ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ଭିଜିଲାନ୍ସ ଜାଲରେ ତହସିଲ ଅଫିସ୍‌ର ମୁଖ୍ୟ କିରାଣି

ଦେବଗଡ଼: ୫ ହଜାର ଟଙ୍କା ଟଙ୍କା ଲାଞ୍ଚ ନେଉଥିବା ବେଳେ ଦେବଗଡ଼ ଜିଲ୍ଲା ବାରକୋଟ ତହସିଲ ଅଫିସ୍‌ର ମୁଖ୍ୟ କିରାଣି ରାଜ କିଶୋର କାଲୋ ମଙ୍ଗଳବାର ସନ୍ଧ୍ୟାରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମିଳିଥିବା ସୂଚନାନୁଯାୟୀ ଜଣେ ଅଭିଯୋଗକାରୀଙ୍କ ସପକ୍ଷରେ ଆର୍‌ଆର୍‌ ପ୍ରଦାନ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

୫୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ମୁଖ୍ୟ କିରାଣୀ

ଦେବଗଡ: ୫୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ବାରକୋଟ ତହସିଲର ମୁଖ୍ୟ କିରାଣୀ ରାଜ କିଶୋର କାଲୋ ଭିଜିଲାନ୍ସ ହାତରେ ଆଜି ଧରାପଡିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ବାରକୋଟ ତହସିଲରେ କାର୍ଯ୍ୟରତ ମୁଖ୍ୟ କିରାଣୀ ଶ୍ରୀ କାଲୋ ଅଭିଯୋଗକାରୀଙ୍କ ସପକ୍ଷରେ ଆରଆରରେ ପ୍ରଦାନ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକ ଅଭାବ, ଦୁଇ ଦିନ ହେଲା ସ୍କୁଲରେ ତାଲା

ରିଆମାଳ: ରିଆମାଳ ବ୍ଲକ ମଳେହିପଡ଼ା ପଞ୍ଚାୟତ ବଡସିମଲଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ଦୁଇ ଦିନ ହେବ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ବିଦ୍ୟାଳୟରେ ତାଲା ପକାଇଛନ୍ତି। ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଅଛି। ୭ଟି ଶ୍ରେଣୀରେ ୪୧ ଜଣ…
ଅଧିକ ଖବର ଦେଖନ୍ତୁ...

ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ: ପଶ୍ଚିମ ଓଡ଼ିଶାରେ ବରଗଡ଼ ଜିଲ୍ଲାରେ ୮୬.୭୪% ପିଲା ପାସ୍‌

ସମ୍ବଲପୁର, ୮।୮ (ଇମିସ): ଯୁକ୍ତ ୨ କାଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ସାରା ରାଜ୍ୟରେ ଚଳିତବର୍ଷ କଳାରେ ପାସ୍‌ହାର ୮୨.୧୦ ରହିଛି। ପଶ୍ଚିମ ଓଡ଼ିଶାରେ ଯୁକ୍ତ ୨ କଳାରେ ବରଗଡ଼ ଜିଲ୍ଲାର ପାସ୍‌ ହାର ସର୍ବାଧିକ ୮୬.୮୪% ରହିଥିବା ବେଳେ ୭୬.୫୭% ସହ କଳାହାଣ୍ଡି ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼ରେ ନୂଆ ଏସ୍‌ପିଙ୍କ ଯୋଗଦାନ

ଦେବଗଡ଼: ଦେବଗଡ ଜିଲ୍ଲାର ନୂଆ ଏସ୍‌ପି ଭାବେ ରବିବାର ଓଡିଶା ପୁଲିସ ପ୍ରଶାସନିକ ସେବାର ୧୯୮୬ ବ୍ୟାଚର ପ୍ରମୋଦ ରଥ ଦାୟିତ୍ବ ଗ୍ରହଣ କରିଛନ୍ତି। ଗତ ଜୁଲାଇ ୩୧ ତାରିଖରେ ଏସ୍‌ପି ରାଜକିଶୋର ପାଇକରାୟ ଅବସର ନେବା ପରେ ତାଙ୍କ ସ୍ଥାନରେ ଶ୍ରୀ ରଥ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଜିଲ୍ଲା ପୁଲିସ…
ଅଧିକ ଖବର ଦେଖନ୍ତୁ...

ଗରମ ଭାତ ଡେକଚିରେ ପଡି ଶିଶୁକନ୍ୟା ମୃତ

ଦେବଗଡ଼: ଗରମ ଭାତ ଡେକଚିରେ ପଡି ଶିଶୁ କନ୍ୟା ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ ପୌରାଞ୍ଚଳ ମ୍ୟୁନିସିପାଲଟି ସାହିରେ। ମୃତ ଶିଶୁ କନ୍ୟା ହେଲେ ମାନସ ରାଓଙ୍କ ଦୁଇ ବର୍ଷୀୟ ଝିଅ ରୁଦ୍ରାଣୀ ରାଓ।ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଶିଶୁ କନ୍ୟାର ଜେଜେମା ଗରମ ରନ୍ଧା ଭାତ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଦେବଗଡ଼ ଗସ୍ତ

ଦେବଗଡ଼: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ମଙ୍ଗଳବାର ଦିନିକିଆ ଦେବଗଡ଼ ଜିଲ୍ଲା ଗସ୍ତରେ ଆସିଥିଲେ। ଏହି ଅବସରରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ ଦେଇ…
ଅଧିକ ଖବର ଦେଖନ୍ତୁ...

ଅବୈଧ ପ୍ରେମ ସମ୍ପର୍କକୁ ନେଇ ସଙ୍କୀର୍ତ୍ତନ ଗୁରୁଙ୍କୁ ହତ୍ୟା, ୩ ଅଟକ

ରିଆମାଳ: ଅବୈଧ ପ୍ରେମ ସମ୍ପର୍କ ରଖି ଜୀବନ ଯାଇଛି ଜଣେ ସଂକୀର୍ତ୍ତନ ଗୁରୁଙ୍କ। ହତ୍ୟାକାରୀମାନେ ତାଙ୍କୁ ହତ୍ୟା କରିବା ପରେ ଆଖି ଡୋଳା ତାଡ଼ି ଦେଇଛନ୍ତି। ଏମିତି ଏକ ବୀଭତ୍ସ ଘଟଣା ଘଟିଛି ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ବୁଢ଼ାପାଳ ଫାଣ୍ଡି ଅନ୍ତର୍ଗତ ଠିଆନାଳ ଗ୍ରାମରେ। ମୃତକ…
ଅଧିକ ଖବର ଦେଖନ୍ତୁ...

ରାସ୍ତାକଡ଼ରେ ଲୁଚିଛି କଲରାପତରିଆ, କାର୍‌ରେ ଥାଇ ଫଟୋ ଉଠାଇଲେ ଲୋକେ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳରେ ବାଘ ଆତଙ୍କ। ଏକ କଲରାପତରିଆ ଶନିବାର ସନ୍ଧ୍ୟାରେ ରିଆମାଳ-ରାମପାଲି ରାସ୍ତା କ୍ରସର ଆଗରେ ଦେଖା ଯାଇଥିଲା।କାରରେ ଯାଉଥିବା କିଛି ଚାଳକ ଫୋଟ ଉଠାଇ ପୁଲିସକୁ ଦେଇଥିଲେ। ରିଆମାଳ ଥାନା ଅଧିକାରୀ ଲଳିତା ପ୍ରଧାନ ଏବାବଦରେ ବନ ବିଭାଗକୁ ଜଣାଇଛନ୍ତି। ପୁଲିସ…
ଅଧିକ ଖବର ଦେଖନ୍ତୁ...

ଶୋଇବା ଅବସ୍ଥାରେ ମା’-ପୁଅଙ୍କୁ କାମୁଡ଼ି ଦେଲା ସାପ; ମା’ ମୃତ, ପୁଅ ଗୁରୁତର

ଦେବଗଡ଼ : ସାପ କାମୁଡାରେ ଚାଲିଗଲା ମା’ର ଜୀବନ । ଅନ୍ୟପଟେ ପୁଅର ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବାରକୋଟ ଥାନାଚଂଳର ଠିଆନାଳ ଗ୍ରାମର ବିଡ଼ିଘାଟ ସାହିରେ । ମୃତକ ଜଣକ ହେଲେ କାଞ୍ଚନ ଗାଗରାଇ । ମିଳିଥିବା ସୂଚନା ଅନୁଯାୟୀ, ଠିଆନାଳ ଗ୍ରାମ ବିଡ଼ିଘାଟ ସାହିର…
ଅଧିକ ଖବର ଦେଖନ୍ତୁ...