Daily Archives

March 3, 2024

ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ: ୯ ବାଂଲାଦେଶୀଙ୍କୁ ଅଟକ ରଖିଲା ସିଂହଦ୍ବାର ପୁଲିସ

ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରିଥିବା ନେଇ ରବିବାର ସୂଚନା ମିଳିଛି। ୯ ଜଣଙ୍କ ମଧ୍ୟରୁ  ଜଣେ ହିନ୍ଦୁ ଓ ୫ ଜଣ ଅଣହିନ୍ଦୁ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଅନ୍ୟ ୩ଜଣ ବାହାରେ ଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ପ୍ରବେଶ କରିଥିବା ୬ଜଣଙ୍କୁ ବିଶ୍ବ ହିନ୍ଦୁ…
ଅଧିକ ଖବର ଦେଖନ୍ତୁ...

ମୋଦୀ ହେଉଛନ୍ତି ମିଛୁଆଙ୍କ ନେତା: ଖଡ଼ଗେ

ପାଟନା: ବିହାରର ପାଟନାରେ ଗାନ୍ଧୀ ମଇଦାନରେ ଆରଜେଡିର ଜନ ବିଶ୍ୱାସ ରାଲିରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ , ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) ନେତା ସୀତାରାମ ୟେଚୁରୀ ଏବଂ ଆରଜେଡି…
ଅଧିକ ଖବର ଦେଖନ୍ତୁ...

ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ରାଇରଙ୍ଗପୁର: ମୟୂରଭଂ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅର୍ନ୍ତଗତ ଅଶନବଣୀ ନିକଟରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ଶ୍ରୀମତୀ ମହାଲି(୫୨)। ସୂଚନା ଅନୁଯାୟୀ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ଯୋଡାମହୁଲ ଗ୍ରାମର ଶ୍ରୀମତୀ ମହାଲି ଗତ ୨୨ ମାର୍ଚ୍ଚ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀଙ୍କ ସର୍ତ୍ତ: ୨.୬ କୋଟି ଟଙ୍କା ଦେଲେ ହେବି ଗର୍ଭବତୀ

ଦୁବାଇ: ବାସ୍ତବରେ, ଦୁଇ ଜଣ ବିବାହ କରିବା ପରେ ପରିବାର ବଢ଼ାଇବା ପାଇଁ ଏକତ୍ର ନିଷ୍ପତ୍ତି ନିଅନ୍ତି। କେତେବେଳେ ଏବଂ କିପରି ସେମାନେ ନିଜ ପରିବାର ବଢ଼ାଇବେ ତାହା ସେମାନଙ୍କର ନିଜସ୍ୱ ପସନ୍ଦ। ପିଲାମାନଙ୍କର ଜନ୍ମ ଏବଂ ପ୍ରତିପୋଷଣ ବିଷୟରେ ସ୍ୱାମୀ-ସ୍ତ୍ରୀ ନିଜ ନିଜ ମଧ୍ୟରେ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ:-ଆପଣଙ୍କ କାମରେ ଧ୍ୟାନ କେନ୍ଦ୍ରିତ କରନ୍ତୁ କାମ ସଫଳ ହେବ। ଜମି ବ୍ୟବସାୟୀଙ୍କୁ ଲାଭ ହେବ। ଆପଣଙ୍କ ପିଲାଙ୍କୁ ଉପହାର ଦେବେ। କ୍ରୀଡ଼ା କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବା ଯୋଗ ଅଛି। ବୃଷ:-ଆପଣଙ୍କ ମନ ସ୍ବଚ୍ଛ ରହିବ। ସମାଜରେ ଆପଣଙ୍କ କାମ ପ୍ରଶଂସା ହେବ। ଜୀବନସାଥୀ ସହିତ…
ଅଧିକ ଖବର ଦେଖନ୍ତୁ...

ଭାଇରାଲ ଭିଡ଼ିଓ: ଲାଇଭ ମର୍ଡର ସୁଟିଂ, ଦେଖିସାରିଲେଣି ୧୬ ନିୟୁତରୁ ଅଧିକ ୟୁଜର…

ୱାଶିଂଟନ : ମେଟ୍ରୋ ଟ୍ରେନ୍ ତଥା ବସରେ ଝଗଡ଼ା, ମାରପିଟର ଭିଡ଼ିଓ ପ୍ରାୟତଃ ଭାଇରାଲ ହୋଇଥାଏ। ତେବେ ସମ୍ପ୍ରତି ଏକ ଭୟଙ୍କର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଲାଇଭ ମର୍ଡର ସୁଟିଂ ହେଉଥିବାର ଦେଖାଯାଉଛି। ଦୁଇ ଜଣ ଲୋକ ରେଲୱେ ପ୍ଲାଟଫର୍ମରେ ଝଗଡା କରୁଥିବାର ଦୃଶ୍ୟ…
ଅଧିକ ଖବର ଦେଖନ୍ତୁ...

ବିଲ ଭିତରୁ ଅପରିଚିତ ବୃଦ୍ଧଙ୍କ ଉଲଗ୍ନ ମୃତଦେହ ଉଦ୍ଧାର

ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମହୁରୀ ଉପକଣ୍ଠ ବିଲ ଭିତରେ ଜଣେ ବୃଦ୍ଧଙ୍କ ଶବ ରବିବାର ମଧ୍ୟାହ୍ନରେ ପୁଲିସ ଉଦ୍ଧାର କରିଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ଜଣା ପଡୁନଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି। ଖବରନୁଯାୟୀ ରବିବାର ମଧ୍ୟାହ୍ନରେ…
ଅଧିକ ଖବର ଦେଖନ୍ତୁ...

୮ ଘଣ୍ଟା ଧରି ଚାଲିଲା କେନ୍ଦ୍ର ମନ୍ତ୍ରିପରିଷଦ ବୈଠକ : ‘ବିକଶିତ ଭାରତ ୨୦୪୭’ ପାଇଁ ଭିଜନ ଡକ୍ୟୁମେଣ୍ଟ ଉପରେ ଚର୍ଚ୍ଚା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ରବିବାର ମନ୍ତ୍ରିପରିଷଦ ବୈଠକ ବସିଥିଲା।  ପାଖାପାଖି ୮ ଘଣ୍ଟା ଧରି ଏହି ବୈଠକ ଚାଲିଥିଲା। ବୈଠକରେ ବିଭିନ୍ନ ମନ୍ତ୍ରଣାଳୟ ସେମାନଙ୍କ ଭବିଷ୍ୟତ ଏଜେଣ୍ଡା ଉପରେ ଉପସ୍ଥାପନା କରିଥିଲେ। ଏହି ବୈଠକରେ ତାଙ୍କ ସରକାରର ୧୦ ବର୍ଷର…
ଅଧିକ ଖବର ଦେଖନ୍ତୁ...

ଚଣ୍ଡିଖୋଲରେ ୧୯,୬୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମାର୍ଚ୍ଚ ୪-୬, ୨୦୨୪ ରେ ତେଲଙ୍ଗାନା, ତାମିଲନାଡୁ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ। ମାର୍ଚ୍ଚ ୫ ତାରିଖ ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ପ୍ରଧାନମନ୍ତ୍ରୀ ଯାଜପୁରର ଚଣ୍ଡିଖୋଲଠାରେ ୧୯,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର…
ଅଧିକ ଖବର ଦେଖନ୍ତୁ...

ଲୋକସଭା ନିର୍ବାଚନ ଲଢ଼ିବାକୁ ମନା କଲେ ଗୁଜୁରାଟର ଏହି ଟାଣୁଆ ନେତା

ଅହମଦାବାଦ: ଗୁଜୁରାଟରୁ ଲୋକସଭା ନିର୍ବାଚନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ବାସ୍ତବରେ ଗୁଜୁରାଟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ ତାଙ୍କ ପ୍ରାର୍ଥୀତ୍ବ ପ୍ରତ୍ୟାହାର ନେଇ ଏକ ବଡ ଘୋଷଣା କରିଛନ୍ତି। ମେହସାନା ଆସନରୁ ନିତିନ ପଟେଲ ତାଙ୍କ ପ୍ରାର୍ଥୀତ୍ବ ପ୍ରତ୍ୟାହାର କରିବାକୁ…
ଅଧିକ ଖବର ଦେଖନ୍ତୁ...