ଅନୁସନ୍ଧାନ କରୁଥିବା ବର୍ଗ

ବୌଦ୍ଧ

ବୌଦ୍ଧ ମଡେଲ ଡିଗ୍ରି କଲେଜର ବାର୍ଷିକୋତ୍ସବ

ବୌଦ୍ଧ: ବୌଦ୍ଧ ମଡେଲ ଡିଗ୍ରି କଲେଜର ପ୍ରଥମ ବାର୍ଷିକୋତ୍ସବ ଅଧ୍ୟକ୍ଷ ରବୀନ୍ଦ୍ର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଛି। ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଦ୍ରୋଣାଚାର୍ଯ୍ୟ ଓ ଏକଲବ୍ୟଙ୍କ ଗୁରୁଶିଷ୍ୟ ସମ୍ପର୍କ ବିଷୟରେ…
ଅଧିକ ଖବର ଦେଖନ୍ତୁ...

ଦେଢ଼ଘଣ୍ଟାର ପରିଶ୍ରମ ପରେ ଜଙ୍ଗଲନିଆଁ ଆୟତ୍ତ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଫରେଷ୍ଟ ରେଞ୍ଜ ଦୀନବନ୍ଧୁପୁର ଗ୍ରାମ୍ୟ ଜଙ୍ଗଲରେ ଶୁକ୍ରବାର ଦିନ ୨ଟାରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଖବର ପାଇ ମନମୁଣ୍ଡା ଫରେଷ୍ଟର ପ୍ରକାଶ ସେଠୀଙ୍କ ତତ୍ତ୍ବାବଧାନରେ ନିଆଁଲିଭା ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା…
ଅଧିକ ଖବର ଦେଖନ୍ତୁ...

ଗୁହାରି ନଶୁଣି ଘର ଭାଙ୍ଗିଦେଲା ପ୍ରଶାସନ, ବିଷ ପିଇଲେ ମହିଳା

ବାଉଁଶୁଣି: ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଛକ ନିକଟରେ ସରକାରୀ ଜମିରେ ଥିବା ଘର ଉଚ୍ଛେଦ ବେଳେ ଶୁକ୍ରବାର ଜଣେ ମହିଳା ବିଷପାନ କରିଛନ୍ତି। ଅନୁରୋଧ ସତ୍ତ୍ୱେ ପ୍ରଶାସନ ନ ଶୁଣିବାରୁ ମହିଳା ଜଣକ ଏଭଳି ଚରମ ପଦକ୍ଷେପ ନେଇଥିବା କୁହାଯାଉଛି। ତେବେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଅଷ୍ଟମଙ୍ଗଳାରେ ବାପଘରକୁ ଆସି ପ୍ରେମିକ ସହ ନବବଧୂ ଚମ୍ପଟ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ରକ୍ସା ପଞ୍ଚାୟତ କୁମାରକାନୀ ଗ୍ରାମରେ ଜଣେ ନବବିବାହିତା ଅଷ୍ଟମଙ୍ଗଳାରେ ବାପଘରକୁ ଆସି ପୂର୍ବତନ ପ୍ରେମିକ ସହ ଚମ୍ପଟ ମାରିଛନ୍ତି। ସୂଚନା ଅନୁସାରେ, କୁମାରକାନୀର ସମ୍ପୃକ୍ତ ଯୁବତୀଙ୍କ ବାହାଘର ଗତମାସ ୨୮ ତାରିଖ ବୌଦ୍ଧ ଜିଲ୍ଲା ଛତରଙ୍ଗ ନିକଟ…
ଅଧିକ ଖବର ଦେଖନ୍ତୁ...

ଶତାଧିକ ଗଞ୍ଜେଇ ବସ୍ତା ଜବତ; ଟ୍ରାକ୍ଟରରେ ଥାନାକୁ ବୋହି ଆଣିଲା ପୁଲିସ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅଞ୍ଚଳରୁ ମନମୁଣ୍ଡା ପୁଲିସ ବ୍ୟାପକ ପରିମାଣର ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି। ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଏସପି ରାଜ ପ୍ରସାଦଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ସ୍କ୍ବାର୍ଡ ଓ ମନମୁଣ୍ଡା ପୁଲିସ ମିଳିତ…
ଅଧିକ ଖବର ଦେଖନ୍ତୁ...

ନିଆଁଲାଗି ୨ ଗ୍ରାମର ୪ ବଖରା ଭସ୍ମୀଭୂତ

କଣ୍ଟାମାଳ: ସୋମବାର ନିଆଁଲାଗି ୨ଟି ଗ୍ରାମର ୪ ବଖରା ଭସ୍ମୀଭୂତ ହୋଇଯାଇଛି। ବହୁ ଆସବାବ ପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ସୂଚନା ଅନୁସାରେ, କଣ୍ଟାମାଳ ବ୍ଲକ ପଲଶାଗୋରା ପଞ୍ଚାୟତ ଝିଙ୍କରପାଲି ଗ୍ରାମର ହିମାଂଶୁ ପାଣ୍ଡେଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ହତ୍ୟା ଅଭିଯୁକ୍ତକୁ ଆଜୀବନ ଜେଲ୍‌ ଦଣ୍ଡ

ବୌଦ୍ଧ: ବଇଲବେଡ଼ା ବୀର ମନହୀରା ହତ୍ୟାକାଣ୍ଡର ବିଚାର କରି ବୌଦ୍ଧ ଜିଲ୍ଲା ଦୌରା ଜଜ୍‌ ବିକ୍ରମ ପ୍ରଧାନ ସୋମବାର ରାୟ ପ୍ରକାଶ କରିଛନ୍ତି। ହତ୍ୟା ଅଭିଯୁକ୍ତ ବୁଡ଼ୁ ନାଏକକୁ ଆଜୀବନ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ତଣ୍ଡ ଆଦାୟ ନିର୍ଦ୍ଦେଶ ଦେଇଛନ୍ତି। ତଣ୍ଡ ଅନାଦେୟ କ୍ଷେତ୍ରରେ ଜେଲ୍‌ ଦଣ୍ଡ…
ଅଧିକ ଖବର ଦେଖନ୍ତୁ...

ଟ୍ରକ ଓ ଟାଟାଏସି ମୁହାଁମୁହିଁ ଧକ୍କା ଯୁବକ ମୃତ୍ୟୁ

ହରଭଙ୍ଗା: ବାପାଙ୍କ ମୃତ୍ୟୁର ୧୫ ଦିନ ପରେ ସଡ଼କ ଦୁର୍ଘଟଣାରେ ପୁଅର ମୃତ୍ୟୁ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ହରଭଙ୍ଗା ବ୍ଲକ୍‌ ଆଡେଣିଗଡ଼ ଗାଁରେ। ସୂଚନା ଅନୁସାରେ ପୁରୁଣାକଟକ ଥାନା ଅର୍ନ୍ତଗତ ମାଧପୁର ଛକ ନିକଟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ଶନିବାର ସକାଳୁ ବୌଦ୍ଧ…
ଅଧିକ ଖବର ଦେଖନ୍ତୁ...

ଦୁର୍ଗମ ଅଞ୍ଚଳରୁ ୨୦ କୁଇଣ୍ଟାଲ ୪୦ କିଲୋ ଗଞ୍ଜେଇ ଜବତ

ବୌଦ୍ଧ: ନୂତନ ଏସପି ରାଜ୍‌ ପ୍ରସାଦ ଏବେ ଗ୍ରିନ୍‌ କ୍ଲିନ ଅଭିଯାନ ଆରମ୍ଭ କରିଛନ୍ତି। ଗତ କିଛି ଦିନ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣରେ ଗଞ୍ଜେଇ ଜବତ କରୁଛି। ଶୁକ୍ରବାର ବୌଦ୍ଧ ଜିଲ୍ଲାର ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ଚଢ଼ଉ କରିଛନ୍ତି। ପାହାଡ଼ ଉପର ଜଙ୍ଗଲ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

କାର୍‌ ଧକ୍କାରେ ଛାତ୍ର ଗୁରୁତର

କଣ୍ଟାମାଳ: କଣ୍ଟାମାଳ ବ୍ଲକ ଜାମୁମାଳ ଛକ ନିକଟରେ ଶନିବାର ଏକ କାର୍‌ ଧକ୍କାରେ ଶିମିଳିପଦର ପଞ୍ଚାୟତ ଫଗୁଣାମାଳ ଗାଁର ଅଭିଜିତ ତାଣ୍ଡିଆ (୧୫ବର୍ଷ) ନାମକ ଜଣେ ଛାତ୍ର ଆହତ ହୋଇଛନ୍ତି। ଅଭିଜିତ ଟିଉସନ୍ ସାରି ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଧକ୍କା ଦେବା ପରେ ଚାଳକ ଗବଯୋର…
ଅଧିକ ଖବର ଦେଖନ୍ତୁ...