ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ରାସ୍ତା ନଥିବାରୁ ଗଲାନି ଗାଡ଼ି, ଗର୍ଭବତୀଙ୍କୁ ଷ୍ଟ୍ରେଚର ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ

ଦେବଗଡ଼: ଜିଲ୍ଲାର ବିଭିନ୍ନ ଗ୍ରାମରେ ଭଲ ରାସ୍ତା ନ ଥିବାରୁ ଗ୍ରାମର ବିଭିନ୍ନ ପ୍ରସବ ମହିଳାଙ୍କୁ ଖଟିଆରେ ବୁହା ହେବା ଓ ଆମ୍ବୁଲାନ୍ସ କର୍ମଚାରୀ ଷ୍ଟ୍ରେଚର ବୋହି ଆମ୍ବୁଲାନ୍ସ ପାଖକୁ ଆଣିବା ଘଟଣା ବହୁ ସମୟରେ ଦେଖିବାକୁ ମିଳିଛି। ସେହିପରି ମଙ୍ଗଳବାର ତିଲେଇବଣି ବ୍ଲକ୍‌ ଦୁଧିଆନାଳୀ ପଂଚାୟତ…
ଅଧିକ ଖବର ଦେଖନ୍ତୁ...

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ରିଆମାଳ: ଦବେଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ କାଞ୍ଜିଆମ୍ବ ଗ୍ରାମରେ ସୋମବାର ଜଣେ ମହିଳା ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୧୨ ଘଣ୍ଟା ପରେ ବି ଘଟଣା ସଂପର୍କରେ…
ଅଧିକ ଖବର ଦେଖନ୍ତୁ...

ବିଷ ପିଇ ବୃଦ୍ଧଙ୍କ ଆତ୍ମହତ୍ୟା

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ମଳେହିପଡା ପଞ୍ଚାୟତ ବଡସିସଲଇ ଗ୍ରାମର ଘନଶ୍ୟାମ ନାୟକ (୫୦) ଶନିବାର ବିଷ ପିଇ ଦେଇଥିଲେ। ପରିବାର ଲୋକ ଜାଣିବା ପରେ ତୁରନ୍ତ ଛତାବର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର…
ଅଧିକ ଖବର ଦେଖନ୍ତୁ...

୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ୧୩ଟିକିଆ ହାତୀପଲ

ଦେବଗଡ: ବାରକୋଟ ବ୍ଲକ ଅନ୍ତର୍ଗତ କଲାଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଉଦ୍ୟାନ ବିଭାଗ ଫାର୍ମରେ ଆଜି ସକାଳେ ୧୩ ଟିକିଆ ହାତୀପଲ ପଶି ଆସିଥିଲେ । ହାତୀପଲଙ୍କୁ ଦେଖିବା ପାଇଁ ୪୯ ନମ୍ବର ଜାତୀୟ ରାଜପଥରେ ପ୍ରବଳ ଜନ ଗହଳି ହୋଇଥିବାବେଳେ ହାତୀଙ୍କ ଗତିବିଧି ଉପରେ ବନ ବିଭାଗ…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ଓଟ ମାଲିକଙ୍କ ମୃତ୍ୟୁ

ରିଆମାଳ: ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଦେଓଝରଣ ଗ୍ରାମରେ ଗୁରୁବାର ଅପରାହ୍‌ଣ ୨ଟାରେ ବଜ୍ରପାତରେ ଜଣେ ଓଟ ମାଲିକ ଉତ୍ତରପ୍ରଦେଶ ରାଜ୍ୟ ମିର୍ଜାପୁର‌‌ ଜିଲ୍ଲାର ମହେନ୍ଦ୍ର ଚାନ୍ଦଙ୍କ ପୁଅ ଦୀପ ଚାନ୍ଦ (୨୨)ଙ୍କ ମୃତ୍ୟୁ ହୋଇଯାଇଛି। ଦୀପ ରିଆମାଳ ବ୍ଲକ୍‌ରେ ଓଟ ବୁଲାଇ…
ଅଧିକ ଖବର ଦେଖନ୍ତୁ...

ରଙ୍ଗମାଟିଆ ଗାଁରେ ଛେଳି ମଡ଼କ

ଦେବଗଡ଼: ତିଳେଇବଣୀ ବ୍ଲକ ରଙ୍ଗମାଟିଆ ଗ୍ରାମରେ ଛେଳି ମଡ଼କ ଦେଖାଦେଇଛି। ଛେଳିମାନଙ୍କ ଦେହରେ ଥଣ୍ଡାର ଲକ୍ଷଣ ଦେଖାଦେଉଛି। କିଛିଦିନ ପରେ ସେମାନଙ୍କ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି। ସରକାରୀ ଅଧିକାରୀଙ୍କ ପାଖରେ ଏନେଇ କୌଣସି ଖବର ନଥିବା ବେଳେ ଲୋକମାନେ ବେସରକାରୀ ଭାବେ ଚିକିତ୍ସା କରାଇ…
ଅଧିକ ଖବର ଦେଖନ୍ତୁ...

ଅନିୟମିତତା ଅଭିଯୋଗରେ ପିଇଓ ନିଲମ୍ବିତ

ଦେବଗଡ଼: ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ସୁଗୁଡ଼ା ପଞ୍ଚାୟତର ନିର୍ବାହୀ ଅଧିକାରୀ ଲୀଳାବତି ବେହେରାଙ୍କୁ ଦେବଗଡ଼ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ସେ ପ୍ରଶାସନର ନିୟନ୍ତ୍ରଣରେ ଡିଆରଡିଏ ଅଫିସରେ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି। ଏହା ସହିତ ଡିଆର୍‌ଡିଏ…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

ଦେବଗଡ଼: ତିଲେଇବଣି ବ୍ଲକ ଅନ୍ତର୍ଗତ ସୁଗୁଡା ଗ୍ରାମ ପଂଚାୟତର ନିର୍ବାହୀ ଅଧିକାରୀ ଲୀଲାବତୀ ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଜଣାପଡିଛି। ତାଙ୍କୁ ଦେବଗଡ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡିଛି। ସେହିପରି ନିଲମ୍ବନ ସମୟ ସୀମା ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଥମ ବର୍ଷ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ

ଦେବଗଡ଼: ଭୁବନେଶ୍ବରସ୍ଥିତ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ଥମିନଥିବା‌ବେଳେ ଆଜି ଦେବଗଡ଼ ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଥମ ବର୍ଷ ଛାତ୍ରୀଙ୍କୁ ରାଗିଂ ହୋଇଥିବା ନେଇ ଅଭିଯୋଗ ହୋଇଛି । ତେବେ ସଂପୃକ୍ତା ଛାତ୍ରୀଙ୍କ ଭାଇ ଦୁଷ୍ମନ୍ତ କିଷାନ…
ଅଧିକ ଖବର ଦେଖନ୍ତୁ...

୫ ବର୍ଷ ପରେ ହେଲା ରଥଟଣା; ଜାତିଭେଦ ପାଇଁ ପହଣ୍ଡିରେ ଗୁଣ୍ଡିଚା ମନ୍ଦିର ଯାଉଥିଲେ ତିନି ଠାକୁର

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳାରେ ୫ ବର୍ଷ ପରେ‌ ହେଲା ରଥଟଣା। ଜାତିଭେଦକୁ ନେଇ ଲାଗି ରହିଥିଲା ବିବାଦ। ୩ ବର୍ଷ ବିବାଦ ଯୋଗୁଁ ଥିବା ବେଳେ ବାକି ୨ ବର୍ଷ କରୋନା ପାଇଁ ବନ୍ଦ ଥିଲା। ମନ୍ଦିର କମିଟୀ, ଗ୍ରାମବାସୀ ପ୍ରଶାସନ ପକ୍ଷରୁ ଏକ ବୈଠକରେ ସମାଧାନ ପରେ ରଥଟଣା ସମ୍ଭବ…
ଅଧିକ ଖବର ଦେଖନ୍ତୁ...