Daily Archives

March 21, 2024

ଭାଙ୍ଗିଯିବ କି ଶେହବାଜ ସରିଫଙ୍କ ସରକାର ? ଇମ୍ରାନଙ୍କ ଦାବି ପରେ ତେଜିଲା ରାଜନୀତି

ଇସ୍ଲାମାବାଦ : ବେଶ କିଛି ଦିନ ଧରି ଅନିଶ୍ଚିତତା ରହିବା ପରେ ଚଳିତ ମାସରେ ହିଁ ପାକିସ୍ତାନରେ ନୂଆ ସରକାର ଗଠନ ହୋଇଛି। ପାକିସ୍ତାନ ମୁସଲିମ୍ ଲିଗ୍ (ଏମ୍)ର ଶେହବାଜ ସରିଫ୍ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସରକାର ଗଠନ ହେବାର ମାସେ ବିତିନଥିବା ବେଳେ ଖୁବଶୀଘ୍ର…
ଅଧିକ ଖବର ଦେଖନ୍ତୁ...

ନର୍ସରି ଛାତ୍ରକୁ ନିସ୍ତୁକ ମାଡ଼ ମାରିଲେ ଘରୋଇ ବିଦ୍ୟାଳୟର ଶିକ୍ଷକ, ଅଭିଯୁକ୍ତ ଗିରଫ

ରାଇଘର: ଶିକ୍ଷା ଅନୁଷ୍ଠାନକୁ ଦଣ୍ଡ ମୁକ୍ତ ଅଂଚଳ ଭାବେ ସରକାର ଘୋଷଣା କରିଥିବା ବେଳେ ଘରୋଇ ବିଦ୍ୟାଳୟର ଜଣେ ଶିକ୍ଷକ ୫ ବର୍ଷ ବୟସର ଶିଶୁକୁ ନିସ୍ତୁକ ମାଡ଼ ମାରିବା ଘଟଣା ପଦାକୁ ଆସିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ ହାଟଭରାଣ୍ଡିସ୍ଥିତ ସହିଦ…
ଅଧିକ ଖବର ଦେଖନ୍ତୁ...

ଜୀବନ୍ତ ହେବେ ବହୁ ସ୍ବର୍ଗତଃ ନେତା, ଲୋକସଭା ନିର୍ବାଚନରେ କରିବେ ପ୍ରଚାର

ନୂଆଦିଲ୍ଲୀ: କିଛି ଦିନ ପରେ ଦେଶର ୧୮ ତମ ଲୋକସଭା ପାଇଁ ମତଦାନ ହେବ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ଜୋରଦାର୍ ପ୍ରଚାର କରାଯାଉଛି। ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ କେତେକ ସ୍ବର୍ଗତଃ ନେତାଙ୍କୁ ନିର୍ବାଚନୀ ପ୍ରଚାର କାର୍ଯ୍ୟରେ…
ଅଧିକ ଖବର ଦେଖନ୍ତୁ...

ତିନିଟି ଗାଁରେ ପାନୀୟ ଜଳ ଶୋଧନ ୟୁନିଟ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଜଳର ଗୁଣବତ୍ତା ପ୍ରଭାବିତ ହୋଇଥିବା ଗାଁଗୁଡ଼ିକରେ ଗାଁର ମାଲିକାନାରେ ଓ ପରିଚାଳନାରେ ପାନୀୟ ଜଳ ବିଶୋଧନ ୟୁନିଟ୍‌ମାନ ଘରୋଇ ଉଦ୍ୟମରେ ଖୋଲାଯାଉଥିବା ଦେଖିବାକୁ ମିଳିଛି। ଅନ୍ଧାରୁଆ ଗ୍ରାମପଞ୍ଚାୟତର ଅନ୍ଧାରୁଆ ଗାଁ ଓ ଗୋଡ଼ିବାରି (ଦାସପୁର) ଗାଁରେ ଏବଂ…
ଅଧିକ ଖବର ଦେଖନ୍ତୁ...

ଦ୍ବିତୀୟ ଥର ବିବାହ କରିବା ପରେ ଖୁସିରେ ସ୍ତ୍ରୀଙ୍କୁ ଆଲିଙ୍ଗନ କଲେ ଗୋବିନ୍ଦା

ନୂଆଦିଲ୍ଲୀ: ନିକଟରେ ସୁପରଷ୍ଟାର ଗୋବିନ୍ଦା ତାଙ୍କ ସ୍ତ୍ରୀ ସୁନୀତାଙ୍କ ସହ ରିଆଲିଟି ସୋ’ ‘ଡ୍ୟାନ୍ସ ଦିଓ୍ବାନେ ୪’ର ସେଟରେ ପହଞ୍ଚିଥିଲେ। ଏହି ସୋ’ର ଆଗାମୀ ଅଧ୍ୟାୟରେ ଗୋବିନ୍ଦା ଧର୍ମପତ୍ନୀ ସୁନୀତାଙ୍କୁ ପୁଣିଥରେ ମଞ୍ଚ ଉପରେ ବିବାହ କରୁଥିବା ଦେଖିବାକୁ ମିଳିବ। ଏହାର ଭିଡିଓ…
ଅଧିକ ଖବର ଦେଖନ୍ତୁ...

ମୁଁ ମାଗଣାରେ ଚଳଚ୍ଚିତ୍ର ଏବଂ ଧାରାବାହିକ କରିବାକୁ ପ୍ରସ୍ତୁତ ଅଛି: ଅଙ୍କିତା ଲୋଖଣ୍ଡେ

ମୁମ୍ବାଇ: ଫିଲ୍ମ ‘ମଣିକର୍ଣ୍ଣିକା’ ପରେ ମୋତେ କାମ ମିଳୁନି। ମୁଁ କାହାକୁ କାମ ବି ମାଗିପାରିବିନି। ଏକ ସାକ୍ଷାତକାରରେ ଏଭଳି କହିଥିବା ଲୋକପ୍ରିୟ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବେ ମାଗଣାରେ କାମ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ପବିତ୍ର ରିସ୍ତା ଧାରାବାହିକରେ ଅର୍ଚ୍ଚନା…
ଅଧିକ ଖବର ଦେଖନ୍ତୁ...

ଓସ୍‌ଜାର ନୂଆ କର୍ମକର୍ତ୍ତା: ସନ୍ଦୀପ ମିଶ୍ର ସଭାପତି, ସୁରେଶ ସ୍ବାଇଁ ସମ୍ପାଦକ

ଭୁବନେଶ୍ବର: ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସ୍‌ଜେଏଫଆଇ)ର ଏକମାତ୍ର ଅନୁବନ୍ଧିତ ରାଜ୍ୟ ସଂଘ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ୧୧ଶ ପ୍ରତିଷ୍ଠା ଦିବସ ଅବସରରେ ଗୁରୁବାର ଏହାର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ୍‌) ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୨୦୨୪-୨୬…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ନେତା ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର, ସୂଚନା ଦେଲେ ସମ୍ବିତ

ଭୁବନେଶ୍ବର: ବରିଷ୍ଠ ନେତା ଡ. ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଏନେଇ ନେଇ ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟ ଗୁରୁବାର ସନ୍ଧ୍ୟାରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସମ୍ବିତ କହିଛନ୍ତି ଯେ, ସକାଳ ଅପେକ୍ଷା ସ୍ଥିତି ବର୍ତ୍ତମାନ ଭଲ ଅଛି। ଡାକ୍ତରମାନେ ଚେଷ୍ଟା…
ଅଧିକ ଖବର ଦେଖନ୍ତୁ...

୧୦ମ ସମନ ଦେବାକୁ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଘରେ ପହଞ୍ଚିଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ୧୦ମ ସମନ ଦେବା ପାଇଁ ଇଡି ଟିମ୍ ଗୁରୁବାର (ମାର୍ଚ୍ଚ ୨୧, ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚିଥିଲା। ଏହି ମାମଲାରେ ପଚରାଉଚରା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ୯ଟି…
ଅଧିକ ଖବର ଦେଖନ୍ତୁ...

ନେଟ୍ ଚାଲିବ ରକେଟ ସ୍ପିଡ୍ ରେ, ୧ ମିନିଟ୍ ରେ ହେବ ୯୦ ଫିଲ୍ମ ଡାଉନଲୋଡ୍

ବେଜିଂ: ନେଟ୍ ୟୁଜର୍ସଙ୍କ ପାଇଁ ଖୁସି ଖବର ଆସିଛି। ଚୀନ୍ ବିଶ୍ବର ହାଇସ୍ପିଡ୍ ଇଣ୍ଟରନେଟ୍ ସର୍ଭିସ୍ ୟୁଜର୍ସଙ୍କୁ ଯୋଗାଇ ଦେଉଛି। ଏହା ଏକ କ୍ଳାଉଡ୍ ବ୍ରୋଡ୍ ବ୍ୟାଣ୍ଡ୍। ଏହା ରକେଟ୍ ସ୍ପିଡ୍ ରେ ଚାଲିଥାଏ। ଏକ ମିନିଟ୍ ରେ ଏହା ଦ୍ବାରା ୯୦ଟି ୮୦ କେ ଫିଲ୍ମ ଡାଉନଲୋଡ୍ ହୋଇ ପାରିବ। ଏହି…
ଅଧିକ ଖବର ଦେଖନ୍ତୁ...