Daily Archives

May 23, 2024

ମହିଳାଙ୍କୁ ଅସଦାଚରଣ କରିଥିବା ନର୍ସିଂ ଅଧିକାରୀଙ୍କୁ ଧରିବା ପାଇଁ ହସ୍ପିଟାଲ ଭିତରେ ଗାଡ଼ି ପୁରାଇ ଦେଲା ପୁଲିସ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଋଷିକେଶସ୍ଥିତ ଏମ୍ସରୁଏକ ଭିଡିଓ ସାମ୍ନାକୁ ଆସିଛି।  ଯେଉଁଥିରେ ପୁଲିସ ଗାଡ଼ି ଜରୁରୀକାଳୀନ ବିଭାଗରେ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ଏହି ସମୟରେ ସୁରକ୍ଷାକର୍ମୀମାନେ ଶଯ୍ୟାରେ ପଡ଼ିଥିବା ରୋଗୀଙ୍କୁ ମନଇଚ୍ଛା ଟାଣି ପକାଉଥିବା ନଜରକୁ ଆସିଛି। ଘଟଣାଟି ହେଉଛି…
ଅଧିକ ଖବର ଦେଖନ୍ତୁ...

ସରୁନି ଦାଦନ ଦୁଃଖ: ଖଟି ଖାଇବାକୁ ତେଲେଙ୍ଗାନା ଯାଇଥିଲେ; ବିଦ୍ୟୁତ୍‌ ଆଘାତରେ ମା, ଝିଅ ମୃତ 

ମୈଦଲପୁର: ୭ମାସ ତଳେ ଇଟା କାମ କରିବାକୁ ପରିବାର ୭ଜଣ ସଦସ୍ୟ ତେଲେଙ୍ଗାନାର ଶାନ୍ତିନଗରକୁ ଯାଇଥିଲେ। ସେଠାରେ ବୁଧବାର ମଧ୍ୟାହ୍ନ ୧୨ଟା ବେଳେ କାଳବୈଶାଖୀରେ କରେଣ୍ଟ ତାର ଛିଣ୍ଡି ଯିବାରୁ ମା, ଝିଅଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ପାପଡାହାଣ୍ଡି ବ୍ଲକ ସେମଳା ପଂଚାୟତ ପକନାଗୁଡା ଗାଁର…
ଅଧିକ ଖବର ଦେଖନ୍ତୁ...

ପ୍ରଜ୍ବଳ ରେଭାନ୍ନା ମାମଲାରେ ପ୍ରଧାନମନ୍ତ୍ରୀ  ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧି

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମୈୟା ଗୁରୁବାର (ମେ ୧୩) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଉ ଏକ ପତ୍ର ଲେଖି ମହିଳାଙ୍କ ଯୌନ ଶୋଷଣ ଅଭିଯୋଗରେ ଫେରାର ହୋଇଯାଇଥିବା ପ୍ରଜ୍ବଳ ରେଭାନ୍ନାର କୂଟନୈତିକ ପାସପୋର୍ଟ ତୁରନ୍ତ ବାତିଲ କରିବାକୁ ଦାବି କରିଛନ୍ତି । ସେ ସୋସିଆଲ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିସର କୂଅରେ ଖସିପଡ଼ିଲେ ଭକ୍ତ, ୧ ଘଣ୍ଟା ପରେ ସୁରକ୍ଷିତ ଉଦ୍ଧାର

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥି ପାଇଁ ରାଜ୍ୟ ସରକାର ଜୋରଦାର ପ୍ରଚାର କରୁଛନ୍ତି। କିନ୍ତୁ ମନ୍ଦିର ଭିତରେ ବିଭିନ୍ନ ସମୟରେ ଅନେକଗୁଡ଼ିଏ ଅଘଟଣ ଓ ଦୁର୍ଘଟଣା ଘଟୁଛି। ଏଥି ପ୍ରତି ସତର୍କତାମୂଳକ ପଦକ୍ଷେପ ନିଆଯାଉ ନାହିଁ। ଶ୍ରୀ ମନ୍ଦିର…
ଅଧିକ ଖବର ଦେଖନ୍ତୁ...

କେବଳ ୨୦୨୪ ନୁହେଁ ୨୦୨୭ ପାଇଁ ବି ପଞ୍ଜାବବାସୀ ବିଜେପିକୁ ବିକଳ୍ପ ଭାବେ ଦେଖୁଛନ୍ତି: ସୁନୀଲ ଜାଖଡ଼

ଚଣ୍ଡୀଗଡ଼: ପଞ୍ଜାବ ବିଜେପି ମୁଖ୍ୟ ସୁନୀଲ ଜାଖଡ଼ କହିଛନ୍ତି ଯେ ଲୋକଙ୍କ ମଧ୍ୟରେ ବିଜେପିକୁ ନେଇ ଏକ ବିଶ୍ୱାସ ଅଛି, ସେମାନେ ଏକ ପରିବର୍ତ୍ତନ ଚାହୁଁଛନ୍ତି କାରଣ ୨୦୨୨ ମସିହାରେ ଉଭୟ ପୁରୁଣା ଦଳ ଅକାଳୀ ଦଳ ଏବଂ କଂଗ୍ରେସକୁ ବଦଳାଇ ଆମ୍ ଆଦମୀ ପାର୍ଟିକୁ ଦେଇଥିବା ସୁଯୋଗ ସେମାନଙ୍କ ପାଇଁ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ଛାତ୍ରୀଙ୍କ ଦ୍ବାରା ସୁରକ୍ଷାକର୍ମୀ ଫେସିଆଲ କରାଇ ନୃତ୍ୟ କରୁଥିବା ଭିଡିଓ ଭାଇରାଲ

ସାମଲି: ଉତ୍ତରପ୍ରଦେଶର ସାମଲି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଥିରେ ସ୍କୁଲର ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀ ଛାତ୍ରୀଙ୍କ ଦ୍ବାରା ନିଜର ଫେସିଆଲ କରାଉଥିବା ବେଳେ ଖୁବ ମଜାମସ୍ତିରେ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି। ବାସ୍ତବରେ ଏହି ଭାଇରାଲ ଭିଡିଓ ଶାମଲି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ। ଶୀଘ୍ର କୌଣସି ନୂଆ ଦାୟିତ୍ବ ମିଳିବ। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବ। ଆସୁଥିବା ସମୟରେ ଆପଣଙ୍କର ମହତ୍ତ୍ବାକାଂକ୍ଷା ବୃଦ୍ଧି ହୋଇପାରେ। ବୃଷ: ପରିବାରରେ ଖୁସିର ବାତାବରଣ ରହିବ। ଆପଣଙ୍କ ପାଇଁ କୌଣସି…
ଅଧିକ ଖବର ଦେଖନ୍ତୁ...

ଠାଣେ ରସାୟନ କାରଖାନାରେ ବିସ୍ଫୋରଣ, ୭ ମୃତ

ଠାଣେ : ଗୁରୁବାର ମହାରାଷ୍ଟ୍ରର ମୁମ୍ବାଇ ଉପକଣ୍ଠରେ ଥିବା ଠାଣେସ୍ଥିତ ଏକ ରସାୟନ କାରଖାନାରେ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ପରେ କାରଖାନାରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ବିସ୍ଫୋରଣରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପଚାଶରୁ ଅଧିକ ଲୋକ ଆହତ ହୋଇଛନ୍ତି। ବଏଲର ଫାଟିବା ଯୋଗୁଁ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ: ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୪ଲକ୍ଷ ମତଦାତା

ଭୁବନେଶ୍ବର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଅନ୍ତିମ ଦିନରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଜୋରଦାର ପ୍ରଚାର କରିଛନ୍ତି। ଏହି ପର୍ଯ୍ୟାୟରେ ରାଜ୍ୟର ଭୁବନେଶ୍ବର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସକୁ ମିଳିବନାହିଁ ୪୦ଟି ଆସନ: ଅମିତ ଶାହା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଏବେ ସବୁ ଦଳ ଜୋରସୋରରେ ପ୍ରଚାରରେ ଲାଗିପଡିଛନ୍ତି | ତେବେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିରୋଧୀ ଦଳକୁ ଜୋରଦାର ଟାର୍ଗେଟ କରିଛନ୍ତି। ଉତ୍ତରପ୍ରଦେଶର ଖଲିଲାବାଦରେ ନିର୍ବାଚନ ସମାବେଶକୁ ସମ୍ବୋଧିତ କରୁଥିବାବେଳେ ପାଞ୍ଚ ପର୍ଯ୍ୟାୟ…
ଅଧିକ ଖବର ଦେଖନ୍ତୁ...