Daily Archives

March 3, 2024

ଭଲ ଖବର: ପଦଯାତ୍ରୀଙ୍କ ବିଶ୍ରାମ ପାଇଁ ଗାଁମୁଣ୍ଡରେ ମଣ୍ଡପ ନିର୍ମାଣ କଲେ ଭିନ୍ନକ୍ଷମ ଯୁବକ

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ବ୍ଲକ ମୁଣ୍ଡାପଡ଼ା ପଞ୍ଚାୟତ କମିରା ଗ୍ରାମରେ ରହନ୍ତି ହୃଷୀକେଶ ସାହୁଙ୍କ ପୁତ୍ର ଶରତ ସାହୁ ଓ ବୋହୂ ସାବିତ୍ରୀ ସାହୁ। ଶରତ ହେଉଛନ୍ତି ୬୫ ପ୍ରତିଶତ ଦିବ୍ୟାଙ୍ଗ। ଭଲ ଭାବରେ କଥା କହି ପାରନ୍ତି ନାହିଁ। ବିବାହର ବହୁ ଦିନ ପର୍ଯ୍ୟନ୍ତ ବାପା ହୋଇପାରିଲେ ନାହିଁ।…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଆ ମେଣ୍ଟକୁ ସମର୍ଥନ କରିବେ ସ୍ବାମୀ ପ୍ରସାଦ ମୌର୍ଯ୍ୟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଶୋଷିତ ସମାଜ ପାର୍ଟିର ସଭାପତି ସ୍ୱାମୀ ପ୍ରସାଦ ମୌର୍ଯ୍ୟ 'ଇଣ୍ଡିଆ' ମେଣ୍ଟକୁ ସମର୍ଥନ ଘୋଷଣା କରିଛନ୍ତି। ମୌର୍ଯ୍ୟ କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ ବିନା କୌଣସି ସର୍ତ୍ତରେ ଆମେ ଦେଶ, ଗଣତନ୍ତ୍ର ଓ ସମ୍ବିଧାନକୁ ବଞ୍ଚାଇବା…
ଅଧିକ ଖବର ଦେଖନ୍ତୁ...

ଅମ୍ବାନୀ କାର୍ଯ୍ୟକ୍ରମରେ ଶାହାରୁଖ ସ୍ଲୋଗାନ ଦେଲେ, ‘ଜୟ ଶ୍ରୀରାମ’

ମୁମ୍ବାଇ: କୋଟିପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଏବଂ ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କ ଗ୍ରାଣ୍ଡ ପ୍ରି-ୱେଡିଂ ଇଭେଣ୍ଟର ଦ୍ୱିତୀୟ ଦିନରେ ବଲିଉଡ୍‌ର ତିନି ଖାନ୍‌ ଶାହରୁଖ୍‌ ଖାନ୍‌, ସଲମାନ୍‌ ଖାନ୍‌ ଏବଂ ଆମୀର ଖାନ୍‌ ମଞ୍ଚରେ ନିଜର କମାଲ ଦେଖାଇଥିଲେ। ଏବଂ ଆରଆରଆରର ଉତ୍ସାହଜନକ…
ଅଧିକ ଖବର ଦେଖନ୍ତୁ...

ଚୀନ-ତାଇୱାନକୁ ବଡ଼ ଝଟକା ଦେବ ଭାରତ: ସେମିକଣ୍ଡକ୍ଟର ମାନ୍ୟୁଫାକଚରିଂ ନେଇ ସରକାରଙ୍କ ନୂଆ ଯୋଜନା

ନୂଆଦିଲ୍ଲୀ: ସେମିକଣ୍ଡକ୍ଟର ଉତ୍ପାଦନ ପ୍ରସଙ୍ଗରେ ଭାରତ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଚାହୁଁଛି। ଭାରତ ଏବେ ଚୀନ-ତାଇୱାନକୁ ବଡ଼ ଝଟକା ଦେବାକୁ ଯୋଜନା କରିଛି। ଏନେଇ ସରକାର ନୂତନ କାରଖାନା ସ୍ଥାପନ ପାଇଁ ୧୦ ବିଲିୟନ ଡଲାରର ପ୍ରୋତ୍ସାହନ ଦେଉଛନ୍ତି। ଆଇଟି ଏବଂ ଟେଲିକମ୍…
ଅଧିକ ଖବର ଦେଖନ୍ତୁ...

ଏମିତି ବି ଆସେ ମୃତ୍ୟୁ: ସ୍କୁଟି ଚଳାଇ ଯାଉଥିବା ବେଳେ ହୃଦ୍‌ଘାତରେ ଚାଲିଗଲା ଜୀବନ

ଉତ୍କେଲା: ସ୍କୁଟି ଚଳାଇ ରାସ୍ତାରେ ଯାଉଥିବା ବେଳେ ହୃଦ୍‌ଘାତର ଚାଲିଗଲା ଜୀବନ। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପାଷ୍ଟିକୁଡ଼ି ଗ୍ରାମ ନିକଟରେ ଏଭଳି ଘଟଣା ଘଟିଛି। ମୃତକ ହେଲେ ଆନ୍ଧ୍ରପ୍ରଦେଶର ଜବାହରଲାଲ ଯାଦବ (୫୫)। ସୂଚନା ଅନୁସାରେ, ଜବାହରଲାଲ ଏକ ସ୍କୁଟି (ଏପି ୩୯ କେଏଫ୍…
ଅଧିକ ଖବର ଦେଖନ୍ତୁ...

ମିସନ ମୋଡରେ ମୋଦୀ : ୧୦ ଦିନରେ କରିବେ ୧୨ ରାଜ୍ୟ ଗସ୍ତ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଶନ ମୋଡରେ କାମ କରୁଛନ୍ତି। ନିକଟରେ ମହାରାଷ୍ଟ୍ର, ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗ ସମେତ ଦକ୍ଷିଣାଞ୍ଚଳ ରାଜ୍ୟ କେରଳ, ତାମିଲନାଡୁ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ଆଗାମୀ ୧୦ ଦିନ…
ଅଧିକ ଖବର ଦେଖନ୍ତୁ...

‘ମୋତେ ବି ମିଳୁ ସ୍ତ୍ରୀ ମାନ୍ୟତା ନଚେତ ବାହା ହୋଇପାରିବନି ଦିଅର’

ବେଗୁସରାଇ: ସ୍ୱାମୀଙ୍କୁ ପର କରି ଦିଅର ସହ ରଖିଲେ ସମ୍ପର୍କ | ଆଉ ଦିଅରର ବାହାଘର ଜାଣିବା ପରେ ଏବେ ନିଜ ଶାଶୂଘର ସାମ୍ନାରେ ଧାରଣାରେ ବସିଛନ୍ତି ମହିଳା | କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ବିହାରର ବେଗୁସରାଇରେ ଏଭଳି ଘଟଣା ଦେଖିବାକୁ ମିଳିଛି | ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ପ୍ରଥମେ ଏହି ସେକ୍ଟରରେ ଛଟେଇ କରିବ ଏଆଇ ଜ୍ଞାନକୌଶଳ: ନାସକମ୍ ‌ଦେଲା ଚେତାବନୀ

ନୂଆଦିଲ୍ଲୀ : ବ୍ୟବସାୟ ଜଗତରେ କୃତ୍ରିମ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାର କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ବିଶେଷଜ୍ଞମାନେ ବହୁ ସଂଖ୍ୟକ ଲୋକେ ଚାକିରି ହରାଇବା ଆଶଙ୍କା ପ୍ରକାଶ କରୁଛନ୍ତି। କିନ୍ତୁ, ସବୁଠାରୁ ବଡ ବିପଦ ବିଜନେସ୍ ପ୍ରୋସେସ୍ ଆଉଟସୋର୍ସିଂ (ବିପିଓ)…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ବାଦଲଫଟା ବର୍ଷା: ୨ ଦିନରେ ୩୭ ଜଣଙ୍କ ମୃତ୍ୟୁ, ବହୁ ସହର ଉବୁଟୁବୁ

ଇସଲାମାବାଦ: ଥଣ୍ଡା ପାଗ ଜାରି ରହିବା ସହିତ ପାକିସ୍ତାନରେ ଲଗାତାର ବାଦଲଫଟା ହେଉଛି।   ବର୍ଷା ଯୋଗୁ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଲଗାତାର ବର୍ଷା ଯୋଗୁଁ ବହୁ ଲୋକ ପ୍ରାଣ ହରାଇଛନ୍ତି। ପାକିସ୍ତାନରେ ଗତ ୪୮ ଘଣ୍ଟା ମଧ୍ୟରେ  ୩୭ ଜଣଙ୍କର ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

‘ଖେଳ ଆରମ୍ଭ ପୂର୍ବରୁ ଶେଷ’ ଭୋଜପୁରୀ ଅଭିନେତା ପଓ୍ବନ ସିଂ ଆସନସୋଲରୁ ବିଜେପିର ଟିକେଟ ପ୍ରତ୍ୟାଖ୍ୟାନ ପରେ ଟିଏମସିର…

ନୂଆଦିଲ୍ଲୀ: ଭୋଜପୁରୀ ଅଭିନେତା ପଓ୍ବନ ସିଂହଙ୍କୁ ପଶ୍ଚିମ ବଙ୍ଗର ଆସନସୋଲରୁ ବିଜେପି ପ୍ରାର୍ଥୀ କରିବା ଓ ଏଥିପାଇଁ ସେ ରାଜି ନ ହେବାକୁ ନେଇ ବିରୋଧୀ ଦଳମାନେ ବିଜେପିକୁ କଟାକ୍ଷ କରିଛନ୍ତି । ତୃଣମୂଳ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ କହିଛନ୍ତି ଯେ ଏହି ପଦକ୍ଷେପ…
ଅଧିକ ଖବର ଦେଖନ୍ତୁ...