Daily Archives

March 8, 2024

ଦିବ୍ୟାଙ୍ଗ ପରିବାରକୁ ମିଳୁନି ଆବାସ ଟଙ୍କା; ବ୍ଲକ୍‌ରେ ଭୋଭୋ ହୋଇ କାନ୍ଦିଲେ

ଭୋଗରାଇ: ଜନ୍ମରୁ କାନକୁ ଶୁଭୁନି କି ଭଲରେ କଥା ମଧ୍ୟ କହିପାରୁ ନାହାଁନ୍ତି ଉଭୟ ସ୍ବାମୀ-ସ୍ତ୍ରୀ। ଦଇବ ଦାଉସାଧିଲା ପରି ଏକମାତ୍ର ପୁଅ ମଧ୍ୟ ଜନ୍ମରୁ ଦିବ୍ୟାଙ୍ଗ। ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଖଣ୍ଡେ ନଥିବାରୁ ବହୁ କାକୁତିମିନତି ପରେ ବ୍ଲକ୍‌ ପ୍ରଶାସନ ପକ୍ଷରୁ ଆବାସ ଯୋଜନାରେ ଘର ଖଣ୍ଡେ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଲଢ଼ିବାକୁ ଅମଙ୍ଗ ହେଉଛନ୍ତି କଂଗ୍ରେସର ବଡ ବଡ ନେତା

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଏବେ ସବୁ ଦଳ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି | ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଥିବାବେଳେ ଏବେ କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକାକୁ ସମସ୍ତେ ଅପେକ୍ଷା କରିଛନ୍ତି | ଗାନ୍ଧୀ ପରିବାରରୁ କିଏ କେଉଁଠାରେ ପ୍ରତିନିଧିତ୍ୱ କରିବେ…
ଅଧିକ ଖବର ଦେଖନ୍ତୁ...

ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟକ୍ତିଙ୍କୁ ଜଳୁଥିବା ଦେଖି ଭୋଭୋ ହୋଇ କାନ୍ଦୁଥିଲେ ସ୍ତ୍ରୀ ଓ ପିଲା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଶାହଜହାପୁରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ନ୍ୟାୟ ଆଶାରେ ଜଣେ ବ୍ୟକ୍ତି ଥାନାକୁ ଆସିଥିଲେ। ତେବେ ସେ ନିରାଶ ହେବାରୁ ନିଜ ଶରୀରରେ କିରୋସିନ ଢ଼ାଳି ନିଆ ଲଗାଇ ଦେଇଥିଲେ। ମିଳିଥିବା ଖବର ମୁତାବକ, ଅନେକ ଦିନ ହେବ ପୀଡ଼ିତଙ୍କ ପିକଅପ ଗାଡ଼ିକୁ ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ଗୁପ୍ତେଶ୍ୱରପୀଠରେ ଭକ୍ତିମୟ ପରିବେଶ; ଭରୁ ବାବାଙ୍କୁ ଦର୍ଶନ କରୁଛନ୍ତି ହଜାରହଜାର ଭକ୍ତ

ବୈପାରିଗୁଡ଼ା: ଜାଗରଯାତ୍ରାକୁ ନେଇ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱରପୀଠରେ ଦେଖିବାକୁ ମିଳିଛି ଭକ୍ତିମୟ ପରିବେଶ। ଗୁପ୍ତେଶ୍ୱରଙ୍କ ପୂଜାର୍ଚ୍ଚନା ସହ ଦର୍ଶନ କରୁଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ହଜାର ହଜାର ଭକ୍ତ। ଶିବରାତ୍ରି ଉପଲକ୍ଷେ ଭରୁ ବାବା ଗୁପ୍ତେଶ୍ୱରଙ୍କ…
ଅଧିକ ଖବର ଦେଖନ୍ତୁ...

ଅନ୍ତର୍ଜାତୀୟ ମହିଳା ଦିବସ: ପୁରୁବାଈ ବେନ୍‌ଙ୍କ ଅବଦାନକୁ ଭୁଲିଗଲେ

ସୋର(ଅଭୟ ପତ୍ରୀ): ଜଣେ ଆଦର୍ଶ ମହିଳା। ସ୍ବାଧୀନତା ସଂଗ୍ରାମୀ। ଅସହାୟାମାନଙ୍କୁ ସହାୟ ହୋଇଛନ୍ତି। ଅନେକଙ୍କୁ ଜିଇବାର ବାଟ ଦେଖାଇଛନ୍ତି। ସୋରରେ ଖୋଲିଛନ୍ତି କନ୍ୟାଶ୍ରମ। ସେ ହେଲେ ଦିବଂଗତ ପୁରୁବାଈ ବେନ୍‌। କିନ୍ତୁ ଦୁଃଖ ଓ ପରିତାପର ବିଷୟ; ଜଣେ ଅଣଓଡ଼ିଆ ମହିଳା ହୋଇ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ନମାଜ ପଢ଼ୁଥିବା ଯୁବକଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପୁଲିସକର୍ମୀ

ନୂଆଦିଲ୍ଲୀ: ନମାଜ ପଢ଼ୁଥିବା ବେଳେ ଯୁବକଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା | କାର୍ଯ୍ୟରୁ ନିଲମ୍ବିତ ହେଲେ ପୁଲିସକର୍ମୀ | ଜାତୀୟ ରାଜଧାନୀ ଦିଲ୍ଲୀର ଇନ୍ଦ୍ରଲୋକ ଅଞ୍ଚଳରେ ଘଟିଛି ଏଭଳି ଘଟଣା | ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ପୁଲିସକର୍ମୀ ରାସ୍ତା କଡ଼ରେ ନମାଜ…
ଅଧିକ ଖବର ଦେଖନ୍ତୁ...

ଏକାକୀ ନିର୍ବାଚନ ଲଢ଼ିବ ପିଡିପି, ଇଣ୍ଡିଆ ମେଣ୍ଟରୁ ଦୂରେଇଗଲେ ମେହବୁବା

ଶ୍ରୀନଗର: ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ୨୦୨୪ ଲୋକସଭା ନିର୍ବାଚନରେ ଏକାକୀ ​​ପ୍ରତିଦ୍ୱନ୍ଦ୍ୱିତା କରିବ। ତାଙ୍କ ନିଷ୍ପତ୍ତି ଇଣ୍ଡିଆ ମେଣ୍ଟ ପାଇଁ ଏକ ବଡ ଝଟକା ସଦୃଶ୍ୟ ହୋଇଛି | ଏକ ସାମ୍ବାଦିକ ସମ୍ମିଳନୀରେ ମେହବୁବା…
ଅଧିକ ଖବର ଦେଖନ୍ତୁ...

ଶିବରାତ୍ରି ପାଇଁ କଳସ ଶୋଭାଯାତ୍ରାରେ ଯାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲେ ୧୪ପିଲା

ନୂଆଦିଲ୍ଲୀ: ଶିବରାତ୍ରି ଭଳି ଶୁଭ ଦିନରେ ରାଜସ୍ଥାନର କୋଟାରେ ଏକ ବଡ଼ ଦୁର୍ଘଟଣା ଘଟି ଯାଇଛି। ପ୍ରଭୁ ଶିବଙ୍କ ପୂଜା ପାଇଁ କଳସଯାତ୍ରାରେ  ଯାଉଥିବଳେ ବିଦ୍ୟୁତ ଆଘାତର ଶିକାର ହେବାରୁ ୧୪ଜଣ ପିଲା ଏଥିରେ ପୋଡ଼ି ଯାଇଥିବା ଖବର ମିଳିଛି। ସମସ୍ତଙ୍କୁ ଘଟଣାସ୍ଥଳରୁ ଯଥାଶୀଘ୍ର ଉଦ୍ଧାର କରି…
ଅଧିକ ଖବର ଦେଖନ୍ତୁ...

ଅମିତ ମୋର ଅସଲି ପୁଅ, ଅର୍ଜୁନ ପୋଷ୍ୟପୁତ୍ର ! ଜାଣନ୍ତୁ କାହିଁକି ଏଭଳି କହିଲେ ବୋନି କପୁର

ମୁମ୍ବାଇ: ଅମିତ ମୋର ଅସଲି ପୁଅ | ଅର୍ଜୁନ ପୋଷ୍ୟପୁତ୍ର | ଏକ ଫିଲ୍ମର ଟ୍ରେଲର ଲଞ୍ଚ ଇଭେଣ୍ଟରେ ଏଭଳି କହି ଚର୍ଚ୍ଚାରେ ବଲିଉଡ ପ୍ରଯୋଜକ ବୋନି କପୁର | ଫିଲ୍ମ 'ମଇଦାନ'ର ଟ୍ରେଲର ଲଞ୍ଚ ସମୟରେ ଏହାର ନିର୍ଦେଶକ ଅମିତ ଶର୍ମାଙ୍କୁ ପ୍ରଶଂସା କରି ବୋନି କପୁର କହିଥିଲେ,'ଅମିତଙ୍କୁ ମୁଁ ଗତ କିଛି…
ଅଧିକ ଖବର ଦେଖନ୍ତୁ...

ଗଡକରୀଙ୍କୁ ଏମିତି ଅଫର ଦେଲେ ଉଦ୍ଧବ, ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କୁ ବିଜେପି ଛାଡି ମହା ବିକାଶ ଅଘାଡିରେ ଯୋଗଦେବାକୁ ପ୍ରସ୍ତାବ ଦେଇଛନ୍ତି। ଉଦ୍ଧବ ଠାକରେଙ୍କ ଏହି ବିବୃତ୍ତି ପରେ ମୁମ୍ବାଇରୁ ଦିଲ୍ଲୀ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...