Daily Archives

March 26, 2024

ଆଇପିଏଲ୍‌: ଶିଭମ୍‌ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଗୁଜରାଟ୍‌କୁ ୨୦୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଚେନ୍ନାଇ  

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସପ୍ତଦଶ ସଂସ୍କରଣର ସପ୍ତମ ମ୍ୟାଚ୍‌ରେ ମଙ୍ଗଳବାର ଗୁଜରାଟ ଟାଇଟନ୍ସକୁ ଚେନ୍ନାଇ ସୁପର କିଙ୍ଗ୍‌ସ ୨୦୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୨୦୬ ରନ୍‌ ସଂଗ୍ରହ କରିଛି। ଏହି ମ୍ୟାଚରେ ଯୁବ…
ଅଧିକ ଖବର ଦେଖନ୍ତୁ...

ବିହାର ବିଜେପିର ଏହି ତିନି ଚର୍ଚ୍ଚିତ ଚେହେରାଙ୍କୁ ଟିକେଟ୍ ଦେଲାନି ଦଳ

ନୂଆଦିଲ୍ଲୀ: ବିହାର ବିଜେପିର ତିନି ଚର୍ଚ୍ଚିତ ଚେହେରାଙ୍କୁ ଦଳ ଟିକେଟ୍ ଦେଇନି। ଏହି ତିନିଜଣ ହେଲେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶାହନାୱାଜ ହୁସେନ୍‌। ମାର୍ଚ୍ଚ 28 ଲୋକସଭା ନିର୍ବାଚନର ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ଯାତ୍ରା ସମୟରେ ଭାଙ୍ଗି ଯାଇଥିବା ସୁଟକେସର ଫଟୋକୁ ସେୟାର କରି ଇଣ୍ଡିଗୋକୁ ଧନ୍ୟବାଦ ଜଣାଇଲେ ମହିଳା ଯାତ୍ରୀ

ନୂଆଦିଲ୍ଲୀ: ସାଧାରଣତଃ ଯାତ୍ରୀମାନେ ଯାତ୍ରା ସମୟରେ ନିଜର ଜିନିଷପତ୍ରକୁ ନେଇ ସାବଧାନତା ଅବଲମ୍ବନ କରିଥାଆନ୍ତି। କିନ୍ତୁ ସମୟସମୟରେ ଯାତ୍ରା ସମୟରେ ଯାତ୍ରୀଙ୍କ ସାମଗ୍ରୀ ନଷ୍ଟ ହୋଇଯାଇଥାଏ କିମ୍ବା ସେମାନଙ୍କ ଲଗେଜର କିଛି ଅଂଶ ଭାଙ୍ଗି ଯାଇଥାଏ ତ ସମ୍ପୂର୍ଣ୍ଣ ଲଗେଜ ବି କେତେବେଳେ ଚୋରି…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ କେବିଏନ୍‌ ଗ୍ୟାଙ୍ଗର ଆତଙ୍କରାଜ: ଆକ୍ରମଣରେ ୩ ଗୁରତର, ରାସ୍ତାକଡ଼ରେ ଭାଙ୍ଗିଲେ ଗାଡ଼ି

ଭୁବନେଶ୍ବର: କମିସନରେଟ୍‌ ପୁଲିସ ଅଧୀନ ନୟାପଲ୍ଲୀ ବ୍ରିଟ କଲୋନିରେ ମଙ୍ଗଳବାର ଗୁଣ୍ଡାରାଜ ଦେଖିବାକୁ ମିଳିଛି। କେବିଏନ୍‌ ଗ୍ୟାଙ୍ଗର ଆକ୍ରମଣରେ ୬ରୁ ୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅଛନ୍ତି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

ରେଖା ତୁମେ ଶକ୍ତିସ୍ୱରୂପା, ସନ୍ଦେଶଖାଲି ପୀଡିତା ତଥା ବିଜେପି ପ୍ରାର୍ଥୀଙ୍କୁ ଏଭଳି କହିଲେ ମୋଦୀ

କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାର ପୀଡିତା ତଥା ବିଜେପି ପ୍ରାର୍ଥୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୀଡିତା ତଥା ପ୍ରାର୍ଥୀ ରେଖା ପାତ୍ରଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି | ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ମାର୍ଚ୍ଚ ୩୦ରେ ମେରଟ ଆସିବେ ପ୍ରଧାନମନ୍ତ୍ରୀ, ପ୍ରଥମ ଥର ଏହି ନେତା ନରେନ୍ଦ୍ର ମୋଦୀଙ୍କ ସହ ମଞ୍ଚରେ ଦେଖାଦେବେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ବିଜେପି  ଜୋରଦାର ପ୍ରସ୍ତୁତି ଚାଇଛି। ନିର୍ବାଚନ ତାରିଖ ଘୋଷଣା ପରେ ବିଜେପି ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ରାଲିର ଘୋଷଣା ମଧ୍ୟ ଆରମ୍ଭ ହୋଇଛି। ମାର୍ଚ୍ଚ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେରଟରେ ଏକ ରାଲି କରିବେ ବୋଲି ଜଣାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଭାରତ-ପାକିସ୍ତାନ କ୍ରିକେଟ୍‌ ପଡ଼ିଆରେ ପୁଣି ମୁହାଁମୁହିଁ ହେବେ, ମହିଳା ଏସିଆ କପ୍‌ ପାଇଁ କ୍ରୀଡ଼ାସୂଚୀ ଜାରି

ନୂଆଦିଲ୍ଲୀ: କ୍ରିକେଟ୍‌ ପ୍ରଶଂସକମାନଙ୍କ ପାଇଁ ଭଲ ଖବର ସାମ୍ନାକୁ ଆସିଛି। କ୍ରିକେଟ୍‌ ପଡ଼ିଆରେ ଭାରତ ଓ ପାକିସ୍ତାନର ମହିଳା ଟିମ୍‌ ପୁଣି ଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦେଶ ମଧ୍ୟରେ ମହିଳା ଏସିଆ କପ୍‌-୨୦୨୪ରେ ଏହି ମୁକାବିଲା ହେବ। ଏସୀୟ କ୍ରିକେଟ୍‌ ପରିଷଦ ମଙ୍ଗଳବାର ମହିଳା…
ଅଧିକ ଖବର ଦେଖନ୍ତୁ...

ଟେଲିଭିଜନର ରାମ କେତେ ସମ୍ପତ୍ତିର ମାଲିକ ଜାଣନ୍ତୁ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ୧୧୧ ଜଣ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଉତ୍ତରପ୍ରଦେଶର ମେରଟରୁ ପ୍ରାର୍ଥୀ ଭାବେ ରାମାୟଣ ଧାରାବାହିକରେ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋବିଲଙ୍କୁ ଟିକେଟ ମିଳିଥିବା ଉଲ୍ଳେଖ ରହିଛି।…
ଅଧିକ ଖବର ଦେଖନ୍ତୁ...

ହୋଲି ଖେଳି ସାରି ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ ନବମ ଶ୍ରେଣୀ ଛାତ୍ର, କେନାଲରେ ବୁଡ଼ିଗଲେ

ବାରଙ୍ଗ: ସାଙ୍ଗମାନଙ୍କ ସହିତ କେନାଲରେ ଗାଧୋଇବା ସମୟରେ ରିଲ୍ସ କରୁଥିବା ବେଳେ ନିଖୋଜ ଛାତ୍ରଙ୍କ ମୃତଦେହ ୩ଘଣ୍ଟା ପରେ ଉଦ୍ଧାର ହୋଇଛି। କଟକ ଜିଲ୍ଲା ବାରଙ୍ଗ ଅଗ୍ନିଶମ ବାହିନୀ ନବମ ଶ୍ରେଣୀର ଛାତ୍ର ରାଜେଶ ସେଠୀର ମୃତଦେହ ମଙ୍ଗଳବାର ସନ୍ଧ୍ୟାରେ କାନପୁର-ପୁରୀ ମୂଖ୍ୟ କେନାଲରୁ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ଉଦ୍ଧବଙ୍କ ଅଫରକୁ ନେଇ ଏଭଳି କହିଲେ ନିତିନ ଗଡ଼କରୀ

ମୁମ୍ବାଇ: ମହାରାଷ୍ଟ୍ରରେ ଲୋକସଭା ଆସନ ପାଇଁ ଟିକେଟ ଘୋଷଣାକୁ ନେଇ ଦଳମାନଙ୍କ ମଧ୍ୟରେ କସରତ ଜାରି ରହିଛି | ଏହାରି ଭିତରେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନିତିନ ଗଡକରୀ, ଉଦ୍ଧବ ଠାକରେଙ୍କ ଅଫର ଉପରେ କହିଛନ୍ତି ଯେ ଅନ୍ୟ ଦଳରେ ଯୋଗଦେବା ପ୍ରଶ୍ନ କେବେ ଉଠେ ନାହିଁ। ନାଗପୁର…
ଅଧିକ ଖବର ଦେଖନ୍ତୁ...