ଅନୁସନ୍ଧାନ କରୁଥିବା ବର୍ଗ

ବରଗଡ଼

ଯୁବକଙ୍କୁ ଆକ୍ରମଣ, ଫୁଟିଲା ୨ ରାଉଣ୍ଡ ଗୁଳି

ବରଗଡ଼ : ବରଗଡ଼ ସହରର ଉଜୁଡ଼ା ଆଇନ ଶୃଙ୍ଖଳାର ନଗ୍ନ ରୂପ ପୁଣି ସାମନାକୁ ଆସିଛି। ସହରର ବ୍ୟସ୍ତବହୁଳ ସରକାରୀ ବସ୍‌ଷ୍ଟାଣ୍ଡ ପାଖ ଗଳିରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଶହଶହ ଲୋକଙ୍କ ଉପସ୍ଥିତିରେ ଏହି ଆକ୍ରମଣ ହୋଇଥିଲା। ଆକ୍ରମଣ ବେଳେ ଦୁଇ ରାଉଣ୍ଡ ଗୁଳି ଫୁଟିଥିଲା। ଗୁରୁତର…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ ୩ ତାରିଖରେ ଅତାବିରା ଏନ୍‌ଏସି ନିର୍ବାଚନ

ଅତାବିରା : ଆସନ୍ତା ଏପ୍ରିଲ ୩ ତାରିଖ  ଅତାବିରା ବିଜ୍ଞାପିତ ଅଂଚଳ ପରିଷଦର ତୃତୀୟ ପରିଷଦ ଗଠନ ପାଇଁ ନିର୍ବାଚନ ହେବ। ୧୨ଟି ୱାର୍ଡ ବିଶିଷ୍ଟ ଏହି ବିଜ୍ଞାପିତ ପରିଷଦରେ ‌ପୁରୁଷ ୬,୭୪୩ ଓ ମହିଳା ୬,୭୭୭ ଭୋଟର୍‌ ଅଛନ୍ତି। ଅର୍ଥାତ ମୋଟ୍ ୧୩, ୫୨୦ ଜଣ ଭୋଟର୍‌। ଅତାବିରା ନିର୍ବାଚନ ଇତିହାସରେ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତାଙ୍କ ପତ୍ନୀ ବିୟୋଗ

ସୋହେଲା : ପୂର୍ବ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତାଙ୍କ ପତ୍ନୀ ସୁରେଶ୍ୱରୀ ଦେବତା (୭୫ ବର୍ଷ)ଙ୍କ ଗୁରୁବାର ପରଲୋକ ହୋଇଯାଇଛି। ସେ ବହୁ ଦିନ ହେଲା ଅସୁସ୍ଥ ଥିଲେ। ଶେଷ ସମୟରେ ସ୍ୱାମୀଙ୍କ ସହ ପୁଅ ବାବୁଲୁ, ବୋହୂ ରୋଜି, ନାତି ୟସ ଓ ୟୁଗ, ଝିଅ ମମତା ଓ ଜ୍ୱାଇଁ ବିଶ୍ୱଜିତ ଶତପଥୀଙ୍କ ସମେତ…
ଅଧିକ ଖବର ଦେଖନ୍ତୁ...

ଏଣିକି ପ୍ରତି ସୋମବାର ସମ୍ବଲପୁରୀ ପୋଷାକ ପରିଧାନ କରିବେ ସବୁ ସରକାରୀ କର୍ମଚାରୀ

ବରଗଡ଼ : ସମ୍ବଲପୁରୀ ବସ୍ତ୍ରର ପ୍ରଚାରପ୍ରସାର ଏବଂ ଆଦୃତି ବଢ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ଏକ ନିଆରା ପଦକ୍ଷେପ ନେଇଛି। ଏଣିକି ପ୍ରତି ସୋମବାର ସବୁ ଅଫିସ୍‌ର ଅଧିକାରୀ ଓ କର୍ମଚାରୀ ସମ୍ବଲପୁରୀ ପୋଷାକ ପରିଧାନ କରିବେ। ଯେଉଁ କାର୍ଯ୍ୟାଳୟ କିମ୍ବା ଅନୁଷ୍ଠାନରେ ଡ୍ରେସ୍‌ କୋଡ୍‌ ରହିଛି,…
ଅଧିକ ଖବର ଦେଖନ୍ତୁ...

ଓପିଏସ୍‌ସି ପରୀକ୍ଷାରେ ବିପୁଳଙ୍କ କୃତିତ୍ବ

ସୋହେଲା : ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଆୟୋଜିତ ସହକାରୀ ନିର୍ଦ୍ଦେଶକ (ଆଇନ) ପରୀକ୍ଷାରେ ସୋହେଲା ବ୍ଲକ ରେଙ୍ଗାଲି ଗ୍ରାମର ବିପୁଳ ବାରିକ କୃତକାର୍ଯ୍ୟ ହୋଇଛନ୍ତି। ସ୍ୱର୍ଗତ ରାଧାଶ୍ୟାମ ବାରିକଙ୍କ ନାତି ଓ ସୋହେଲାର ବରିଷ୍ଠ ଓକିଲ ଅଶୋକ ବାରିକଙ୍କ ପୁତ୍ର ବିପୁଳ ଜଣେ ମେଧାବୀ ଛାତ୍ର…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମ ଓଡ଼ିଶା ଗସ୍ତରେ ମୁଖ୍ୟମନ୍ତ୍ରୀ: ୩ ଜିଲ୍ଲାରେ ୩୦୮୧ କୋଟିର ଉନ୍ନୟନ ପ୍ରକଳ୍ପ ଆରମ୍ଭ

ବରଗଡ଼/ଭାବନୀପାଟଣା/ନୂଆପଡ଼ା : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସି ଆମପାଣିଠାରେ ‘ବିଜୁ ଏକ୍ସପ୍ରେସ୍‌ ୱେ ଏବଂ ବରଗଡ଼ ଜିଲ୍ଲା ସୋହେଲା ଠାରୁ କଳାହାଣ୍ଡି ଜିଲ୍ଲା ଆମପାଣି…
ଅଧିକ ଖବର ଦେଖନ୍ତୁ...

୧୫ ପରେ ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ

ପଦ୍ମପୁର/ପାଇକମାଳ: ସ୍ଥାନୀୟ ବାଳିକା ବିଦ୍ୟାଳୟରେ ରାଜବୋଡାସମ୍ବର ବ୍ଲକ୍‌ ଶିକ୍ଷକ ସଂଘର ଏକ ବୈଠକ ଓଡିଶା ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ସାଙ୍ଗଠିକ ସମ୍ପାଦକ ରଘୁନାଥ ପୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ୬ ତାରିଖରୁ ରାଜ୍ୟ ବ୍ୟାପୀ ପର୍ଯ୍ୟାୟକ୍ରମେ ହେବାକୁ ଥିବା…
ଅଧିକ ଖବର ଦେଖନ୍ତୁ...

ଶତାୟୁଙ୍କୁ ଶେଷ ବିଦାୟ: ବାଜିଲା ଡିଜେ, କୋକେଇ ସମ୍ମୁଖରେ ନାଚିଲେ

ବରଗଡ଼: ବରଗଡ଼ ଜିଲ୍ଲା ତବଡ଼ା ପଞ୍ଚାୟତ ଅନ୍ତର୍ଗତ କଳଙ୍ଗାପାଲି ଗ୍ରାମରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଗାଁର କୁଶ ମେହେର (୧୦୫)ଙ୍କ ଶନିବାର ପ୍ରାଣବାୟୁ ଚାଲିଯାଇଥିଲା । ତାଙ୍କ ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳି ଯାଇଥିଲା। କିନ୍ତୁ ସମାଜର ରୀତିନୀତି ଅନୁଯାୟୀ ଘରଠୁ ମଶାଣି ଯାଏଁ…
ଅଧିକ ଖବର ଦେଖନ୍ତୁ...

ଦେହରେ ନିଆଁ ଲଗାଇ ବିବାହିତାଙ୍କ ଆତ୍ମହତ୍ୟା

ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଚର୍ଦାପାଲି ଗ୍ରାମରେ ଜଣେ ବିବାହିତା ମହିଳା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁସାରେ ଲିଜା ଜଗତ ବର୍ଷେ ତଳେ ବମ୍ବରୀତ ଗ୍ରାମର ପିଣ୍ଟୁ ଧରୁଆଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତେବେ ପତି-ପତ୍ନୀଙ୍କ…
ଅଧିକ ଖବର ଦେଖନ୍ତୁ...

ଏହି ୩ ଜିଲ୍ଲାରେ ୩୦୮୧ କୋଟିର ଉନ୍ନୟନ ପ୍ରକଳ୍ପ ଆରମ୍ଭ, ଆମପାଣିରେ ‘ବିଜୁ ଏକ୍ସପ୍ରେସ୍‌ ଓ୍ଵେ’ ଲୋକାର୍ପିତ

ଭୁବନେଶ୍ଵର: ମହାନ ଜନନାୟକ ବିଜୁ ପଟ୍ଟନାୟକ ଜୟନ୍ତୀ ସାରା ରାଜ୍ୟରେ ପାଳିତ ହୋଇଛି ୲ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ, କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଗସ୍ତରେ ଯାଇ ଆମପାଣିଠାରେ ‘ବିଜୁ ଏକ୍ସପ୍ରେସ୍‌ ଓ୍ଵେ’ ଏବଂ ବରଗଡ଼ ଜିଲ୍ଲା ସୋହେଲା ଠାରୁ କଳାହାଣ୍ଡି ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...