୍ଦ୍ଧ୍ବ ମେଢ ନଗର ସଂକୀର୍ତ୍ତନରେ ସାମିଲ

ଭଦ୍ରକ: ଐତିହାସିକ ପ୍ରସିଦ୍ଧ ଶ୍ରୀରାମ ନବମୀ ମହାଯଜ୍ଞ ପାଇଁ ଭଦ୍ରକ ସହର ଲୋକାରଣ୍ୟ ହୋଇଛି। ପୂର୍ଣ୍ଣାହୁତି ପୂର୍ବରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଗୁରୁବାର ଶେଷ ଦିନରେ ନଗର ସଂକୀର୍ତ୍ତନରେ ଲକ୍ଷାଧିକ ଶଦ୍ଧାଳୁ ଶ୍ରୀରାମ ଭକ୍ତ ସାମିଲ ହୋଇଛନ୍ତି। ନଗର ସଂକୀର୍ତ୍ତନ ଅପରାହ୍ନ ୩…
ଅଧିକ ଖବର ଦେଖନ୍ତୁ...

ଆଜି ବିଶ୍ୱ ଇଡଲି ଦିବସ: ଇଡଲି କିଣିବା ପାଇଁ ଜଣେ ବ୍ୟକ୍ତି ବର୍ଷକୁ ଖର୍ଚ୍ଚ କରୁଛନ୍ତି ୬ ଲକ୍ଷ ଟଙ୍କା

ହାଇଦ୍ରାବାଦ: ଆଜି ବିଶ୍ୱ ଇଡଲି ଦିବସ | ସକାଳ ହେଉ କି ସନ୍ଧ୍ୟା ଇଡଲିକୁ ଭଲ ପାଉଥିବା ଇଡଲିପ୍ରେମୀଙ୍କ ପାଇଁ ଆଜିର ଦିନ ସ୍ବତନ୍ତ୍ର | ତେବେ ଇଡଲି ଦିବସ ଅବସରରେ ଫୁଡ଼ ଡେଲିଭରି କରୁଥିବା କମ୍ପାନୀ ସ୍ଵିଗି ଏମିତି ଏକ ତଥ୍ୟ ପ୍ରକାଶ କରିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |…
ଅଧିକ ଖବର ଦେଖନ୍ତୁ...

ରାମନବମୀରେ ଅଘଟଣ: ପୂର୍ବରୁ ବଡ଼ପୁଅକୁ ହରାଇଥିଲେ ନାଥ ପରିବାର, ଏବେ ସାନପୁଅ ପାଣିରେ ବୁଡ଼ିଗଲା

ସୋର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ମଇତାପୁର ପଞ୍ଚାୟତ ସିମୁଳିଆ ଗାଁରେ ପୁଣି ଥରେ ଅଭାବନୀୟ ଘଟଣା ଘଟିଛି। ଏହି ଗାଁର ନାଥ ପରିବାର ପୂର୍ବରୁ ବଡ଼ପୁଅକୁ ହରାଇଥିଲା ବେଳେ ଆଜି ସାନପୁଅ ପାଣିରେ ବୁଡ଼ିଯାଇଛି। ଏହି ଅଘଟଣକୁ ନେଇ ନାଥ ପରିବାର ସମେତ ପୂରା ଗାଁ ସ୍ତବ୍ଧ ରହିଛି। ୨୦୧୩ ମସିହା…
ଅଧିକ ଖବର ଦେଖନ୍ତୁ...

ଆମ ପୁଅ ଭଳି ଅତ୍ୟାଚାର କୌଣସି ସନ୍ତାନ ନକରନ୍ତୁ; ଏଭଳି ଲେଖି ଜୀବନ ହାରିଲେ ଆଇଏଏସ୍ ଅଫିସରଙ୍କ ଜେଜେ ମା’-ବାପା

ଚଣ୍ଡୀଗଡ଼: "ଯେଉଁଭଳି ଅତ୍ୟାଚାର ସେ ୪ ଜଣ ଆମ ଦୁହିଁଙ୍କ ଉପରେ କରିଛନ୍ତି, ସେଭଳି ଅତ୍ୟାଚାର କୌଣସି ସନ୍ତାନ ନିଜ ବାପା-ମା’ଙ୍କ ସହ ନକରନ୍ତୁ। ଯେଉଁମାନେ ମୋ କଥା ପଢ଼ୁଛନ୍ତି ସେମାନଙ୍କୁ ଅନୁରୋଧ ଯେ ପିତାମାତାଙ୍କ ଉପରେ ଏପରି ଅତ୍ୟାଚାର କର ନାହିଁ। ଯେତେବେଳେ ସରକାର ଏବଂ ସମାଜ ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଅଟୋରିକ୍ସାକୁ ଚାଳକ ବନାଇ ଦେଲେ ବିଳାସମୟ କାର୍‌, ସୋସିଆଲ୍‌ ମିଡିଆରେ ବୁଲୁଛି ଗୋଲାପୀ ଗାଡ଼ି

ନୂଆଦିଲ୍ଲୀ: ଅଟୋରିକ୍ସା ଆମ ଦେଶର ଜନସାଧାରଣଙ୍କ ସକାଶେ ଏକ ଲୋକପ୍ରିୟ ପରିବହନ ବ୍ୟବସ୍ଥା। ଧନୀଗରିବ ସମସ୍ତେ ଏହାର ବ୍ୟବହାର କରନ୍ତି। ଅଟୋ ଭଡ଼ା ଅପେକ୍ଷାକୃତ ଶସ୍ତା ହୋଇଥିବାରୁ ଅଧିକାଂଶ ଲୋକ ଏଥିରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି। ହେଲେ ଆପଣ ଜାଣନ୍ତି ଯେ କାର୍‌ର ଅରାମ ଅଟୋରେ…
ଅଧିକ ଖବର ଦେଖନ୍ତୁ...

କାତାରରେ ୭ ମାସ ହେଲା ବନ୍ଦୀ ଅଛନ୍ତି ୮ ପୂର୍ବତନ ନୌସେନା କର୍ମଚାରୀ, ଫଳପ୍ରଦ ହେଉନି ଭାରତ ସରକାରଙ୍କ ଉଦ୍ୟମ

ନୂଆଦିଲ୍ଲୀ : ଗତ ୭ ମାସ ଧରି କତାରରେ ଜେଲରେ ଥିବା ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସେମାନଙ୍କ ମୁକ୍ତି ପାଇଁ ଭାରତ ସରକାରଙ୍କ ଉଦ୍ୟମ ଏପର୍ୟ୍ୟନ୍ତ ସଫଳ ହୋଇପାରିନାହିଁ । ଭାରତୀୟ ନୌସେନାର ଏହି ପୂର୍ବତନ ଅଧିକାରୀମାନଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ ସହ ପଳାଇଲା ପତ୍ନୀ, ଶ୍ୱଶୁରଙ୍କୁ ହତ୍ୟା କରି ପ୍ରତିଶୋଧ ନେଲା ସ୍ୱାମୀ

ମୁମ୍ବାଇ: ନିଜ ପୁରୁଣା ପ୍ରେମିକ ସହ ପଳାଇଲା ପତ୍ନୀ, ଆଉ ଏଥିରେ ରାଗିଯାଇ ନିର୍ଦ୍ଦୋଷ ଶ୍ୱଶୁରଙ୍କଠାରୁ ପ୍ରତିଶୋଧ ନେଲା ସ୍ୱାମୀ | ମହାରାଷ୍ଟ୍ରର ଜଲାନା ଜିଲ୍ଲାରୁ ଏଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ତାଙ୍କ ଶ୍ୱଶୁରଙ୍କୁ ଗୁଳି କରି ହତ୍ୟା କରିଛି । ପ୍ରକୃତରେ…
ଅଧିକ ଖବର ଦେଖନ୍ତୁ...