Daily Archives

March 12, 2024

ମାଗଣା ଆଧାର ଅପଡେଟ୍: ସମୟ ସୀମା ବଢ଼ିଲା ୩ ମାସ

ନୂଆଦିଲ୍ଲୀ: ପୁଣିଥରେ ସରକାରୀ ଯୋଜନା ଏବଂ ଦେଶରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟବହୃତ ଆଧାର କାର୍ଡ ବିଷୟରେ ଏକ ବଡ଼ ଅପଡେଟ୍ ଆସିଛି। ପୂର୍ବରୁ, ଲୋକମାନେ କେବଳ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ଆଧାର କାର୍ଡ ମାଗଣାରେ ଅପଡେଟ୍ କରିପାରିବେ ବୋଲି ଖବର ପ୍ରକାଶ ପାଇଥିଲା। ତେବେ ବର୍ତ୍ତମାନ ଏହି…
ଅଧିକ ଖବର ଦେଖନ୍ତୁ...

୭୧ବର୍ଷର ବୃଦ୍ଧଙ୍କ ପାଖରେ ଅଛି ୧୧ଟି ଗାଡ଼ିର ଡ୍ରାଇଭିଂ ଲାଇସେନ୍ସ

ନୂଆଦିଲ୍ଲୀ: କିଛିଲୋକଙ୍କ ମତରେ ବୟସ ଅନୁସାରେ ମଣିଷ କେ‌ବେ ବୁଢ଼ା ହୁଏ ନାହିଁ। ବୟସ ହେଉଛି ଏକ ନମ୍ବର ମାତ୍ର। ଏମିତି ଏକ ଘଟଣା ରାଧାମଣି ଅମ୍ମା ଓରଫ ମଣି ଅମ୍ମାଙ୍କ ସହିତ ଘଟିଛି। ରାଧାମଣିଙ୍କ ବୟସ ୭୧ବର୍ଷ ଥିବା ବେଳେ ସେ ଅନେକ ଭାରିଯାନ ଚଲାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ସହର ଭିତରେ ଭାଲୁ ପଶିବା ଘଟଣା: ରାତି ତମାମ ଭାଲୁକୁ ଜଗି ରହିଲେ ବନ କର୍ମଚାରୀ

ମାଲକାନଗିରି: ମାଲକାନଗିରି ସହରରେ ଗତକାଲି ଏକ ଭାଲୁ ତାର ଦୁଇ ଛୁଆକୁ ନେଇ ଖାଦ୍ୟ ଅନ୍ବେଷଣରେ ସହର ଭିତରେ ପଶି ସକାଳ ହେବା ପରେ ଆଉ ଜଂଗଲକୁ ଫେରିପାରିନଥିଲା। ଯାହାଫଳରେ ସହରସ୍ଥିତ ତଳସାହିର ଏକ ବନ୍ଧ ନିକଟରେ ଥିବା ବୁଦାରେ ଲୁଚି ରହିଲେ। ଭାଲୁକୁ ଯେପରି ଲୋକଙ୍କ ଦ୍ବାରା ଯେପରି କୌଣସି…
ଅଧିକ ଖବର ଦେଖନ୍ତୁ...

ଅସ୍ତ୍ରୋପଚାର ପରେ ଏବେ ଏଭଳି ରହିଛି ଅର୍ଜୁନଙ୍କ ସ୍ବାସ୍ଥ୍ୟାବସ୍ଥା

ମୁମ୍ବାଇ: ଅସ୍ତ୍ରୋପଚାର ପରେ ଘରକୁ ଫେରିଲେ ଟେଲି ଅଭିନେତା ଅର୍ଜୁନ ବିଜଲାନି। କିଛି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଅର୍ଜୁନ। ହଠାତ ପେଟରେ ଯନ୍ତ୍ରଣା ହେବାରୁ କାମକୁ ଅଧାରେ ରଖି ଡାକ୍ତରଖାନା ଯାଇଥିଲେ ଅଭିନେତା। ପରେ ତାଙ୍କର ଆପେଣ୍ଡିକସାଇଟିସ୍ ହୋଇଛି ଏବଂ ଏଥିପାଇଁ ତାଙ୍କର…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ କମିଶନଙ୍କୁ ନିର୍ବାଚନ ବଣ୍ଡ ସମ୍ପର୍କିତ ତଥ୍ୟ ଦେଲା ଷ୍ଟେଟ ବ୍ୟାଙ୍କ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ନିର୍ବାଚନ କମିଶନଙ୍କୁ ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ ତଥ୍ୟ ପଠାଇଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଏହି ତଥ୍ୟ ଏସବିଆଇକୁ ଦେବାକୁ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।…
ଅଧିକ ଖବର ଦେଖନ୍ତୁ...

ଜିନପିଙ୍ଗଙ୍କୁ ହତ୍ୟା ଉଦ୍ୟମ! ଚୀନ୍ ‘ହ୍ବାଇଟ ହାଉସ’ ଫାଟକକୁ ଧକ୍କା ଦେଲା କାର, ଭିଡିଓ ଭାଇରାଲ

ବେଜିଂ: ଚୀନ୍ ରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଦେଖାଯାଉଛି ଯେ ଜଣେ କାର ଚାଳକ ଚୀନର 'ହ୍ବଇଟ ହାଉସ୍'କୁ ଜବରଦସ୍ତ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଆମେରିକାରେ ରାଷ୍ଟ୍ରପତିଙ୍କ ବାସଭବନକୁ ହ୍ବାଇଟ ହାଉସ୍ କୁହାଯାଇଥାଏ। ସେହି ଆଧାରରେ ଜିନପିଙ୍ଗଙ୍କ ବାସଭବନକୁ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଆସିଲା କଂଗ୍ରେସର ୨ୟ ପ୍ରାର୍ଥୀ ତାଲିକା, ୪୩ ପ୍ରାର୍ଥୀଙ୍କ ନାଁ ଘୋଷଣା

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ କଂଗ୍ରେସ ଦଳ ନିଜର ଦ୍ୱିତୀୟ ତାଲିକା ଜାରି କରିଛି। ଏହି ତାଲିକାରେ ଆସାମ, ମଧ୍ୟପ୍ରଦେଶ ଓ ରାଜସ୍ଥାନର ପ୍ରାର୍ଥୀଙ୍କୁ ମିଶାଇ ମୋଟ ୪୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହି ତାଲିକାରେ ୩ ଜଣ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କୁ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଦୟାକର ମା’…ମୋତେ ଆଉ ମାଡ଼ ମାରେ ନାହିଁ; ବୋହୂ ଆଗରେ ନେହୁରା ହେଲା ଶ୍ବଶୁର

ବେଙ୍ଗାଲୁରୁ: ଛୋଟ ବେଳୁ ନିଜ ପିଲାର ଭବିଷ୍ୟତ ଗଢ଼ିବା ପାଇଁ ଲାଗିପଡ଼ନ୍ତି ମାତାପିତା। ନିଜର ଖୁସି ଭୁଲି ପୁଅ ବା ଝିଅକୁ କେଉଁଥିରେ ଖୁସି ମିଳୁଛି, ତାହା ଜାଣିବାରେ ମାତାପିତାଙ୍କ ଅଧା ଜୀବନ ବିତିଯାଏ। ଏତେ ସବୁ କରିବା ପରେ ସେମାନଙ୍କର କେବଳ ଗୋଟାଏ ଜିନିଷ ପାଇବାକୁ ଇଚ୍ଛା ଥାଏ, ତାହା…
ଅଧିକ ଖବର ଦେଖନ୍ତୁ...

ଇଲେକ୍ଟୋରାଲବଣ୍ଡ ରାୟକୁ କାର୍ଯ୍ୟକାରୀ ନ କରାଯାଉ: ସୁପ୍ରିମକୋର୍ଟ ବାର ଆସୋସିଏସନ ସଭାପତି ରାଷ୍ଟ୍ରପତିଙ୍କୁ ଲେଖିଲେ…

ନୂଆଦିଲ୍ଲୀ: ଇଲେକ୍ଟୋରାଲବଣ୍ଡ ରାୟକୁ କାର୍ଯ୍ୟକାରୀ ନ କରିବାକୁ ସୁପ୍ରିମକୋର୍ଟ ବାର ଆସୋସିଏସନ ସଭାପତି ଆଦିଶ ଅଗ୍ରୱାଲ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି। ଅଗରୱାଲା ତାଙ୍କ ଚିଠିରେ କହିଛନ୍ତି ଯେ ସାମ୍ବିଧାନିକ ଅସ୍ଥିରତା ସୃଷ୍ଟି କରୁଥିବା ଏବଂ ସଂସଦର ମହିମାକୁ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନୀ ଡଙ୍ଗାରୁ ଜବତ ହେଲା ୪୮୦ କୋଟିର ଡ୍ରଗ୍ସ, ୬ ଗିରଫ

ପୋରବନ୍ଦର : ଗୁଜରାଟର ପୋରବନ୍ଦର ଉପକୂଳରୁ ୩୫୦ କିଲୋମିଟର ଦୂର ଆରବସାଗରରୁ ଏକ ପାକିସ୍ତାନୀ ବୋଟରୁ ବିପୁଳ ପରିମାଣର ଡ୍ରଗ୍ସ ଜବତ ହୋଇଛି । ଗୁଜରାଟ ଏଟିଏସ୍, ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଏନସିବିର ମିଳିତ ଅପରେସନରେ ଉକ୍ତ ବୋଟରେ ଥିବା ୬ ଜଣ ପାକିସ୍ତାନୀଙ୍କୁ ଗିରଫ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...