Daily Archives

May 24, 2024

କେଦାରନାଥ ଧାମରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା​​ ହେଲିକପ୍ଟର, ଭାଇରାଲ ହେଲା ଭିଡିଓ

ଡେରାଡୁନ: କେଦାରନାଥ ଧାମରେ ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତିଲା​​ ହେଲିକପ୍ଟର। ଶୁକ୍ରବାର ସକାଳେ ଅବତରଣ କରିବାର କିଛି ସମୟ ପୂର୍ବରୁ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହି କାରଣରୁ ଏହା ପବନରେ ଗୋଲ ଗୋଲ ବୁଲିବା ଆରମ୍ଭ କରିିଥିଲା। ୨ ମିନିଟ୍ ପର୍ଯ୍ୟନ୍ତ ହେଲିକପ୍ଟର…
ଅଧିକ ଖବର ଦେଖନ୍ତୁ...

ରାମେଶ୍ବରମ୍‌ କାଫେ ବିସ୍ଫୋରଣ: ଗିରଫ ହେଲା ପଞ୍ଚମ ଅଭିଯୁକ୍ତ

ନୂଆଦିଲ୍ଲୀ: ବେଙ୍ଗାଲୁରୁର ରାମେଶ୍ବରମ୍‌ କାଫେରେ ହୋଇଥିବା ବିସ୍ଫୋରଣର ପଞ୍ଚମ ଅଭିଯୁକ୍ତ ଗିରଫ। ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଶୁକ୍ରବାର ଚାରିଟି ରାଜ୍ୟରେ ଛାନଭିନ୍ କରିବା ପରେ ରମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାର ପଞ୍ଚମ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତଜଣକ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୨୦୨୪ କ୍ବାଲିଫାୟର-୨: ରାଜସ୍ଥାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ହାଇଦ୍ରାବାଦ୍‌

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୭ତମ ସଂସ୍କରଣର କ୍ବାଲିଫାୟର-୨ ମୁକାବିଲାରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ଟସ୍‌ ଜିଣି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ…
ଅଧିକ ଖବର ଦେଖନ୍ତୁ...

ଡାକ ବିଭାଗରେ ଚାକିରି ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁବଶୀଘ୍ର ହେବ ବଡ଼ ନିଯୁକ୍ତି ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ ଖୁବ୍ ଶୀଘ୍ର ବଡ଼ ନିଯୁକ୍ତି ଘୋଷଣା କରିବାକୁ ଯାଉଛି। ଡାକ ବିଭାଗ ଇଣ୍ଡିଆ ପୋଷ୍ଟ ଜିଡିଏସ ନିଯୁକ୍ତି ୨୦୨୪ରେ ବିଭିନ୍ନ ପଦବୀ ପାଇଁ ଏକ ଅଧିସୂଚନା ପ୍ରକାଶ କରିବ । ଏହି ଅଧିସୂଚନା ଗ୍ରାମୀଣ ଡାକ ସେବା (ଜିଡିଏସ୍)ର ୪୦୦୦୦ ପଦବୀରେ ନିଯୁକ୍ତି ପାଇଁ ହେବ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଚେଷ୍ଟାରେ ସକାରାତ୍ମକ ଫଳ ପାଇବେ। ପରିବାରରେ ଖୁସିର ପରିବେଶ ରହିବ। ସାମାଜିକ କାର୍ଯ୍ୟରେ ଭାଗ ନେଇ ପାରନ୍ତି। ପ୍ରିୟଜନଙ୍କୁ ମନର କଥା କହିବେ। ବୃଷ: ଆପଣଙ୍କ ସମ୍ମୁଖକୁ କିଛି ଭଲ ସୁଯୋଗ ଆସିବ। ପର୍ଯ୍ୟଟନ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ପ୍ରିୟତମଙ୍କ…
ଅଧିକ ଖବର ଦେଖନ୍ତୁ...

ସେକ୍ସ ଟେପ୍‌ ମାମଲାରେ ପ୍ରଜ୍ୱାଲ ରେଭାନ୍ନାଙ୍କୁ କେନ୍ଦ୍ରର କାରଣ ଦର୍ଶାଅ ନୋଟିସ୍‌ ଜାରି

ନୂଆଦିଲ୍ଲୀ: ଗତ ମାସରେ ଏକାଧିକ ଭାଇରାଲ ହୋଇଥିବା ଅଶ୍ଳୀଳ ଭିଡିଓ ସାମ୍ନାକୁ ଆସିବା ପରେ ବିବାଦ ସୃଷ୍ଟି କରିଥିବା ନିଲମ୍ବିତ ଜନତା ଦଳ (ସେକ୍ୟୁଲାର) ନେତା ପ୍ରଜ୍ୱାଲ ରେଭାନ୍ନାଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଶୁକ୍ରବାର ‘କାରଣ ଦର୍ଶାଅ’ ନୋଟିସ୍‌ ଜାରି କରିଛି। ଗତ ମାସରେ ସେକ୍ସ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀଙ୍କ ଗର୍ଭରେ ଥିବା ସନ୍ତାନ ପୁଅ ନା ଝିଅ ଜାଣିବା ପାଇଁ ପେଟ ଚିରି ଦେଇଥିଲେ ସ୍ବାମୀ; ହେଲା ଆଜୀବନ କାରାଦଣ୍ଡ

ବନ୍ଦାୟୁ: ଉତ୍ତରପ୍ରଦେଶର ବନ୍ଦାୟୁ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ତିନିବର୍ଷ ପୂର୍ବେ ପୁଅର ଇଚ୍ଛାରେ ଅନ୍ତସତ୍ତ୍ବା ସ୍ତ୍ରୀଙ୍କ ପେଟ ଚିରି ଦେଇଥିଲେ। ଏନେଇ ଅଭିଯୋଗ ହେବାପରେ ପୁଲିସ ସ୍ବାମୀଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଥିଲା। ଦୀର୍ଘ…
ଅଧିକ ଖବର ଦେଖନ୍ତୁ...

ପାଣି ପାଇଁ ଘଣ୍ଟାଏ ରାସ୍ତାରୋକ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମାର ତାଳିଆମ୍ବା ସାହିରେ ପାନୀୟ ଜଳ ସମସ୍ୟା ନେଇ ବହୁ ବାର ପ୍ରଶାସନ ଓ ଲୋକ ପ୍ରତିନିଧି ନିକଟରେ ଦାବି କରି ଆସୁଥିବା ବେଳେ ସମସ୍ୟାର ସମାଧାନ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଶେଷରେ ଶୁକ୍ରବାର ଝରିଗାଁ ଥାନା ନିକଟରେ…
ଅଧିକ ଖବର ଦେଖନ୍ତୁ...

୭୩ବର୍ଷରେ ୨୨ବର୍ଷୀୟଙ୍କ ଭଳି ଶକ୍ତି କେମିତି ଆସୁଛି? ପ୍ରଶ୍ନର ଏଭଳି ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ ଦିନରାତି ଏକ କରି ପ୍ରଚାର କରୁଛନ୍ତି। ପୂର୍ବ ଅପେକ୍ଷା ଅଧିକ ଆସନ ଜିତିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ବିଜେପିର ନିର୍ବାଚନ ପ୍ରଚାର ଦାୟିତ୍ୱ ଗ୍ରହଣ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ନର୍ମଦା ବଞ୍ଚାଅ ଆନ୍ଦୋଳନ ନେତ୍ରୀ ମେଧା ପାଟକର

ନୂଆଦିଲ୍ଲୀ: ଦିଲ୍ଲୀର ବର୍ତ୍ତମାନର ଉପରାଜ୍ୟପାଳ ଭିକେ ସକ୍ସେନା ନର୍ମଦା ବଞ୍ଚାଅ ଆନ୍ଦୋଳନ ନେତ୍ରୀ ମେଧା ପାଟକରଙ୍କ ବିରୋଧରେ ଦାଏର କରିଥିବା ମାନହାନି ମାମଲାରେ ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ମେଧା ପାଟକରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ରାଘବ…
ଅଧିକ ଖବର ଦେଖନ୍ତୁ...