ଅନୁସନ୍ଧାନ କରୁଥିବା ବର୍ଗ

କଟକ

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୁଦ୍ଧରେ ଦୁଷ୍କର୍ମ ଓ ବ୍ଲାକମେଲ୍ ମାମଲା: କୋଲକାତାରୁ ଖାଲି ହାତରେ ଫେରିଲା…

କଟକ: ଜଣାଶୁଣା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ କୋଲକାତାସ୍ଥିତ ଘରୁ ଖାଲି ହାତରେ ଫେରିଛି କମିସନରେଟ୍ ପୁଲିସ। ଗତ ବୁଧବାର ରାତିରେ ପୁଲିସ ଚଢ଼ଉ କରିଥିଲା। କିନ୍ତୁ ଘରେ ନ ଥିଲେ ସୌରିନ। ତାଙ୍କ ପରିବାର ଲୋକେ କହିଛନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ ଏବେ ଦିଲ୍ଲୀରେ। ଏଣେ ସେମାନେ ପୀଡ଼ିତା…
ଅଧିକ ଖବର ଦେଖନ୍ତୁ...

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଘରେ ଚଢ଼ଉ; କଟକ, କୋଲକାତା ପୁଲିସ ସାମିଲ

କଟକ : କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ କୋଲକାତାସ୍ଥିତ ଘରେ କମିସନରେଟ୍ ପୁଲିସ ବୁଧବାର ଦିନ ରାତିରେ ଚଢ଼ଉ କରିଛି। ଜଣେ ମହିଳା ଏସ୍‌ଆଇଙ୍କ ନେତୃ୍ତ୍ବରେ ୫ ଜଣିଆ ଟିମ୍ ଏଥିରେ ସାମିଲ ହୋଇଛନ୍ତି। ଏହି ଚଢ଼ଉରେ କଲିକତା ପୁଲିସର ଏକ ସ୍ବତନ୍ତ୍ର ଟିମ୍ ବି ସହଯୋଗ କରିଥିବା ଜଣାପଡ଼ିଛି। ଜଗତପୁର…
ଅଧିକ ଖବର ଦେଖନ୍ତୁ...

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ମାମଲା: ସରକାରଙ୍କ ସତ୍ୟପାଠରେ ହାଇକୋର୍ଟ ଅସନ୍ତୁଷ୍ଟ

କଟକ : ରାଜ୍ୟରେ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ସରକାରଙ୍କର ନିର୍ଦ୍ଦିଷ୍ଟ ଯୋଜନା ନାହିଁ। ଏ ସଂକ୍ରାନ୍ତରେ ସରକାରଙ୍କ ଦ୍ବାରା ଦାଖଲ ସତ୍ୟପାଠ ଉପରେ ଅସନ୍ତୋଷ ପ୍ରକାଶ କରି ଏଭଳି ମନ୍ତବ୍ୟ ଦେବାସହିତ ତୁରନ୍ତ ଏ ଦିଗରେ ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରିବାକୁ ହାଇକୋର୍ଟ…
ଅଧିକ ଖବର ଦେଖନ୍ତୁ...

କଟକ ମହାନଗରରେ କରୁଣ ଚିତ୍ର: କୋକେଇ, ଟ୍ରଲିରେ ବୁହାହେଲା ଶବ

କଟକ : କଟକ ମହାନଗରରେ ଏକ କରୁଣ ତଥା ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଘରେ ଭିତରେ ପଡ଼ିପଡ଼ି ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କୁ ସହାୟତା ମିଳିନାହିଁ। ଶେଷରେ, ସ୍ବେଚ୍ଛାସେବୀମାନେ ପ୍ରଥମେ କୋକେଇ ଓ ପରେ ଟ୍ରଲିରେ ନେଇ ସତ୍କାର କରିଛନ୍ତି। ଏହି ବ୍ୟକ୍ତି ଜଣଙ୍କ ହେଲେ, ଶେଖବଜାର…
ଅଧିକ ଖବର ଦେଖନ୍ତୁ...

ରିମାଣ୍ଡରେ ଆସିଲେ ବିଶ୍ବଜିତ, ଜ୍ଞାନ: ବ୍ୟାଙ୍କ ଆକାଉଣ୍ଟ ଜବତ

କଟକ : ପୁରୀରୁ ଓଡ଼ିଶାର ୫ ହଜାରରୁ ଅଧିକ ପ୍ରିଆକ୍ଟିଭ୍ ସିମ୍ କାର୍ଡ ସାଇବର ଅପରାଧୀଙ୍କୁ ବିକ୍ରି କାରବାରର ମାଷ୍ଟରମାଇଣ୍ଡ ବିଶ୍ବଜିତ ପ୍ରଧାନ ଓ ଜ୍ଞାନ ରଞ୍ଜନ ପାତ୍ର ଓରଫ ଜ୍ଞାନ ରିମାଣ୍ଡରେ ଆସିଛନ୍ତି। କଟକ ସାଇବର୍ ଥାନା ପୁଲିସ ଏହି ଦୁଇ ଜଣଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣିଛି। ଏମାନଙ୍କ…
ଅଧିକ ଖବର ଦେଖନ୍ତୁ...

ମାନବାଧିକାର ସୁରକ୍ଷା ପ୍ରସଙ୍ଗ: ପୁଲିସ ଅଧିକାରୀଙ୍କ କାଉନ‌ସେଲିଂ କରାଯିବ

କଟକ : ଦାୟିତ୍ବ ସଂପାଦନ ବେଳେ ପୁଲିସ ଅଧିକାରୀ ନାଗରିକଙ୍କ ମାନବିକ ଅଧିକାର ସୁରକ୍ଷା ପ୍ରସଙ୍ଗକୁ ଅଗ୍ରାଧିକାର ଦେବାଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ନାଗରିକଙ୍କ ମାନବିକ ଅଧିକାର ସୁରକ୍ଷା ପ୍ରସଙ୍ଗରେ ପୁଲିସ ଅଧିକାରୀଙ୍କ ନିୟମିତ କାଉନସେଲିଂ କରାଯିବ। ଏଥିପାଇଁ ପୁଲିସ ଡିଜି…
ଅଧିକ ଖବର ଦେଖନ୍ତୁ...

ଜଗତପୁର ଶିଳ୍ପାଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ: ମହିଳାଙ୍କୁ ମାରି ଦ୍ବିତୀୟ ସ୍ବାମୀ ଫେରାର!

କଟକ: ଜଗତପୁର ଶିଳ୍ପାଞ୍ଚଳରେ ଥିବା ତ୍ରିନାଥ ସାହିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ମହିଳାଙ୍କ ନାଁ କବିତା ବେହେରା ଓ ତାଙ୍କ ବୟସ ୪୩ ବର୍ଷ। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଘଟଣାସ୍ଥଳରେ ଜଗତପୁର ପୁଲିସ…
ଅଧିକ ଖବର ଦେଖନ୍ତୁ...

ଅମଲାଙ୍କ ଆନ୍ଦୋଳନ ଯୋଗୁ ରାଜସ୍ବ ସଂଗ୍ରହ ଗୁରୁତର ପ୍ରଭାବିତ: ଜୁନ୍‌ରେ ୧୫୬ କୋଟିରୁ ଅଧିକ ରାଜସ୍ବ ହାନି

କଟକ: କେବଳ ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ୍‌ ଫି’ରୁ ବର୍ଷକୁ ସରକାର ପାଉଛନ୍ତି ୧୭୮୪ କୋଟିରୁ ଅଧିକ ଟଙ୍କାର ରାଜସ୍ବ। କିନ୍ତୁ ଅମଲାଙ୍କ ଆନ୍ଦୋଳନ ଯୋଗୁ କେବଳ ଜୁନ୍‌ ମାସରେ ସରକାର ହରାଇଛନ୍ତି ୧୫୬ କୋଟି ଟଙ୍କାରୁ ଅଧିକ ରାଜସ୍ବ। ୨୦୨୨, ଜୁନ୍‌ ମାସରେ ଷ୍ଟାମ୍ପ ଡ୍ୟୁଟି ଓ…
ଅଧିକ ଖବର ଦେଖନ୍ତୁ...

ରୁଚିର ୪୮ତମ ବାର୍ଷିକ ଉତ୍ସବ ସମାରୋହ: ତନୟା ପଟ୍ଟନାୟକ ଓ ପଙ୍କଜ ଜାଲ୍‌ଙ୍କୁ ‘ରୁଚି କଳା ସମ୍ମାନ’

କଟକ: ଓଡ଼ିଶାର ସଫଳ ଶି​ଳ୍ପୋଦ୍ୟୋଗ ‘ରୁଚିର ୪୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଶ୍ରୀ ଲକ୍ଷେଶ୍ୱର ମଣ୍ଡପରେ ‘ରୁଚିର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ରାଜ୍ୟ ସୂଚନା କମିଶନର ସୁଶାନ୍ତ କୁମାର ମହାନ୍ତି ମୁଖ୍ୟ ଅତିଥି,…
ଅଧିକ ଖବର ଦେଖନ୍ତୁ...

କଟକର ବିଭିନ୍ନ ସ୍ଥାନରେ ଗଡ଼ିଲା ଶ୍ରୀଜିଉଙ୍କ ରଥ, ଭାବମୟ ପରିବେଶରେ ଭକ୍ତଭଗବାନଙ୍କ ଅପୂର୍ବ ମିଳନ

କଟକ: ଆଜି ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରସିଦ୍ଧ ଘୋଷଯାତ୍ରା। ଭକ୍ତ ଓ ଭଗବାନଙ୍କର ମିଳନର ପର୍ବ। ହଜାର ବର୍ଷର ପୁରାତନ ଐତିହାସିକ କଟକ ସହରରେ ଥିବା ଜଗନ୍ନାଥ ମନ୍ଦିରରେ ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା  ସମ୍ପନ୍ନ ହୋଇଛି। ସହରର ଅନ୍ୟତମ ତିନୋଟି ଶ୍ରୀ ଜଗନ୍ନାଥ ମନ୍ଦିର ଚାନ୍ଦିନୀଚୌକ,…
ଅଧିକ ଖବର ଦେଖନ୍ତୁ...