ଅନୁସନ୍ଧାନ କରୁଥିବା ବର୍ଗ

ବୌଦ୍ଧ

ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

କଣ୍ଟାମାଳ: ମନମୁଣ୍ଡା ପୁଲିସ ଗୋପାଳମାଳ ଗ୍ରାମରେ ଚଢ଼ାଉ କରି ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ଗ୍ରାମର ଚନ୍ଦ୍ରଶେଖର ସାହୁ(୨୭)ଙ୍କୁ ଗିରଫ କରିଥିବା ବେଳେ ତାଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି। ଏ ସଂକ୍ରାନ୍ତରେ ୯୬/୨୩ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ଅଛି।…
ଅଧିକ ଖବର ଦେଖନ୍ତୁ...

ପାରିବାରିକ କଳହରୁ ଜୀବନ ହାରିଲେ ମହିଳା

ବୌଦ୍ଧ: ବୌଦ୍ଧ ସହର ପାଣୁଆ ସାହିର ଜଣେ ମହିଳା ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ବୌଦ୍ଧ ଆଦର୍ଶ ଥାନା ପୁଲିସ ଶବ ଜବତ କରିଛି। ମୃତ ମହିଳା ହେଲେ ରଚନା ବଲବାକ(୩୨)। ଏହି ଘଟଣାରେ ସ୍ବାମୀକୁ ପୁଲିସ ଥାନାରେ ଅଟକ ରହିଛି। ପୁଲିସ ଶବବ୍ୟବଚ୍ଛେଦ ଲାଗି ବୌଦ୍ଧ ଜିଲ୍ଲା ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ବାର୍‌ହା ମାଂସ ସହ ବାଇକ୍ ଜବତ, ଜଣେ ଗିରଫ

କଣ୍ଟାମାଳ : ମନମୁଣ୍ଡା ଫରେଷ୍ଟ ରେଞ୍ଜ ଶଗଡ଼ା ସେକ୍ସନ ପାଲଝିର୍ ବିଟ ପେନାଯୋର୍ ସଂରକ୍ଷିତ ଜଙ୍ଗଲର ୨ ନମ୍ବର କମ୍ପାର୍ଟମେଣ୍ଟରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରି ବାରହା ମାଂସ ସହ ଏକ ବାଇକ ଜବତ କରାଯାଇଛି। ଏଥିସହ ଜଣକୁ ଗିରଫ କରା ଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

୮ କ୍ୱିଣ୍ଟାଲ ୪୯ କେଜି ଗଞ୍ଜେଇ ସହ ଟ୍ରକ୍‌ ଜବତ, ଦୁଇ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ

କଣ୍ଟାମାଳ : ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ପୁଲିସ ଚଢ଼ାଉ କରି ଗଞ୍ଜେଇ ସହ ଏକ ଟ୍ରକକୁ ଜବତ କରିଛି। ସୂଚନା ଅନୁସାରେ, ଏକ ଟ୍ରକ୍‌ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଏହାର ପିଛାକରି କଣ୍ଟାମାଳ ସିନ୍ଧିଗୋରା ୪୧ ନମ୍ବର ରାଜ୍ୟ ରାଜପଥର ଶ୍ରୀମାଳ ଛକରେ ତାକୁ ଧରିଥିଲା ଘଣ୍ଟାପଡ଼ା…
ଅଧିକ ଖବର ଦେଖନ୍ତୁ...

ଜଗନ୍ନାଥପୁରରେ ହାତୀ ଆତଙ୍କ, ବ୍ୟାପକ ଧାନ ଫସଲ ନଷ୍ଟ

ଜହ୍ନାପଙ୍କ/ଲକ୍ଷ୍ମୀପ୍ରସାଦ : ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ଦେଖାଦେଇଛି ବଣୁଆ ହାତୀ ଆତଙ୍କ। ଗତ ରବିବାର ରାତିରେ ୮ଟିକିଆ ଏକ ହାତୀପଲ ସ୍ଥାନୀୟ ଚାଷୀଙ୍କ ଡାଳୁଅ ଧାନ କ୍ଷେତରେ ପଶି ଅମଳ ହେବାକୁ ଥିବା ଧାନ ଖାଇବା ସହ ଦଳିଚକଟି ନଷ୍ଟ କରି ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପଲରୁ ଅଲଗା ହୋଇ ବୁଲୁଛି ଦନ୍ତା, ଆକ୍ରମଣରେ ଦିବ୍ୟାଙ୍ଗ ଯୁବକ ଗୁରୁତର

ବାଉଁଶୁଣି : ବୌଦ୍ଧ ବ୍ଲକ୍ ତାଳସରଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମରେ ସୋମବାର ଏକ ଦନ୍ତାହାତୀ ବୁଲୁଥିବା ସମ୍ପର୍କରେ ବନବିଭାଗ ସୂଚନା ଦେଇଛି। ଦନ୍ତାହାତୀ ଆକ୍ରମଣରେ ଜଣେ ଦିବ୍ୟାଙ୍ଗ ଯୁବକ ଗୁରୁତର ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି। ବାଉଁଶୁଣି ବନପାଳ ଅଜିତ ଆଚାର୍ଯ୍ୟଙ୍କ ସୂଚନା…
ଅଧିକ ଖବର ଦେଖନ୍ତୁ...

ବନ ବିଭାଗ ପାଟ୍ରୋଲିଂ ଗାଡ଼ିକୁ ଗୁଳିମାଡ଼ ଘଟଣା: ନିଦ ହଜାଇଛି ୭.୬୨ ଏମ୍‌ଏମ୍‌ କ୍ୟାଟ୍ରିଜ୍‌

ବୌଦ୍ଧ : ବନବିଭାଗ ପାଟ୍ରୋଲିଂ ଗାଡ଼ିକୁ ଗୁଳିମାଡ଼ ଘଟଣାରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ଘଟଣାସ୍ଥଳରୁ ଯେଉଁ ଖୋକା ମିଳିଛି, ସେଥିରେ ନମ୍ବର ‘ଓଏଫ୍‌ଭି- ୭.୬୨’ ବୋଲି ଲେଖାଯାଇଛି। ଏହା କୌଣସି ସରକାରୀ ବନ୍ଧୁକର କି? କାରଣ ଏହି ଧରଣର ବୁଲେଟ୍ (୭.୬୨ ଏମ୍‌ଏମ୍‌ କ୍ୟାଟ୍ରିଜ)…
ଅଧିକ ଖବର ଦେଖନ୍ତୁ...

୧୫.୫ କ୍ବିଣ୍ଟାଲ ଗଞ୍ଜେଇ ଜବତ: ଦେଶୀ ବନ୍ଧୁକ ଓ ମୋବାଇଲ ସହ ଧରାପଡ଼ିଲେ ୨ ଯୁବକ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୁଲିସ ବୁଧବାର ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ରାକେଟକୁ କାବୁ କରିଛି। ଧରା ପଡ଼ିଥିବା ୨ ଯୁବକଙ୍କଠାରୁ ଜବତ ହୋଇଛି ୧୫ କ୍ବିଣ୍ଟାଲ ୫୮ କେଜି ଗଞ୍ଜେଇ। ଏଥିସହ ଏକ ଦେଶୀ ବନ୍ଧୁକ ଓ ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି ପୁଲିସ। ଶଗଡ଼ା ଫାଣ୍ଡି ସେସକାପଦର ଜଙ୍ଗଲ…
ଅଧିକ ଖବର ଦେଖନ୍ତୁ...

ବନ ବିଭାଗ ଗାଡ଼ିକୁ ଗୁଳିମାଡ଼: ୨ ଆହତ, ଜଣେ ଗୁରୁତର

ବୌଦ୍ଧ: ରାତି ପାଟ୍ରୋଲିଂ ବେଳେ ବନ ବିଭାଗ ଗାଡ଼ିକୁ ଆତତାୟୀମାନେ ଗୁଳିମାଡ଼ କରିଥିବାର ଖବର ମିଳିଛି। ୪/୫ ରାଉଣ୍ଡ ଗୁଳି ଚାଳନା ହୋଇଥିବା ବେଳେ ଦୁଇଟି ଗୁଳି ଗାଡ଼ିରେ ବାଜିଛି। ଏଥିରେ ଦୁଇ କର୍ମଚାରୀ ଆହତ ହୋଇଛନ୍ତି। ଉଭୟଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ବିପୁଳ ପରିମାଣର ‌ଗଞ୍ଜେଇ ଜବତ: ୨ଟି ଟ୍ରାକ୍ଟରରେ ଲଦି ଥାନାକୁ ଅଣାଗଲା

କଣ୍ଟାମାଳ: ବୌଦ୍ଧ ଏସ୍‌ପି ରାଜ ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ପୁଲିସ ସ୍କ୍ବାଡ୍‌ ସହ ମନମୁଣ୍ଡା ଥାନା ଓ ଶଗଡା ଫାଣ୍ଡି ପୁଲିସ ମିଳିତ ଚଢ଼ଉ କରି ସୋମବାର ସନ୍ଧ୍ୟାରେ ସେସକାପଦରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତି। ଶଗଡ଼ା ଫାଣ୍ଡି ଅନ୍ତର୍ଗତ ଦୁର୍ଗମ ସେସକାପଦରରେ ଗଞ୍ଜେଇ…
ଅଧିକ ଖବର ଦେଖନ୍ତୁ...