ଅନୁସନ୍ଧାନ କରୁଥିବା ବର୍ଗ

ବୌଦ୍ଧ

୨ ବଜ୍ରକାପ୍ତା ଜବତ, ୨ ଶିକାରୀ ଗିରଫ

ବୌଦ୍ଧ : ବୌଦ୍ଧ ବନଖଣ୍ଡରେ ଅସୁରକ୍ଷିତ ବନ୍ୟ ପ୍ରାଣୀ। କ୍ରମାଗତ ଭାବେ ଶିକାର ହୋଇ ଲୋପ ପାଇବାକୁ ବସିଲେଣି ଅନେକ ବନ୍ୟଜନ୍ତୁ ପ୍ରଜାତି। ଗୁଇନ୍ଦା ସୂଚନାକୁ ଆଧାର କରି ଏସ୍‌ଟିଏଫ୍‌ ବୁଧବାର ଦୁଇଟି ଜୀବନ୍ତ ବଜ୍ରକାପ୍ତା ଜବତ କରିଛି। ବିକ୍ରି ପାଇଁ ବୌଦ୍ଧ ପଟକୁ ଆସୁଥିବା ବେଳେ ବନ ବିଭାଗ…
ଅଧିକ ଖବର ଦେଖନ୍ତୁ...

ଉପଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ଘଟଣା: ଅଭିଯୋଗକାରୀ ଜାତୀୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ

କଣ୍ଟାମାଳ : ଗତ ସୋମବାର ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲାପାଳଙ୍କ ନିକଟକୁ ଅଭିଯୋଗ କରିବାକୁ ଯାଇଥିବା ଆନ୍ଦୋଳନକାରୀଙ୍କୁ ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁରଙ୍କ ଦୁର୍ବ୍ୟବହାର ଓ ରମେଶ ଚନ୍ଦ୍ର ମିଶ୍ରଙ୍କୁ ଗାଳିଗୁଲଜ ସାଙ୍ଗକୁ ଧକ୍କା ମାରିବା ଘଟଣାରେ ଜାତୀୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁର ଲାଇଭ୍: ଲୋକଙ୍କ ଆଗରେ ବୁଡ଼ିଗଲେ ଅଜଣା ବ୍ୟକ୍ତି

ବୌଦ୍ଧ : ଗୁରୁବାର ସନ୍ଧ୍ୟାରେ ବୌଦ୍ଧ ସହରସ୍ଥିତ ମହାନଦୀ ଚନ୍ଦ୍ରଚୂଡ଼ ଘାଟରେ ଅଘଟଣ। ବଗିଚାସାହିର କିଛି ଲୋକଙ୍କ ସାମ୍ନାରେ ହିଁ ଜଣେ ବ୍ୟକ୍ତି ପାଣିରେ ବୁଡ଼ି ଯାଇଥିଲେ। ଆଉ ନିରୁପାୟ ହୋଇ ଏହି ‘ମୃତ୍ୟୁର ଲାଇଭ୍’ ଦେଖିବାକୁ ବାଧ୍ୟ ହୋଇଥିଲେ ସେମାନେ। ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା…
ଅଧିକ ଖବର ଦେଖନ୍ତୁ...

ଏସଟିଏଫକୁ ପୁଣି ସଫଳତା: ୨ଟି ବଜ୍ରକାପ୍ତା ଜବତ, ଦୁଇ ଶିକାରୀ ଗିରଫ

ବୌଦ୍ଧ: ଏସଟିଏଫକୁ ପୁଣି ମିଳିଛି ସଫଳତା। କିଛିଦିନ ପୂର୍ବରୁ ଗ୍ରାହକ ସାଜି ଗୋଟିଏ ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ କରିଥିଲା। ବୁଧବାର ପୁଣି ଗ୍ରାହକ ସାଜି ଡିଲ କରିବା ବାହାନାରେ ଦୁଇଟି ବଜ୍ରକାପ୍ତା ଜବତ କରିଛି। ଏଠି ସହିତ ଦୁଇ ଶିକାରୀଙ୍କ ଗିରଫ କରିଛି। ସୂଚନା ଅନୁସାରେ ବଜ୍ରକାପ୍ତା…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାସ୍ତରୀୟ ଆଶା, ଗାଁ’ କଲ୍ୟାଣ ସମିତି ଓ ଜନ ଆରୋଗ୍ୟ ସମିତି ସମ୍ମିଳନୀ

ବୌଦ୍ଧ: ମମତା ଯୋଜନାରୁ ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ଅର୍ଥାତ ଅନ୍ତୁଡ଼ିଶାଳରୁ ଶ୍ମଶାନ ପର୍ଯ୍ୟନ୍ତ ଆଶାକର୍ମୀ ପ୍ରତ୍ୟକ୍ଷ ଭାବରେ ଲୋକଙ୍କ ପାଖରେ ଠିଆହୋଇ ସାହାଯ୍ୟର ହାତ ବଢ଼ାଉଛନ୍ତି। ତେଣୁ ସେମାନଙ୍କୁ ଆଉ ‘ଆଶା କର୍ମୀ’ ନୁହେଁ, ‘ଆଶା ମା’ ବୋଲି ସମ୍ବୋଧନ କରାଯିବ। ବୁଧବାର ଟାଉନ…
ଅଧିକ ଖବର ଦେଖନ୍ତୁ...

ଆଦିମ ଅଧିବାସୀ ଏକତା ମଞ୍ଚର ଦାବିପତ୍ର

ବୌଦ୍ଧ: ବୌଦ୍ଧ ବ୍ଲକ ଆଦିମ ଅଧିବାସୀ ଏକତା ମଞ୍ଚ ପକ୍ଷରୁ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡିଓ ଅବିନାଶ ପାଣ୍ଡିଆଙ୍କୁ ପ୍ରଦାନ କରାଯାଇଛି। ଦାବିଗୁଡ଼ିକ ମଧ୍ୟରେ ଅଚଳ ହୋଇ ପଡ଼ି ରହିଥିବା ପାନୀୟ ଜଳ ପ୍ରକଳ୍ପ ମରାମତି, ଜଳାଭାବ ଅଞ୍ଚଳରେ ଟ୍ୟାଙ୍କର ଯୋଗେ ପାଣି…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ଜବତ, ବେପାରୀ ଗିରଫ

କଣ୍ଟାମାଳ: କଣ୍ଟାମାଳ ବ୍ଲକ୍‌ ଲମ୍ବସରୀ ପଞ୍ଚାୟତ ଖମାର ଗାଁରେ କଣ୍ଟାମାଳ ଥାନା ପୁଲିସ ଚଢ଼ଉ କରି ସାଢ଼େ ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ସଂପୃକ୍ତ ଗଞ୍ଜେଇ ବେପାରୀ ସୀତାରାମ ଷଡ଼ଙ୍ଗୀଙ୍କୁ ଗିରଫ କରିଛି। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଧିକ ତଦନ୍ତ ଜାରି…
ଅଧିକ ଖବର ଦେଖନ୍ତୁ...

ଅଚିହ୍ନା ମହିଳାଙ୍କ ଶବ ଉଦ୍ଧାର

ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ରଇଠାଣୀ ନିକଟରେ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ବୁଧବାର ମହିଳାଙ୍କ ଶବ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଆସି ଶବ ଜବତ କରିଛି। ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଥିବାରୁ…
ଅଧିକ ଖବର ଦେଖନ୍ତୁ...

ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୧୨ ଆହତ, ୪ ଗୁରୁତର

‌ବୌଦ୍ଧ: ଯାତ୍ରୀବାହୀ ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣ ଆହତ ହୋଇଛନ୍ତି। ପୁରୁଣାକଟକ ଥାନା ଚାରିଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଭାବେ ଆହତ…
ଅଧିକ ଖବର ଦେଖନ୍ତୁ...

ବାଘ, କୁଟ୍‌ରା, ହରିଣ ଛାଲ ଜବତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗାରେ ଚଢ଼ାଉ କରି ଏସ୍‌ଟିଏଫ ଟିମ୍ ଜଣେ ବ୍ୟକ୍ତିଙ୍କ ନିକଟରୁ ଗୋଟିଏ କଲରାପତରିଆ ବାଘ ଛାଲ, ଗୋଟିଏ ହରିଣ ଓ କୁଟ୍‌ରା ଛାଲ ଜବତ କରିଛନ୍ତି। ଗ୍ରାହକ ବେଶରେ ଚଢ଼ାଉ କରିବାସହିତ ସେହି ବ୍ୟକ୍ତି ଜଣଙ୍କୁ ଗିରଫ କରିଛନ୍ତି। ହରଭଙ୍ଗା ଅଞ୍ଚଳରେ ବାଘ ଛାଲ କାରବାର…
ଅଧିକ ଖବର ଦେଖନ୍ତୁ...