ଅନୁସନ୍ଧାନ କରୁଥିବା ବର୍ଗ

ବରଗଡ଼

ବଲାଙ୍ଗୀରରେ ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍

ବଲାଙ୍ଗୀର/ ବରଗଡ଼: ବଲାଙ୍ଗୀରରେ ଶନିବାର ମାଟ୍ରିକ୍‌ ପ୍ରଶ୍ନପତ୍ର ପରୀକ୍ଷା ପୂର୍ବରୁ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ଆଉ ମାତ୍ର ଗୋଟିଏ ବିଷୟର ପରୀକ୍ଷା ବାକି ଥିବା ବେଳେ, ଶନିବାର ସାମାଜିକ ବିଜ୍ଞାନ ବିଷୟର ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ସକାଳ ୬ଟାରୁ ବଲାଙ୍ଗୀର ଜିଲ୍ଲାର ମୋବାଇଲରୁ…
ଅଧିକ ଖବର ଦେଖନ୍ତୁ...

ଅତାବିରା ଏନ୍‌ଏସି ନିର୍ବାଚନ: ପ୍ରାର୍ଥୀଙ୍କ ଜାତିଗତ ପ୍ରମାଣପତ୍ର ଉପରେ କଂଗ୍ରେସର ଅଭିଯୋଗ

ବରଗଡ଼: ଅତାବିରା ଏନ୍‌ଏସି ନିର୍ବାଚନ ପ୍ରକ୍ରିୟାରେ ସରକାରୀ ଦଳ ଗଣତନ୍ତ୍ରର ହତ୍ୟା କଲା ଭଳି ପଦକ୍ଷେପ ନେଉଛି ବୋଲି ହୋଟେଲ ମହାରାଜାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଭିଯୋଗ କରିବା ସହ ଏ ନେଇ ନ୍ୟାୟାଳୟର ଦ୍ବାରସ୍ଥ ହେବ ବୋଲି ସୂଚନା ଦେଇଛି। ଅତାବିରା ବିଜ୍ଞାପିତ ଅଞ୍ଚଳ…
ଅଧିକ ଖବର ଦେଖନ୍ତୁ...

ପରୀକ୍ଷା ପୂର୍ବରୁ ଉତ୍ତର ଖାତା ଜେରକ୍ସ !

ବରଗଡ଼: ପଦ୍ମପୁର ଉପଖଣ୍ଡର କିଛି ସ୍କୁଲ୍‌ରେ ମାଟ୍ରିକ୍‌ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଜଣାପଡ଼ିଛି। ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ବିଭିନ୍ନ ଦୋକାନରେ ଶହଶହ ଉତ୍ତର ଖାତା ଜେରକ୍ସ ଚାଲିଛି। ଫଳରେ ପିଲାମାନେ କେନ୍ଦ୍ରକୁ ପରୀକ୍ଷା ପାଇଁ ଯିବା ପୂର୍ବରୁ ଜେରକ୍ସ ଦୋକାନରେ ଭିଡ଼ ଜମାଉଛନ୍ତି।…
ଅଧିକ ଖବର ଦେଖନ୍ତୁ...

କୂଅ ଭିତରୁ ଯୁବତୀଙ୍କ ଶବ ଉଦ୍ଧାର

ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ଥାନା ଖୁଣ୍ଟପାଲି ଗ୍ରାମର ଏକ କୂଅ ଭିତରୁ ଜଣେ ଯୁବତୀଙ୍କ ଉଲଗ୍ନ ଶବ ଉଦ୍ଧାର ହୋଇଛି। ପୁଲିସ୍‌ ଏହି ମାମଲାରେ ଜଣେ ଯୁବକକୁ ଅଟକ ରଖି ତଦନ୍ତ ଜାରି ରହିଛି । ବିଜେପୁର ଥାନା ସାଇପାଲି ଗ୍ରାମର କ୍ଷୀରୋଦ୍ର ଛତ୍ରିଆଙ୍କ ଝିଅ ପଦ୍ମିନୀ (୨୫) ଗତ ୧୫ ତାରିଖରୁ…
ଅଧିକ ଖବର ଦେଖନ୍ତୁ...

ଅତାବିରା ଏନ୍‌ଏସି ନିର୍ବାଚନ-୨୦୨୩

ଅତାବିରା: ଅତାବିରା ଏନଏସି ନିର୍ବାଚନ ପାଇଁ ଶୁକ୍ରବାର ଥିଲା ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଯାଞ୍ଚ ଦିବସ। ତେବେ ୱାର୍ଡ ନଂ-୫ ଭୋଇପୁରା ଆସନର ବିଜେଡି ପ୍ରାର୍ଥୀ ରାଜୀବ କହରାଙ୍କ ଜାତି ପ୍ରମାଣପତ୍ରକୁ ନେଇ ପ୍ରଶ୍ନ ଉଠିଛି। ଉକ୍ତ ଆସନ ଅନୁସୂଚିତ ଜାତିର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ…
ଅଧିକ ଖବର ଦେଖନ୍ତୁ...

ଅତାବିରା ଏନ୍‌ଏସି ନିର୍ବାଚନ: ଜାଣନ୍ତୁ କେଉଁ ଦଳ କେଉଁ ପ୍ରସଙ୍ଗରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ

ଅତାବିରା : ଏପ୍ରିଲ ୩ ତାରିଖ ଅତାବିରା ବିଜ୍ଞାପିତ ଅଂଚଳ ପରିଷଦ ପାଇଁ ନିର୍ବାଚନ ହେବ। ୧୨ଟି ୱାର୍ଡ ବିଶିଷ୍ଟ ଅତାବିରା ଏନ୍ଏସି ନିର୍ବାଚନ ପାଇଁ ଅଧ୍ୟକ୍ଷ ପଦ ପାଇଁ ୪ ଜଣ, କାଉନସିଲର ପାଇଁ ୪୦ ଜଣ ନାମାଙ୍କନ କରିଛନ୍ତି। ତିନି ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ପକ୍ଷରୁ ୧୨ଟି…
ଅଧିକ ଖବର ଦେଖନ୍ତୁ...

୨୫୦ ଟଙ୍କା ଦିଅ ସାର୍ଟିଫିକେଟ୍ ନିଅ !

ପଦ୍ମପୁର : ପଦ୍ମପୁର ତହସିଲଦାରଙ୍କ କାର୍ଯ୍ୟାଳୟରେ କେତେକ ଅସାଧୁ କର୍ମଚାରୀ ବେଆଇନ ଫତୁଆ ଜାରି କରିଛନ୍ତି। ଯେଉଁ ଆବେଦନକାରୀ ହାତଗୁଞ୍ଜା ଦେଉନାହାନ୍ତି ସେମାନଙ୍କୁ ସାର୍ଟିଫିକେଟ୍‌ ନେବା ପାଇଁ ଦୀର୍ଘଦିନ ଅପେକ୍ଷା କରିବାକୁ ପଡୁଛି। ଖୋଲାଖୋଲି ଭାବରେ ୨୫୦ ରୁ ୩୦୦ ଟଙ୍କା ନ ଦେଲେ…
ଅଧିକ ଖବର ଦେଖନ୍ତୁ...

ବିଧାନସଭାରେ ଉଠିଲା ବରଗଡ଼ ଜିଲ୍ଲାର ବିଭିନ୍ନ ସମସ୍ୟା ପ୍ରସଙ୍ଗ

ବରଗଡ଼ : ବିଧାନସଭାରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ବରଗଡ଼ ଜିଲ୍ଲାର ବିଭିନ୍ନ ପ୍ରସଂଗ ଉଠାଇଛନ୍ତି। ବରଗଡ଼-ନୂଆପଡ଼ା ରେଳଲାଇନ୍‌ର ସ୍ଥିତି ନେଇ ଶ୍ରୀ ଆଚାର୍ଯ୍ୟ ମନ୍ତ୍ରୀ ଟୁକୁନି ସାହୁଙ୍କୁ ପ୍ରଶ୍ନ କରିଥିଲେ। ଏହି ରେଳପ୍ରକଳ୍ପର ଡିପିଆର୍‌ ନେଇ କ'ଣ ପଦକ୍ଷେପ ରହିଛି ବୋଲି ସେ ପ୍ରଶ୍ନ…
ଅଧିକ ଖବର ଦେଖନ୍ତୁ...

ଅତାବିରା ଏନ୍‌ଏସି ନିର୍ବାଚନ ଶେଷଦିନରେ ୩୧ ଜଣଙ୍କ ନାମାଙ୍କନ ଦାଖଲ

ଅତାବିରା: ଅତାବିରା ଏନ୍ଏସି ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନରେ ଆଜି କଂଗ୍ରେସ, ବିଜେପି ସମେତ ଆପ୍ ସମର୍ଥିତ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ୩୧ ଜଣ ନାମାଙ୍କନ ଦାଖଲ କରିଛନ୍ତି। ମଙ୍ଗଳବାର ବିଜେଡିର ୧୩ ଜଣଙ୍କ ନାମାଙ୍କନପତ୍ରକୁ ମିଶାଇ ମୋଟ୍ ୪୪ ଜଣ ନିର୍ବାଚନୀ ମଇଦାନରେ ଲଢ଼ିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଗଛରେ ପିଟି ହେଲା ପିକଅପ ଭ୍ୟାନ୍: ଜଣେ ମୃତ, ୨ ଗୁରୁତର

ବରପାଲି: ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ବନ୍ଧପାଲି ଗ୍ରାମ ନିକଟରେ ବିଜେପୁର ରାସ୍ତାରେ ଭୋର ୪ଟା୩୦ରେ ରାସ୍ତାକଡ଼ରେ ଥିବା ପିପ୍ପଳ ବୃକ୍ଷରେ ଧକ୍କାଦେଇ ଏକ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ମିଳିଛି।  ଆନ୍ଧ୍ର ପ୍ରଦେଶ ନମ୍ବର ଥିବା ଏକ ପିକଅପ ଭ୍ୟାନ (ଏପି ୩୯ ଟିକ୍ୟୁ…
ଅଧିକ ଖବର ଦେଖନ୍ତୁ...