Daily Archives

March 14, 2024

ମେଣ୍ଟ ନହେଲେ.. ଓଡ଼ିଶାରେ ବିଜେପି ୧୩, ବିଜେଡ଼ି ୮ଟି ଲୋକସଭା ଆସନ ଜିତିବା ସମ୍ଭାବନା : ସର୍ଭେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଓଡ଼ିଶାରେ ବଜେପି-ବିଜେଡି ମେଣ୍ଟ ହେବା ନେଇ ଗତ କିଛି ଦିନ ହେବ ରାଜ୍ୟରାଜନୀତିରେ ଚର୍ଚ୍ଚା ଲାଗିରହିଛି । ଏପରି ସ୍ଥିତିରେ ନ୍ୟୁଜ-୧୮ର ଏକ ଜନମତ ସର୍ଭେ ପ୍ରକାଶ ପାଇଛି । ଏହି ସର୍ଭେରେ କୁହାଯାଇଛି ଯେ ଯଦି ମେଣ୍ଟ ନହୁଏ ଓ ଉଭୟ ଦଳ ଅଲଗା…
ଅଧିକ ଖବର ଦେଖନ୍ତୁ...

ଟ୍ରମ୍ପ୍ ଜିତିଲେ ଚାଲିଯିବ କି ଭାରତବାସୀଙ୍କ ସୁଖର ଦିନ ? ୧୧ ଲକ୍ଷ ଭାରତୀୟଙ୍କୁ ଗ୍ରୀନ୍ କାର୍ଡ ମିଳିବା ହେବ କଷ୍ଟକର

ୱଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଚଳିତ ବର୍ଷ ନଭେମ୍ବରରେ ହେବାକୁ ଯାଉଛି। ରିପବ୍ଲିକାନ୍ ପାର୍ଟିର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ୱାଶିଂଟନ ରାଜ୍ୟରେ ଆବଶ୍ୟକ ହେଉଥିବା ୧୨୧୫ ଡେଲିଗେଟସ୍ ଙ୍କ ସମର୍ଥନ ହାସଲ କରି ସାରିଛନ୍ତି। ଅପରପକ୍ଷରେ ଡେମୋକ୍ରାଟିକ ପାର୍ଟିର…
ଅଧିକ ଖବର ଦେଖନ୍ତୁ...

ଯାତ୍ରା ସମୟରେ ଚା’ ଓ କଫି ପିଇବାର ଅଭ୍ୟାସ ଥିବା ଯାତ୍ରୀଙ୍କୁ ଚେତାବନୀ ଦେଲେ ବିମାନ କର୍ମଚାରୀ

ନୂଆଦିଲ୍ଲୀ: ନିକଟରେ ଜଣେ ବିମାନ କର୍ମଚାରୀ ବିମାନରେ ଦିଆଯାଉଥିବା ଚା’ ଓ କଫିର ଗୁଣବତ୍ତା ବିଷୟରେ ଆଲୋଚନା କରି ଯାତ୍ରୀଙ୍କୁ ଚେତ‌ାବନୀ ଦେଇଛନ୍ତି। ବିମାନ କର୍ମଚାରୀ ସିଏରା ମିଷ୍ଟଙ୍କ ଏକ ଭିଡିଓ ନିକଟରେ ଭାଇରାଲ ହୋଇଛି। ଯେଉଁଥିରେ ସେ ଯାତ୍ରୀମାନଙ୍କୁ ବିମାନରେ ଚା ଏବଂ କଫି ପରି ଗରମ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁପାଲି ଛପନ ପ୍ରହରୀ ନାମଯଜ୍ଞ: ଦ୍ବିତୀୟ ଦିବସରେ ଚାରଣ ପାର୍ଥସାରଥୀ ମହାନ୍ତିଙ୍କ ଦିବ୍ୟ ପ୍ରବଚନ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନ୍ଦୁପାଲି ଗ୍ରାମରେ ଛପନ ପ୍ରହରୀ ବିଶ୍ଵଶାନ୍ତି ନାମଯଜ୍ଞର ଦ୍ବିତୀୟ ଦିବସରେ ପଦ୍ମଶ୍ରୀ ଚତୁର୍ଭୁଜ ମେହେରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଛନ୍ତି। ଏହି ଅବସରରେ ଆୟୋଜିତ ପ୍ରବଚନ କାର୍ଯ୍ୟକ୍ରମରେ ଓଡ଼ିଶାର…
ଅଧିକ ଖବର ଦେଖନ୍ତୁ...

ନବୀନ ନିବାସରେ ବୈଠକ: ବିଜେଡି ସଭାପତିଙ୍କୁ ରିପୋର୍ଟ ଦେଲେ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ

ଭୁବନେଶ୍ବର: ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଆଜି ସନ୍ଧ୍ୟାରେ ଦଳୀୟ ପର୍ଯ୍ୟବେକ୍ଷକମାନେ ରିପୋର୍ଟ ପ୍ରଦାନ କରିଛନ୍ତି। ନବୀନ ନିବାସରେ ଆଜି ସନ୍ଧ୍ୟାରେ ବୈଠକ ପରେ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମକୁ ଏହା କହିଛନ୍ତି। ସେ କହିଛନ୍ତି ଯେ, ବେଠକରେ ଦଳର ବରିଷ୍ଠ…
ଅଧିକ ଖବର ଦେଖନ୍ତୁ...

ଗର୍ଭପାତ ନେଇ ମାମଲା ରୁଜୁ; କ୍ବାକ୍‌, ଶଶୁର କୋର୍ଟ ଚାଲାଣ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଧୀନସ୍ଥ କଲିଆପଦର ଗ୍ରାମର ଜଣେ ଯୁବତୀଙ୍କୁ ବଳପୂର୍ବକ ଗର୍ଭପାତ କରାଇଥିବା ଅଭିଯୋଗକୁ ନେଇ ଥାନାରେ ମାମଲା ରୁଜୁ ହେବା ପରେ ଏହି ଘଟଣାରେ ସମ୍ପର୍କୀୟ ଶଶୁର ଏବଂ କ୍ବାକ୍‌କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅପରପକ୍ଷରେ ପିଡ଼ିତାଙ୍କ ସ୍ୱାମୀ…
ଅଧିକ ଖବର ଦେଖନ୍ତୁ...

ପୋଡକାଷ୍ଟରେ ଭୁଲ ତଥ୍ୟ ଦେଇ ୩କୋଟି ଫଲୋୟର୍ସଙ୍କୁ ଠକିଛନ୍ତି ସାମନ୍ଥା; ଅଭିନେତ୍ରୀଙ୍କୁ ଟାର୍ଗେଟ କଲେ ଡାକ୍ତର

ମୁମ୍ବାଇ: ଗତ କିଛି ବର୍ଷ ହେବ ସାଉଥ ଷ୍ଟାର ସମାନ୍ଥା ରୁଥ ପ୍ରଭୁ ଚର୍ଚ୍ଚାରେ ରହିଛନ୍ତି। ବ୍ୟକ୍ତିଗତ ଜୀବନ ହେଉ କି ପେସାଦାର ଜୀବନ, ବିଭିନ୍ନ କାରଣ ପାଇଁ ସାମନ୍ଥ‌ା ଆଲୋଚନାର ବିଷୟ ପାଲଟିଛନ୍ତି। ଏବେ ତାଙ୍କର ଏକ ପୋଡକାଷ୍ଟକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି ଅଭିନେତ୍ରୀ। ଯକୃତକୁ ସଫା…
ଅଧିକ ଖବର ଦେଖନ୍ତୁ...

ନକ୍ସଲ-ଯବାନଙ୍କ ମଧ୍ୟରେ ଗୁଳିବିନିମୟ: ମାଓ ସାମଗ୍ରୀ ଜବତ, କ୍ରସ ଫାଇରିଂରେ ଜଣେ ସ୍ଥାନୀୟ ମହିଳା ଆହତ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ବୋଡଗା ଜଂଗଲରେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ବହୁ ନକ୍ସଲ ଆହତ ହୋଇଥିବା ସୂଚନା ମିଳିଛି। ଜଣେ ସ୍ଥାନୀୟ ମହିଳା ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ଅନୁଯାୟୀ ଭେରମଗଡ ମାଓ ସଂଗଠନର…
ଅଧିକ ଖବର ଦେଖନ୍ତୁ...

ଶାହାଜାହାଁ ଶେଖକୁ ୮ ଦିନିଆ ରିମାଣ୍ଡରେ ନେଲା ସିବିଆଇ

କୋଲକାତା: ପୂର୍ବତନ ଟିଏମସି ନେତା ତଥା ସନ୍ଦେଶଖାଲି ମାମଲାର ଅଭିଯୁକ୍ତ ଶେଖ୍ ଶାହାଜାହାଁର ସମସ୍ୟା ବଢିବାରେ ଲାଗିଛି । ଆଜି ପୁଣି ଥରେ ତାର ଜାମିନ ଆବେଦନ ଖାରଜ ହେବା ସହ ତାକୁ ୮ ଦିନ ପାଇଁ ସିବିଆଇକୁ ପଠାଇ ଦିଆଯାଇଛି। ଇଡି ଅଧିକାରୀଙ୍କ ଆକ୍ରମଣ ମାମଲାରେ ଶାହାଜାହାନ ସିବିଆଇ ରିମାଣ୍ଡରେ…
ଅଧିକ ଖବର ଦେଖନ୍ତୁ...