ଅନୁସନ୍ଧାନ କରୁଥିବା ବର୍ଗ

ବୌଦ୍ଧ

ଜଳଛତ୍ର ପୋଡ଼ିଦେଲା ଦୁର୍ବୃତ୍ତ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଶିମିଳିପଦର ପଞ୍ଚାୟତ ସିଆଲଝୁଲି ଛକରେ ଥିବା ଜଳଛତ୍ରକୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ଦେଇଥିବା ଦେଖିବାକୁ ମିଳିଛି। ସୂଚନାନୁସାରେ ସୋମବାର ସନ୍ଧ୍ୟା ୫ଟା ବେଳେ ଜଳଦାତା ବିଶ୍ୱାମିତ୍ର ରଣା ସବୁଦିନ ପରି ପାଣି ଦେଇ ଘରକୁ ଫେରିଥିଲେ।…
ଅଧିକ ଖବର ଦେଖନ୍ତୁ...

୨୮୦ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

ବୌଦ୍ଧ: ବୌଦ୍ଧ ଥାନା ଗୋଛାପଡ଼ା ଗାଁ’ ଛକରୁ ସୋମବାର ପୁଲିସ ୨୮୦ କେଜି ଗଞ୍ଜେଇ ଜବତ କରିଛି। ତେବେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ପୁଲିସ୍‌ ଏ ନେଇ ଥାନା କେସ ନଂ. ୧୮୪/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଜଣେ ବ୍ୟକ୍ତି ଗୋଛାପଡ଼ା ଗାଁ’ ଛକରେ ଗଞ୍ଜେଇ ବସ୍ତା…
ଅଧିକ ଖବର ଦେଖନ୍ତୁ...

ଲୋକଙ୍କ ଟଙ୍କା ନେଇ ଫାଇନାନ୍ସ କର୍ମଚାରୀ ଛୁ, ଥାନାରେ ଏତଲା

ବୌଦ୍ଧ: ବୌଦ୍ଧ ଅଞ୍ଚଳରେ କାର୍ଯ୍ୟ କରୁଥିବା ​ଭିକ୍ଟର ଫାଇନାନ୍ସ କମ୍ପାନିର ଜଣେ କର୍ମଚାରୀ ଲୋକଙ୍କ ପାଖରୁ ଆଦାୟ ହୋଇଥିବା ୨ ଲକ୍ଷରୁ ଅଧିକ ଟଙ୍କା ନେଇ ଫେରାର୍‌ ହୋଇଯାଇଥିବା ଅଭିଯୋଗ ହୋଇଛି। ଏ ନେଇ କମ୍ପାନିର ପ୍ରୋଫାଇଲ ମ୍ୟାନେଜର ବୌଦ୍ଧ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିବା…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧ ଜିଲ୍ଲା ଭାରତୀୟ କିସାନ ସଙ୍ଘ ପକ୍ଷରୁ ଅକ୍ଷୟ ତୃତୀୟା ପାଳିତ

ଲକ୍ଷ୍ମୀପ୍ରସାଦ: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭାରତୀୟ କିସାନ ସଙ୍ଘର ବୌଦ୍ଧ ଜିଲ୍ଲା ଆନୁକୂଲ୍ୟରେ ଜିଲ୍ଲା ଉପଦେଷ୍ଟା ନବୀନ ପ୍ରଧାନଙ୍କ ଅଧ୍ୟକ୍ଷତରେ ବୌଦ୍ଧ ବ୍ଲକ ମୃଶୁଣ୍ଢୀ ପଂଚାୟତ ତେତେଲେଙ୍ଗା ଗ୍ରାମରେ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏଥିରେ କୃଷି ଦେବତା ପ୍ରଭୁ ବଳାରାମଙ୍କ…
ଅଧିକ ଖବର ଦେଖନ୍ତୁ...

ବେଲଗାମ ଛତିଶଗଡ଼, ଶୁଖିଯାଉଛି ମହାନଦୀ: ମାଛ, ଚାଷ ସବୁ ଉଜୁଡ଼ିଗଲା

ଝାରସୁଗୁଡ଼ା/ବୌଦ୍ଧ : ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗିରହିଛି ବିବାଦ। ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ନିର୍ମାଣ କରିଚାଲିଛି ଛତିଶଗଡ଼। ଛତିଶଗଡ଼ ପଟେ ମହାନଦୀରେ ନୀଳ ଜଳରାଶି ଲହଡ଼ି ମାରୁଥିବା ବେଳେ ଓଡ଼ିଶା ପଟ ଶୁଖିଲା। ଏହାକୁ ନେଇ ଚାଲିଥିବା ରାଜନୀତି ଓ ଟ୍ରିବ୍ୟୁନାଲ୍‌…
ଅଧିକ ଖବର ଦେଖନ୍ତୁ...

୩୧ କୁଇଣ୍ଟାଲ ଗଞ୍ଜେଇ ସହ ୫ ଦେଶୀ ବନ୍ଧୁକ ଜବତ, ୨ ଗିରଫ

ବୌଦ୍ଧ: ପୁଣି ବୌଦ୍ଧ ପୁଲିସକୁ ବଡ଼ ସଫଳତା ମିଳିଛି। ବୌଦ୍ଧ-କନ୍ଧମାଳ ସୀମାନ୍ତ କଣ୍ଟାମାଳ ଥାନା ଅନ୍ତର୍ଗତ ମାନପଦର ଜଙ୍ଗଲରୁ ପୁଲିସ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି। ୩୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୫ଟି ଦେଶୀ ବନ୍ଧୁକ…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧବାସୀଙ୍କ ପାଇଁ କାଳ ସାଜିଲା! ‘ଡଙ୍ଗାଏ ପଥରକୁ ଆଠଟଙ୍କା’

ବୌଦ୍ଧ : ପୂର୍ବରୁ ଘର ନିର୍ମାଣ ସମୟରେ ନିଅଁ ପାଇଁ ସାଇଜ୍‌ ପଥର ବ୍ୟବହାର କରାଯାଉଥିଲା। ଏଥିପାଇଁ ନଦୀ ଭିତରୁ ପଥର ଫଟାଇ ସଂଗ୍ରହ କରାଯାଉଥିଲା। ଡଙ୍ଗାଏ ପଥରକୁ ଆଠଟଙ୍କାରେ ବିକ୍ରି ହେଉଥିଲା। ଏହା ଏବେ ବୌଦ୍ଧ ସହରବାସୀଙ୍କ ପାଇଁ କାଳ ସାଜିଛି। ମହାନଦୀର ବୌଦ୍ଧ ସହର ପଟ ଶଯ୍ୟା ବାଲିରେ…
ଅଧିକ ଖବର ଦେଖନ୍ତୁ...

ଅକାଳରେ ଝଡ଼ି ପଡିଥିବା ଯୁବକଙ୍କ ଶବକୁ ମଶାଣି ନେଲା ‘ଶେଷ ସାଥୀ’

ଭୁବନେଶ୍ବର: ଅକାଳରେ ଝଡ଼ି ପଡ଼ିଥିବା ଯୁବକ ରଘୁ ସିଂ (୨୦)ଙ୍କ ମୃତଦେହକୁ ‘‌ଶେଷ ସାଥୀ’ ନାମକ ଏକ ସଂସ୍ଥା ମଶାଣିକୁ ନେଇ ଅନ୍ତିମ ସତ୍କାର କରିଛି। ରଘୁ ସିଂ ହେଉଛନ୍ତି ବୌଦ୍ଧ ଜିଲ୍ଲା ନିବାସୀ। ସେ ଭୁବନେଶ୍ବରସ୍ଥିତ ଝାରପଡ଼ା ଅଞ୍ଚଳରେ ରହୁଥିଲେ। ପ୍ରଥମେ ଏକ ଇଟା ଭାଟି ଓ ପରବର୍ତ୍ତୀ ସମୟରେ…
ଅଧିକ ଖବର ଦେଖନ୍ତୁ...

ଛେଳି ଚୋରକୁ କାବୁ କଲେ ଗ୍ରାମବାସୀ

କଣ୍ଟାମାଳ: ଛେଳି ଚୋରି କରିବାକୁ ଆସିଥିବା ଦୁଇ ଜଣ ଯୁବକଙ୍କୁ ଗ୍ରାମବାସୀ କାବୁ କରି ଉତ୍ତମ ମଧ୍ୟମ ଦେବା ପରେ ପୁଲିସରେ ଜିମା ଦେଇଥିଲେ। ସୂଚନାନୁସାରେ କଣ୍ଟାମାଳ ବ୍ଲକ୍‌ ଲମ୍ବସରୀ ପଞ୍ଚାୟତ ବଲମତୁମ୍ବା ଗ୍ରାମର ଶଙ୍କର ଦେହୁରୀଙ୍କ ପତ୍ନୀ ଛେଳି ଚରାଉଥିଲେ। ଏହି ସମୟରେ ଦୁଇଟି ବାଇକ୍‌ରେ…
ଅଧିକ ଖବର ଦେଖନ୍ତୁ...

ମିକ୍ସଚର ବୋଝେଇ ଗାଡ଼ିରୁ ବାହାରିଲା ୯୦ କିଲୋ ଗଞ୍ଜେଇ, ୨ ଗିରଫ

ବୌଦ୍ଧ/ହରଭଙ୍ଗା: ଉପରେ ମିକ୍ସଚର ବେପାର ଦେଖାଇ ଭିତରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ଏଭଳି ଏକ ଗାଡ଼ିକୁ ପୁରୁଣାକଟକ ଥାନା ପୁଲିସ ବୁଧବାର ରାତିରେ ଧରିଛି। ମିକ୍ସଚର ବସ୍ତା ହଟାଇ ଭିତରୁ ୯୦ କିଲୋ ଗଞ୍ଜେଇ ଜବତ କରିଛି। ସୂଚନା ଅନୁସାରେ ଏକ ମିକ୍ସଚର ବୋଝଇ ବଲେରୋ ପିକ୍‌ଅପ୍‌ (ଓଡି ୦୫…
ଅଧିକ ଖବର ଦେଖନ୍ତୁ...