ଅନୁସନ୍ଧାନ କରୁଥିବା ବର୍ଗ

ବୌଦ୍ଧ

ଦୁଇ ଦିନରେ ୨ ଦୁର୍ଘଟଣା: ମିକ୍ଚର ମେସିନ୍‌କୁ ପିଟିଲା କାର, ଜଣେ ଆହତ

ଲକ୍ଷ୍ମୀପ୍ରସାଦ: ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅଞ୍ଚଳରେ ଦୁଇ ଦିନ ଭିତରେ ୨ଟି କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ମେଡିକାଲ ଛକ ଠାରେ ରାସ୍ତାକଡରେ ମରାମତି ପାଇଁ ଥିବା ଏକ ମିଶ୍ଚର ମେସିନ୍‌କୁ କାର ଧକ୍କା ଦେବା ଫଳରେ ଜଣେ ସାମାନ୍ୟ ଆହତ…
ଅଧିକ ଖବର ଦେଖନ୍ତୁ...

ଭାରସାମ୍ୟ ହରାଇ ଗଛରେ ପିଟିଲା କାର୍‌, ମହିଳା ଗୁରୁତର

ଲକ୍ଷ୍ମୀପ୍ରସାଦ: ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲାର ଜହ୍ନାପଙ୍କ ଫାଣ୍ଡି ବୁରକଟା ଛକ ନିକଟରେ ଏକ ଇନୋଭା କାର (ଓଡି ୦୨ଏଭି ୬୭୩୨) ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଛି। ଏଥିରେ ବସିଥିବା ଗୋଟିଏ ପରିବାର ତିନିଜଣ ଥିବା ବେଳେ ଜଣେ ମହିଳା ଗୁରୁତର ହୋଇଥିବା…
ଅଧିକ ଖବର ଦେଖନ୍ତୁ...

୨୫ କେଜି ଗଞ୍ଜେଇ ଓ ବାଇକ୍ ଜବତ, ମାଫିଆ ପାର୍

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ପୁଲିସ ଚଢ଼ଉ କରି ୨୫ କେଜି ଗଞ୍ଜେଇ ସହ ଏକ ବାଇକ୍ ଜବତ କରିଥିବା ଜଣାପଡ଼ିଛି। ସୂଚନାନୁସାରେ, ଘଣ୍ଟାପଡ଼ା ଥାନାଧିକାରୀ ଗଣନାଥ ଥନାପତିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ସିଲେଟପଡ଼ା ଛକ ନିକଟରେ ଚେକିଂ କରୁଥିଲା। ଏହି ସମୟରେ ଜଣେ ବ୍ୟକ୍ତି ବାଇକରେ…
ଅଧିକ ଖବର ଦେଖନ୍ତୁ...

ନିଆଁ ଲାଗି ଜଳିଗଲା ଦୋକାନ, ଦୋକାନୀ ଆହତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଧଳପୁର ପାଣିଟାଙ୍କି ନିକଟରେ ରବୀନ୍ଦ୍ର ନାଏକଙ୍କ କିରାନା ଦୋକାନରେ ଗୁରୁବାର ମଧ୍ୟାହ୍ନ ସମୟରେ ହଠାତ୍ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି। ସୂଚନାନୁସାରେ ରବୀନ୍ଦ୍ର ସକାଳୁ ଦୋକାନ ଖୋଲିଥିଲେ। ପରେ…
ଅଧିକ ଖବର ଦେଖନ୍ତୁ...

ଦୈନିକ ବଜାର ସ୍ଥାନାନ୍ତର ବିବାଦ: ସହରର ୩ଟି ସ୍ଥାନରେ ବସିବ ପରିବା ବଜାର

ବୌଦ୍ଧ: ଦୈନିକ ପନିପରିବା ବଜାର ଆରଏମସି କୃଷି ବଜାରକୁ ସ୍ଥାନାନ୍ତର ହେବା ପରେ ପ୍ରଶାସନ ଓ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ପ୍ରଶାସନ ନିଜ ସ୍ଥାନାନ୍ତର ଜିଦରେ ଅଟଳ ଥିବାବେଳେ ବ୍ୟବସାୟୀମାନେ ମଧ୍ୟ ନିଜ ସମସ୍ୟା କାରଣରୁ ଦୋକାନ ବନ୍ଦ ରଖିଛନ୍ତି। ପାଞ୍ଚ ଦିନର ବାଦବିବାଦ ପରେ…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲରୁ ୫୦୨ କିଲୋ ଗଞ୍ଜେଇ ଜବତ

ବୌଦ୍ଧ: ଅବକାରୀ ମୋବାଇଲ ସ୍କ୍ବାଡ୍ ଜଙ୍ଗଲରେ ଚଢ଼ଉ କରି ୫୦୨ କିଲୋ ଗଞ୍ଜେଇ ଜବତ କରିଛି। ସୂଚନା ଅନୁସାରେ, ବୌଦ୍ଧ ଥାନା କାମାରକୋଡ଼ା ଗ୍ରାମ ନିକଟ ଜଙ୍ଗଲରେ ଭାଡ଼ି ତିଆରି କରି ଗଞ୍ଜେଇ ଗଚ୍ଛିତ ରଖାଯାଇଥିବା ମୋବାଇଲ ଦଳ ସୂଚନା ପାଇଥିଲେ। ଚଢ଼ଉ ପୂର୍ବରୁ ସେଠାରେ ଥିବା କିଛି ବ୍ୟକ୍ତି ଫେରାର…
ଅଧିକ ଖବର ଦେଖନ୍ତୁ...

୧.୪ କ୍ୱିଣ୍ଟାଲ ଗଞ୍ଜେଇ ସହ ବନ୍ଧୁକ ଜବତ କଲା ପୁଲିସ

କଣ୍ଟାମାଳ: କଣ୍ଟାମାଳ ଥାନା ବରଗାଁ ପଞ୍ଚାୟତ ଲବରକାନି ନିକଟ ଜଙ୍ଗଲରୁ ୧ କ୍ୱିଣ୍ଟାଲ ୪୦ କେଜି ଗଞ୍ଜେଇ ସହିତ ଏକ ଦେଶୀ ବନ୍ଧୁକ ଜବତ କରିଛି କଣ୍ଟାମାଳ ପୁଲିସ। ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ କଣ୍ଟାମାଳ ପୁଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଗଞ୍ଜେଇ ଚୋରାଚାଲାଣ ପାଇଁ…
ଅଧିକ ଖବର ଦେଖନ୍ତୁ...

ଠିକା କାମରେ ଜଙ୍ଗଲ ଜମି ପଥର : ଚେଇଁ ଶୋଇଛି ବନ ବିଭାଗ, ତଦାରଖ କରୁନି ଜଳସେଚନ ବିଭାଗ

ବୌଦ୍ଧ/ବାଉଁଶୁଣି : ଜଙ୍ଗଲ ଜଗିଛି ବନ ବିଭାଗ। ବନ ବିଭାଗର ଛତ୍ରଛାୟାରେ ଠିକାଦାର ଲୁଟୁଛି ଜଙ୍ଗଲଜମିରୁ ପଥର। ପୋକ୍‌ଲିନ ମେସିନ ଲଗାଇ ଠିକାଦାର ରାତିଅଧିଆ ଜଙ୍ଗଲରୁ ପଥର ଲୁଟ୍ କରୁଛି। ପ୍ରଥମେ ଜଙ୍ଗଲର ଗଛ ଉପାଡ଼ି ମେସିନରେ ପଥର ଖୋଳାଯାଉଛି। ସାରାରାତି ଚୋରାଚାଲାଣ ହେବାପରେ ସକାଳେ ସବୁ…
ଅଧିକ ଖବର ଦେଖନ୍ତୁ...

ଫେରାର ହତ୍ୟା ଅଭିଯୁକ୍ତ ଗିରଫ

ବାଉଁଶୁଣି: ବୌଦ୍ଧ ବ୍ଲକ ବାଉଁଶୁଣି ଥାନା ପିଙ୍ଗଳାବେଡ଼ା ଗ୍ରାମରେ ୨୦୦୮ ମସିହାରେ ଏକ ହତ୍ୟାକାଣ୍ଡ ଘଟିଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ସେହି ଗ୍ରାମର ତରଣୀ ଛତ୍ରିଆ ଘଟଣା ଦିନଠାରୁ ଫେରାର ହୋଇ ଯାଇଥିଲା। ବିଶେଷ ସୂତ୍ରରୁ ତା’ର ଉପସ୍ଥିତି ସମ୍ପର୍କରେ ଖବର ପାଇ ପୁଲିସ ମଙ୍ଗଳବାର…
ଅଧିକ ଖବର ଦେଖନ୍ତୁ...

ଅବକାରୀ ଚଢ଼ଉ, ୫୫ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ବୌଦ୍ଧ: ଅବକାରୀ ବିଭାଗ ବୁଧବାର ଦୁଇଟି ସ୍ଥାନରେ ଚଢ଼ଉ କରି ୫୫ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ବୌଦ୍ଧ ଥାନା ଆମ୍ବଝରି ଗ୍ରାମ ରାସ୍ତାରେ ଗଞ୍ଜେଇ ନେଇ ଯାଉଥିବା ମନମୁଣ୍ଡା ଥାନା କୁଠୁଲିପଡ଼ା ଗ୍ରାମର ସାନୁଜ କହଁର(୫୮)ଙ୍କ ଠାରୁ ୪୦…
ଅଧିକ ଖବର ଦେଖନ୍ତୁ...