ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ଜଳିଗଲା ଟ୍ରକ୍‌

ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ବିଆର୍‌ପିଏଲ୍‌ କାରଖାନା ନିକଟରେ ଏକ ଚଳନ୍ତା ଟ୍ରକ୍‌ରେ ନିଆଁ ଲାଗିଯାଇଛି। ଫଳରେ ଟ୍ରକ୍‌ର କ୍ୟାବିନ୍‌ ସମ୍ପୂର୍ଣ୍ଣ ଜଳିଯାଇଛି। ଟ୍ରକ୍‌ଟି ୫୨୦ ନମ୍ବର ଜାତୀୟ ରାଜପଥରେ ରୁଗୁଡ଼ି ପଟୁ ଭଦ୍ରାସାହି ଆଡ଼କୁ ଆସୁଥିଲା। ବିଆର୍‌ପିଏଲ୍‌ କାରଖାନା ନିକଟରେ…
ଅଧିକ ଖବର ଦେଖନ୍ତୁ...

ବିଜେପି ଯୁବମୋର୍ଚ୍ଚା ସଂପାଦକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଘଟଗାଁ: ବିଜେପି ଘଟଗାଁ ମଣ୍ଡଳ ଯୁବମୋର୍ଚ୍ଚା ସମ୍ପାଦକ ପ୍ରବୀଣ କୁମାର ସାହୁ (୨୪)ଙ୍କ ଝୁଲନ୍ତା ମୃତଦେହ ଘଟଗାଁ ବାଇପାସ୍‌ଠାରୁ ତିନିଶହ ମିଟର ଦୂର ଅଟେଇ ସଂରକ୍ଷିତ ଜଙ୍ଗଲର ପୁରୁଣାପାଣିସ୍ଥିତ ଏକ ନିମଗଛରୁ ଉଦ୍ଧାର ହୋଇଛି। ଘଟଗାଁ ତହସିଲ କାର୍ଯ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀ ଅଜୟ କୁମାର…
ଅଧିକ ଖବର ଦେଖନ୍ତୁ...

ବିପଦସଙ୍କୁଳ ଘରେ ଅଙ୍ଗନବାଡ଼ି ପିଲା

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବଡ଼ପଳାଶପାଳ ପଞ୍ଚାୟତର ଦୁର୍ଗମ କହ୍ନେଇଗୋଳା ଗ୍ରାମର ନୂତନ ଅଙ୍ଗନବାଡ଼ି ଗୃହଟି ତିନିବର୍ଷ ହେଲା ଅଧାପନ୍ତରିଆ ଅବସ୍ଥାରେ ପଡ଼ିଛି। ନୂତନ ଗୃହର ଚଟାଣ ଓ ରଙ୍ଗକାମ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟ ଶେଷ ହୋଇଛି। ଅଙ୍ଗନବାଡ଼ି ଗୃହଟି…
ଅଧିକ ଖବର ଦେଖନ୍ତୁ...

୪ ପଞ୍ଚାୟତରେ ଗୋଟିଏ ଗାଁ: ସାହି ଭାଗଭାଗ କରି ବିଭିନ୍ନ ପଞ୍ଚାୟତରେ ସାମିଲ କରାଯାଇଛି

ହରିଚନ୍ଦନପୁର: ଗାଁ ଗୋଟିଏ। କିନ୍ତୁ ସାହି ଓ କିଛି ଘରକୁ ଭାଗ ଭାଗ କରାଯାଇ ୪ଟି ପଞ୍ଚାୟତରେ ରଖାଯାଇଛି। ଫଳରେ ଲୋକେ ନିଜ ଘରର ଠିକଣା ଲେଖିବା ବେଳେ ଅସୁବିଧାରେ ପଡ଼ୁଛନ୍ତି। ଏହାଛଡ଼ା ବିଭିନ୍ନ ସରକାରୀ ଯୋଜନା ପ୍ରଣୟନ ସମୟରେ ମଧ୍ୟ ସମସ୍ୟା ହେଉଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର…
ଅଧିକ ଖବର ଦେଖନ୍ତୁ...

ଟ୍ରକ ଚୋରି ମାମଲାରେ ୩ ଗିରଫ

କେନ୍ଦୁଝର: ଟ୍ରକ୍‌ ଚୋରି ମାମଲାରେ ଗତକାଲି କେନ୍ଦୁଝର ଟାଉନ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଆଜି ଆଉ ତିନିଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡ ମଝିଗାଁର ଏମ୍‌ଡି ସମୀର (୨୭), କେନ୍ଦୁଝର ସଦର ଥାନା କାଉଁରୀକଳା ଗ୍ରାମର ଶିବଶମ୍ଭୁ ମହାନ୍ତ (୩୫) ଓ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ସଡ଼କରେ ଗର୍ତ୍ତ

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ଭଗାମୁଣ୍ଡା-ରେବଣାପଳାଶପାଳ ପ୍ରଧାନମନ୍ତ୍ରୀ ସଡ଼କର ବାଇଲୋବେଡ଼ା ଗ୍ରାମ ପୂର୍ବରୁ ଏକ ହ୍ୟୁମ୍‌ପାଇପ୍‌ ପୋଲ ନିର୍ମାଣ କରାଯାଇଛି। ଏହି ପୋଲ ମଝିରେ ଦୁଇଟି ବଡ଼ ଗର୍ତ୍ତ ହୋଇଛି। ଲଗାଣ ବର୍ଷା ଯୋଗୁଁ ହ୍ୟୁମ୍‌ପାଇପ୍‌ ପୋଲର ତଳ ଭାଗ ଧୋଇହୋଇ ଗର୍ତ୍ତ ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣରେ ବ୍ୟାପକ ଅନିୟମିତତା

ହାଟଡିହି: ହାଟଡିହି ବ୍ଲକ୍‌ର ବିଭିନ୍ନ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଆସିଛି। ଚାଉଳ ଯୋଗାଇବା ବେଳେ ବସ୍ତାକୁ ଓଜନ କରି ଦେବାର ନିୟମ ରହିଛି। କିନ୍ତୁ ଯୋଗାଣକାରୀ ସଂସ୍ଥା ଓଜନ ନ କରି ଚାଉଳ ବସ୍ତା ପକାଇ ପ୍ରଧାନଶିକ୍ଷକରୁ ଦସ୍ତଖତ ନେଇ…
ଅଧିକ ଖବର ଦେଖନ୍ତୁ...

ଚୋରା କାଠ ବୋଝେଇ ବୋଲେରୋ ଜବତ

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜ ପଳାଶପଙ୍ଗା ସେକ୍ସନର ରାଇସୁଆଁ ମୁସଲିମ ବସ୍ତି ନିକଟରୁ ଗତକାଲି ରାତିରେ ବନ ବିଭାଗ ଏକ କାଠ ବୋଝେଇ ବୋଲେରୋ ଜବତ କରିଛି। ଗାଡ଼ି ଚାଳକ ଓ ଅନ୍ୟ ଜଣେ ବ୍ୟକ୍ତି ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଛନ୍ତି। କାଠ ବୋଝେଇ ବୋଲେରାଟି ଝାଡ଼ଖଣ୍ଡରୁ ଆସୁଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଯବାନଙ୍କ ଉନ୍ମତ୍ତ କାଣ୍ଡ: ପୁଲିସକୁ ଧକ୍କା ମାରି ଥାନାରେ ଅଟକ

ଆନନ୍ଦପୁର: ଆନନ୍ଦପୁରରେ ସେନାରେ କାର୍ଯ୍ୟରତ ଜଣେ ଯବାନଙ୍କ ଉନ୍ମତ୍ତ କାଣ୍ଡ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ ଯବାନଙ୍କ ନାଁ ରମେଶ ଚନ୍ଦ୍ର ବାରିକ ବୋଲି ଜଣାଯାଇଛି। ସେ ଆନନ୍ଦପୁରର ୱାର୍ଡ ନଂ-୧୧ରେ ରହନ୍ତି। କୌଣସି କାରଣରୁ ସେ ଘରେ ସ୍ତ୍ରୀଙ୍କୁ ପିଟିଥିଲେ। ଏହାପରେ ରମେଶଙ୍କ ସ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଘରୋଇ ହଷ୍ଟେଲରେ ଅଘଟଣ: ସାପ କାମୁଡ଼ାରେ ଗଲା ଛାତ୍ରୀଙ୍କ ଜୀବନ

ପାଟଣା : ପ୍ରଥମେ କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ ଥିବା ମାନସୀ କୋଚିଂ ସେଣ୍ଟର ପରେ ବାରିଆ ଥାନା ନିଶ୍ଚିନ୍ତପୁର ଗ୍ରାମର ବଟକୃଷ୍ଣ ଆବାସିକ କୋଚିଂ ସେଣ୍ଟର ଏବଂ ଆଜି ପାଟଣା ବଜାରରେ ଥିବା ଲକ୍ଷ୍ମୀପ୍ରିୟା ଘରୋଇ ମେସ୍‌ରେ ସାପ କାମୁଡ଼ାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ହେଲେ…
ଅଧିକ ଖବର ଦେଖନ୍ତୁ...