ଅନୁସନ୍ଧାନ କରୁଥିବା ବର୍ଗ

ବରଗଡ଼

ନିଜ ସର୍ଭିସ୍‌ ବନ୍ଧୁକରୁ ଗୁଳିକରି ସିଆର୍‌ପିଏଫ୍‌ ଯବାନଙ୍କ ଆତ୍ମହତ୍ୟା

ଝାରବନ୍ଧ/ପଦ୍ମପୁର: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ୍‌ ଜଗଦଲପୁର ଥାନାରେ କାର୍ଯ୍ୟରତ ସିଆର୍‌ପିଏଫ୍‌ ଯବାନ ପ୍ରସନ୍ନଜିତ ପାଲ (୩୫ ବର୍ଷ) ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନାନୁସାରେ ଜଗଦଲପୁର ଥାନା ପରିସରରେ ସିଆର୍‌ପିଏଫ୍‌ ଯବାନମାନେ ସୁରକ୍ଷା…
ଅଧିକ ଖବର ଦେଖନ୍ତୁ...

ଅତାବିରା ଏନ୍‌ଏସି ନିର୍ବାଚନ ନେତୃତ୍ବର ଅଗ୍ନି ପରୀକ୍ଷା

ବରଗଡ଼/ଅତାବିରା: ଅତାବିରା ଏନ୍‌ଏସି ନିର୍ବାଚନ ସବୁ ଦଳର ନେତୃତ୍ବର ଅଗ୍ନି ପରୀକ୍ଷା ନେବ। କାହାର ନେତୃତ୍ବରେ ଦଳ କିଭଳି ପ୍ରଦର୍ଶନ କଲା, ତାହା ଫଳାଫଳ କହିବ। ଗତଥର ଏଠାରେ ବିଜେଡି ୧୨ଟି ୱାର୍ଡରେ ମୂଳପୋଛ କରିଥିଲା। ସଫଳତା ଦୋହରାଇବା ପାଇଁ ଦଳ ସବୁ କସରତ ଚଳାଇଛି। ବିଧାୟିକା ସ୍ନେହାଂଗିନୀ…
ଅଧିକ ଖବର ଦେଖନ୍ତୁ...

ହତ୍ୟା କରି ପୋଡ଼ି ଦେଲେ

ଭେଡ଼େନ: ଯୁବକକୁ ହତ୍ୟା କରି ପୋଡ଼ି ଦେଲେ। ଏଭଳି ଏକ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଗୋଡ଼ଭଗା-ତୁରୁମ ରାସ୍ତା ନିକଟରେ। ଭେଡ଼େନ ଥାନା ଋଷୁଡ଼ା ଫାଣ୍ଡି ବଇପୁର ନିକଟରେ ଥିବା ଗ୍ରିଡ୍‌ ପାଖରୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ଜବତ ହୋଇଛି। କିଛି ଲୋକ ନିକଟସ୍ଥ ଝାଇଁଜୋରକୁ ଗାଧୋଇବାକୁ ଯାଉଥିଲେ।…
ଅଧିକ ଖବର ଦେଖନ୍ତୁ...

ନିଜକୁ ଗୁଳିମାରି ଜୀବନ ହାରିଲେ ସିଆରପିଏଫ୍ ଯବାନ

ବରଗଡ଼: ଜଣେ କର୍ତ୍ତବ୍ୟରତ ସିଆରପିଏଫ୍ ଯବାନ ଆତ୍ମହତ୍ୟା କରିଥିବା ଖବର ମିଳିଛି। ମୃତ ସିଆରପିଏଫ୍ ଯବାନଙ୍କ ନାଁ ପ୍ରସନ୍ନଜିତ ପାଲ(୨୭)। ତାଙ୍କ ଘର ପଶ୍ଚିମବଙ୍ଗରେ। ସେ ସି/୧୮୯ ବାଟାଲିୟନର ଯବାନ ବୋଲି ଜଣାଯାଇଛି। ପ୍ରସନ୍ନଜିତ ଝାରବନ୍ଧ ବ୍ଲକ୍ ଜଗଦଲପୁରରେ ଥିବା ସିଆରପିଏଫ୍ କ୍ୟାମ୍ପରେ…
ଅଧିକ ଖବର ଦେଖନ୍ତୁ...

ତରଭୁଜ ଟ୍ରକ୍‌ରେ ଗଞ୍ଜେଇ ଚୋରାଚାଲାଣ

ସୋହେଲା: ଅନ୍ତଃରାଜ୍ୟ ଚୋରା ଚାଲାଣକାରୀଙ୍କ ଅଭିନବ ଉପାୟରେ ତରଭୁଜ ବୋଝେଇ ଟ୍ରକ୍‌ରେ ଗଂଜେଇ ଚାଲାଣ କରୁଥିବା ବେଳେ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସୀମାନ୍ତ ସରାଇପାଲି ପୁଲିସ ଦ୍ୱାରା ଧରାପଡିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ଅନୁସାରେ ଜାତୀୟ ରାଜପଥ ଦେଇ ଓଡ଼ିଶାରୁ…
ଅଧିକ ଖବର ଦେଖନ୍ତୁ...

ମା’ଙ୍କୁ ହତ୍ୟା କଲା ପୁଅ

ବରଗଡ଼: ବରଗଡ଼ ସଦର ଥାନା ଅନ୍ତର୍ଗତ ପିପିଲିପାଲି ଗାଁରେ ଶନିବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ଗାଁରେ ମଦ୍ୟପ ପୁଅ କାଠ ଫାଳିଆରେ ମା’ଙ୍କୁ ପିଟି ମାରି ଦେଇଛି। ସର୍ବସମ୍ମୁଖରେ ନିଜ ଦୋଷ ବି ମାନିଛି। ହତ୍ୟାକାଣ୍ଡର ଶିକାର ‌ହୋଇଛନ୍ତି ପାନ ଭୁଏ (୭୦ବର୍ଷ)। ହତ୍ୟା ଅଭିଯୁକ୍ତ ପୁଅ…
ଅଧିକ ଖବର ଦେଖନ୍ତୁ...

ପାଠପଢ଼ା ହେଲାନି, ପରୀକ୍ଷା ଦେଲେନି ଛାତ୍ରଛାତ୍ରୀ

ଗାଇସିଲାଟ୍‌: ହାତରୁ ଚାଲିଗଲା ଗୋଟିଏ ବର୍ଷର ପରିଶ୍ରମ। ୬୯ରୁ ଊର୍ଦ୍ଧ୍ବ ଅର୍ଥନୀତି ଛାତ୍ରଛାତ୍ରୀଙ୍କ କ୍ୟାରିୟର ଅନ୍ଧାର ଘେରରେ। ପାଠପଢା ହୋଇନଥିବା ଅଭିଯୋଗରେ ଆଜି ଅର୍ଥନୀତି ବିଭାଗର ଛାତ୍ରଛାତ୍ରୀ କଲେଜ୍‌ ସମ୍ମୁଖରେ ଧାରଣା ଦେବା ଦେଖିବାକୁ ମିଳିଛି। ଗାଇସିଲାଟ ଥାନା ଅନ୍ତର୍ଗତ ତାଲପାଲି…
ଅଧିକ ଖବର ଦେଖନ୍ତୁ...

ବରଗଡ଼ ଜିଲ୍ଲା ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ସରାଫ ସଭାପତି

ବରଗଡ଼: ବରଗଡ଼ ଜିଲ୍ଲା ଓକିଲ ସଂଘର ସଭାପତି ଭାବରେ ଭୀଷ୍ମଦେବ ସରାଫ ନିର୍ବାଚିତ ହୋଇଛନ୍ତି। ଉପସଭାପତି ଭାବରେ ସୁଶୀଲ ଶତପଥୀ, ସାଧାରଣ ସଂପାଦକ ଉତ୍ତର ସାହୁ, ଯୁଗ୍ମ ସଂପାଦକ ସୁକଦେବ ସାହୁ ନିର୍ବାଚିତ ହୋଇଛନ୍ତି ।  କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଶରଦ ପ୍ରଧାନ, ରାଜେନ୍ଦ୍ର ପ୍ରସାଦ ସିଂ,…
ଅଧିକ ଖବର ଦେଖନ୍ତୁ...

ସ୍ଥାନୀୟ ରୁଟ୍‌ରେ ଚାଲୁଛି ଭଲ୍‌ବୋ ବସ୍

ବରଗଡ଼: ବରଗଡ଼ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ବ୍ୟବସାୟିକ ସହର। ବ୍ୟବସାୟୀ ହୁଅନ୍ତୁ କି ସାଧାରଣ ଯାତ୍ରୀ, ଏଠାରୁ ବିଭିନ୍ନ ସହରକୁ ଯାତାୟତ ଲାଗି ରହୁଛି। କିନ୍ତୁ ଆଶ୍ଚର୍ଯ୍ୟର କଥା କେବଳ ବ୍ରହ୍ମପୁରକୁ ବାଦ୍‌ ଦେଇ ଅନ୍ୟ କୌଣସି ସହର ପାଇଁ ଏଠାରୁ ସିଧାସଳଖ ସରକାରୀ ବସ୍‌ର ବ୍ୟବସ୍ଥା ନାହିଁ।…
ଅଧିକ ଖବର ଦେଖନ୍ତୁ...

ଅତାବିରା ଏନ୍ଏସି ନିର୍ବାଚନ: ଏଥର କିଏ ହାତେଇବ ପରିଷଦ ଅଧ୍ୟକ୍ଷ ପଦ ?

ଅତାବିରା : ଏପ୍ରିଲ ୩ ତାରିଖ ଅତାବିରା ବିଜ୍ଞାପିତ ଅଂଚଳ ପରିଷଦର ତୃତୀୟ ପରିଷଦ ପାଇଁ ନିର୍ବାଚନ ହେବ। ପ୍ରାର୍ଥୀ/ପ୍ରାର୍ଥିନୀମାନେ ନିଜ ସମର୍ଥକଙ୍କ ସହ ପ୍ରଚାର ଆରମ୍ଭ କରି ଦେଲେଣି। ବିଜେଡି ପ୍ରଚାର ଜୋର କରିଥିବା ବେଳେ ପୋଷ୍ଟର, ବ୍ୟାନର ପ୍ରଚାରରେ ବିଜେପି ଓ କଂଗ୍ରେସ କିଛିଟା ପଛରେ…
ଅଧିକ ଖବର ଦେଖନ୍ତୁ...