ଅନୁସନ୍ଧାନ କରୁଥିବା ବର୍ଗ

ବରଗଡ଼

ପ୍ରେମିକା ସହ ମିଶି ସ୍ତ୍ରୀକୁ ବିଷ ଦେଇ ମାରିଦେଲେ !

ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ଥାନା ଟାଙ୍ଗରୁପଦର ଗ୍ରାମରେ ବିଷ ଦେଇ ସ୍ତ୍ରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ବିଜେପୁର ପୁଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି। ସୂଚନା ମତେ, ବିଜେପୁର ଥାନା ଲାଉମୁଣ୍ଡା ପଞ୍ଚାୟତ ଟାଙ୍ଗରୁପଦର ଗ୍ରାମର ଦେବରାଜ ଛତ୍ରିଆ ତାଙ୍କ ପ୍ରେମିକା…
ଅଧିକ ଖବର ଦେଖନ୍ତୁ...

ନିଶା ନେଲା ଜୀବନ: ବଡ଼ଭାଇର ଆକ୍ରମଣରେ ସାନର ମୃତ୍ୟୁ

ପାଇକମାଳ: ମଦନିଶା ନେଲା ଜୀବନ। ନିଶାରେ ଚୂର୍ ବଡ଼ଭାଇ ହିତାହିତ ଜ୍ଞାନ ଭୁଲି ସାନଭାଇକୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ଚାଲି ଯାଇଥିଲା ସାନଭାଇର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲା ପାଇକମାଳ ବ୍ଲକ ଡୁଙ୍ଗୁରିପାଲି ଗ୍ରାମରେ। ଗୁରୁବାର ରାତିରେ ଗ୍ରାମର ଉପେନ୍ଦ୍ର ସୁନା…
ଅଧିକ ଖବର ଦେଖନ୍ତୁ...

ସାପ କାମୁଡ଼ାରେ ମହିଳା ମୃତ

ପଦ୍ମପୁର: ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ କେର୍ମେଲି ଗ୍ରାମର ମଥୁରା ସାହୁଙ୍କ ଶୁକ୍ରବାର ଅପରାହ୍‌ଣରେ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ମଥୁରା ଆଜି ଦିନ ପ୍ରାୟ ୧ଟା ବେଳେ ଘର ସଫା କରିବାକୁ ପାଖରେ ରଖାଯାଇଥିବା ଝାଡୁ ଆଣିଥିଲେ। ମାତ୍ର ଝାଡୁରେ ଏକ…
ଅଧିକ ଖବର ଦେଖନ୍ତୁ...

ବଡ଼ଭାଇର ତାୱା ପାହାରରେ ଚାଲିଗଲା ସାନଭାଇର ଜୀବନ

ପାଇକମାଳ: ବରଗଡ଼ ଜିଲା ପାଇକମାଳ ବ୍ଲକ ଡୁଙ୍ଗୁରିପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବଡ଼ଭାଇର ଆକ୍ରମଣରେ ସାନଭାଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛି। ମୃତକ ହେଲେ ବିରଞ୍ଚି ସୁନାଙ୍କ ପୁଅ ମନୋଜ ସୁନା (୨୫)। ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ  ୮ଟାରେ ମୃତକ ମନୋଜ ଓ ବଡ଼ଭାଇ…
ଅଧିକ ଖବର ଦେଖନ୍ତୁ...

ତରଭୁଜ କ୍ଷେତରେ ଟ୍ରାକ୍ଟର ମଡ଼ାଇଦେଲେ ଚାଷୀ

ବରଗଡ଼ : ବିଗତ ଦିନରେ ଅଦିନିଆ ବର୍ଷା ଏବଂ କରକାପାତ ପରିବା ଚାଷୀଙ୍କୁ କ୍ଷତି ପହଂଚାଇଛି। ଫସଲ ନଷ୍ଟ ହେବା ସହ ବଜାରରେ କମ୍‌ ଦର ଯୋଗୁଁ ଚାଷୀ ଦୋହରା ଦୁଃଖ ପାଇଛନ୍ତି। ବିଶେଷକରି ତରଭୁଜ ଚାଷୀମାନେ କରକାମାଡ଼ ଯୋଗୁଁ ବ୍ୟାପକ କ୍ଷତି ସହିଛନ୍ତି। ଶେଷରେ ଚାଷୀ ନିଜ ୩ ଏକର ତରଭୁଜ ଚାଷ ଜମିରେ…
ଅଧିକ ଖବର ଦେଖନ୍ତୁ...

ହିନ୍ଦୋଳ, ଅତାବିରାରେ ବିଜେଡିର ଏକତରଫା ବିଜୟ

ଭୁବନେଶ୍ବର/ ହିନ୍ଦୋଳ/ ଅତାବିରା : ପାଖାପାଖି ବର୍ଷେ ପରେ ପୌର ନିର୍ବାଚନ ସଫଳତା ଦୋହରାଇଛି ବିଜେଡି। ଉଭୟ ଅତାବିରା ଓ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ନିର୍ବାଚନ ଏକତରଫା ଭାବେ ବିଜୁ ଜନତା ଦଳ ଖାତାକୁ ଯାଇଛି। ଅଧ୍ୟକ୍ଷ ପଦ ବିଜେଡି ହାତରେ। ଅତାବିରାରେ ୧୨ଟି ୱାର୍ଡରୁ…
ଅଧିକ ଖବର ଦେଖନ୍ତୁ...

ସଟ୍ଟା କାରବାର ଉପରେ ଚଢ଼ଉ: ୪୭ ଗିରଫ

ବରଗଡ଼: ବରଗଡ଼ ପୁଲିସ୍‌ ପ୍ରଥମ ଥର ପାଇଁ ସଟ୍ଟା କାରବାର ଉପରେ ବ୍ୟାପକ ଚଢ଼ଉ କରିଛି। ଜିଲ୍ଲାର ସବୁ ଥାନା ଇଲାକାରେ ଏହି ଚଢ଼ଉ ହୋଇଥିଲା। ଏଥିରେ ମୋଟ୍‌ ୪୭ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନଙ୍କ ପାଖରୁ ୪୦ଟି ସଟ୍ଟା ଚାଟ୍‌, ୫୨ଟି ଚିରକୁଟ୍‌, ୨୦ ମୋବାଇଲ୍‌, ୨୮ଟି ନୋଟ୍‌ବୁକ୍‌…
ଅଧିକ ଖବର ଦେଖନ୍ତୁ...

ଅତାବିରା ଏନ୍‌ଏସି ଅଧ୍ୟକ୍ଷ ନିର୍ବାଚିତ ହେଲେ ବିଜେଡ଼ିର ବନମାଳି ବରିହା

ଅତାବିରା: ଆଜି ସକାଳୁ ଅତାବିରା ଏନ୍‌ଏସି ନିର୍ବାଚନ ଫଳାଫଳ ଘୋଷଣା ହୋଇଯାଇଛି। ଗଣତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇ  ସକାଳ ୮ଟାରୁ ୪ଟି ଟେବୁଲରେ ଚାରି ରାଉଣ୍ତ ଗଣତି ହୋଇଥିଲା। ଅତାବିରା ଏନଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡି ପ୍ରାର୍ଥୀ ବନମାଳି ବରିହା ବିଜୟୀ…
ଅଧିକ ଖବର ଦେଖନ୍ତୁ...

ଆଜି ଅତାବିରା ନିର୍ବାଚନ ଫଳାଫଳ

ବରଗଡ଼/ଅତାବିରା: ବୁଧବାର ଅତାବିରା ଏନ୍‌ଏସି ନିର୍ବାଚନ ଫଳାଫଳ ଘୋଷଣା ହେବ। ଗଣତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ସକାଳ ୮ଟାରୁ ୪ଟି ଟେବୁଲରେ ଚାରି ରାଉଣ୍ତ ଗଣତି ହେବ। ଉଭୟ ଅଧ୍ୟକ୍ଷ ଓ କାଉନସିଲର ପାଇଁ ଦୁଇଟି ଟେବୁଲ୍‌ରେ ଦୁଇ ରାଉଣ୍ଡ ଲେଖାଏଁ ଗଣତି ପରେ ଫଳାଫଳ…
ଅଧିକ ଖବର ଦେଖନ୍ତୁ...

ବଜ୍ରାଘାତରେ ଯୁବକ ମୃତ

ଭେଡ଼େନ: ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ୍‌ ତାଲମେଣ୍ଡା ପଞ୍ଚାୟତ ଅନ୍ତର୍ଗତ ଦେବକୁଲବା ଗ୍ରାମର ଜନୈକ ୧୮ ବର୍ଷୀୟ ଯୁବକଙ୍କ ମଙ୍ଗଳବାର ବଜ୍ରାଘାତରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ରୋଶନ ଭୁଏ (ଚଏତୁ)। ଆଜି ଅପରାହ୍ନ ୪ଟା ୨୦ ମିନିଟ୍‌ ସମୟରେ ରୋସନ ଦେବକୁଲବାସ୍ଥିତ ବନ୍ଧକୁ ଯାଉଥିଲେ। ଏହି…
ଅଧିକ ଖବର ଦେଖନ୍ତୁ...