Daily Archives

April 1, 2023

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ପ୍ରେମରେ ସଫଳତା ପାଇବେ। ବୁଧ ଓ ଗୁରୁବାର: ପ୍ରୟାସ କରି ଆସୁଥିବା କାମରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ଦୋକାନୀଙ୍କୁ ଯଥେଷ୍ଟ ଲାଭ ମିଳିବ। ରବି, ସୋମ ଓ ମଙ୍ଗଳବାର: ପୂର୍ବ କଥାକୁ ନେଇ ଭାବୁକ ରହିପାରନ୍ତି। ବୁଧ ଓ ଗୁରୁବାର: ଅଧିକାରୀବର୍ଗ…
ଅଧିକ ଖବର ଦେଖନ୍ତୁ...

ବିବାହକୁ ବିରୋଧ କରିବାରୁ ଓୟୋରେ ବିବାହିତା ପ୍ରେମିକାକୁ ହତ୍ୟା କଲା ପ୍ରେମିକ

ନୋଏଡା: ଓୟୋରେ ହେଲା ପ୍ରେମର ପୂର୍ଣ୍ଣଛେଦ। ବିବାହିତା ପ୍ରେମିକାକୁ ହତ୍ୟା କଲା ଯୁବକ। ଅନୈତିକ ସମ୍ପର୍କର ଘଟିଲା ଅନ୍ତ। ଉତ୍ତରପ୍ରଦେଶର ନୋଏଡାରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ନୋଏଡାରେ ଥିବା ଓୟୋ ହୋଟେଲକୁ ନିଜ ପ୍ରେମିକଙ୍କୁ ଭେଟିବାକୁ ଆସିଥିବା ମହିଳାଙ୍କ ସହ ଏଭଳି କିଛି ଘଟିବ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଦିଲ୍ଲୀ ଆଗରେ ୧୯୪ ରନର ବିଜୟ ଲକ୍ଷ୍ୟ ରଖିଲା ଲକ୍ଷ୍ନୌ

ଲକ୍ଷ୍ନୌ  : ଲକ୍ଷ୍ନୌଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୩ୟ ମ୍ୟାଚ ଲକ୍ଷ୍ନୌ ସୁପର ଜାୟାଣ୍ଟସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ଦିଲ୍ଲୀ ଆଗରେ ୧୯୪ ରନର ବିଜୟ ଲକ୍ଷ୍ୟ ରଖିଛି ଲକ୍ଷ୍ନୌ । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ, ପୂର୍ବାହ୍‌ଣ ୭ଟାରୁ ୧୧ଟା ୩୦ ଯାଏଁ ହେବ ପାଠପଢ଼ା

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ ଚଳିତ ଶିକ୍ଷାବର୍ଷର ପାଠପଢା ଏପ୍ରିଲ ୩ ତାରିଖ ଠାରୁ ଆରମ୍ଭ ହେବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ ହେବ।  ସକାଳ ୭ଟାରୁ ସାଢ଼େ ୧୧ଟା ଯାଏଁ ସ୍କୁଲରେ ପାଠପଢ଼ା ଚାଲିବ। ପ୍ରଥମ ଶ୍ରେଣୀରୁ…
ଅଧିକ ଖବର ଦେଖନ୍ତୁ...

ଯେଉଁ ଦୋକାନକୁ ନିତିଦିନ ଚା ପିଇବାକୁ ଯାଉଥିଲେ, ତାଙ୍କ ଝିଅକୁ ପୋଷ୍ୟ ଭାବେ ଗ୍ରହଣ କରି ଉଦାରତା ଦେଖାଇଲେ ପୁନମ୍‌

ଫତେହପୁର: କିନ୍ନରମାନଙ୍କ ପାଇଁ ସରକାର ଅନେକ ସୁବିଧା କରିଥିଲେ ବି ଅଧିକାଂଶ କ୍ଷେତ୍ରରେ ସେମାନେ ଅବହେଳିତ। ହେଲେ ବେଳେ ବେଳେ ସେମାନେ ବି ସମାଜ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିନତ କରି ବଡ଼ପଣ ଦେଖାଇବାର ସୁଯୋଗ ହାତଛଡ଼‌ା କରନ୍ତିନି। ରାଜସ୍ଥାନର ଫତେହପୁର୍‌ର ଶେଖାବଟୀର ଜଣେ କିନ୍ନର ଜଣେ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ସିଦ୍ଧୁକୁ ହତ୍ୟା କରାଗଲା, ଏବେ ଦ୍ବିତୀୟ ସିଦ୍ଧୁକୁ ବି ମାରିଦିଅ; ଜେଲରୁ ମୁକୁଳିବା ପରେ ବର୍ଷିଲେ ନବଜୋତ

ଚଣ୍ଡୀଗଡ଼: ୧୦ ମାସ ଜେଲରେ ରହିବା ପରେ ଆଜି ପଞ୍ଜାବର ପଟିଆଲା ଜେଲ୍‌ରୁ ମୁକୁଳିଛନ୍ତି ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ଜେଲରୁ ବାହାରକୁ ଆସିବା ପରେ ପରେ ସିଦ୍ଧୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗଣତନ୍ତ୍ର ଭଳି କିଛି ନାହିଁ। ପଞ୍ଜାବରେ ରାଷ୍ଟ୍ରପତି ଶାସନ ଆଣିବାକୁ…
ଅଧିକ ଖବର ଦେଖନ୍ତୁ...

ବିରଳ ଉଦାହରଣ: ଜଣେ ମହିଳା ଅନ୍ୟ ମହିଳାଙ୍କୁ ସାହାଯ୍ୟ ପାଇଁ ଯାତ୍ରା କଲେ ୭୦୦ କିମି 

ରାୟଗଡା: ସଂତୋଷୀ ଦେଓ। ଘର ଭୁବନେଶ୍ବର ସୁନ୍ଦରପଦା ଅଂଚଳରେ। ବୟସ ୩୪ ବର୍ଷ। ସଂତୋଷୀ ଅଟୋ ଚଳାଇ ନିଜର ପରିବାରର ପ୍ରତିପୋଷଣ କରନ୍ତି। ଗତ ତିନି ବର୍ଷ ତଳେ କୋରାପୁଟ ଜିଲ୍ଲାର ଜଣେ ଝିଅ ଅଟୋ ଚଳାଇ ନିଜର ପରିବାରର ପ୍ରତିପୋଷଣ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା।ସେହି ଝିଅଟି ହେଉଛନ୍ତି…
ଅଧିକ ଖବର ଦେଖନ୍ତୁ...

୧୨୧ କୋଟିରେ ନିର୍ମାଣ ହେବ ରାଇରଙ୍ଗପୁର ବାଇପାସ୍: ନିତିନ ଗଡ଼କରୀ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ସହରରେ ବାଇପାସ୍ ୧୨୧ କୋଟି ଟଙ୍କାରେ ନିର୍ମାଣ ହେବ। ଉତ୍କଳ ଦିବସ ଅବସରରେ କେନ୍ଦ୍ର ସଡ଼କ ଓ  ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏହି ଘୋଷଣା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଟୁଇଟ୍‌ କରି କହିଛନ୍ତି, ରାଂଚି-ବିଜୟୱାଡା ୨୨୦ ନଂ ଜାତୀୟ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : କୋଲକାତାକୁ ୭ ରନରେ ପରାସ୍ତ କଲା ପଞ୍ଜାବ

ମୋହାଲି : ମୋହାଲିଠାରେ ଶନିବାରଦିନ ଆଇପିଏଲ ୨୦୨୩ର ୨ୟ ମ୍ୟାଚ କୋଲକାତା ନାଇଟ ରାଇଡର୍ସକୁ ୭ ରନରେ ପରାସ୍ତ କରିଛି ପଞ୍ଜାବ କିଙ୍ଗସ । ଏହି ମ୍ୟାଚରେ କୋଲକାତା ଆଗରେ ୧୯୨ରନର ବିଜୟ ଲକ୍ଷ୍ଯ ରଖାଯାଇଥିବାବେଳେ କୋଲକାତା ୧୬ ଓଭରରେ ୭ ଓ୍ବିକେଟ ହରାଇ ୧୪୬ ରନ କରିଥିବାବେଳେ ବର୍ଷା ଯୋଗୁଁ ମ୍ୟାଚ…
ଅଧିକ ଖବର ଦେଖନ୍ତୁ...