Daily Archives

March 30, 2023

ମୁଁ ଖେଳିବାକୁ ଆସୁଛି ! ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଭାଇରାଲ ହେଲା ଋଷଭଙ୍କ ଏଭଳି ଭିଡିଓ

ନୂଆଦିଲ୍ଲୀ: ଗତ ବର୍ଷ ଡିସେମ୍ବର ମାସରେ ଏକ ଭୟଙ୍କର କାର ଦୁର୍ଘଟଣାର ଶିକାର ହୋଇଥିଲେ ଭାରତୀୟ କ୍ରିକେଟର ଋଷଭ ପନ୍ତ। ଦୁର୍ଘଟଣାରେ ତାଙ୍କ ଜୀବନ ବଞ୍ଚିଯାଇଥିଲେ ବି ସେ ଗୁରୁତର ଭାବେ ଆହତ ହୋଇଥିଲେ। ଏହି କାରଣରୁ ‌ସେ ଏବେ ବିଶ୍ରାମ ନେଉଛନ୍ତି। ଅନେକ ସମୟରେ ସେ ନିଜର ଭିଡିଓ ସେୟାର କରି…
ଅଧିକ ଖବର ଦେଖନ୍ତୁ...

ମଶାଙ୍କୁ ମାରିବାକୁ ବ୍ୟବହୃତ ଲିକ୍ୱିଡ଼ରେ ଥାଏ କିରୋସିନି !

ନୂଆଦିଲ୍ଲୀ: ଡେଙ୍ଗୁ, ମ୍ୟାଲେରିଆ ଏବଂ ଚିକନଗୁନିଆ ଭଳି ମାରାତ୍ମକ ରୋଗ ମଶାଙ୍କ ପାଇଁ ହୋଇଥାଏ | ଆଉ ମଶାଙ୍କୁ ଘଉଡାଇବା ପାଇଁ ଆମେ ଅନେକ ସମୟରେ ମଶା ଧୂପ ସହ ଇଲେକ୍ଟ୍ରିକ ଲିକ୍ୱିଡ଼ ବ୍ୟବହାର କରିଥାଉ| ତେବେ ଆପଣ କେବେ ନିଜ ମନକୁ ପଚାରିଛନ୍ତି କି ବାସ୍ତବରେ ଏହି ଲିକ୍ୱିଡ଼ରେ କ’ଣ ଥାଏ?…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଅପହରଣ: ଦେଢ଼ କୋଟି ଟଙ୍କା ଦାବି କରିଥିଲେ, ୫ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଦେଢ଼ କୋଟି ଟଙ୍କା ଦାବିରେ ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରୁ ତିନି ଜଣଙ୍କୁ ଅପହରଣ ଘଟଣାରେ କମିସନରେଟ୍‌ ପୁଲିସର ସ୍ପେଶାଲ ସ୍କ୍ବାର୍ଡ ୫ ଜଣ ଅପହରଣକାରୀଙ୍କୁ ଗିରଫ କରିଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳର ମନୋଜ ମହାପାତ୍ର, ଜଣେ ବରିଷ୍ଠ ନାଗରିକ, ଅବସରପ୍ରାପ୍ତ ସିଭିଲ ସପ୍ଲାଏ…
ଅଧିକ ଖବର ଦେଖନ୍ତୁ...

ପେସାରେ ଇଞ୍ଜିନିୟର, ନିଶା ସମାଜସେବା: ପ୍ରଥମେ ୪-୫ ପିଲାଙ୍କୁୁ ନେଇ ଆରମ୍ଭ କରିଥିଲେ ମାଗଣା ସ୍କୁଲ୍‌, ଆଜି ୩୦୦ ପିଲା…

ନୂଆଦିଲ୍ଳୀ: ବଡ଼ରୁ ବଡ଼ ସମସ୍ୟାକୁ ସମାଧାର କରିବାର ଏକ ମାତ୍ର ସହଜ ଉପାୟ ହେଉଛି ଶିକ୍ଷା। ଶିକ୍ଷାର ମହତ୍ତ୍ୱ ସମସ୍ତଙ୍କୁ ଜଣା। ମାତ୍ର ବହୁତ କମ୍‌ ଲୋକ ଅଛନ୍ତି, ଯେଉଁମାନେ କି ଶିକ୍ଷାକୁ ଆଗକୁ ନେବା ପାଇଁ ନିଜେ ଆଗେଇ ଆସନ୍ତି। ଏହିପରି ଜଣେ ବ୍ୟକ୍ତି ହେଉଛନ୍ତି ରତ୍ନେଶ ତିୱାରୀ, ଯିଏ ଅଭାବୀ…
ଅଧିକ ଖବର ଦେଖନ୍ତୁ...

ରାମନବମୀ ଶୋଭାଯାତ୍ରାକୁ ନେଇ ଗୁଜରାଟ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଉତ୍ତେଜନା

ନୂଆଦିଲ୍ଲୀ : ରାମନବମୀ ଅବସରରେ ମହାରାଷ୍ଟ୍ର, ଗୁଜୁରାଟ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । କେତେକ ସ୍ଥାନରେ ଶୋଭାଯାତ୍ରା ଉପରେ ପଥରମାଡ଼ ହୋଇଥିବା ସୂଚନା ମିଳିଛି । ଗୁଜରାଟର ଭଦୋଦରାରେ ରାମ ନବମୀ ଶୋଭା ଯାତ୍ରା ସମୟରେ ପ୍ରବଳ ହଙ୍ଗାମା ହୋଇଥିଲା । ସହରରେ…
ଅଧିକ ଖବର ଦେଖନ୍ତୁ...

ବିଦେଶୀ କମ୍ପାନୀ, ଦେଶୀ ମାଲିକ: ଏସବୁ ଜଣାଶୁଣା ଦରିଆପାରି ବ୍ରାଣ୍ଡର ମାଲିକ ହେଉଛନ୍ତି ଭାରତୀୟ ଶିଳ୍ପପତି

ନୂଆଦିଲ୍ଲୀ: ଆପଣ ବିଦେଶର ଅନେକ ନାମିଦାମୀ ବ୍ରାଣ୍ଡ ଯେପରିକି ରୟାଲ ଏନଫିଲଡ଼, ଜାଗୁଆର ମୋଟର୍ସର ନାମ ଶୁଣିଥିବେ | ଏସବୁ କମ୍ପାନୀର ମାଲିକ କେହି ବିଦେଶୀ ହୋଇଥିବେ ବୋଲି ଆପଣ ଭାବୁଥିବେ | କିନ୍ତୁ ସତ କଥା ହେଉଛି ଯେ, ଏସବୁ କମ୍ପାନୀର ମାଲିକ ହେଉଛନ୍ତି ଭାରତୀୟ ଶିଳ୍ପପତି | ଆଜି ଆମେ…
ଅଧିକ ଖବର ଦେଖନ୍ତୁ...

ବିଧାନସଭାରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଚାଲିଥିବା ବେଳେ ଅଶ୍ଲୀଳ ଭିଡିଓ ଦେଖିଲେ ବିଜେପି ବିଧାୟକ

ଗୌହାଟି: ରାଜ୍ୟ ବିଧାନସଭା ଅଧିବେଶନରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଚାଲିଥିବା ବେଳେ ଅଶ୍ଲୀଳ ଭିଡିଓ ଦେଖିଲେ ବିଧାୟକ। ତ୍ରିପୁରାର ଜଣେ ବିଜେପି ବିଧାୟକ ବିଧାନସଭା‌ରେ ଅଶ୍ଳୀଳ ଭିଡିଓ ଦେଖୁଥିବା ସାମ୍ନାକୁ ଆସିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରୁ ଏହାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେଉଛି ‘ନୋ ବ୍ୟାଗ୍ ଡେ’ ପାଳନର ଭିଡିଓ, ଘରକରଣା ସାମଗ୍ରୀରେ ବହି ଧରି…

ଚେନ୍ନାଇ: ତାମିଲନାଡୁର ଚେନ୍ନାଇସ୍ଥିତ ଏକ ମହିଳା ଖ୍ରୀଷ୍ଟିଆନ କଲେଜରେ ଛାତ୍ରୀମାନେ 'ନୋ ବ୍ୟାଗ୍ ଡେ' ନାମକ ଏକ ମଜାଦାର କାର୍ଯ୍ୟକ୍ରମର ଆୟୋଜନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେମାନେ ବ୍ୟାଗ୍‌ ବଦଳରେ ନିଜର ପୁସ୍ତକ ଏବଂ ଅନ୍ୟାନ୍ୟ ପାଠପଢ଼ା ସାମଗ୍ରୀ ନେଇ କଲେଜ୍‌ ଯିବାକୁ ଏକ ନୂତନ…
ଅଧିକ ଖବର ଦେଖନ୍ତୁ...

ମଣିଷ ପାଇଁ ବିପଦ ଆଣିବ କି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ?

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ବଡ଼ ବଡ଼ ପରୀକ୍ଷଣ ବନ୍ଦ କରିବାକୁ ବିଶ୍ୱର ଅନେକ ବଡ଼ ବଡ଼ ବ୍ୟକ୍ତି ଏକ ଖୋଲା ଚିଠିରେ ସ୍ୱାକ୍ଷର କରିଛନ୍ତି । ଏହା ମାନବିକତା ଓ ସମାଜ ପାଇଁ ବଡ଼ ବିପଦ ସୃଷ୍ଟି କରୁଛି ବୋଲି କୁହାଯାଉଛି। ଏହାର ବ୍ୟବହାରରେ ସତର୍କତା ଅବଲମ୍ବନ କରାଯାଉନାହିଁ…
ଅଧିକ ଖବର ଦେଖନ୍ତୁ...

ଶାଗମାଛ ଦରରେ ସରକାର ଖଣି ଲିଜ ପ୍ରଦାନ କରୁଛନ୍ତି: ପ୍ରଫୁଲ ସାମନ୍ତରା

ରାୟଗଡା: ଓଡ଼ିଶା ସରକାର ରାଜସ୍ବ ବୃଦ୍ଧି ନାମରେ ରାଜ୍ୟର ଖଣିଜ ସଂପଦକୁ ଶେଷ କରିଦେବାକୁ କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ଆଇନକୁ ଅମାନ୍ୟ କରି ଚାଲିଛନ୍ତି। ଏହାଦ୍ବାରା ରାଜ୍ୟ ସମ୍ବଳହୀନ ହୋଇଯିବ। ଏଥିସହ ରାଜ୍ୟରେ ଥିବା ନଦୀ ଓ ଝରଣା ଶୁଖିଯିବ ଓ ମରୁଭୂମିରେ ପରିଣତ ହେବ।ସେହି ପାହାଡ଼-ଝରଣା…
ଅଧିକ ଖବର ଦେଖନ୍ତୁ...