Daily Archives

March 24, 2024

ଭଲ ଭାବରେ ନିର୍ବାଚନ ଲଢ଼ିବୁ: ମନମୋହନ ସାମଲ

ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ଜୋରଦାର ଲଢ଼ାଇ କରିବ। ଓଡ଼ିଶାର ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଅବତୀର୍ଣ୍ଣ କରାଇବ। ଆମେ ଭଲ ଭାବରେ ନିର୍ବାଚନ ଲଢ଼ିବୁ। ନୂଆଦିଲ୍ଲୀରେ ଅନୁଷ୍ଠିତ ବିଜେପିର ବୈଠକରେ…
ଅଧିକ ଖବର ଦେଖନ୍ତୁ...

ଆଇସିଇ: ଆୟକର, ସିବିଆଇ, ଇଡି କାରଣରୁ ନେତାମାନେ ବିଜେପିକୁ ଯାଉଛନ୍ତି: ସୁପ୍ରିୟା ସୁଲେ

ବାରାମତୀ: ବିରୋଧୀ ଦଳର ନେତାମାନେ ବିଜେପିକୁ ଯାଉନାହାନ୍ତି କାରଣ ସେମାନେ ଏହାର ଆଦର୍ଶକୁ ପସନ୍ଦ କରନ୍ତି, ବରଂ ’ଆଇସିଇ- ଆୟକର, ସିବିଆଇ ଏବଂ ଇଡି’ କାରଣରୁ ସେମାନେ ବିଜେପିକୁ ଯାଉଛନ୍ତି ବୋଲି ତିନି ଥର ସାଂସଦ ହୋଇଥିବା ସୁପ୍ରିୟା ସୁଲେ ଆଜି ଜାତୀୟ ଟିଭି ଚ୍ୟାନେଲ ଏନଡିଟିଭିକୁ କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୨୦୨୪: ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସକୁ ୨୦ ରନ୍‌ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

ଜୟପୁର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୪ର ଚତୁର୍ଥ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ରବିବାର ଭଲ ପ୍ରଦର୍ଶନ କରି ବିଜୟୀ ହୋଇଛି। ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସକୁ ୨୦ ରନ୍‌ରେ ପରାସ୍ତ କରିଛି। ୧୯୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା…
ଅଧିକ ଖବର ଦେଖନ୍ତୁ...

ହୀରାକୁଦରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା: ସ୍ଥିତି ସମୀକ୍ଷା କଲେ ୨ ଜଣିଆ ବିଶେଜ୍ଞ ଡାକ୍ତର

ସମ୍ବଲପୁର: ହୀରାକୁଦରେ ଝାଡାବାନ୍ତି ବ୍ୟାପିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ୨ଜଣିଆ ବିଶେଷଜ୍ଞ ଦଳ ହୀରାକୁଦ ପହଂଚି ସ୍ଥିତି ସମୀକ୍ଷା କରିଛନ୍ତି। ଏହି ୨ଜଣିଆ ଟିମ୍ ପ୍ରଥମେ ହୀରାକୁଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଂଚି ଡାକ୍ତରଙ୍କ ସହ ଆଲୋଚନା କରିବା ପରେ ଓ୍ବାର୍ଡ…
ଅଧିକ ଖବର ଦେଖନ୍ତୁ...

ମା’ ପାଇଁ ୮ ମାସର ଶିଶୁ ଲକ୍ଷାଧିକ ଟଙ୍କା କରୁଛି ରୋଜଗାର

ନୂଆଦିଲ୍ଲୀ: କାହା ଭାଗ୍ୟରେ କ’ଣ ଲେଖା ହୋଇଥାଏ ତାହା ସେଇ ବିଧାତାଙ୍କୁ ହିଁ ଜଣା। କିଏ ଭଲରେ ରହିବାକୁ ମୃତ୍ୟୁ ପର୍ଯ୍ୟନ୍ତ କଠିନ ପରିଶ୍ରମ କରୁଛି ତ ଆଉ କିଏ ଜନ୍ମରୁ ମାନ ସମ୍ମାନ ପାଇବା ସହିତ ଲକ୍ଷାଧିକ ଟଙ୍କା ରୋଜଗାର କରି ପାରୁଛନ୍ତି। ନିକଟରେ ୮ ମାସର ଜଣେ ଶିଶୁକନ୍ୟାଙ୍କ…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ରଯାନ-୩ ଅବତରଣ ସ୍ଥଳକୁ ଏବେ ସରକାରୀ ଭାବେ ‘ଶିବ ଶକ୍ତି’ ନାମରେ ମିଳିଲା ମଞ୍ଜୁରି

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଚନ୍ଦ୍ରଯାନ-୩ ଅଭିଯାନର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରରେ ଅବତରଣ କରିଥିବା ସ୍ଥାନର ଆନ୍ତର୍ଜାତିକ ଜ୍ୟୋତିର୍ବିଜ୍ଞାନ ସଂଘ (ଆଇଏୟୁ)ର ଅନୁମୋଦନ ପରେ ଆନୁଷ୍ଠାନିକ ଭାବେ ‘ଶିବ ଶକ୍ତି’ ନାମରେ ନାମିତ କରାଯାଇଛି। ଅବତରଣ ସ୍ଥଳକୁ ‘ଶିବ…
ଅଧିକ ଖବର ଦେଖନ୍ତୁ...

ମୋ ଆଖିରେ ଲୁହ ଆସିଗଲା: ଆତିଶି

ନୂଆଦିଲ୍ଲୀ: ଏକ୍ସାଇଜ୍ ପଲିସି ଦୁର୍ନୀତି ମାମଲାରେ ଗିରଫ ହେବା ପରେ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରୁ ସରକାର ଚଳାଉଛନ୍ତି। ରବିବାର ସକାଳେ ସେ ଜେଲରୁ ପ୍ରଥମ ଆଦେଶ ଦେଇଛନ୍ତି। ସେ ଜଳ ମନ୍ତ୍ରୀ ଆତିଶି ମାର୍ଲେନାଙ୍କୁ ଏକ ନୋଟ ମାଧ୍ୟମରେ ଏହି ନିର୍ଦ୍ଦେଶ…
ଅଧିକ ଖବର ଦେଖନ୍ତୁ...

ନବୀନ ନିବାସରେ ଯାଜପୁର ଲୋକସଭା କ୍ଷେତ୍ର ପାଇଁ ସମୀକ୍ଷା ବୈଠକ

ଭୁବନେଶ୍ବର: ନବୀନ ନିବାସରେ ଆଜି ସମ୍ବଲପୁର, ସୁନ୍ଦରଗଡ଼ ଓ ଢେଙ୍କାନାଳ ପରେ ଲୋକସଭା ସଂସଦୀୟ କ୍ଷେତ୍ର ଓ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବୈଠକ ଅନୁଷ୍ଠିତ ହୋଇଛି। ଯାଜପୁର ଲୋକସଭା ସଂସଦୀୟ କ୍ଷେତ୍ରର ସାଂସଦ, ବିଧାୟକ ଓ ଦଳର ପର୍ଯ୍ୟବେକ୍ଷକ ଉପସ୍ଥିତ ଅଛନ୍ତି। ଯାଜପୁର ଟାଉନ…
ଅଧିକ ଖବର ଦେଖନ୍ତୁ...

ଶ୍ରୀନଗର ପୁଲିସକୁ ମିଳିଲା ବଡ଼ ସଫଳତା; ଗିରଫ ହେଲେ ୪ଆତଙ୍କବାଦୀ

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରର ଶ୍ରୀନଗର ପୁଲିସ  ସୁରକ୍ଷା ବାହିନୀ ସହିତ ମିଶି ଜୈସ-ଏ-ମହମ୍ମଦ ସଙ୍ଗଠନର ଆତଙ୍କବାଦୀ ମଡ୍ୟୁଲ ଉପରେ ଚଢ଼ାଉ କରି ୪ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ପୁଲିସ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରି ଜୈସ-ଏ-…
ଅଧିକ ଖବର ଦେଖନ୍ତୁ...

ରୁଷିଆର କ୍ଷେପଣାସ୍ତ୍ର ଦେଖିପାରୁଥିବା ବିମାନକୁ ସକ୍ରିୟ କଲା ପୋଲାଣ୍ଡ

ନୂଆଦିଲ୍ଲୀ: ୟୁକ୍ରେନକୁ ଟାର୍ଗେଟ କରି ରୁଷିଆର କ୍ରୁଜ୍‌ କ୍ଷେପଣାସ୍ତ୍ର ନିଜ ଆକାଶ ମାର୍ଗରେ ପ୍ରବେଶ କରିବା ପରେ ପୋଲାଣ୍ଡ ରବିବାର ନିଜର ବିମାନକୁ ସକ୍ରିୟ କରିଛି ବୋଲି ସିଏନ୍‌ଏନ୍‌ ରିପୋର୍ଟ କରିଛି। ପୋଲାଣ୍ଡ ସଶସ୍ତ୍ର ବାହିନୀର ଅପରେସନ୍‌ କମାଣ୍ଡ୍‌ କହିଛି, ମାର୍ଚ୍ଚ ୨୪ ତାରିଖ…
ଅଧିକ ଖବର ଦେଖନ୍ତୁ...