ଅନୁସନ୍ଧାନ କରୁଥିବା ବର୍ଗ

ବୌଦ୍ଧ

ବେଲଗାମ ଛତିଶଗଡ଼, ଶୁଖିଯାଉଛି ମହାନଦୀ: ମାଛ, ଚାଷ ସବୁ ଉଜୁଡ଼ିଗଲା

ଝାରସୁଗୁଡ଼ା/ବୌଦ୍ଧ : ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗିରହିଛି ବିବାଦ। ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ନିର୍ମାଣ କରିଚାଲିଛି ଛତିଶଗଡ଼। ଛତିଶଗଡ଼ ପଟେ ମହାନଦୀରେ ନୀଳ ଜଳରାଶି ଲହଡ଼ି ମାରୁଥିବା ବେଳେ ଓଡ଼ିଶା ପଟ ଶୁଖିଲା। ଏହାକୁ ନେଇ ଚାଲିଥିବା ରାଜନୀତି ଓ ଟ୍ରିବ୍ୟୁନାଲ୍‌…
ଅଧିକ ଖବର ଦେଖନ୍ତୁ...

୩୧ କୁଇଣ୍ଟାଲ ଗଞ୍ଜେଇ ସହ ୫ ଦେଶୀ ବନ୍ଧୁକ ଜବତ, ୨ ଗିରଫ

ବୌଦ୍ଧ: ପୁଣି ବୌଦ୍ଧ ପୁଲିସକୁ ବଡ଼ ସଫଳତା ମିଳିଛି। ବୌଦ୍ଧ-କନ୍ଧମାଳ ସୀମାନ୍ତ କଣ୍ଟାମାଳ ଥାନା ଅନ୍ତର୍ଗତ ମାନପଦର ଜଙ୍ଗଲରୁ ପୁଲିସ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି। ୩୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୫ଟି ଦେଶୀ ବନ୍ଧୁକ…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧବାସୀଙ୍କ ପାଇଁ କାଳ ସାଜିଲା! ‘ଡଙ୍ଗାଏ ପଥରକୁ ଆଠଟଙ୍କା’

ବୌଦ୍ଧ : ପୂର୍ବରୁ ଘର ନିର୍ମାଣ ସମୟରେ ନିଅଁ ପାଇଁ ସାଇଜ୍‌ ପଥର ବ୍ୟବହାର କରାଯାଉଥିଲା। ଏଥିପାଇଁ ନଦୀ ଭିତରୁ ପଥର ଫଟାଇ ସଂଗ୍ରହ କରାଯାଉଥିଲା। ଡଙ୍ଗାଏ ପଥରକୁ ଆଠଟଙ୍କାରେ ବିକ୍ରି ହେଉଥିଲା। ଏହା ଏବେ ବୌଦ୍ଧ ସହରବାସୀଙ୍କ ପାଇଁ କାଳ ସାଜିଛି। ମହାନଦୀର ବୌଦ୍ଧ ସହର ପଟ ଶଯ୍ୟା ବାଲିରେ…
ଅଧିକ ଖବର ଦେଖନ୍ତୁ...

ଅକାଳରେ ଝଡ଼ି ପଡିଥିବା ଯୁବକଙ୍କ ଶବକୁ ମଶାଣି ନେଲା ‘ଶେଷ ସାଥୀ’

ଭୁବନେଶ୍ବର: ଅକାଳରେ ଝଡ଼ି ପଡ଼ିଥିବା ଯୁବକ ରଘୁ ସିଂ (୨୦)ଙ୍କ ମୃତଦେହକୁ ‘‌ଶେଷ ସାଥୀ’ ନାମକ ଏକ ସଂସ୍ଥା ମଶାଣିକୁ ନେଇ ଅନ୍ତିମ ସତ୍କାର କରିଛି। ରଘୁ ସିଂ ହେଉଛନ୍ତି ବୌଦ୍ଧ ଜିଲ୍ଲା ନିବାସୀ। ସେ ଭୁବନେଶ୍ବରସ୍ଥିତ ଝାରପଡ଼ା ଅଞ୍ଚଳରେ ରହୁଥିଲେ। ପ୍ରଥମେ ଏକ ଇଟା ଭାଟି ଓ ପରବର୍ତ୍ତୀ ସମୟରେ…
ଅଧିକ ଖବର ଦେଖନ୍ତୁ...

ଛେଳି ଚୋରକୁ କାବୁ କଲେ ଗ୍ରାମବାସୀ

କଣ୍ଟାମାଳ: ଛେଳି ଚୋରି କରିବାକୁ ଆସିଥିବା ଦୁଇ ଜଣ ଯୁବକଙ୍କୁ ଗ୍ରାମବାସୀ କାବୁ କରି ଉତ୍ତମ ମଧ୍ୟମ ଦେବା ପରେ ପୁଲିସରେ ଜିମା ଦେଇଥିଲେ। ସୂଚନାନୁସାରେ କଣ୍ଟାମାଳ ବ୍ଲକ୍‌ ଲମ୍ବସରୀ ପଞ୍ଚାୟତ ବଲମତୁମ୍ବା ଗ୍ରାମର ଶଙ୍କର ଦେହୁରୀଙ୍କ ପତ୍ନୀ ଛେଳି ଚରାଉଥିଲେ। ଏହି ସମୟରେ ଦୁଇଟି ବାଇକ୍‌ରେ…
ଅଧିକ ଖବର ଦେଖନ୍ତୁ...

ମିକ୍ସଚର ବୋଝେଇ ଗାଡ଼ିରୁ ବାହାରିଲା ୯୦ କିଲୋ ଗଞ୍ଜେଇ, ୨ ଗିରଫ

ବୌଦ୍ଧ/ହରଭଙ୍ଗା: ଉପରେ ମିକ୍ସଚର ବେପାର ଦେଖାଇ ଭିତରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ଏଭଳି ଏକ ଗାଡ଼ିକୁ ପୁରୁଣାକଟକ ଥାନା ପୁଲିସ ବୁଧବାର ରାତିରେ ଧରିଛି। ମିକ୍ସଚର ବସ୍ତା ହଟାଇ ଭିତରୁ ୯୦ କିଲୋ ଗଞ୍ଜେଇ ଜବତ କରିଛି। ସୂଚନା ଅନୁସାରେ ଏକ ମିକ୍ସଚର ବୋଝଇ ବଲେରୋ ପିକ୍‌ଅପ୍‌ (ଓଡି ୦୫…
ଅଧିକ ଖବର ଦେଖନ୍ତୁ...

ବଡ ଖଜୁରୀରୁ ବାଘ ଖପୁରି ଓ ହାଡ଼ ଜବତ ଘଟଣା: ୨ ଅନ୍ତଃଜିଲ୍ଲା ବେପାରୀଙ୍କ ସମେତ ୪ କୋର୍ଟଚାଲାଣ

ହରଭଙ୍ଗା: ସୋମବାର ବୌଦ୍ଧ ବନ ବିଭାଗ ଏବଂ ନୟାଗଡ଼ ବନ୍ୟପ୍ରାଣୀ ବିଭାଗର ଏକ ୧୬ ଜଣିଆ ଟିମ ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ଅନ୍ତର୍ଗତ ବଡ଼ଖଜୁରୀ ଗ୍ରାମର ବିଶ୍ବାମିତ୍ର କହଁର ଘରେ ଚଢ଼ଉ କରି ସେଠାରୁ ଏକ ଦେଶୀ ବନ୍ଧୁକ ସହିତ ବାଘ ଖପୁରୀ, ହାଡ଼ ଓ ଲୋମ ଜବତ କରିବା ସହ ବିଶ୍ବାମିତ୍ରକୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ପଲସପାଟରେ ମହିଳାଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତକୁ କୋର୍ଟଚାଲାଣ କଲା ପୁଲିସ

ବାଉଁଶୁଣି: ବୌଦ୍ଧ ବ୍ଲକ ବାଉଁଶୁଣି ଥାନା ଅନ୍ତର୍ଗତ ପଲସପାଟ ଗ୍ରାମର ମହିଳା ସୂର୍ଯ୍ୟକାନ୍ତି ପ୍ରଧାନ (୩୫)ଙ୍କୁ ଚାରିଶମ୍ଭୁ ଦଣ୍ଡ ଦଳର ଉପାସକ ଉଗ୍ରସେନ ସେଠୀ ଗତ ୭ ତାରିଖରେ ପନିକିରେ ହାଣି ହତ୍ୟା କରିଥିଲା। ଏଭଳି ହତ୍ୟାକାଣ୍ଡ ଭିଆଇବା କାରଣରୁ ଉତ୍ତ୍ୟକ୍ତ ଲୋକେ ହତ୍ୟାକାରୀ ଉଗ୍ରସେନକୁ…
ଅଧିକ ଖବର ଦେଖନ୍ତୁ...

ଫେରାର୍ ବାଘ ଶିକାରୀକୁ କାବୁକଲା ବନ୍ୟପ୍ରାଣୀ ବିଭାଗ

ହରଭଙ୍ଗା: ବୌଦ୍ଧ ବନଖଣ୍ତ ଅଧୀନସ୍ଥ ମାଧପୁର ରେଞ୍ଜ ବଡ଼ଖଜୁରୀ ଗ୍ରାମର ବିଶ୍ବାମିତ୍ର ଯାନୀ (୩୫)ର ଘରେ ସୋମବାର ସକାଳୁ ବନ ବିଭାଗ ଏବଂ ବନ୍ୟପ୍ରାଣୀ ବିଭାଗର ଏକ ୧୬ ଜଣିଆ ଟିମ୍ ମିଳିତ ଚଢ଼ଉ କରିଥିଲା। ସେଠାରୁ ଗୋଟିଏ ଦେଶୀ ବନ୍ଧୁକ ସହିତ ବାଘ ଖପୁରୀ, କିଛି ହାଡ଼, ଲୋମ, ଚମଡ଼ା ସମେତ କଟୁରୀ…
ଅଧିକ ଖବର ଦେଖନ୍ତୁ...

ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି, ଅଙ୍ଗନୱାଡ଼ି କର୍ମୀଙ୍କୁ ୩ ବର୍ଷ ଜେଲ

ବୌଦ୍ଧ: ନକଲି ସାର୍ଟିଫିକେଟରେ ଚାକିରି ହାତେଇଥିବା ଏକ ମାମଲାର ବିଚାର କରି ବୌଦ୍ଧ ଜିଲ୍ଲା ହରଭଙ୍ଗା ଜେଏମ୍‌ଏଫ୍‌ସି ରାୟ ପ୍ରକାଶ କରିଛନ୍ତି। ବିଚାରପତି ଶୁଭଙ୍କର ମହାନ୍ତି ଜଣେ ଅଙ୍ଗନୱାଡ଼ି କର୍ମୀଙ୍କୁ ୩ ବର୍ଷ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଆଦାୟ ଆଦେଶ ଦେଇଛନ୍ତି। ମାମଲା…
ଅଧିକ ଖବର ଦେଖନ୍ତୁ...