ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

‘ସମ୍ବାଦ’ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି: ‘ରକ୍ତଦାନ ପାଇଁ ସମର୍ପିତ ଥିଲେ ଡାକ୍ତର ମହେଶ ବିଶ୍ବାଳ’

ବାଲେଶ୍ବର: ‘ଡାକ୍ତର ମହେଶ ବିଶ୍ବାଳ’ ଏକ ଅନୁଷ୍ଠାନ। ପେସାରେ ଜଣେ ଡାକ୍ତର ହୋଇଥିଲେ ବି ଶିକ୍ଷକ ଭୂମିକାରେ ସେ ଅବତୀର୍ଣ୍ଣ ହୋଇଥିଲେ। ବାଲେଶ୍ବରବାସୀଙ୍କୁ ଶିଖାଉଥିଲେ ମାନବ ସେବା। ଜନ୍ମାଉଥିଲେ ରକ୍ତ ଦେଇ ଜୀବନ ବଞ୍ଚାଇବାର ମାନସିକତା। ଡାକ୍ତର ବିଶ୍ବାଳ ସାଜିଥିଲେ ରକ୍ତଦାନ ଆନ୍ଦୋଳନ…
ଅଧିକ ଖବର ଦେଖନ୍ତୁ...

ନିଶାସେବନ ବର୍ଜନର ବାର୍ତ୍ତା ନେଇ ଝାରସୁଗୁଡ଼ାରୁ ଭୁଟାନ ପର୍ଯ୍ୟନ୍ତ ପଦଯାତ୍ରା

ସୋର: ପ୍ରତିଦିନ ଶାରୀରିକ ବ୍ୟାୟାମ ଓ ନିଶା ସେବନ ବର୍ଜନ କରି ସୁସ୍ଥ ଓ ନିରାମୟ ଜୀବନଯାପନର ବାର୍ତ୍ତା ନେଇ ଜଣେ ୬୬ ବର୍ଷୀୟ ବୃଦ୍ଧ ୩ ହଜାର କିମି ପଦଯାତ୍ରାର ଲକ୍ଷ୍ୟ ନେଇ ଝାରସୁଗୁଡ଼ାରୁ ଭୁଟାନ ଅଭିମୁଖେ ବାହାରିଛନ୍ତି। ସେ ହେଉଛନ୍ତି ଝାରସୁଗୁଡା ଦୁର୍ଲଗା ଗ୍ରାମର ଅଭିରାମ ଶତପଥୀ (୬୬)।…
ଅଧିକ ଖବର ଦେଖନ୍ତୁ...

ଜଳେଶ୍ବରରେ ଡବଲ୍‌ ମର୍ଡର: ବାପପୁଅଙ୍କୁ ଗୋଡ଼ାଇ ହାଣିଲେ

ଜଳେଶ୍ୱର : ରଜରେ ବାପପୁଅଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଅଭିଯୁକ୍ତମାନେ ମୃତକଙ୍କ ସଂପର୍କୀୟ ବୋଲି ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ରାଇବଣିଆ ଥାନା ଅଞ୍ଚଳରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ବେଳେ ଆକ୍ରମଣରେ ଅନ୍ୟ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

ଗେଲ୍‌ ଇଣ୍ଡିଆ ଗ୍ୟାସ୍‌ ସବ୍‌ଷ୍ଟେସନ୍‌ରେ ବିସ୍ଫୋରଣ, ୨ଘଣ୍ଟା ପାଇଁ ଆତଙ୍କ ଖେଳିଗଲା

ବଅଁରପାଳ : ବଅଁରପାଳ ବ୍ଲକ୍ ପିଙ୍ଗୁଆଠାରେ ଥିବା ଗେଲ୍‌ ଇଣ୍ଡିଆ କମ୍ପାନିର ସବ୍‌ ଷ୍ଟେସନ୍‌ ପରିସରରେ ଗ୍ୟାସ୍ ପାଇପ୍‌ ଫାଟିଯିବାରୁ ଆତଙ୍କ ଖେଳି ଯାଇଛି। ଫଳରେ ସେହି ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଛି। ଲୋକେ କୌଣସି ଅଘଟଣ ଆଶଙ୍କାରେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ମୁତାବକ,…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ୍‌ ଟିମ୍‌ରେ ବାଲେଶ୍ବରର ୩ ଝିଅ

ବାଲେଶ୍ବର: ଭାରତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ୍‌ ଟିମ୍‌ରେ ବାଲେଶ୍ବର ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟର ତିନିଜଣ ଛାତ୍ରୀ ସ୍ଥାନ ପାଇଛନ୍ତି। କ୍ରିକେଟ୍ ଆସୋସିଏସନ୍ ଫର୍‌ ବ୍ଲାଇଣ୍ଡ ଇନ୍ ଇଣ୍ଡିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭାରତୀୟ ଟିମ୍‌ରେ ଓଡ଼ିଶାରୁ ମୋଟ୍‌ ୪ ଜଣ ଖେଳାଳି ସ୍ଥାନ…
ଅଧିକ ଖବର ଦେଖନ୍ତୁ...

ବିଳମ୍ବରେ ଆସି ଦୁଇ ଡାକ୍ତର ହଟହଟା

ଗାନ୍ଧିଛକ: ସଦର ବ୍ଲକ୍‌ ଅଧୀନ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ଏବଂ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନାହାନ୍ତି। ତେଣୁ ସପ୍ତାହକୁ ଥରେ ଦୁଇଜଣ ଡାକ୍ତର ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରୁ ଏଠାକୁ ଡେପୁଟେସନ୍‌ରେ ଆସନ୍ତି। ଗୁରୁବାର ଦିନ ଡାକ୍ତରଙ୍କ ଆସିବା ବାରି ଥିଲା।…
ଅଧିକ ଖବର ଦେଖନ୍ତୁ...

ବ୍ୟାୟାମ କରିବା ଓ ନିଶା ବର୍ଜନ ବାର୍ତ୍ତା ନେଇ ପଦଯାତ୍ରାରେ ବୃଦ୍ଧ ଅଭିରାମ

ସୋର: ବ୍ୟାୟାମ କରିବା ଏବଂ ନିଶା ବର୍ଜନ ବାର୍ତ୍ତା ନେଇ ଜଣେ ୬୬ ବର୍ଷ ବୟସର ବୃଦ୍ଧ ୩ ହଜାର କିମି ପଦଯାତ୍ରାରେ ବାହାରିଛନ୍ତି। ସେ ଝାରସୁଗୁଡ଼ାରୁ ଭୁଟାନ ଯାଉଛନ୍ତି। ବୃଦ୍ଧ ଜଣକ ହେଲେ; ଝାରସୁଗୁଡ଼ା ଦୁର୍ଲଗା ଗ୍ରାମର ଅଭିରାମ ଶତପଥୀ (୬୬)। ସେ ମେ ମାସ ୨୫ ତାରିଖ ଦିନ ଝାରସୁଗୁଡ଼ାରୁ ଯାତ୍ରା…
ଅଧିକ ଖବର ଦେଖନ୍ତୁ...

ବିଆଇଏଚ୍‌ଏମ୍‌ଟି ଡିଗ୍ରି କଲେଜରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ବାଲେଶ୍ୱର: ରେମୁଣା କଲେଜ ରୋଡ୍‌ରେ ଅବସ୍ଥିତ ବାଲେଶ୍ୱର ଇନଷ୍ଟିଚ୍ୟୁଟ ଅଫ ହସ୍ପିଟାଲିଟି ମ୍ୟାନେଜମେଣ୍ଟ ଆଣ୍ଡ ଟୁରିଜିମ (ବିଆଇଏଚ୍‌ଏମ୍‌ଟି) ଡିଗ୍ରି କଲେଜରେ ୨୦୨୩ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ଓ ଅବିଭାବକଙ୍କ ଉପସ୍ଥିତିରେ ସ୍ୱାଗତ କରାଯାଇଛି। କଲେଜର ପ୍ରଶାସନିକ…
ଅଧିକ ଖବର ଦେଖନ୍ତୁ...

ବାକି ଟଙ୍କା ନଦେବାରୁ ଯୁବକଙ୍କୁ ଭୁଜାଲି ଭୁସି ଦେଲେ

ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା କୋଟସାହି ପଞ୍ଚାୟତର ବାଗ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବାକି ଟଙ୍କା ନ ଶୁଝିବାରୁ ଜଣେ ଯୁବକଙ୍କୁ ଆଉ ଜଣେ ଲୋକ ଭୁଜାଲିରେ ଭୁସି ଦେଇଛି। ଭୁଜାଲି ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କୁ ପ୍ରଥମେ ଜଳେଶ୍ଵର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ…
ଅଧିକ ଖବର ଦେଖନ୍ତୁ...

ପୁତୁରାର ଆକ୍ରମଣରେ ବଡ଼ବାପା ଓ ତାଙ୍କ ପୁଅର ମୃତ୍ୟୁ: ଅଭିଯୁକ୍ତ ଫେରାର

ଜଳେଶ୍ୱର: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଥାନା ଅଧୀନସ୍ଥ କବାଟଘାଟି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ପାରିବାରିକ କଳହରୁ ପୁତୁରାର ଆକ୍ରମଣରେ ବଡ଼ବାପା ଓ ତାଙ୍କ ପୁଅର ମୃତ୍ୟୁ ହୋଇଯାଇଛି। ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।…
ଅଧିକ ଖବର ଦେଖନ୍ତୁ...