Daily Archives

March 26, 2024

ପ୍ରଳୟଙ୍କରୀ ବନ୍ୟାକୁ ୧୩ ବର୍ଷ ବିତିଲା: ଖଇରିକୁଣ୍ଡର କ୍ଷତ ଶୁଖିଲାନି

ପିପିଲି: ଭାର୍ଗବୀ ନଦୀର ପ୍ରଳୟଙ୍କରୀ ବନ୍ୟାକୁ ୧୩ବର୍ଷ ପୂରିଲା। ଅଦ୍ୟାବଧି ଖଇରିକୁଣ୍ଡ ଗ୍ରାମବାସୀଙ୍କର କ୍ଷତ ଶୁଖିନି। ସରକାରୀ ସୁବିଧା ସୁଯୋଗକୁ ଏବେବି ଅପେକ୍ଷା କରିଛନ୍ତି ଗ୍ରାମବାସୀ। ୨୦୧୧ ସେପ୍ଟେମ୍ବର ୧୨ ତାରିଖ, ଭାର୍ଗବୀ ନଦୀର ପ୍ରଳୟଙ୍କରୀ ବନ୍ୟାରେ ନଦୀ ବନ୍ଧ ଉଛୁଳିଲା। ସେହି…
ଅଧିକ ଖବର ଦେଖନ୍ତୁ...

ଅଟଳ ପେନ୍ସନକୁ ନେଇ ଅର୍ଥମନ୍ତ୍ରୀ ଓ କଂଗ୍ରେସ ନେତା ମୁହାଁମୁହିଁ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଏବେ ମୁଣ୍ଡ ଉପରେ ଥିବାବେଳେ ବିଜେପି ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି | ବର୍ତ୍ତମାନ ପେନ୍ସନ୍ ଯୋଜନା ଅଟଳ ପେନ୍ସନ୍ ଯୋଜନାକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶବ୍ଦ ଯୁଦ୍ଧ ଆରମ୍ଭ ହୋଇଛି। ଏହା ପ୍ରଥମେ କଂଗ୍ରେସ ନେତା ଜୟରାମ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୨୦୨୪: ଗୁଜରାଟ୍‌କୁ ୬୩ ରନ୍‌ରେ ପରାସ୍ତ କଲା ଚେନ୍ନାଇ  

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସପ୍ତଦଶ ସଂସ୍କରଣର ସପ୍ତମ ମ୍ୟାଚ୍‌ରେ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗ୍‌ସ ଦମ୍‌ଦାର ବ୍ୟାଟିଂ ଓ ବୋଲିଂ କରିଛି। ଅତିଥି ଟିମ୍‌  ଗୁଜରାଟ୍‌ ଟାଇଟନ୍ସକୁ ଚେନ୍ନାଇ ସୁପର କିଙ୍ଗ୍‌ସ ୬୩ ରନ୍‌ରେ ପରାସ୍ତ କରିଛି। ୨୦୭ ରନ୍‌ର ବିଜୟ ଲକ୍ଷ୍ୟ…
ଅଧିକ ଖବର ଦେଖନ୍ତୁ...

୨୦୨୫ରେ ଆରମ୍ଭ ହେବ ହ୍ରିତିକ ରୋଶନ ’କ୍ରିଶ୍ ୪’ର ସୁଟିଂ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ଅଭିନୀତ ପୂର୍ବ ଫିଲ୍ମ ‘ଫାଇଟର୍’କୁ ମିଳିଛି ଜବରଦସ୍ତ ସଫଳତା। ଏବେ ସେ ତାଙ୍କର ନୂଆ ସିନେମା ଓ୍ବାର୍୨କୁ ନେଇ ବ୍ୟସ୍ତ ଅଛନ୍ତି। ତେଣେ  ହ୍ରିତିକ ରୋଶନଙ୍କ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର। ତାହା ହେଲା ହ୍ରିତିକ ରୋଶନ ନିଜର ପୂର୍ବ ବ୍ଲକବଷ୍ଟର…
ଅଧିକ ଖବର ଦେଖନ୍ତୁ...

ନନ୍ଦନକାନନରେ ସିଂହୀ ରେବା ଠାରୁ ଜନ୍ମିତ ତିନି ଶାବକଙ୍କ ହେଲା ନାମକରଣ

ବାରଙ୍ଗ: ରବିବାର ସକାଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମିତ ତିନି ଏସୀୟ ସିଂହୀଙ୍କ ନାମକରଣ କରାଯାଇଛି। ପିସିସିଏଫ୍‌ ଏହି ୩ ଶାବକଙ୍କ ନାମ ଅମର, ଆକବର ଓ ଆନ୍ଥୋନୀ ରଖିଛନ୍ତି। ସୂଚନାଯୋଗ୍ୟ, ଗତ ରବିବାର ଦିନ ଏସୀୟ ସିଂହ ରେବା ଗର୍ଭରୁ ୩ ଶାବକ ଜନ୍ମ ନେଇଥିଲେ। ତେଣୁ ସିଂହୀ ରେବାର…
ଅଧିକ ଖବର ଦେଖନ୍ତୁ...

ଜୋମାଟୋରୁ ଖାଦ୍ୟ ଅର୍ଡର କରି ହଟହଟା ହେଲେ ଗ୍ରାହକ: ସାଣ୍ଡୱିଚରୁ ବାହାରିଲା ମଲା ଅସରପା

ନୂଆଦିଲ୍ଲୀ: ଘରେ ବସି ମନମୁତ‌ାବକ ଖାଦ୍ୟ ଅର୍ଡର କରିବା ପାଇଁ ଦିନକୁ ଦିନ ବିଭିନ୍ନ ପ୍ରକାର ଆପ ବାହାରିଲାଣି। ଏହି କ୍ରମରେ ଦେଖିବାକୁ ଗଲେ ଜୋମାଟୋର ଚାହିଦା ବି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ସମୟସମୟରେ ଏହି ଆପ ଜରିଆରେ ଗ୍ରାହକ ନିରାମିଷ ଖାଦ୍ୟ ମଗାଇଥିବା ବେଳେ ତ‌ାଙ୍କ…
ଅଧିକ ଖବର ଦେଖନ୍ତୁ...

ବିଜେପି ମୋ ପ୍ରତି କୃପା କରିଛି, ଏଥର ଟିକେଟ ନ ମିଳିବା ପରେ ବି ଏମିତି କହିଲେ ୮ ଥରର ସାଂସଦ

ନୂଆଦିଲ୍ଲୀ: ଟିକେଟ୍ ଦେବା ପାର୍ଟିର ଏକ ନିରନ୍ତର କାର୍ଯ୍ୟ | ଦଳ ମୋତେ ୧୦ ଥର ନିର୍ବାଚନରେ ଟିକେଟ ଦେଇଛି, ସେଥିମଧ୍ୟରୁ ମୁଁ ଆଠ ଥର ଜିତିଛି । ଦଳ ମୋ ପ୍ରତି ବହୁତ କୃପା କରିଛି | ଏତେ ଦିନ ପର୍ଯ୍ୟନ୍ତ ମୋ ଉପରେ ବିଶ୍ୱାସ କରିଛନ୍ତି | ବରେଲି ଲୋକସଭା ଆସନରୁ ଆଠଥର ସାଂସଦ ଥିବା ସନ୍ତୋଷ…
ଅଧିକ ଖବର ଦେଖନ୍ତୁ...

ୱାସିଂ ମେସିନରୁ ଇଡିକୁ ମିଳିଲା ୨.୫୪ କୋଟି ଟଙ୍କା

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ମିଳିଛି ବଡ଼ ସଫଳତା। ବିଶ୍ୱସ୍ତ ସୂଚନା ଆଧାରରେ ଇଡି ପକ୍ଷରୁ କେତେକ ସଂସ୍ଥା ଉପରେ ଚଢଉ କରାଯାଇଥିଲା। ଏହି ଚଢଉ ସମୟରେ ୨.୫୪ କୋଟି ଟଙ୍କାର ନଗଦ ଅର୍ଥ ଜବତ କରାଯାଇଛି, ଯାହା ୱାସିଂ ମେସିନରେ ଲୁଚାଇ ରଖାଯାଇଥିଲା। ଖାଲି ସେତିକି ନୁହେଁ,…
ଅଧିକ ଖବର ଦେଖନ୍ତୁ...

ସ୍କୁଟି ପଛରେ ଛିଡ଼ା ହୋଇ ଯୁବକଙ୍କୁ ହୋଲି ଲଗାଉଥିବା ବେଳେ ରାସ୍ତାରେ କଚାଡ଼ି ହୋଇ ପଡ଼ିଲେ ଯୁବତୀ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ରାସ୍ତାରେ ଗାଡ଼ି ଚଲାଇବା ସମୟରେ ସତର୍କ ହୋଇ ଗାଡ଼ି ଚଲାଇବାକୁ ବାରମ୍ବାର ସଚେତନ କରାଯାଉଛି। କିନ୍ତୁ ଏମିତି କିଛିଲୋକ ଅଛନ୍ତି ଯେଉଁମାନେ ସଡ଼କ ସୁରକ୍ଷା ନିୟମକୁ ଅଣଦେଖା କରି ରାସ୍ତାରେ ଗାଡ଼ି ଚଲାଉଛନ୍ତି। ଯେଉଁଥିପାଇଁ ସେମାନେ ବିପଦରେ ପଡ଼ିବା ସହିତ ଅନ୍ୟର ଜୀବନକୁ ବିପଦରେ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଘୋଷଣା କଲା ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ଏପ୍ରିଲ ୧୯ ରୁ ଜୁନ୍ ୧ ମଧ୍ୟରେ ସାତୋଟି ପର୍ଯ୍ୟାୟରେ ୫୪୩ ଲୋକସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ସମସ୍ତ ଦଳ ନିଜ ପ୍ରାର୍ଥୀ ଘୋଷଣା କରୁଛନ୍ତି। ପ୍ରାର୍ଥୀ ଘୋଷଣା ସହ ଦଳମାନେ ପ୍ରଚାର ଅଭିଯାନକୁ ମଧ୍ୟ ଜୋରଦାର କରିଛନ୍ତି | ତେବେ ଲୋକସଭା ନିର୍ବାଚନ ପାଇଁ…
ଅଧିକ ଖବର ଦେଖନ୍ତୁ...