ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ଜାତୀୟ ରାଜପଥ ନିର୍ମାଣରେ ବାଧକ ମାଳମାଳ ମାମଲା: ଅସମ୍ପୂର୍ଣ୍ଣ କାମ ପାଇଁ ବଢ଼ୁଛି ଦୁର୍ଘଟଣା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ନିର୍ମାଣରେ ବାଧକ ସାଜିଛି ମାମଲା। ଜମି ଅଧିଗ୍ରହଣ ସମ୍ପର୍କିତ ମାଳମାଳ ମାମଲା ପଡ଼ିଥିବାରୁ ରାଜପଥ ନିର୍ମାଣ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହେଉଛି। ଅସଂପୂର୍ଣ୍ଣ ନିର୍ମାଣ ପାଇଁ ଦୁର୍ଘଟଣା ଘଟି ଲୋକେ ମୃତାହତ ହେଉଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଭୂୟାଁ ଜୁଆଙ୍ଗ ପିଢ଼ରେ ମାଳମାଳ ଡାକ୍ତର, ବିଡିଓ! ନାମକରଣକୁ ନେଇ ଚର୍ଚ୍ଚାରେ ଆଦିବାସୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଭୂୟାଁ ଜୁଆଙ୍ଗ ପିଢ଼ରେ ଅଛନ୍ତି ମାଳମାଳ ଡାକ୍ତର, ବିଡିଓ, ଓକିଲ ଓ ତହସିଲଦାର। କେନ୍ଦୁଝର ଜିଲ୍ଲାର ସବୁଠୁ ପଛୁଆ ଅଞ୍ଚଳ ଭାବେ ପରିଚିତ ଭୂୟାଁ ଜୁଆଙ୍ଗ ପିଢ଼ରେ କିଭଳି ଏତେସଂଖ୍ୟାରେ ସରକାରୀ ଅଧିକାରୀ ବାହାରିଲେ, ତାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ।…
ଅଧିକ ଖବର ଦେଖନ୍ତୁ...

ଗଛ ପଡ଼ି ରାସ୍ତା ଅବରୋଧ

ଦୈତାରି: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଦୈତାରିସ୍ଥିତ ଓଡ଼ିଶା ଖଣି ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଗଛ ପଡ଼ିବାରୁ ମୁଖ୍ୟରାସ୍ତା ଅବରୋଧ ହୋଇଛି। ଲଘୁଚାପ ଜନିତ ଲଗାଣ ବର୍ଷାରେ ଏକ ବିରାଟ ଗଛ ଉପୁଡ଼ି ପଡ଼ିଥିଲା। ଫଳରେ ବିଦ୍ୟୁତ୍ ତାର ଛିଡ଼ିବା ସହ ରାସ୍ତା ଅବରୋଧ ହୋଇଥିଲା। ଫଳରେ…
ଅଧିକ ଖବର ଦେଖନ୍ତୁ...

ପିଲାଙ୍କୁ ଅଣ୍ଡା ନଦେବାରୁ ପ୍ରଧାନଶିକ୍ଷୟିତ୍ରୀଙ୍କୁ କୈଫିୟତ ତଲବ

ଉଦୟପୁର: ସାହାରପଡ଼ା ବ୍ଲକ୍‌ ଉଦୟପୁର ପଞ୍ଚାୟତର ଗଦଗଦି ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଅଣ୍ଡା ନ ଦେବାରୁ ପ୍ରଧାନଶିକ୍ଷୟିତ୍ରୀଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ବୁଧବାର ଓ ଶନିବାର ଦୁଇଦିନ ମଧ୍ୟାନ୍ନଭୋଜନରେ ଅଣ୍ଡା ଦିଆଯାଉଛି।…
ଅଧିକ ଖବର ଦେଖନ୍ତୁ...

ଧାନତଳି ଦଳିଦେଲେ ହାତୀ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ଗତକାଲି ରାତିରେ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଭୀମକାଣ୍ଡ ଗ୍ରାମରେ ହାତୀ ପଶି ଲୋକଙ୍କ ବାଡ଼ିବଗିଚା ଉଜାଡ଼ିବା ସହ ଜମିରେ ପଶି ଧାନତଳି ନଷ୍ଟ କରିଛନ୍ତି। ଗ୍ରାମର ଦଣ୍ଡ ବେହେରା, ଦିବାକର ବେହେରା,…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ହତ୍ୟା ମାମଲାରେ ୬ ଗିରଫ

ଯୋଡ଼ା: ବାମେବାରି ଥାନା ସିଲଯୋଡ଼ା ଗ୍ରାମ କୁଦୁରସାହିରେ ମକୁରୁ ହେସା ନାମକ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ମାମଲାରେ ପୁଲିସ ୬ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସିଲଯୋଡ଼ା ଗ୍ରାମର ସୁମିତ୍ରା ପିଙ୍ଗୁଆ, ବବୁଲ ପିଙ୍ଗୁଅ, ରାଜୁ ବାହାଦୁର, ମଜୁରା ସିଦୁ, ଧରଣୀଧର…
ଅଧିକ ଖବର ଦେଖନ୍ତୁ...

ମଧ୍ୟାହ୍ନଭୋଜନ ଅଣ୍ଡାକୁ ନେଇ ଅଡ଼ୁଆରେ ଶିକ୍ଷକ

ହାଟଡିହି: କେନ୍ଦୁଝର ଜିଲ୍ଲାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନରେ ଡିଏମ୍‌ଏଫ୍‌ରୁ ସପ୍ତାହକୁ ୪ଦିନ ଅଣ୍ଡା ଖାଇବାକୁ ଦିଆଯାଉଛି। ଅଣ୍ଡା କିଣିବା ପାଇଁ ବଜାର ଦରଠାରୁ ଯଥେଷ୍ଟ କମ ଟଙ୍କା ଦିଆଯାଉଥିବାରୁ ଶିକ୍ଷକମାନେ ହରଡ଼ଘଣାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ରାସନ…
ଅଧିକ ଖବର ଦେଖନ୍ତୁ...

ବଦଳିବେ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି: ଏଥର ବିରଜା, ରାଧା ନା ଦିଲୀପ?

କେନ୍ଦୁଝର : ବିଜେପିର ରାଜ୍ୟ ସଭାପତି ଭାବେ ମ‌ନମୋହନ ସାମଲ ଦାୟିତ୍ବ ନେବା ପରେ ଏବେ ଜିଲ୍ଲା ସଂଗଠନ ଗୁଡ଼ିକରେ ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି। ଯଦି ଏଭଳି ହୁଏ, ତେବେ କେନ୍ଦୁଝର ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ବଦଳିବେ। ନୂଆ ଜିଲ୍ଲା ବିଜେପି ସଭାପତି ଦୌଡ଼ରେ…
ଅଧିକ ଖବର ଦେଖନ୍ତୁ...

ଶବ ସହ ଦୁଷ୍କର୍ମ! ଶାରୀରିକ ସମ୍ପର୍କ ପାଇଁ ଅରାଜି ହେବାରୁ ହତ୍ୟା, ଯୁବକ ଗିରଫ

ହରିଚନ୍ଦନପୁର : ଶାରୀରିକ ସମ୍ପର୍କ ରଖିବାକୁ ଅରାଜି ହେବାରୁ ନାବାଳିକାଙ୍କୁ ୨୫ ଫୁଟ ତଳକୁ ଠେଲି ହତ୍ୟାକଲା। ଏହାପରେ ଶବ ସହ ଦୁଷ୍କର୍ମ କରିବା ପରେ ପରିଚୟ ଲୁଚାଇବାକୁ ମୁହଁରେ ପଥର ଛେଚିଲା। ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଯୁବକକୁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ପୁଲିସ ଗିରଫ…
ଅଧିକ ଖବର ଦେଖନ୍ତୁ...

ଢେଙ୍କିକୋଟ ଲ୍ୟାମ୍ପସର ପରିଚାଳନା ପରିଷଦ ୬ ମାସ ପାଇଁ ରଦ୍ଦ

ଘଟଗାଁ/ଢେଙ୍କିକୋଟ : ଘଟଗାଁ ବ୍ଲକ୍‌ ଢେଙ୍କିକୋଟ ଲ୍ୟାମ୍ପସର ପରିଚାଳନା ପରିଷଦକୁ ୬ ମାସ ପାଇଁ ରଦ୍ଦ କରାଯାଇଛି। ଡିଆର୍‌ସିଏସ୍‌ ଶୁଭ୍ରକାନ୍ତି ତୁଙ୍ଗ ଚିଠି ନମ୍ବର ୨୦୨୯/୧୫ ଜୁଲାଇ ୨୦୨୩ରେ ଏହି ନିର୍ଦେଶ ଦେଇଛନ୍ତି। ୨୦୧୪ ଫେବ୍ରୁଆରି ୨୩ରେ ଲ୍ୟାମ୍ପସର ପରିଚାଳନା ନିର୍ଦ୍ଦେଶକ ପଦବି ପାଇଁ…
ଅଧିକ ଖବର ଦେଖନ୍ତୁ...