Daily Archives

March 23, 2024

ଯାହା ହୋଇଛି କଂଗ୍ରେସ ଅମଳରେ, ଆମ ଯୋଜନାକୁ କେନ୍ଦ୍ର ଓ ରାଜ୍ୟ ହାଇଜାକ କରି ବାହାବା ନେଉଛି: ତାରା  

ଜୟପୁର: ରାଜ୍ୟରେ ୨୪ବର୍ଷ ବିଜେଡି ଓ କେନ୍ଦ୍ରରେ ୯ବର୍ଷ ବିଜେପି ନେତୃତ୍ବାଧୀନ ସରକାର ଯାହା କରି ପାରିନି କଂଗ୍ରେସ ଯଦି ଜିତିବ ତେବେ ଗ୍ୟାରେଣ୍ଟି ଦେଇ କରିକି ଦେଖାଇବ। ଆମ ଯୋଜନାକୁ କେନ୍ଦ୍ର ଓ ରାଜ୍ୟସରକାର ହାଇଜାକ କରି ନାଁ ପରିବର୍ତ୍ତନ କରି ନିଜେ କରିବା ବାହାବା ନେଉଛନ୍ତି। ଲୋକେ…
ଅଧିକ ଖବର ଦେଖନ୍ତୁ...

ଅମୂଲ ଅନ୍ତର୍ଜାତୀୟ ବଜାରରେ ପାଦ ଦେଲା: ଆମେରିକା ଲୋକେ ଚାଖିବେ ସ୍ବାଦ

ନୂଆଦିଲ୍ଲୀ: ପ୍ରସିଦ୍ଧ ଘରୋଇ ଦୁଗ୍ଧ ବ୍ରାଣ୍ଡ ଅମୂଲ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି। ଆମେରିକାର ଲୋକଙ୍କୁ ଅମୂଲ ଏହାର ଉତ୍ପାଦର ସ୍ବାଦ ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଛି। ଅମୂଲ ଚଳାଉଥିବା ଗୁଜୁରାଟ କୋ-ଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ୍…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୨୦୨୪: ହାଇଦ୍ରାବାଦ୍‌ ବିପକ୍ଷରେ ୪ ରନ୍‌ରେ କୋଲକାତା ବିଜୟୀ

କୋଲକାତା: ଆଇପିଏଲ୍ ୨୦୨୪ର ତୃତୀୟ ମ୍ୟାଚ୍‌ରେ ଶନିବାର ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୪ ରନ୍‌ରେ ହରାଇ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ବିଜୟୀ ହୋଇଛି। କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ହାଇଦ୍ରାବାଦ୍‌ ଟିମ୍‌ ୨୦୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। କିନ୍ତୁ ଦଳ…
ଅଧିକ ଖବର ଦେଖନ୍ତୁ...

ବିହାର ସରକାରଙ୍କ ଅଜବ ନିର୍ଦ୍ଦେଶ, ହୋଲିରେ ଖୋଲା ରହିବ ସ୍କୁଲ୍

ପାଟନା: ବିହାରର ଶିକ୍ଷା ବିଭାଗ ଆଜିକାଲି ନିଜ ନିର୍ଦ୍ଦେଶକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛି। ଏବେ ପୁଣି ଥରେ ଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶ ଆସିଛି, ଯାହାକୁ ନେଇ ବିଶେଷ କରି ଶିକ୍ଷକମାନେ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିହାରରେ ହୋଲି ରେ ମଧ୍ୟ ସ୍କୁଲ ଖୋଲା ରହିବ ।…
ଅଧିକ ଖବର ଦେଖନ୍ତୁ...

ନବାଗତମାନଙ୍କୁ ୧୫ମିନିଟ ଦେଖା କରିବାକୁ ୧ଲକ୍ଷ ଟଙ୍କା ନେବି, ମାଗଣାରେ କାମ କରିହେବ ନାହିଁ: ଅନୁରାଗ କଶ୍ୟପ

ମୁମ୍ବାଇ: ସବୁ‌ବେଳେ ଭିନ୍ନ ଧରଣର ଚଳଚ୍ଚିତ୍ର ନିର୍ମାଣ କରିବାକୁ ପସନ୍ଦ କରୁଥିବା ଅନୁରାଗ କଶ୍ୟପ ବଲିଉଡର ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତାମାନଙ୍କ ମଧ୍ୟରୁ ଜଣେ। ସୋସିଆଲ ମିଡିଆରେ ଖୋଲାଖୋଲି ଭାବେ ନିଜର ମତ ରଖୁଥିବା ଅନୁରାଗ କଶ୍ୟପ ପୁଣି ଥରେ ଏବେ ଚର୍ଚ୍ଚାକୁ ଆସିଛନ୍ତି। ବଲିଉଡକୁ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ପାଇବେ ଡିଜିପି ଡିକ୍ସ ମେଡାଲ

ଭଦ୍ରକ: ଭଦ୍ରକ ଜିଲ୍ଲାର କର୍ତ୍ତବ୍ୟରତ ସିଟି ଡିଏସପି ଅଂଶୁମାନ ଦ୍ୱିବେଦୀ ପାଇବେ ଚଳିତ ୨୦୨୩-୨୪ ବର୍ଷ ପାଇଁ ଡିଜିପି ଡିକ୍ସ ମେଡାଲ। ଏଥି ପାଇଁ ତାଙ୍କୁ ରାଜ୍ୟ ସ୍ଥରରେ ମନୋନୀତ କରାଯାଇଛି। ଆସନ୍ତା ଏପ୍ରିଲ ୧ ତାରିଖରେ ଏକ ସ୍ବତନ୍ତ୍ର ରାଜ୍ୟସ୍ତରୀୟ ଉତ୍ସବରେ ତାଙ୍କୁ ଏହି ମେଡାଲ ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

କ୍ରିଷ୍ଣାରୁ କେଜ୍ରିୱାଲ ଆଉ ଏବେ ଜେଲରେ: ୫୬ ବର୍ଷର ସଂଘର୍ଷମୟ ଅକୁହା କାହାଣୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ସମ୍ପ୍ରତି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ହେପାଜତରେ ଅଛନ୍ତି। ମଦ ନୀତି ସ୍କାମ ମାମଲାରେ ଇଡି ତାଙ୍କୁ ଗିରଫ କରିଛି। ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଦିଲ୍ଲୀ ରାଜସ୍ୱ କୋର୍ଟ ତାଙ୍କୁ ଇଡି…
ଅଧିକ ଖବର ଦେଖନ୍ତୁ...

ସରୁନି ଦାଦନ ଦୁଃଖ: ୩ ଦିନ ହେଲା କେରଳରେ ପଡ଼ିଛି ମୃତଦେହ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ମରୁଆଁ ଗ୍ରାମର ତେତେଲପଡ଼ାର ସତ୍ୟନାରାୟଣ ଧୁବଲ(୪୦)ଙ୍କ କେରଳରେ ମୃତ୍ୟୁ ଘଟିଛି। ସେଠାକାର ଏକ ସରକାରୀ ଡାକ୍ତରଖାନାରେ ୩ ଦିନ ହେଲା ମୃତଦେହ ପଡ଼ିରହିଥିବା ଜଣାପଡ଼ିଛି। ପରିବାରବର୍ଗ ନିହାତି ଗରିବ ଶ୍ରେଣୀର ହୋଇଥିବା ବେଳେ ମୃତଦେହ ଆଣିବାରେ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ : ରାସାୟନିକ କାରଖାନାରେ ବିସ୍ଫୋରଣ, ୫ ଶ୍ରମିକ ଜୀବନ୍ତ ଦଗ୍ଧ

ଜୟପୁର: ରାଜସ୍ଥାନର ଜୟପୁର ଜିଲ୍ଲାରେ ଥିବା ଏକ ରାସାୟନିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କର ମୃତ୍ୟୁ ଘଟିଛି। ଅଗ୍ନିକାଣ୍ଡ ଖବର ପାଇବା ପରେ ଘଟଣାସ୍ଥଳକୁ ଦମକଳ ବାହିନୀ ପଠାଯାଇଛି। ଏହି ଘଟଣାରେ ଆଉ କିଛି ଲୋକ ଗୁରୁତର ଥିବା ଖବର ମଧ୍ୟ ଏଠାରେ ସାମ୍ନାକୁ ଆସିଛି । ସମସ୍ତ…
ଅଧିକ ଖବର ଦେଖନ୍ତୁ...

ମେନ୍ ଲାଇନରେ ଅଟକି ଗଲା ଟ୍ରେନ୍, ଠେଲିଠେଲି ଲୋକେ ଷ୍ଟେସନକୁ ନେଲେ,ଭିଡ଼ିଓ ଭାଇରାଲ

ଆମେଠି: ଆମେଠିରେ ଗୁରୁବାର ବିଳମ୍ବିତ ରାତିରେ ବାରାଣାସୀରୁ ଲକ୍ଷ୍ନୌକୁ ଯାଉଥିବା ସ୍ପେଶାଲ ସିକ୍ୟୁରିଟି ଟାୱାର ୱାଗନ୍ ମୋଟର ବିଫଳତା ଯୋଗୁ ଷ୍ଟେସନ ବାହାରେ ଅଟକି ଯାଇଥିଲା। ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ରେଳ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ୱାଗନକୁ ଠେଲିଠେଲି ଷ୍ଟେସନକୁ…
ଅଧିକ ଖବର ଦେଖନ୍ତୁ...