ଅନୁସନ୍ଧାନ କରୁଥିବା ବର୍ଗ

ବୌଦ୍ଧ

ଆଦିମ ଅଧିବାସୀ ଏକତା ମଞ୍ଚର ଦାବିପତ୍ର

ବୌଦ୍ଧ: ବୌଦ୍ଧ ବ୍ଲକ ଆଦିମ ଅଧିବାସୀ ଏକତା ମଞ୍ଚ ପକ୍ଷରୁ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡିଓ ଅବିନାଶ ପାଣ୍ଡିଆଙ୍କୁ ପ୍ରଦାନ କରାଯାଇଛି। ଦାବିଗୁଡ଼ିକ ମଧ୍ୟରେ ଅଚଳ ହୋଇ ପଡ଼ି ରହିଥିବା ପାନୀୟ ଜଳ ପ୍ରକଳ୍ପ ମରାମତି, ଜଳାଭାବ ଅଞ୍ଚଳରେ ଟ୍ୟାଙ୍କର ଯୋଗେ ପାଣି…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ଜବତ, ବେପାରୀ ଗିରଫ

କଣ୍ଟାମାଳ: କଣ୍ଟାମାଳ ବ୍ଲକ୍‌ ଲମ୍ବସରୀ ପଞ୍ଚାୟତ ଖମାର ଗାଁରେ କଣ୍ଟାମାଳ ଥାନା ପୁଲିସ ଚଢ଼ଉ କରି ସାଢ଼େ ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ସଂପୃକ୍ତ ଗଞ୍ଜେଇ ବେପାରୀ ସୀତାରାମ ଷଡ଼ଙ୍ଗୀଙ୍କୁ ଗିରଫ କରିଛି। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଧିକ ତଦନ୍ତ ଜାରି…
ଅଧିକ ଖବର ଦେଖନ୍ତୁ...

ଅଚିହ୍ନା ମହିଳାଙ୍କ ଶବ ଉଦ୍ଧାର

ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ରଇଠାଣୀ ନିକଟରେ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ବୁଧବାର ମହିଳାଙ୍କ ଶବ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଆସି ଶବ ଜବତ କରିଛି। ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଥିବାରୁ…
ଅଧିକ ଖବର ଦେଖନ୍ତୁ...

ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୧୨ ଆହତ, ୪ ଗୁରୁତର

‌ବୌଦ୍ଧ: ଯାତ୍ରୀବାହୀ ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣ ଆହତ ହୋଇଛନ୍ତି। ପୁରୁଣାକଟକ ଥାନା ଚାରିଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଭାବେ ଆହତ…
ଅଧିକ ଖବର ଦେଖନ୍ତୁ...

ବାଘ, କୁଟ୍‌ରା, ହରିଣ ଛାଲ ଜବତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗାରେ ଚଢ଼ାଉ କରି ଏସ୍‌ଟିଏଫ ଟିମ୍ ଜଣେ ବ୍ୟକ୍ତିଙ୍କ ନିକଟରୁ ଗୋଟିଏ କଲରାପତରିଆ ବାଘ ଛାଲ, ଗୋଟିଏ ହରିଣ ଓ କୁଟ୍‌ରା ଛାଲ ଜବତ କରିଛନ୍ତି। ଗ୍ରାହକ ବେଶରେ ଚଢ଼ାଉ କରିବାସହିତ ସେହି ବ୍ୟକ୍ତି ଜଣଙ୍କୁ ଗିରଫ କରିଛନ୍ତି। ହରଭଙ୍ଗା ଅଞ୍ଚଳରେ ବାଘ ଛାଲ କାରବାର…
ଅଧିକ ଖବର ଦେଖନ୍ତୁ...

ଧେଣ୍ଡୋକୁଟି ଜଙ୍ଗଲରୁ ବିପୁଳ ଗଞ୍ଜେଇ ଜବତ

କଣ୍ଟାମାଳ: ରବିବାର ସକାଳ ୧୦ଟା ସମୟରେ ବୌଦ୍ଧ ଜିଲ୍ଲା ଲମ୍ବସରୀ ପଞ୍ଚାୟତ ଧେଣ୍ଡୋକୁଟି ଗ୍ରାମ ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି କଣ୍ଟାମାଳ ପୁଲିସ। ବିଶ୍ବସ୍ତ ସୂତ୍ରରୁ ଖବର ପାଇ କଣ୍ଟାମାଳ ଥାନାଧିକାରୀ ନଳିନୀକାନ୍ତ ଦାସ ପୁଲିସ ଟିମ୍ ଧରି ସେଠାରେ ଚଢ଼ଉ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

କଲରାପତରିଆ, ହରିଣ ଓ କୁଟୁରା ଛାଲ ଜବତ: ଶିକାରୀ ଗିରଫ

ବୌଦ୍ଧ: କଲରାପତରିଆ ବାଘ, ହରିଣ ଓ କୁଟୁରା ଛାଲ ବିକ୍ରି ପାଇଁ ଡିଲ୍ ହେବା ବେଳେ ଏସଟିଏଫ ଜଣେ ଶିକାରୀକୁ ମାଡ଼ି ବସିଥିବାର ଖବର ମିଳିଛି। ଶିକାରୀକୁ ଏକ ଗୁପ୍ତ ସ୍ଥାନକୁ ନେଇ ତଦନ୍ତ କରୁଛି। ତଦନ୍ତରେ ବାଧକ ହେବା ଆଶଙ୍କାରେ ଶିକାରୀର ପରିଚୟ ଗୋପନ ରଖିଛି ଏସଟିଏଫ। ସୂଚନା ଅନୁସାରେ ବୌଦ୍ଧ…
ଅଧିକ ଖବର ଦେଖନ୍ତୁ...

୧ କୁଇଣ୍ଟାଲ ଗଂଜେଇ ଜବତ, ଜଣେ ଗିରଫ

କଣ୍ଟାମାଳ: ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି କେନ୍ଦୁମୁଣ୍ଡା ନିକଟସ୍ଥ ଜଙ୍ଗଲରୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ବୌଦ୍ଧ ଏସ୍‌ପି ରାଜ ପ୍ରସାଦ ଖବର ପାଇଥିଲେ। ତାଙ୍କ ନିର୍ଦ୍ଦେଶ ପରେ ଶଗଡ଼ା ଏସ୍‌ଆଇ ତୁଳାରାମ ମହାନନ୍ଦଙ୍କ ନେତୃତ୍ୱରେ ପୁଲିସ ଚଢ଼ଉ କରିଥିଲା।…
ଅଧିକ ଖବର ଦେଖନ୍ତୁ...

ଜବରଦଖଲ ଉଚ୍ଛେଦର ପ୍ରତିବାଦ: ପ୍ରଶାସନ ଆଗରେ ବିଷପିଇଲେ ମହିଳା

ବାଉଁଶୁଣି : ବୌଦ୍ଧ ବ୍ଲକ ବାଉଁଶୁଣି ବଜାରରେ ନିଜ ଘରଭଙ୍ଗାର ପ୍ରତିବାଦରେ ଜନୈକା ମହିଳା ଜାନକୀ ତ୍ରିପାଠୀ ବିଷ ପିଇଦେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାଉଁଶୁଣି ବଜାରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧ ମଡେଲ ଡିଗ୍ରି କଲେଜର ବାର୍ଷିକୋତ୍ସବ

ବୌଦ୍ଧ: ବୌଦ୍ଧ ମଡେଲ ଡିଗ୍ରି କଲେଜର ପ୍ରଥମ ବାର୍ଷିକୋତ୍ସବ ଅଧ୍ୟକ୍ଷ ରବୀନ୍ଦ୍ର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଛି। ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଦ୍ରୋଣାଚାର୍ଯ୍ୟ ଓ ଏକଲବ୍ୟଙ୍କ ଗୁରୁଶିଷ୍ୟ ସମ୍ପର୍କ ବିଷୟରେ…
ଅଧିକ ଖବର ଦେଖନ୍ତୁ...