Daily Archives

May 16, 2023

ମୁମ୍ବାଇ ଫେରିଗଲେ ପରିଣୀତି

ନୂଆଦିଲ୍ଲୀ: ଆମ୍ ଆଦ୍‌ମୀ ପାର୍ଟି ନେତା ରାଘବ ଚଢ଼ାଙ୍କ ସହ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କର ଶନିବାର ନୂଆଦିଲ୍ଲୀରେ ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା। କନ୍ନଟପ୍ଲେସ୍‌ସ୍ଥିତ କପୁରତାଲା ହାଉସରେ ଏହି ନିର୍ବନ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…
ଅଧିକ ଖବର ଦେଖନ୍ତୁ...

ଭାରତର ବିଶେଷତ୍ୱ ବିଶ୍ୱ ଆଗରେ ପ୍ରଦର୍ଶନ କରିବା ଲାଗି ଆମ ପାଖରେ ଏକ ସୁଯୋଗ ରହିଛି: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତକୁ ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ମିଳିଛି। ଭାରତର ବିଶେଷତ୍ୱ ବିଶ୍ୱ ଆଗରେ ପ୍ରଦର୍ଶନ କରିବା ଲାଗି ଆମ ପାଖରେ ଏକ ସୁଯୋଗ ରହିଛି। ଭାରତର ଐତିହ୍ୟ, ସଂସ୍କୃତି, ପ୍ରାଚୀନ ଜୀବନଶୈଳୀ ସମ୍ପର୍କରେ ଅଧିକରୁ ଅଧିକ ପ୍ରଚାରପ୍ରସାର…
ଅଧିକ ଖବର ଦେଖନ୍ତୁ...

ବାପା ରାଜମିସ୍ତ୍ରୀ, ମା’ ଶ୍ରମିକ: ନିଜ ପରିଶ୍ରମରେ ଡ଼ିଏସପି ହେଲେ ପୁଅ

ଭୋପାଳ: ବର୍ଷା ଦିନେ ସନ୍ତୋଷ ରହୁଥିବା ଚାଳଘରୁ ପାଣି ଗଳେ ଆଉ ତାଙ୍କ ବହି ଓଦା ହୋଇଯାଏ | ଏହା ସତ୍ତ୍ୱେ ବି ସେ ନିଜ ମନୋବଳକୁ ଦୁର୍ବଳ କରନ୍ତି ନାହିଁ, ଆଉ ପାଠ ପଢ଼ନ୍ତି | ଏବେ ତାଙ୍କ ପରିଶ୍ରମ ସଫଳ ହୋଇଛି ଓ ସେ ମଧ୍ୟପ୍ରଦେଶ ସରକାରଙ୍କ ଅଧୀନରେ ଜଣେ ଅଫିସର ହୋଇଛନ୍ତି | ଆଜି ଆମେ…
ଅଧିକ ଖବର ଦେଖନ୍ତୁ...

ଇରାକୀ ପ୍ରଶଂସକଙ୍କ ପୁଅର ହୃତପିଣ୍ଡ ସର୍ଜରୀ କରାଇଲେ ମହେଶ ବାବୁ

ମୁମ୍ବାଇ: ବଲିଉଡରେ ଡେବ୍ୟୁ ନକରିବା ପଛର କାରଣ କହି କିଛି ମାସ ତଳେ ବିବାଦୀୟ ହୋଇପଡ଼ିଥିବା ଟଲିଉଡ ସୁପରଷ୍ଟାର ମହେଶ ବାବୁ ଏବେ ନିଜ ମହତ କାମ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ମହେଶ ବାବୁ ଜଣେ ଇରାକୀ ପ୍ରଶଂସକଙ୍କ ପୁଅର ହୃତପିଣ୍ଡ ସର୍ଜରୀ କରାଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ମହେଶଙ୍କ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ। ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ ଲୋକମାନଙ୍କ ସହ ତାଳମେଳ ରଖିବା ଦରକାର। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ବୃଷ: ଘରେ ଧାର୍ମିକ କାର୍ଯ୍ୟ କରିବା ପାଇଁ ଯୋଜନା କରିବେ। କାହାରିକୁ କୌଣସି କଥା ବୁଝାଇବାରେ ଭୁଲ୍ ‌ହୋଇପାରେ।…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀଙ୍କ ଠାରୁ ଭଲ ଯୁବତୀ ମିଳିଲେ କ୍ୟାଟ୍ରିନାଙ୍କୁ ଛାଡ଼ପତ୍ର ଦେବେ କି? ସାମ୍ବାଦିକଙ୍କ ପ୍ରଶ୍ନର ଏଭଳି ଉତ୍ତର ଦେଲେ…

ନୂଆଦିଲ୍ଲୀ: ନ୍ୟାସନାଲ ଆୱାର୍ଡ ପ୍ରାପ୍ତ କରିଥିବା ବଲିଉଡ ଷ୍ଟାର ଭିକ୍କି କୌଶଳ ଅନେକ ଦିନ ପରେ ବଡ଼ ପରଦାକୁ ଫେରିଛନ୍ତି। ୨୦୨୩ ‌‌ଶେଷ ହେବାକୁ ଆଉ ୭ମାସ ବାକି୍ଥିବା ବେଳେ ଭିକ୍କିଙ୍କର ୪ଟି ସିନେମା ରିଲିଜ ହେବ ବୋଲି କୁହାଯାଉଛି। ଏହି ଚାରିଟି ସିନେମା ମଧ୍ୟରେ ରହିଛି ‘ଜରା ହଟକେ ଜରା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ :ମୁମ୍ବାଇ ଆଗରେ ୧୭୮ ରନର ଲକ୍ଷ୍ୟ ରଖିଲା ଲକ୍ଷ୍ନୌ

ଲକ୍ଷ୍ନୌ : ଲକ୍ଷ୍ନୌର ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୬୩ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ  ଆଗରେ ୧୭୮ ରନର ବିଜୟ ଲକ୍ଷ୍ୟ ରଖିଛି ଲକ୍ଷ୍ନୌ ସୁପର ଜାୟାଣ୍ଟସ । ଏହି ମ୍ୟାଚରେ ମୁମ୍ବାଇ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ଫୋନପେ ବି ଭାବିନଥିବ, ଏଭଳି ବ୍ୟବହାର ହେବ ସାଉଣ୍ଡ ବକ୍ସ

ନୂଆଦିଲ୍ଲୀ: ଆପଣ କୌଣସି ଦୋକାନକୁ ଗଲେ ସେଠାରେ କ୍ୟୁଆର କୋଡ ସ୍କାନ୍ କରି ଅନଲାଇନରେ ଟଙ୍କା ପୈଠ କରିଥାନ୍ତି | ଆପଣ ଟଙ୍କା ଟ୍ରାନ୍ସଫର କରିବା ମାତ୍ରେ ଏକ ସ୍ପିକରରେ ଶୁଣିବାକୁ ମିଳିଥାଏ ଯେ କେତେ ଟଙ୍କା ଦୋକାନୀଙ୍କ ଆକାଉଣ୍ଟକୁ ଗଲା | ଏହି ସ୍ପିକରକୁ 'ସାଉଣ୍ଡ ବକ୍ସ' କୁହାଯାଏ, ଯାହାକୁ…
ଅଧିକ ଖବର ଦେଖନ୍ତୁ...

‘ଲେଡି ସିଂଘମ୍‌’ ଭାବେ ଖ୍ୟାତ ଆସାମର ବିବାଦୀୟ ପୁଲିସ ଅଧିକାରୀ ଜୁନମୋନି ରାଭାଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ନଗାଓଁ: ଆସାମର ନଗାଓଁ ଜିଲ୍ଲାରେ ମଙ୍ଗଳବାର ସକାଳେ ଏକ କଣ୍ଟେନର ଟ୍ରକ୍‌ ସହ ଏକ କାର୍‌ର ମୁହାଁମୁହିଁ ଧକ୍କା ହେବାଫଳରେ ଅନେକ ବିବାଦରେ ଫସିଥିବା ଆସାମ ପୁଲିସର ଜଣେ ମହିଳା ସବ୍‌-ଇନ୍‌ସପେକ୍ଟରଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଗ୍ରସ୍ତ କାର୍‌ଟି ଆସାମ ପୁଲିସ୍‌ରେ ‘ଲେଡି ସିଂଘମ’ ବା…
ଅଧିକ ଖବର ଦେଖନ୍ତୁ...

‘ଡନ୍-୩’ରୁ ବାଦ୍ ପଡ଼ିଲେ ଶାହରୁଖ ଖାନ୍, ନୂଆ ଅଭିନେତା ନେବେ କିଙ୍ଗ ଖାନଙ୍କ ସ୍ଥାନ

ମୁମ୍ବାଇ: ୨୦୨୨ରେ ବଲିଉଡ ଫିଲ୍ମ ବକ୍ସ ଅଫିସରେ ମାଟି କାମୁଡ଼ି ପଡ଼ିଥିବା ବେଳେ ୨୦୨୩ରେ କମାଲ କରିଥିଲା ବାଦଶାହ ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’। ‘ପଠାନ’ର ଚାହିଦା କେବଳ ଭାରତ ନୁହେଁ, ବରଂ ସାରା ଦୁନିଆରେ ରହିଥିଲା। ଭାରତୀୟ ବକ୍ସ ଅଫିସ ପରି ବିଦେଶରେ ବି ଫିଲ୍ମଟି ଦର୍ଶକଙ୍କ ମନ ମୋହିଥିଲା…
ଅଧିକ ଖବର ଦେଖନ୍ତୁ...