Daily Archives

March 16, 2024

ଘୁ.ଉଦୟଗିରି ଅଞ୍ଚଳରେ କାଳବୈଶାଖୀ ପ୍ରଭାବ, ପ୍ରବଳ ପବନ, ସହ କୁଆପଥର ବର୍ଷା

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ଆଜି ସକାଳୁ ଆକାଶ ମେଘୁଆ ରହିବା ସହ ତୁହାକୁ ତୁହା ବର୍ଷା ହେବା ସହ ଅପରାହ୍ନରେ ଆକାଶରେ କଳାହାଣ୍ଡିଆ ବାଦଲ ଦେଖାଦେବା ସହ ପ୍ରବଳ ବେଗରେ ପବନ ବୋହି ଘଡଘଡି ବିଜୁଳି ମାରିବା ସହ ପ୍ରବଳ କୁଆପଥର ବର୍ଷା ଦୀର୍ଘ ଏକଘଣ୍ଟା ଧରି ହୋଇଥିଲା। ରାସ୍ତାଘାଟ…
ଅଧିକ ଖବର ଦେଖନ୍ତୁ...

‌ଲୋକସଭା ନିର୍ବାଚନ ୨୦୨୪: ପଶ୍ଚିମବଙ୍ଗରେ ୭ ପର୍ଯ୍ୟାୟରେ ମତଦାନ

‌ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିସନ ୧୮ ତମ ଲୋକସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ନିର୍ବାଚନ ତାରିଖ ଘୋଷଣା କରି କହିଛନ୍ତି, ସାରା ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ଓ…
ଅଧିକ ଖବର ଦେଖନ୍ତୁ...

୧୩ଟି ରାଜ୍ୟର ୨୬ଟି ବିଧାନସଭା ଆସନରେ ଉପନିର୍ବାଚନ ହେବ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଶନିବାର ଲୋକସଭା ନିର୍ବାଚନ ଓ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏହା ସହ ବିହାର ଓ ଗୁଜରାଟ ସମେତ ୧୩ଟି ରାଜ୍ୟର ୨୬ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର…
ଅଧିକ ଖବର ଦେଖନ୍ତୁ...

୫୦ସେକେଣ୍ଡର ବିଜ୍ଞାପନ ପାଇଁ ୫କୋଟି ନେଉଛନ୍ତି ନୟନତାରା

ମୁମ୍ବାଇ: ପୂର୍ବରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ହିରୋଙ୍କ ପାରିଶ୍ରମିକ ହିରୋଇନଙ୍କ ତୁଳନାରେ ଅଧିକ ଥିଲା। ଏଥିସହିତ ହିରୋଙ୍କ ତୁଳନାରେ ଚଳଚ୍ଚିତ୍ରରେ ହିରୋଇନଙ୍କ ଭୂମିକା ମଧ୍ୟ କମ୍ ରହୁଥିଲା। କିନ୍ତୁ ଏବେ ପାରିଶ୍ରମିକ ହେଉ କିମ୍ବା ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ର ହେଉ, ଅଭିନେତ୍ରୀମାନଙ୍କୁ ସମାନ…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ର-ଅରୁଣାଚଳ-ସିକିମ୍-ଓଡ଼ିଶା: ୪ ରାଜ୍ୟରେ ବିଧାନସଭା ନିର୍ବାଚନ, କେବେ ଜାଣନ୍ତୁ

ନୂଆଦିଲ୍ଲୀ: ୧୮ ତମ ଲୋକସଭା ପାଇଁ ନିର୍ବାଚନ ତାରିଖ ଭାରତର ନିର୍ବାଚନ କମିସନ ଘୋଷଣା କରିଛନ୍ତି । ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ନିର୍ବାଚନ ତାରିଖ ଘୋଷଣା କରି କହିଛନ୍ତି, ସାରା ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ଓ ଜୁନ…
ଅଧିକ ଖବର ଦେଖନ୍ତୁ...

ଘୁ.ଉଦୟଗିରି ଉପଖଣ୍ଡ ଘୋଷଣା ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟିର ୨୪ଘଣ୍ଟିଆ ବନ୍ଦ ଡାକରା ସଫଳ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିକୁ ଉପଖଣ୍ଡ ଘୋଷଣା ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୨୪ଘଣ୍ଟିଆ ଘୁ.ଉଦୟଗିରି ବନ୍ଦ ଡାକରା ଦିଆଯାଇଥିବା ବେଳେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦ ଫଳରେ ସାରା ଅଞ୍ଚଳରେ ଜୀବନଯାତ୍ରା ଠପ ହୋଇଯାଇଥିଲା। କଳିଙ୍ଗାଠାରେ ସମସ୍ତ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା : ମେ ୧୩ ଓ ୨୦ରେ କେଉଁ କେଉଁ ଆସନରେ ଭୋଟ ଗ୍ରହଣ ହେବ ଜାଣନ୍ତୁ

ଭୁବନେଶ୍ବର : ଦେଶରେ ସାଧାରଣ ନିର୍ବାଚନ ଓ ଓଡ଼ିଶା ସମେତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ । ସାରା ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଓଡ଼ିଶାରେ ଯେଉଁ ୪ଟି…
ଅଧିକ ଖବର ଦେଖନ୍ତୁ...

ତୃତୀୟ-ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାର ଏହି ଅଞ୍ଚଳରେ ହେବ ମତଦାନ

ନୂଆଦିଲ୍ଲୀ/ ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତର ନିର୍ବାଚନ କମିସନ। ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ସାରା ଦେଶରେ ମୋଟ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ…
ଅଧିକ ଖବର ଦେଖନ୍ତୁ...

ଆଗୁଆ ଜାମିନ ମିଳୁନଥିବାରୁ ଗିରଫ ଡରରେ ଦୁବାଇରେ ଲୁଚିଛନ୍ତି ରାଖି: ପୂର୍ବ ସ୍ୱାମୀ ଆଦିଲ

ମୁମ୍ବାଇ: ଗତ କିଛି ଦିନ ହେବ ବିବାଦୀୟ ରାଣୀ ରାଖି ସାୱନ୍ତଙ୍କ ପୂର୍ବତନ ସ୍ବାମୀ ଆଦିଲ ଖାନ୍ ଦୁରାନୀ ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ତଳେ ଖବର ମିଳିଥିଲା ଯେ, ଆଦିଲ୍ ଲୁଚି କରି ଦ୍ବିତୀୟ ବିବାହ କରିଛନ୍ତି। ବିଗ୍ ବସର ପୂର୍ବତନ ପ୍ରତିଯୋଗୀ ସୋମି ଖାନଙ୍କୁ ସେ ବିବାହ କରିଥିବା…
ଅଧିକ ଖବର ଦେଖନ୍ତୁ...

ଆଜିଠାରୁ ଆୟୁଷ୍ମାନ କାର୍ଡ ମାଗଣା ସ୍ବାସ୍ଥ୍ୟ ସେବା ଏହି ରାଜ୍ୟରେ ବନ୍ଦ: ୫୭୫ ଘରୋଇ ହସ୍ପିଟାଲରେ କରାଯିବନି ଗ୍ରହଣ,…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ବାରା ଜାରି ହୋଇଥିବା ଆୟୁଷ୍ମାନ କାର୍ଡ ‌‌‌‌‌‌‌‌ମାର୍ଚ୍ଚ ୧୬ଠାରୁ ହରିୟାଣାରେ କାର୍ଯ୍ୟ କରିବା ବନ୍ଦ ହୋଇଛି। ଫଳରେ ଏହା ଅନ୍ତର୍ଗତ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଆଉ…
ଅଧିକ ଖବର ଦେଖନ୍ତୁ...